ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ରେ ରାଜ୍ କରିବେ ଏହି କ୍ରିକେଟର୍: ଇରଫାନ ପଠାନ କଲେ ଭବିଷ୍ୟବାଣୀ
ଜୋହାନ୍ସବର୍ଗ,୧୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ ସାଇ ସୁଦର୍ଶନ । ଡେବ୍ୟୁ ମ୍ୟାଚ୍ରେ ସେ ଚମତ୍କାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଟିମ ଇଣ୍ଡିଆର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…
ମୁଖ୍ୟମନ୍ତ୍ରୀ ଋଣ ଛାଡ଼ ଯୋଜନା ପାଇଁ ଆବେଦନ ଆରମ୍ଭ, ଯେକୌଣସି ବ୍ୟାଙ୍କରୁ ଋଣ ନେଇଥିଲେ ମିଳିବ ସୁବିଧା
ଭୁବନେଶ୍ୱର,୧୮।୧୨: ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜଭୁତ କରିବା ଲାଗି ‘ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା’ ଆରମ୍ଭ ହୋଇଛି । କୋଭିଡ୍ ମହାମାରୀ ପାଇଁ ରାଜ୍ୟର ଏମ୍ଏସ୍ଏମ୍ଇ…
ଆଫଗାନିସ୍ତାନ ଖେଳାଳି ନବୀନ ଉଲ ହକ୍ଙ୍କୁ ବଡ଼ ଝଟକା, ୨୦ ମାସ ପାଇଁ କରାଗଲା ବ୍ୟାନ୍
ନୂଆଦିଲ୍ଲୀ,୧୮।୧୨: ନବୀନ ଉଲ ହକ୍ଙ୍କୁ ବଡ଼ ଝଟକା ଲାଗିଛି। ଚୁକ୍ତିନାମା ଉଲ୍ଲଂଘନ ମାମଲାରେ ଅନ୍ତର୍ଜାତୀୟ ଲିଗ୍ ଟି -୨୦ ଆଫଗାନିସ୍ତାନର ତାରକା ପେସର୍ ନବୀନ ଉଲ ହକ୍ଙ୍କ ଉପରେ ୨୦ ମାସ ପାଇଁ ବ୍ୟାନ୍ କରିଛି। ଅନ୍ତର୍ଜାତୀୟ ଲିଗ୍ ଟି -୨୦ରେ…
ନାଚ ଦେଖିବା ବେଳେ ଗୋଷ୍ଠୀ ସଂଘର୍ଷ: ଛୁରା ମାଡ଼ରେ ୨ ଗୁରୁତର
ପୁରୁଷୋତ୍ତମପୁର,୧୮।୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ପିଛୁଲି ଗ୍ରାମରେ ନାଚ ଦେଖିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ସଂଘର୍ଷ ବେଳେ ଛୁରାମାଡ଼ରେ ବୁର୍ତ୍ତୁଳୁ ଗ୍ରାମର ୩ଜଣ ଯୁବକ ତପନ ଦାସ(୨୨), ଶିବ ଦାସ(୨୪) ଓ ସୁଦାମ…
କୋରିଆନ ବ୍ଲଗରଙ୍କୁ ଦୁର୍ବବ୍ୟବହାର, ଭିଡିଓ ଭାଇରାଲ
ମୁମ୍ବାଇ,୧୮।୧୨: ଭାରତରେ ବର୍ଷ ବର୍ଷ ଧରି ଚାଲିଆସୁଥିବା ଏକ ପ୍ରବାଦ ଅଛି – ଅତିଥି ଦେବୋ ଭବ: ଯାହାର ଅର୍ଥ ଅତିଥି ଭଗବାନଙ୍କ ପରି। ଅର୍ଥାତ୍ ଭାରତରେ ଯେତେବେଳେ ଜଣେ ଅତିଥି କୌଣସି ବ୍ୟକ୍ତିଙ୍କ ଘରକୁ ଆସନ୍ତି, ସେତେବେଳେ ତାଙ୍କୁ ବହୁତ…
ଆଇପିଏଲରେ ସବୁଠାରୁ ମହଙ୍ଗା ଖେଳାଳି ହେବେ ଏହି ଖେଳାଳି, ପୂର୍ବାନୁମାନ କଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ,୧୮।୧୨: ଆଇପିଏଲ ୨୦୨୪ ନିଲାମ ଆରମ୍ଭ ହେବାକୁ ୨୪ ଘଣ୍ଟାରୁ କମ୍ ସମୟ ବାକି ଅଛି। ଏହି ନିଲାମ ଡିସେମ୍ବର ୧୯ରେ ଦୁବାଇରେ ଭାରତୀୟ ସମୟ ଅପରାହ୍ନ ୧ଟାରେ ଅନୁଷ୍ଠିତ ହେବ। ତେବେ ନିଲାମ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାର ପେସର୍ ମିଚେଲ…
ଗିରିରାଜଙ୍କ ମନ୍ତବ୍ୟକୁ ନେଇ ଉଠିଲା ବିବାଦ
