ଆରଜେଡି ବିଧାୟକଙ୍କ ବିବାଦୀୟ ବୟାନ
ରୋହତାସ,୨୭।୧୦: କିଛି ଦିନ ପୂର୍ବରୁ ଆରଜେଡି ନେତା ତଥା ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ରାମଚରିତମନସ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଥିଲେ। ଯଦିଓ ସେ ସମୟ ସମୟରେ ଏହି ବିଷୟରେ ଅନେକ ଥର କହୁଛନ୍ତି, ଏବେ ଆଉ ଜଣେ ଆରଜେଡି ନେତା…
ଆପଣ ଜାଣନ୍ତି କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦରମା କେତେ?
ଜୟପୁର,୨୭।୧୦: କଂଗ୍ରେସର ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଗଣିତ ହୁଅନ୍ତି। ସେ ଦୁଇଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏଥର ମଧ୍ୟ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ଦୌଡରୁ ହଟାଯାଇନାହିଁ। ଏଥର ମଧ୍ୟ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ…
ମଟନ ନାମରେ ବିକ୍ରି ହେଉଛି ବିଲେଇ ମାଂସ, କିଲୋ ପିଛା ଦାମ୍ ରହିଛି…
ବେଜିଂ,୨୭ା୧୦: ଦୁନିଆର ଅନେକ ଦେଶରେ ପଶୁ ଖାଇବାର ଏକ ଧାରା ରହିଛି। ଚିକେନ-ମଟନ ବ୍ୟତୀତ ଗୋ’ ମାଂସ, ହରିଣ ପରି ପଶୁମାନଙ୍କ ମାଂସ ଲୋକେ ଖାଇଥାନ୍ତି। କିନ୍ତୁ ଯେତେବେଳେ ପଶୁ ମାଂସ ଖାଇବା କଥା ଉଠେ ସେତେବେଳେ ଚାଇନା ନାଁ ପ୍ରଥମେ…
ଓଟିସ ଘୂର୍ଣ୍ଣିଝଡ଼ର ତାଣ୍ଡବ, ୨୭ ମୃତ, ନୌସେନା ଅଧିକାରୀ ନିଖୋଜ
ମେକ୍ସିକୋ ସିଟି,୨୭।୧୦: ମେକ୍ସିକୋରେ ଆସିଥିବା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଓଟିସ ଅକାଫୁଲକୋ ସମୁଦ୍ର ଉପକୂଳରେ ତାଣ୍ଡବ ରଚିଛି। ମେକ୍ସିକୋ ସରକାର ଗୁରୁବାର ସୂଚନା ଦେଇଥିଲେ କି ଏହି ଘୂର୍ଣ୍ଣିଝଡ଼ରେ ଏବେ ପର୍ଯ୍ୟନ୍ତ ପ୍ରାୟ ୨୭ ଜଣଙ୍କ ମୃତ୍ୟୁ ହୋଇଛି ଓ ଅରବ…
ଭାରତର ସମସ୍ୟା ଦୂର କରିବେ ବିରାଟ କୋହଲି
ଲକ୍ଷ୍ନୌ,୨୭।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଇଂଲଣ୍ଡ ସହିତ ଟିମ ଇଣ୍ଡିଆର ପରବର୍ତ୍ତୀ ମୁକାବିଲା ଅକ୍ଟୋବର ୨୯ରେ ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ହେବ। ମ୍ୟାଚ ପୂର୍ବରୁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ନେଟ୍ସରେ ବୋଲିଂ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ…
ଦିଲ୍ଲୀରେ ଡେଙ୍ଗୁର ପ୍ରଭାବ: ଏକ ମାସରେ ମାମଲା ୭୧ ପ୍ରତିଶତକୁ ବୃଦ୍ଧି
ନୂଆଦିଲ୍ଲୀ,୨୭।୧୦: ଦିଲ୍ଲୀରେ ଡେଙ୍ଗୁର ପ୍ରଭାବ କମିବାର ନାଁ ନେଉନାହିଁ। ଏହି ସମୟରେ ଡେଙ୍ଗୁ ସହ ଜଡିତ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଯାହା ବହୁତ ଭୟାନକ ଅଟେ। ସବୁଠାରୁ ଭୟାନକ କଥା ହେଉଛି ଗତ ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବାଧିକ…
