Home Left

ଶଙ୍ଖ ଛାଡି ‘ହାତ’ ଧରିଲେ ଅସିତ

ଭୁବନେଶ୍ୱର, ୧୨।୪(ସୁନିତ୍‌ ମିଶ୍ର):ଭଦ୍ରକ ଜିଲା ବିଜେଡି ଉପସଭାପତି ତଥା ବର୍ତ୍ତମାନ ମଧୁବାବୁ ପେନ୍‌ସନ ଯୋଜନାର ଓଡ଼ିଶା ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଅସିତ ପଟ୍ଟନାୟକ ଗୁରୁବାର କଂଗ୍ରେସରେ ଯୋଗଦେଇଛନ୍ତି। କଂଗ୍ରେସ ଭବନଠାରେ ଆୟୋଜିତ ମିଶ୍ରଣ ପର୍ବରେ ଅସିତଙ୍କ ସହ ବହୁ ପୂର୍ବତନ ସରପଞ୍ଚ,…

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଓଭର ବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲା। ଟ୍ରକ୍‌ ଡ୍ରାଇଭର…

ଆବର୍ଜନା ମଧ୍ୟରେ ମୁକ୍ତାକାଶ ଜିମ୍‌

ବ୍ରହ୍ମପୁର,୧୨ା୪(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ମୁକ୍ତା ଯୋଜନାରେ ସହରର ବିକାଶ ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୨୨.୭୪କୋଟି ଟଙ୍କା ବ୍ୟୟରେ ଏହି ଯୋଜନାରେ ୧୬୩ ପ୍ରକଳ୍ପ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୩୪.୭୪ କୋଟି ଟଙ୍କା…

ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରବଳ ଫାଇଦା: ଆରସିବିର ବଢିଲା ଟେନସନ୍‌

ମୁମ୍ବାଇ,୧୨।୪: ଆଇପିଏଲର ୨୫ତମ ମ୍ୟାଚ ଗୁରୁବାର ଖେଳାଯାଇଥିଲା। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପଡ଼ିଆରେ ଥିଲା। ଯଦି ଦେଖାଯାଏ, ତେବେ ଏହି ଲିଗରେ ରହିବା ପାଇଁ ଉଭୟ ଦଳ ଏହି ମ୍ୟାଚ ଜିତିବା ଆବଶ୍ୟକ ଥିଲା।…

ସୂର୍ଯ୍ୟମଣି-ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ ହେବ କଡ଼ା ଟକ୍କର

ପୁରୁଷୋତ୍ତମପୁର, ୧୨ା୪(ସୀମାଞ୍ଚଳ ମିଶ୍ର): ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୮୫ରୁ ଜନତା ଦଳ ଓ ବିଜେଡି କବଜାରେ ରହିଛି। ଏଠାରୁ କ୍ରମାଗତ ଭାବରେ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ବିଧାୟିକା ନିର୍ବାଚିତ ହୋଇ ଆସୁଥିଲେ। ମାତ୍ର ୨୦୦୮ ସୀମା ନିର୍ଦ୍ଧାରଣ…

ଶିଶୁ ଉଦ୍ୟାନ ଏବେ କ୍ଷୁଦ୍ର ଜଙ୍ଗଲ

ହାଟଡ଼ିହୀ,୧୨।୪(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଶଢ଼ା ପଞ୍ଚାୟତ ମିଠିଗାଁ ଗ୍ରାମରେ ଥିବା ଶିଶୁ ଉଦ୍ୟାନ ଏବେ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ପରିସର ଅନାବନା ଗଛ, ଲତାରେ ଭର୍ତ୍ତି ହୋଇଛି। ଶିଶୁ ଉଦ୍ୟାନଟି ଏବେ ସରୀସୃପଙ୍କ ବାସସ୍ଥଳୀ ପାଲଟିଥିବା…

ସୂର୍ଯ୍ୟଙ୍କ ଆଗରେ ଆତ୍ମସମର୍ପଣ କଲା ଆରସିବି: ମୁମ୍ବାଇର ରେକର୍ଡ ବର୍ଷା

ନୂଆଦିଲ୍ଲୀ,୧୨।୪: ଆଇପିଏଲ ୨୦୨୪ରେ ସୁର୍ଯ୍ୟକୁମାର ଯାଦବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଖେଳିଥିଲେ। ଏଥିରେ ସେ ୨୭୩.୬୮ ଷ୍ଟ୍ରାଇକ ରେଟ୍‌ରେ ୧୯ଟି ବଲରେ ୫୨ ରନ ସ୍କୋର କରି ଅନେକ ରେକର୍ଡ ଭାଙ୍ଗିଥିଲେ। ସିଜନର ପ୍ରଥମ ମ୍ୟାଚ୍‌ ସୂର୍ଯ୍ୟକୁମାର…

ହସ୍ତତନ୍ତ ପୋଷାକରେ ଚମକିଲେ ତାରକା

ଭୁବନେଶ୍ୱର,୧୨।୪(ଅନୁରାଧା ମହାରଣା): ଓଡ଼ିଶା ଫ୍ୟାଶନ୍‌ ଓ୍ବିକ୍‌ ଏବଂ ଆଇଟିଆଇ ଭୁବନେଶ୍ୱର ପକ୍ଷରୁ ଏଲ୍‌ସିଜେ ସିଲ୍‌ଭର ସହଯୋଗରେ ପ୍ରଥମଥର ପାଇଁ ଏକ ସ୍ବତନ୍ତ୍ର ଫ୍ୟାଶନ୍‌ ଶୋ’ ଅନୁଷ୍ଠିତ ହୋଇଯାଇଛି। ଅଭିନେତ୍ରୀ ଦେବଯାନୀ ଦେଘୁରିଆ, ଅନିଶା ଶର୍ମା, ଅଭିନେତା ଶୁଭାଶିଷ ଶର୍ମା, ଭିୟୋନା, ସ୍ମୃତିରେଖା…

ଟି-୨୦ ବିଶ୍ୱକପ ଖେଳିବାକୁ ଚାହୁଁଛନ୍ତି ଦୀନେଶ କାର୍ତ୍ତିକ, ଦେଖନ୍ତୁ ପଡ଼ିଆ ମଝିରେ କ’ଣ କହିଲେ ରୋହିତ

ମୁମ୍ବାଇ,୧୨।୪: ଆରସିବି ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଆଇପିଏଲ ପରେ ଅବସର ନେଇଥିବାର ସୂଚନା ଦେଇଛନ୍ତି, କିନ୍ତୁ ତାଙ୍କ ନିଷ୍ପତିରେ ପରିବର୍ତ୍ତନ ହୋଇପାରେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପରେ ଏହାର ସମ୍ଭାବନା ଆହୁରି ବଢିଛି। ଦୀନେଶ କାର୍ତ୍ତିକ ୩୮ ବର୍ଷ ବୟସରେ…

ଜଙ୍ଗଲ ନିଆଁରେ ଉଜୁଡ଼ିଯାଉଛି ମୂଲ୍ୟବାନ୍‌ ଗଛ

ବେଗୁନିଆ,୧୨।୪(ହରପ୍ରସନ୍ନ ପଣ୍ଡା): ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଉଥିବାବେଳେ ଜଙ୍ଗଲରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତବର୍ଷ ଫଗୁଣ ଆରମ୍ଭରୁ ଦୈନିକ ଏବେ ଗ୍ରାମ୍ୟ ଜଙ୍ଗଲ ହେଉ ଅବା ଘରୋଇ କାଜୁ ବଗିଚାରେ ନିଆଁ…

ଟିକେଟ ଚିନ୍ତାରେ କଂଗ୍ରେସ ଆଶାୟୀ

ନିମାପଡ଼ା,୧୨ା୪(ରଞ୍ଜନ ପଟ୍ଟନାୟକ): ୨୦୦୦ ପରଠାରୁ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସର ପ୍ରାର୍ଥୀମାନେ ନିର୍ବାଚନ ଲଢ଼ି ବିଜୟର ସ୍ବାଦ ଚାଖିନାହାନ୍ତି। ଏଥର ନିର୍ବାଚନ ତାରିଖ ଘୋଷଣା ପରେ ବି ଦଳ ଏହି ନିର୍ବାଚନମଣ୍ଡଳୀ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିପାରିନାହିଁ। ଫଳରେ ନେତା…

କୋହଲିଙ୍କୁ ୪୪୦ ବୋଲ୍ଟର ଝଟ୍‌କା ଦେଲେ ବୁମ୍‌ରା

ମୁମ୍ବାଇ,୧୨।୪: ଆଇପିଏଲ ୨୦୨୪ରେ, ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ମୁମ୍ବାଇ ଟସ ଜିତି ଆରସିବିକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଫର୍ମରେ ଥିବା ବିରାଟ କୋହଲି ମାତ୍ର ୩ ରନ ସ୍କୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?