ବେଗୁସରାଇ,୧୯ା୧୨: ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଗିରିରାଜ ବହାରର ନିଜ ସଂସଦୀୟ କ୍ଷେତ୍ର ବେଗୁସରାଇରେ ନିଜ ସମର୍ଥକମାନଙ୍କୁ ହଲାଲ ମାଂସ ପରିତ୍ୟାଗ କରିବାକୁ ପ୍ରତିଜ୍ଞା କରାଇଛନ୍ତି। ହଲାଲ ମାଂସ ଖାଇ ଧର୍ମ ନଷ୍ଟ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ଭାଜପା ନେତାଙ୍କ…
ଦାରିଙ୍ଗବାଡିର ହୋଟେଲ, ରେଷ୍ଟୁରାଣ୍ଟରେ ଚଢ଼ାଉ: ଜରିମାନା ଆଦାୟ
ଦାରିଙ୍ଗବାଡି,୧୮।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟରେ ସୋମବାର ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। କନ୍ଧମାଳ ଜଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢଙ୍କ ନେତୃତ୍ୱରେ ବିଭାଗୀୟ ଟିମ୍ ସମେତ ଦାରିଙ୍ଗବାଡି ପୋଲିସ ଅଧିକାରୀ ସୁବାଷ…
ଏମିତି ବୋହୂଙ୍କୁ ପାଇ ଗର୍ବ କରନ୍ତି ଶ୍ୱଶୁର ଘର ଲୋକେ
ଯେତେବେଳେ ଜଣେ ମହିଳାଙ୍କୁ ବିବାହ ପୂର୍ବରୁ ଏବଂ ପରେ ଦେଖାଯାଏ, ସେହି ସମାନ ନାରୀରେ ଅନେକ ପାର୍ଥକ୍ୟ ଦେଖାଯାଏ। ବିବାହ ପୂର୍ବରୁ ସେ ପ୍ରାୟତଃ ଆତ୍ମବିଶ୍ୱାସୀ ଏବଂ ବହୁତ ଖୁସି ଦେଖାଯାଏ। ତଥାପି, ବିବାହ ପରେ ଆସୁଥିବା ଦାୟିତ୍ୱ ଏହାକୁ ଅତି…
ହମାସ୍ ପକ୍ଷରୁ ନିର୍ମିତ ୪ କି.ମି. ସୁଡ଼ଙ୍ଗ ଠାବ କଲା ଇସ୍ରାଏଲୀ ସେନା
ଗାଜା,୧୮ା୧୨: ଗାଜାରେ ହମାସ୍ ପକ୍ଷରୁ ନିର୍ମିତ ୪ କି.ମି. ଲମ୍ବର ଏକ ସୁଡ଼ଙ୍ଗକୁ ଇସ୍ରାଏଲୀ ସେନା ଠାବ କରିଛି। ଏହାକୁ ସଶସ୍ତ୍ର ବାହିନୀ ହମାସ୍ର ସବୁଠୁ ଦୀର୍ଘ ଟନେଲ ବୋଲି କୁହାଯାଉଛି। ଅସ୍ତ୍ରବିରତି ପାଇଁ ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ଇସ୍ରାଏଲ ସେନା…
ଦେଶକୁ ଆସିବ ନାହିଁ ଡ୍ରାଇଭର ଲେସ କାର, ଡ୍ରାଇଭରଙ୍କ ଚାକିରିକୁ ନେଇ ଚିନ୍ତା ପ୍ରକଟ କଲେ ଗଡକରୀ
ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଡ୍ରାଇଭରଙ୍କ ଚାକିରିକୁ ସୁରକ୍ଷା ଦେବା ପାଇଁ ଡ୍ରାଇଭରହୀନ କାର ଭାରତ ଆସିବ ନାହିଁ। ବିଜନେସ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗଡକରୀ କହିଛନ୍ତି ଯେ…
କିଏ ସେହି ପାକିସ୍ତାନୀ ଖବରଦାତା ଆରଜୁ କାଜମୀ, ଦାଉଦଙ୍କୁ ବିଷ ଦିଆଯିବା ଦାବି ମଧ୍ୟରେ ହେଉଛନ୍ତି ଭାଇରାଲ
ଇସଲାମାବାଦ,୧୮।୧୨: ପାକିସ୍ତାନରେ ଅଣ୍ଡର ଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯିବା ଖବର ପ୍ରଚାର ପ୍ରସାର ହେବାପରେ ଦେଶରେ ଉତ୍ତେଜନା ତୀବ୍ର ହୋଇଛି।ଏହି ସମୟରେ ପାକିସ୍ତାନୀ ଖବରଦାତା ଆରଜୁ କାଜମୀ ଭାଇରାଲ ହେବାକୁ ଯାଉଛନ୍ତି। ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମ ସମ୍ବନ୍ଧରେ…
Archives