ୟୁକ୍ରେନକୁ ସାହାଯ୍ୟ ପାଇଁ ପୁଣି ହାତ ବଢେଇଲା ଆମେରିକା, ୧୫୦ ମିଲିୟନ ଡଲାରର ସାମରିକ ସହାୟତା କଲା ଘୋଷଣା
ଓ୍ବାଶିଂଟନ,୨୭।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧର ଅନ୍ତ କେବେ ହେବ ତାହା କେହି ଜାଣିନାହାନ୍ତି। ଯୁଦ୍ଧରେ ଆମେରିକା କ୍ରମାଗତ ଭାବରେ ୟୁକ୍ରେନକୁ ସାହାଯ୍ୟ କରୁଥିବା ବେଳେ ଗୁରୁବାର ପୁଣି ୱାଶିଂଟନ କିଭ୍ ପାଇଁ ନୂତନ…
ଶନିବାର ଆଂଶିକ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେତେବେଳେ ପାକନିଷେଧ, ପୂଜାର୍ଚ୍ଚନା
ଭୁବନେଶ୍ୱର,୨୭ା୧୦(ବନ୍ଦନା ସେଠୀ):ଆସନ୍ତା ୨୮ ତାରିଖ ଶନିବାର ବିଳମ୍ବିତ ରାତିରେ ଆଂଶିକ ଚନ୍ଦ୍ର ଗ୍ରହଣ ହେବ। ରାତି ୧ଟା ୫ରୁ ଗ୍ରହଣ ଆରମ୍ଭ ହୋଇ ପ୍ରାୟ ୨ଟା ୨୨ରେ ଛାଡ଼ିବ ଅର୍ଥାତ୍ ୧ଘଣ୍ଟା ୧୯ ମିନିଟ୍ ଗ୍ରହଣ ରହିବ। ଏହି ସମୟରେ ଚନ୍ଦ୍ର…
କେବେ ପଡ଼ିଆକୁ ଫେରିବେ ପାଣ୍ଡ୍ୟା, ଫିଟ୍ନେସକୁ ନେଇ ଆସିଲା ଅପଡେଟ୍
ନୂଆଦିଲ୍ଲୀ,୨୬।୧୦: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଅପଡେଟ୍ ଅନୁଯାୟୀ ହାର୍ଦ୍ଦିକ ଖୁବ୍ଶୀଘ୍ର ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଏହି ସପ୍ତାହରୁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କରିବେ। ତାଙ୍କୁ ଇଞ୍ଜେକ୍ସନ…
ଇସ୍ରାଏଲ-ହମାସ ଯୁଦ୍ଧରେ ବିଗିଡିପାରେ ପଶ୍ଚିମ ଏସିଆର ସ୍ଥିତି, ୯୦୦ ସୈନ୍ୟ ନିୟୋଜିତ କଲା ଆମେରିକା
ଓ୍ବାଶିଂଟନ,୨୭।୧୦: ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ପ୍ରାୟ ୯୦୦ଆମେରିକୀୟ ସୈନିକଙ୍କୁ ନିୟୋଜିତ କରାଯାଇଛି । ପେଣ୍ଟାଗନ ମୁଖପାତ୍ର ବ୍ରିଗେଡିୟର୍ ଜେନେରାଲ ପ୍ୟାଟ ରାଇଡର୍ କହିଛନ୍ତି, ବାୟୁ ପ୍ରତିରକ୍ଷା ପାଇଁ ଟେକ୍ସାସର ଫୋର୍ଟ…
ଚିକିତ୍ସା ପାଇଁ ବାପାଙ୍କୁ ୩୫ କି.ମି. ଟ୍ରଲିରେ ବୋହିଲେ ଝିଅ
ଭଦ୍ରକ,୨୭ା୧୦(ସନାତନ ରାଉତ): ବାପାଙ୍କ ଯନ୍ତ୍ରଣା ସହିପାରିଲେନି। ସାହି ପଡ଼ୋଶୀ କେହି ସହଯୋଗର ହାତ ବଢ଼ାଇଲେନି। ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରିଲାନି। ଶେଷରେ ଚିକିତ୍ସା ପାଇଁ ବାପାଙ୍କୁ ଟ୍ରଲିରେ ବସାଇ ୩୫ କି.ମି. ବୋହି ଡାକ୍ତରଖାନା ନେଲେ ନାବାଳିକା ଝିଅ। ଡାକ୍ତରଖାନାରେ ଚିକିତ୍ସା…
୨ ଜନଜାତି ଶିଶୁଙ୍କୁ ମିଳୁନି ଖାଦ୍ୟ
ମହାକାଳପଡ଼ା,୨୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭାରତବର୍ଷରେ କୌଣସି ଶିଶୁ ଉପବାସରେ ନ ରହିବେ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ ହେଉଛି। ବିଶେଷ କରି ଜନଜାତି ବର୍ଗର ଲୋକମାନଙ୍କର ବିକାଶ ପାଇଁ ସରକାର…
Archives


