ପୂର୍ବତଟ ରେଳପଥ ଚାମ୍ପିୟନ
ବୌଦ୍ଧ, ୧୧।୧୨(ଅଜିତ୍ କୁମାର ବାରିକ): ବୌଦ୍ଧ ଜିଲା ଷ୍ଟାଡିୟମରେ ଚାଲିଥିବା ୭୦ତମ ରାଜ୍ୟସ୍ତରୀୟ ସିନିୟର ମହିଳା ଭଲିବଲ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ପୂର୍ବତଟ ରେଳପଥ ଚାମ୍ପିୟନ ହୋଇଛି। ରାଜ୍ୟ ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ ଓ ଜିଲା କ୍ରୀଡ଼ା ସଂଘ…
ଆଜି ବସୁନ୍ଧରାକୁ ଭେଟିବ ଓଏଫ୍ସି
ଭୁବନେଶ୍ୱର,୧୧ା୧୨(ସରୋଜ ଜେନା): ଏଏଫ୍ସି କପ୍ ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ବସୁନ୍ଧରା କିଙ୍ଗ୍ସକୁ ଭେଟିବ ଓଡ଼ିଶା ଏଫ୍ସି (ଓଏଫ୍ସି)। ଏଏଫ୍ସି କପ୍ର ଅନ୍ତିମ ମ୍ୟାଚ୍ରେ ଦଳ ମୋହନବାଗାନକୁ ୫-୨ରେ ପରାସ୍ତ କରିଥିଲା। ଫଳରେ ଦଳ ଆତ୍ମବିଶ୍ୱାସର ସହ ପଡିଆକୁ ଓହ୍ଲାଇବ। ଗ୍ରୁପ୍ ଡିର…
କିସ୍ ବାଳିକା ଓ ବାଳକ ବର୍ଗରେ ଚାମ୍ପିୟନ
ଖୁଣ୍ଟା,୧୧ା୧୨(ଦେବରଞ୍ଜନ ବେହେରା) : ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଭୋଳାଗଡ଼ିଆ ପଞ୍ଚାୟତସ୍ଥିତ ମିନି ଷ୍ଟାଡିୟମଠାରେ ଓଡ଼ିଶା ସରକାର ଏବଂ ଓଡ଼ିଶା ରଗବୀ ଆସୋସିଏଶନ ପକ୍ଷରୁ ମୟୂରଭଞ୍ଜ ଜିଲା ରଗବୀ ଫୁଟବଲ ଆସୋସିଏଶନ ଆନୁକୁଲ୍ୟରେ ୮ମ ବାର୍ଷିକ ରାଜ୍ୟସ୍ତରୀୟ ସବ୍ ଜୁନିୟର…
ବରଣମାଳା ସମୟରେ ଷ୍ଟେଜ୍ ଉପରେ କନ୍ୟାଙ୍କୁ ଅଜବ ଡିମାଣ୍ଡ କଲେ ବର, ଭିଡିଓ ଦେଖି ରାଗିଗଲେ ଲୋକେ, କହିଲେ…
ବର୍ତ୍ତମାନ ଚାରିଆଡ଼େ ବିବାହ ଋତୁ ଚାଲିଛି। ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବରକନ୍ୟା ସ୍ବତନ୍ତ୍ର କିଛି କରିଥାନ୍ତି। ଏବେ ସେମିତି ଜଣେ ବରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବରଣମାଳା ପ୍ରଦାନ ସମୟରେ କନ୍ୟାଙ୍କଠାରେ ଅଜବ…
ଦୁର୍ଗମ ଅଞ୍ଚଳ ଖଞ୍ଜାମେରାରେ ବସୁଧା ଯୋଜନା ଫେଲ୍
ଆର୍.ଉଦୟଗିରି,୧୧।୧୨(ମନୋଜ କୁମାର ପାଢୀ): ଦୁର୍ଗମ ଅଞ୍ଚଳରେ ଫେଲ୍ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା। ବର୍ଷ ବର୍ଷ ଧରି ବିଶୁଦ୍ଧ ପାନୀୟ ଜଳ ପାଇବା ଆଶାରେ ଚାତକ ପରି ଚାହିଁ ବସିଥିଲେ ପାହାଡିଆ ଦୁର୍ଗମ ଅଞ୍ଚଳ ଆଦିବାସୀ। ଶେଷରେ ଗାଁ ମୁଣ୍ଡରେ ବସୁଧା…
କିଶୋର କ୍ଲବ ଚାମ୍ପିୟନ
ଭୁବନେଶ୍ୱର, ୧୧।୧୨ (ତପନ ସ୍ବାଇଁ): ଭୁବନେଶ୍ୱର ଆଥଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ‘ଗତିକୃଷ୍ଣ ପଣ୍ଡା ମେମୋରିଆଲ’ ଭୁବନେଶ୍ୱର ‘ଏ’ ଡିଭିଜନ ଫୁଟବଲ ଲିଗ୍ରେ କିଶୋର କ୍ଲବ ଚାମ୍ପିୟନ ହୋଇଛି। ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟବଲ ଏକାଡେମୀ ପଡ଼ିଆରେ ରବିବାର ଅନୁଷ୍ଠିତ ଫାଇନାଲରେ କିଶୋର…
ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ ଶିବିର
ଭୁବନେଶ୍ୱର, ୧୧ା୧୨ (ବିଜୟ ରଣା): ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ ଶିବିର କଳିଙ୍ଗ ଷ୍ଟାଡିୟମର ୫୦ମିଟର ଫାୟାର ଆର୍ମ ଶୁଟିଂ ରେଞ୍ଜରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ରାଇଫଲ ଆସୋସିଏଶନର ଯୁଗ୍ମ ସମ୍ପାଦକ ତଥା ଆଇଏସ୍ଏସ୍ଏଫ୍…
ସାଇରୂପୀ, ସୁୟଶ ଚାମ୍ପିୟନ
ଭୁବନେଶ୍ୱର, ୧୧ା୧୨ (ବିଜୟ ରଣା): ମିଶନ ଅଲିମ୍ପିକ ସ୍ପୋଟର୍ସ ଫାଉଣ୍ଡେଶନ (ଏମ୍ଓଏସ୍ଏଫ୍)ଆନୁକୂଲ୍ୟରେ କେଟି ଗ୍ଲୋବାଲ ସ୍କୁଲ-ଆଇଆଇଜି ସ୍ପୋଟର୍ସ ଏକାଡେମୀଠାରେ ଅଲଇଣ୍ଡିଆ ଟେନିସ ଆସୋସିଏଶନ (ଆଇଟା), ଓଡ଼ିଶା ଟେନିସ ଆସୋସିଏଶନ (ଓଟା) ଓ କେଟି ଗ୍ରାସ୍ରୁଟ୍ ଚାମ୍ପୟନଶିପ୍ ସିରିଜ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
ଡିଜେ ସାଉଣ୍ଡ, ଲାଇଟ୍ ଚିନ୍ତାର କାରଣ
ନୟାଗଡ଼,୧୧।୧୨(ଲୋକନାଥ ମିଶ୍ର): ଡିଜେ ସାଉଣ୍ଡ ଓ ଲାଇଟ୍ ଚିନ୍ତାର କାରଣ ପାଲଟିଛି। ଡିଜେ ସାଉଣ୍ଡରେ ଛାତି ଓ ଘରଦ୍ୱାର ଥରୁଥିବାବେଳେ ଏହା ଉପରେ ପ୍ରଶାସନ ଲଗାମ ଲଗାଇ ପାରୁନି। ଡିଜେ ବଜାଇବା ବାରଣ ରହିଥିବାବେଳେ ଚଢ଼ାଉ ଓ ଧରପଗଡ଼ ନ ଥିବାରୁ…
କବୀର, ଅଭୀପ୍ସାଙ୍କୁ ଦ୍ୱିମୁକୁଟ
ଭୁବନେଶ୍ୱର,୧୧ା୧୨(ସରୋଜ ଜେନା): ୨୨ତମ ରାଜ୍ୟସ୍ତରୀୟ ନାଲ୍କୋ ଓପନ ରବିବାର ଉଦ୍ଯାପିତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟର ସିଙ୍ଗଲ୍ସ ଇଭେଣ୍ଟର ପୁରୁଷ ଓ ମହିଳା ବର୍ଗରେ ଯଥାକ୍ରମେ କବୀର ହଂସ ଓ ଅଭୀପ୍ସା ଦେହୁରୀ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି।…
ପର୍ବତ ଦ୍ୱାରା ଜୈବ ବିବିଧତାର ସୁରକ୍ଷା
ପର୍ବତ ବହୁ ସଭ୍ୟତାର ମୂକ ସାକ୍ଷୀ ହୋଇ ରହିଛି। ଏହା ସଭ୍ୟତାର କାହାଣୀ ବଖାଣି ଥାଏ। ସାଂସ୍କୃତିକ, ଐତିହ୍ୟ, ପରମ୍ପରା ଏବଂ ରୀତିନୀତିର ପ୍ରାସଙ୍ଗିକତା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହାର ମୂକସାକ୍ଷୀ ପାଲଟିଥିବା ପର୍ବତ ପାଇଁ ଦିନଟିଏ…
ଆଇସିଆଇସିଆଇ ବ୍ୟାଙ୍କର ନୂତନ ଶାଖା
ଭୁବନେଶ୍ୱର,୧୧।୧୨: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଶାଖା ନିକଟରେ ଭୁବନେଶ୍ୱରର ଲିଙ୍ଗିପୁର ଇନ୍ଦିରା ହାଉସିଂ କଲୋନିଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପୋଲିସ କମିଶନର ଏସ୍.କେ. ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଇସିଆଇସିଆଇ…
Archives


