Home Left

‘ଆମେ ଏହି ଲଢେଇ ଜିତିବୁ’

କୋଲକତା,୧୧।୧୨: ସଂସଦରୁ ବହିଷ୍କୃତ ହେବା ପରେ ମହୁଆ ମୋଇତ୍ର ଜନତା ଦରବାରରେ ପହଞ୍ଚିଛନ୍ତି। ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ସେ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ଭିଡିଓ ବାର୍ତ୍ତାରେ ମହୁଆ ଜନସାଧାରଣ, ଟିଏମସି କର୍ମୀ ତଥା ଦଳର ନେତାମାନଙ୍କୁ ଏହି ସଂଗ୍ରାମରେ…

ଅଏଲ ରିଫାଇନାରୀରେ ଅଗ୍ନିକାଣ୍ଡ ପରେ ଦୁଇଟି ବଡ ବିସ୍ଫୋରଣ

ତେହରାନ,୧୧।୧୨: ଇରାନର ବିରଜାଣ୍ଡ ସ୍ପେଶାଲ ଇକୋନୋମିକ ଜୋନରେ ଅବସ୍ଥିତ ଏକ ତୈଳ ବିଶୋଧନାଗାରରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଇରାନର ଇସଲାମିକ ରିପବ୍ଲିକ ନ୍ୟୁଜ ଏଜେନ୍ସି (ଆଇଆରଏନଏ) କହିଛି ଯେ ନିଆଁ ଲିଭାଇବା ପାଇଁ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ…

ଟିମ୍‌ ଇଣ୍ଡିଆର ଅଡ଼ୁଆ ବଢିପାରେ

ଡର୍ବାନ, ୧୧ା୧୨: ବର୍ଷା ଯୋଗୁ ଡର୍ବାନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ବାତିଲ ହୋଇଛି। ପ୍ରଥମ ଟି-୨୦ ରଦ୍ଦ ହେବା ଭାରତ ପାଇଁ ଏକ ବଡ ସମସ୍ୟା ହୋଇପାରେ। କାରଣ ବର୍ତ୍ତମାନ ୨୦୨୪ରେ ଖେଳାଯିବାକୁ ଥିବା ଟି-୨୦…

ଅନ୍ଧାରରେ ଗୁରୁପ୍ରିୟା ସେତୁ

ଚିତ୍ରକୋଣ୍ଡା,୧୧ା୧୨(କ୍ଷୀରୋଦ ବେହେରା): ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଲାଇଫ୍‌ଲାଇନ୍‌ ସାଜିଥିବା ଗୁରୁପ୍ରିୟା ସେତୁ ୩ ଦିନରୁ ଅଧିକ ହେଲାଣି ଅନ୍ଧାରରେ ରହିଛି। ସ୍ବାଭିମାନ ଅଞ୍ଚଳର ଲାଇଫ୍‌ଲାଇନ୍‌ ପାଲଟିଥିବା ଏହି ଗୁରୁପ୍ରିୟା ସେତୁ…

ସିଆଚେନ ଗ୍ଲାସିଅରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ ଫାତିମା ଓ୍ବାସିମ, ସେନା ଜାରି କଲା ଭିଡିଓ

ନୂଆଦିଲ୍ଲୀ,୧୧।୧୨: କ୍ୟାପଟେନ ଫାତିମା ୱାସିମ ପ୍ରଥମ ମହିଳା ମେଡିକାଲ ଅଫିସର ଭାବେ ସିଆଚେନ ଗ୍ଲାସିଅରରେ ଏକ ଅପରେସନ ପୋଷ୍ଟରେ ପୋଷ୍ଟ କରି ଇତିହାସ ସୃଷ୍ଟି କରିଛନ୍ତି। ସିଆଚେନ ବ୍ୟାଟଲ ସ୍କୁଲରେ କଠୋର ତାଲିମ ପାଇବା ପରେ ତାଙ୍କୁ ୧୫୨୦୦ ଫୁଟ ଉଚ୍ଚରେ…

ରାଗିଗଲେ ଗାଭାସ୍କର: କହିଲେ, ଦକ୍ଷିଣ ଆଫ୍ରିକା ମିଛ କହୁଛି

ଡର୍ବାନ, ୧୧ା୧୨: ବର୍ଷା ଯୋଗୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବାତିଲ ହୋଇଛି। ବର୍ଷା ହେତୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ବାତିଲ ହେବା ପରେ ସୁନୀଲ ଗାଭାସ୍କର ରାଗି…

ବର୍ଷାରେ ଧୋଇଗଲା ଭାରତ-ଦକ୍ଷିଣ ପ୍ରଥମ ଟି-୨୦

ଡର୍ବାନ, ୧୧ା୧୨: ଲଗାଣ ବର୍ଷା ଯୋଗୁ ଏଠାରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି। ଏପରିକି ମ୍ୟାଚ୍‌ ପାଇଁ ଟସ୍‌ ମଧ୍ୟ ପଡ଼ି ନ ଥିଲା। ଆସନ୍ତାବର୍ଷ ଓ୍ବେଷ୍ଟଇଣ୍ଡିଜ…

ପୃଥିବୀ ବି ନେଇଥାଏ ନିଃଶ୍ୱାସ, ଦେଖନ୍ତୁ ଏହି ଭିଡିଓ…

ଆମେ ପୃଥିବୀ ଉପରେ ବାସ କରୁ। ଆମେ ବଞ୍ଚିବା ପାଇଁ ପୃଥିବୀରୁ ବହୁତ କିଛି ପାଇଥାଉ, ତେଣୁ କେତେକ ସଭ୍ୟତାରେ ଏହାକୁ ମା’ ଭାବରେ ପୂଜା କରାଯାଏ। ପୃଥିବୀକୁ ଜୀବନ୍ତ ବିବେଚନା କରାଯାଏ। ଯାହା ଦ୍ୱାରା ଆମେ ତାଙ୍କୁ ପୃଥିବୀ ମା’କୁ…

ଦୁଇ ଦିନ ଗଲାନି, ଉଠିଗଲା ପିଚୁ

ପାରଳାଖେମୁଣ୍ଡି,୧୧।୧୨ (ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ସୀତାସାଗର ହୁଡା ତଥା ଓଡିଶା-ଆନ୍ଧ୍ର ସୀମାନ୍ତ ରାସ୍ତା ନିର୍ମାଣ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା ନିର୍ମାଣର ଦୁଇ ଦିନ ପରେ ପିଚୁ ଗୋଡ଼ି…

ଅଶ୍ୱିନୀ-ତନିଶା ଯୋଡ଼ି ଚାମ୍ପିୟନ

ଗୁଆହାଟୀ, ୧୧ା୧୨(ପି.ଟି.): ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନ୍ନାପ୍ପା ଏଠାରେ ଚାଲିଥିବା ଗୁଆହାଟୀ ମାଷ୍ଟର୍ସ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ଟାଇଟଲ ହାସଲ କରିଛନ୍ତି। ରବିବାର ୪୦ ମିନିଟ୍‌ ଧରି ଅନୁଷ୍ଠିତ ଫାଇନାଲରେ ସେମାନେ ଚାଇନିଜ୍‌ ତାଇପେର…

ଶ୍ରେୟାଂଶଙ୍କ ଶତକ, ଓଡ଼ିଶା ୧୮୯/୪

ବରଗଡ଼,୧୧।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟ ଏବଂ ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ସହଯୋଗରେ ସ୍ଥାନୀୟ କ୍ରିଷ୍ଣା ବିକାଶ ଗ୍ରାଉଣ୍ଡରେ ଚାଲିଥିବା ୧୯ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫିର ରବିବାର ହାଇଦ୍ରାବାଦ ଦଳ ୫୦୩/୭ ସ୍କୋରରେ ଏହାର ଇନିଂସ ଘୋଷଣା…

ଭାରତୀୟ ଗେଟ୍‌ବଲ ଦଳକୁ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୧ା୧୨(ସରୋଜ ଜେନା) : ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତି ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ଗେଟ ବଲ ଦଳକୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗେଟବଲ୍‌ ସଙ୍ଘ ତରଫରୁ ହଂକଂ ଓ ମକାଉ ଯାଇଥିବା ଦୁଇଟି ଦଳର ସଦସ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri