Home Left

ବାଇଡେନଙ୍କୁ ଧମକାଇଲେ ପୁଟିନ

ମସ୍କୋ,୧୭।୧୨: ଚଳିତ ବର୍ଷ ପ୍ରାରମ୍ଭରେ ନାଟୋରେ ଯୋଗ ଦେଇଥିବା ପଡୋଶୀ ଫିନଲ୍ୟାଣ୍ଡକୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାବନୀ ଦେଇଛନ୍ତି। ଏହା ସହିତ ପୁଟିନ ନାଟୋ ଉପରେ ରୁଷିଆର ଆକ୍ରମଣ ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ରବିବାର ରୋସିୟା ଷ୍ଟେଟ…

ବିବାହ ବିଚ୍ଛେଦ ଗୁଜବ ପରେ ଏବେ ଭାଇରାଲ ହେଉଛି ଐଶ୍ୱର୍ଯ୍ୟାଙ୍କ ମୋଟ୍‌ ସମ୍ପତ୍ତି, ଅଭିଷେକଙ୍କଠାରୁ ବି ଅଧିକ

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। କାରଣ ତାଙ୍କୁ ସମସ୍ତେ ପ୍ରାୟ ଜାଣିଛନ୍ତି। ଏବେ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ସହ ଛାଡ଼ପତ୍ର ହେବାର ଗୁଜବ ପାଇଁ ଗତ କିଛିଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟ ସହିତ ସେ ନିଜ…

Video: ପ୍ରଧାନମନ୍ତ୍ରୀଙ୍କ ମହାନତା, ଗାଡ଼ି ଅଟକାଇ ଆମ୍ବୁଲାନ୍ସକୁ ଛାଡ଼ିଲେ ବାଟ

ନୂଆଦିଲ୍ଲୀ, ୧୭ା୧୨: ରବିବାର ଉତ୍ତର ପ୍ରଦେଶର ଏକ ରୋଡ ଶୋ’ରେ ଯୋଗ ଦେବାକୁ ଯିବା ସମୟରେ ନିଜ ଗାଡ଼ି ଅଟକାଇ ଏକ ଆମ୍ବୁଲାନ୍ସକୁ ରାସ୍ତ ଦେଇ ନିଜର ମାନବିକତା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମ୍ବୁଲାନ୍ସକୁ ଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାରକେଡ…

ବିବାହର ପାଞ୍ଚ ବର୍ଷ ପରେ ମା’ ହେଲେ ରୁବିନା, ଘରକୁ ଆସିଲେ ଦୁଇ ରାଜକୁମାରୀ

ବମ୍ବେ: ମା’ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ରୁବିନା ଦିଲୈକ। ତାଙ୍କ ଘରକୁ ଆସିଛନ୍ତି ଦୁଇ ରାଜକୁମାରୀ। ବିବାହର ପାଞ୍ଚ ବର୍ଷ ପରେ ଘରେ ଜାଆଁଳା ଶିଶୁଙ୍କ ଆଗମନକୁ ନେଇ ପରିବାରଲୋକେ ଖୁସିରେ ବିଭୋର ହୋଇଛନ୍ତି। ଏଯାଏ ରୁବିନା ଖୁସିଖବର…

ବାବା ତୁମ୍ବେଶ୍ୱରଙ୍କ ଆଶୀର୍ବାଦ ନେଇ ବିଭିନ୍ନ ପ୍ରକଳ୍ପ ଘୋଷଣା କଲେ ୫-ଟି ଅଧ୍ୟକ୍ଷ

ପୁରୁଷୋତ୍ତମପୁର,୧୭ା୧୨(ସୀମାଞ୍ଚଳ ମିଶ୍ର): ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ୫-ଟି ତଥା ଆମଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରବିବାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁରଠାରେ ଥିବା ଶୈବପୀଠ ବାବା ତୁମ୍ବେଶ୍ବରଙ୍କୁ ଦର୍ଶନ କରି ଆଶୀର୍ବାଦ…

ତାରାତାରିଣୀଙ୍କ ପୀଠରେ ଅଘଟଣ: ଦୀପଘରେ ଲାଗିଲା ନିଆଁ

ପୁରୁଷୋତ୍ତମପୁର,୧୭ା୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ପୀଠରେ ପବିତ୍ର ଧନୁସଂକ୍ରାନ୍ତିରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ଯାହାକି ଦୀପଘରେ ନିଆଁ ଲାଗିଯାଇଛି। ମାତ୍ର ଏଥିରେ କାହାରି କିଛି କ୍ଷତି ଘଟି ନ ଥିବା ବେଳେ କିଛି ବାଉଁଶ…

ପର୍ଯ୍ୟଟନ କ୍ଷେତ୍ରରେ ପ୍ରଶାସନର ମିଳିତ ଚଢ଼ାଉ

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପର୍ଯ୍ୟଟନ କ୍ଷେତ୍ରରେ ରବିବାର ସ୍ଥାନୀୟ ପ୍ରଶାସନର ମିଳିତ ଚଢ଼ାଉ କରାଯାଇଛି। ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କ ଉପସ୍ଥିତିରେ ତହସିଲଦାର ଶରତ ଶବର, ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ମିଳିତ ଚଢ଼ାଉ କରିଥିଲେ। ପ୍ରଥମେ…

ରାହାଙ୍କୁ ଏହିସବୁ ନିକ୍‌ ନେମରେ ଡାକନ୍ତି ଆଲିଆ

ମୁମ୍ବାଇ: ତାଙ୍କ ପ୍ରଶଂସକଙ୍କ ପ୍ରକୃତ ପ୍ରଶଂସା ପାଇଁ ଜଣାଶୁଣା ଆଲିଆ ଭଟ୍ଟ କ୍ରମାଗତ ଭାବରେ ସେମାନଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି। ସେଟ୍‌ରେ ସେମାନଙ୍କୁ ଭେଟିବା, ଭିଡିଓ କଲରେ ଯୋଗ ଦେବା କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ ସଂଯୋଗ…

ଜୀବନସାଥିଙ୍କ ସହ ଶେୟାର କରନ୍ତୁ ନାହିଁ ଏସବୁ ସିକ୍ରେଟ, ନଚେତ ଜୀବନସାରା କରିବେ ପଶ୍ଚାତାପ

ଏକ ଦୃଢ ସମ୍ପର୍କର ଆଧାର ହେଉଛି ବିଶ୍ୱାସ, ପ୍ରେମ, ପାରସ୍ପରିକ ସମ୍ମାନ ଏବଂ ବିଶ୍ୱସ୍ତତା। ଯଦି କୌଣସି ସମ୍ପର୍କର ଏହି ସବୁ ଗୁଣ ନଥାଏ, ତେବେ ସମ୍ପର୍କ ଭାଙ୍ଗିପାରେ। ସମ୍ପର୍କର ସୂତ୍ର ବହୁତ ପତଳା। କିଛି ଲୋକ ଅନୁଭବ କରନ୍ତି ଯେ…

ମଝି ରାସ୍ତାରେ ଅଟୋରେ ଷ୍ଟଣ୍ଟ କରୁଥିଲେ ଯୁବକ , ପରେ ଯାହା ଘଟିଲା ଭୁଲିଯାଇଥିବେ ଏମିତି କିଛି କରିବାକୁ

ପ୍ରତ୍ୟେକ ଦିନ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ତେବେ ଆଜିର ଯୁବପିଢ଼ି ରିଲ୍‌ ନିଶାରେ ଏତେ ପାଗଳ ଯେ, ସେମାନେ ନିଜ ଜୀବନ ସହ ଅନ୍ୟ ଜୀବନକୁ ବିପଦରେ ପକାଇବାକୁ ପଛାନ୍ତି ନାହିଁ। ଏହି ଭିଡିଓରେ ଦିଲ୍ଲୀ…

ଚାରି ମାସର ଶିଶୁକୁ ଉଡାଇ ନେଲା ତୋଫାନ, ଗଛରେ ଲଟକିଥିଲେ ବି ଲାଗି ନାହିଁ କୌଣସି ଆଘାତ

ଓ୍ବାଶିଂଟନ: କୁହାଯାଏ ଯେ ‘ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳବନ୍ତ…’ ଏହି କଥା ଆମେରିକାରେ ପୁଣି ଥରେ ସତ୍ୟ ହୋଇଛି। ଏଠାରେ ଏକ ଚମତ୍କାର ଘଟଣା ଘଟିଛି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଘଟଣା ହେଲା, ଟେନେସିରେ ପ୍ରବଳ ଝଡ଼…

ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା: ଭାରତ ପାଇଁ ଡେବ୍ୟୁ କରୁଛନ୍ତି ସାଇ ସୁଦର୍ଶନ

ଜୋହାନ୍ସବର୍ଗ,୧୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଜୋହାନ୍ସବର୍ଗରେ ଖେଳାଯାଉଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରାମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri