କାର୍ଯ୍ୟକର୍ତ୍ତାଙ୍କୁ ବିଜୟ ସମର୍ପିଲେ ମୋଦି: କହିଲେ, ସେମାନଙ୍କ ବଳିଦାନ ଭୁଲି ହେବନି
ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ରାଜ୍ୟରେ ଭାଜପାର ବିଜୟକୁ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସର୍ଗ କରିଛନ୍ତି। ତିନୋଟି ରାଜ୍ୟରେ ବିଜୟ ପରେ ଆୟୋଜିତ ଭାଜପାର ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ବୈଠକ ଭାଜପା ସଭାପତି ଜେପି ନଡାଙ୍କ…
ଅମଳ ବେଳେ ଭିଜିଲା ଧାନ ଫସଲ
ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ ଅବସ୍ଥାରେ ଧାନ ପେଟା ମାଟିରେ ଲୋଟି ପଡିବାରୁ ଭିଜିଯାଇଛି ବୋଲି ବନ୍ଦେର ପଞ୍ଚାୟତ ସଦର…
ଚୌକା-ଛକା ବର୍ଷା କଲେ ଗମ୍ଭୀର
ନୂଆଦିଲ୍ଲୀ,୭।୧୨: କିମ୍ବଦନ୍ତୀ ଲିଗ କ୍ରିକେଟ ଟୁର୍ନାମେଣ୍ଟର ଏଲିମିଟର ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ ୧୨ ରନ୍ରେ ଗୁଜରାଟ ଜିଆଣ୍ଟସ ଦଳକୁ ପରାସ୍ତ କରିଛି॥ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଇଣ୍ଡିଆ କ୍ୟାପିଟାଲ୍ସର ଏକ ଭଲ ଆରମ୍ଭ ହୋଇଥିଲା। ପ୍ରଥମ ଉଇକେଟ ପାଇଁ ଇଣ୍ଡିଆ…
ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ
ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍ଜୋମ୍ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା ରହିଥିବା ବେଳେ ସନ୍ଧ୍ୟାରୁ ଆରମ୍ଭ ହୋଇଯାଇଥିଲା ବର୍ଷା । ଅମଳ ସମୟରେ ଏଭଳି ଅଦିନିଆ…
ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…
ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ ଭୁଲ ବୋଲି କହିଛନ୍ତି। ପ୍ରାଣୀ ଅଧିକାର ପାଇଁ ଲଢୁଥିବା କେତେକ ଗୋଷ୍ଠୀ ଏନେଇ ଆଗେଇ…
ଲାଇଭ୍ ମ୍ୟାଚ୍ରେ ଏହି ଖେଳାଳିଙ୍କ ସହ ପଡ଼ିଆରେ ପ୍ରବଳ ଝଗଡ଼ା କଲେ ଗୌତମ ଗମ୍ଭୀର: ଭିଡ଼ିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୭।୧୨: ଗୌତମ ଗମ୍ଭୀର ପ୍ରାୟତଃ ପଡ଼ିଆରେ ଖେଳାଳିଙ୍କ ସହ ସଂଘର୍ଷ କରୁଥିବା ଦେଖାଯାଏ। ଆଇପିଏଲ ୨୦୨୩ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ମେଣ୍ଟର ଭୂମିକାରେ ଥିବା ଗମ୍ଭୀର ଆରସିବିର ବିରାଟ କୋହଲିଙ୍କ ସହ ଝଗଡ଼ା କରିଥିଲେ। ଆଜିକାଲି ଖେଳାଯାଉଥିବା ଲିଜେଣ୍ଟ୍ସ ଲିଗରେ…
ଧର୍ମେନ୍ଦ୍ରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି
ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର ୮୭ ବର୍ଷରେ ପଦାର୍ପଣ କରିଛନ୍ତି। ୬୩ ବର୍ଷ ପୂର୍ବେ ସେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଗତ ୬ ଦଶନ୍ଧି ଧରି ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଛନ୍ତି ଏବଂ ଚଳଚ୍ଚିତ୍ରରେ ସେ ବହୁତ ସକ୍ରିୟ ଅଛନ୍ତି। ନିଜ…
ଏଥର ଆଇପିଏଲ୍ରେ ଏହି ୫ ଖେଳାଳିଙ୍କୁ କିଣି ନ ପାରନ୍ତି କୌଣସି ଦଳ: ଲିଷ୍ଟ୍ରେ ସାମିଲ ଅଛନ୍ତି ପର୍ପଲ କ୍ୟାପ୍ ବିଜେତା
ନୂଆଦିଲ୍ଲୀ,୭।୧୨:ଆଇପିଏଲ୍ର ପରବର୍ତ୍ତୀ ସିଜିନ ପାଇଁ ନିଲାମ ଆସନ୍ତା ୧୯ରେ ଆୟୋଜିତ ହେବ। ଏଥର ଦୁବାଇରେ ନିଲାମ ଅନୁଷ୍ଠିତ ହେବ। ଐଥର ନିଲାମରେ ଅନେକ ଖେଳାଳିଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ, କିନ୍ତୁ ସେଠାରେ କିଛି ଖେଳାଳି ରହିବେ ଯେଉଁମାନେ ସେମାନଙ୍କୁ ନିରାଶ ହେବାକୁ…
ଛୁଆଙ୍କୁ ସିଂହପଲଙ୍କ ମୁହଁରୁ ବଞ୍ଚାଇବା ପାଇଁ ହାତୀ କଲା ଏମିତି, ଭିଡିଓ ଦେଖିଲେ…
କେବଳ ଶକ୍ତିଶାଳୀ ପ୍ରାଣୀମାନଙ୍କର ଜଙ୍ଗଲରେ ରାଜ୍ ଚାଲିଥାଏ। ଯଦିଓ ସିଂହମାନେ ହାତୀକୁ ଦେଖି ଦୌଡ଼ି ପଳାନ୍ତି କାରଣ ହାତୀଠାରୁ ଆକ୍ରମଣ ହେବାର ଆଶଙ୍କା ଥାଏ। କିନ୍ତୁ ବେଳେବେଳେ ସୁଯୋଗ ପାଇଲେ ସେମାନେ ମଧ୍ୟ ଆକ୍ରମଣ କରନ୍ତ। ଆଜିକାଲି ସୋସିଆଲ ମିଡିଆରେ ଏଭଳି…
ନ୍ୟୁଜିଲାଣ୍ଡର ଅବସ୍ଥା ଦୟନୀୟ କରିଦେଲା ବାଂଲାଦେଶ
ମୀରପୁର,୬ା୧୨:ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ନ୍ୟୁଜିଲାଣ୍ଡର ପରିସ୍ଥିତି ଖରାପ କରିଦେଇଛି ବାଂଲାଦେଶ। ମୀରପୁରରେ ଖେଳା ଯାଇଥିବା ମ୍ୟାଚ୍ରେ ବଲ୍ ତଳୁଆ ରହୁଥିବା ବେଳେ ଅସମାନ ବାଉନ୍ସ କାରଣରୁ ପ୍ରଥମ ଦିନରେ ୧୫ ଉଇକେଟର…
ମ୍ୟାକ୍ସଓ୍ବେଲଙ୍କ ଆଇପିଏଲ୍ ପ୍ରେମ: ଚାଲିପାରୁଥିବା ଯାଏ ଖେଳିବି ଆଇପିଏଲ୍
ମେଲବୋର୍ନ,୬ା୧୨: ଅଷ୍ଟ୍ରେଲୀୟ ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସଓ୍ବେଲ ଆଇପିଏଲ୍ ପ୍ରତି ଥିବା ଭଲପାଇବା ଦର୍ଶାଇଛନ୍ତି। ଯେତେବେଳ ଯାଏ ଚାଲିପାରୁଥିବି ସେ ପର୍ଯ୍ୟନ୍ତ ଆଇପିଏଲ୍ ଖେଳିବି ବୋଲି କହିଛନ୍ତି। ସାକ୍ଷାତକାରରେ ମ୍ୟାକ୍ସଓ୍ବେଲ କହିଛନ୍ତି, ଆଇପିଏଲ୍ ତାଙ୍କ କ୍ୟାରିୟରର ଶେଷ ଟୁର୍ନାମେଣ୍ଟ ହେବ। ମ୍ୟାକ୍ସଓ୍ବେଲ…
କବିର ସିଂଙ୍କ ଗୀତ ଶୁଣି କାନ୍ଦିଲା କୁକୁର, ଭିଡିଓ ଭାଇରାଲ
ଦିନ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମରେ ୟୁଜର୍ସଙ୍କ ଏହିସବୁ ଭିଡିଓ ପସନ୍ଦ ଆସିବା ସହ କିଛି ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ଭାଇରାଲ ହୋଇଛି।…
Archives


