Home Left

୨ କୋଟି କୃଷକଙ୍କୁ ମିଳିବ ନାହିଁ ୧୫ ତମ କିସ୍ତି

ନୂଆଦିଲ୍ଲୀ,୨୮।୧୦: ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧିର୧୫ତମ କିସ୍ତିରେ ଅଭିଯୋଗ ତୀବ୍ର ହୋଇଛି। ଏହା ଅନୁମାନ କରାଯାଏ ଯେ ପରବର୍ତ୍ତୀ ମାସ ଅର୍ଥାତ୍‌ ନଭେମ୍ବରର ଦ୍ୱିତୀୟ ସପ୍ତାହରେ, ୧୫ତମ କିସ୍ତିର ୨୦୦୦ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। କିନ୍ତୁ କେତେକ ଚାଷୀଙ୍କ ପାଇଁ…

ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫ ପ୍ରତିଶତ ବୃଦ୍ଧି, ସପ୍ତାହରେ ୫ ଦିନ କାମ : ଆଇବିଏ ରଖିଲା ପ୍ରସ୍ତାବ

ନୂଆଦିଲ୍ଲୀ,୨୮।୧୦: ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ (ଆଇବିଏ) ସରକାରୀ ତଥା କିଛି ପୁରୁଣା ବେସରକାରୀ ଜେନେରେଶନ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ୧୫ ପ୍ରତିଶତ ବେତନ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛି, ଏବଂ ଖୁବ୍‌ଶୀଘ୍ର ସପ୍ତାହରେ ୫ ଦିନ କାମ ଆରମ୍ଭ କରିବାର ଯୋଜନା…

ସମୁଦ୍ରରେ ଥିବା ଏହି ମନ୍ଦିରକୁ ସୁରକ୍ଷା ଦେଉଛନ୍ତି ସାପ

ନୂଆଦିଲ୍ଲୀ,୨୮।୧୦: ମନ୍ଦିର କେବଳ ଆମ ଦେଶରେ ନୁହେଁ ବରଂ ବିଶ୍ୱର ଅନ୍ୟାନ୍ୟ ଦେଶରେ ମଧ୍ୟ ରହିଛି ଶହ ଶହ ବର୍ଷ ପୁରୁଣା ମନ୍ଦିର। ଏହି ମନ୍ଦିରଗୁଡ଼ିକ ପଛରେ କିଛି ଭିନ୍ନ କାହାଣୀ ଏବଂ ରହସ୍ୟ ଲୁଚି ରହିଛି। ଏମିତି ଏକ ମନ୍ଦିର…

ଢେଙ୍କାନାଳରେ ମା’ ଲକ୍ଷ୍ମୀଙ୍କ ଧରାବତରଣ

ଢେଙ୍କାନାଳ,୨୮ା୧୦(ରତନ ନାୟାର): ଢେଙ୍କାନାଳରେ ଧରାବତରଣ କରିବେ ମା’ ଲକ୍ଷ୍ମୀ। ଶନିବାରଠାରୁ ସହରରେ ଆରମ୍ଭ ହେବ ମା’ଙ୍କ ଆରାଧନା। ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଢେଙ୍କାନାଳ। ସହରରେ ଶେଷ ହୋଇଛି ସମସ୍ତ ସାଜସଜ୍ଜା। ଚଳିତବର୍ଷ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ୮୦ ବର୍ଷରେ ପଦାର୍ପଣ…

ଗୀତା ପ୍ରେସର ଟ୍ରଷ୍ଟି ବୈଜନାଥ ଅଗ୍ରଓ୍ବାଲଙ୍କ ପରଲୋକ, ଶୋକ ପ୍ରକାଶ କଲେ ଯୋଗୀ

ଲକ୍ଷ୍ନୌ,୨୮।୧୦: ଗୋରଖପୁର ଗୀତା ପ୍ରେସର ଟ୍ରଷ୍ଟି ବୈଜନାଥ ଅଗ୍ରୱାଲଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଛି। ସେ ୧୯୫୦ରେ ଗୀତା ପ୍ରେସ ଟ୍ରଷ୍ଟରେ ଯୋଗ ଦେଇଥିଲେ। ସେ ସହରର ସିଭିଲ ଲାଇନ୍ସର ହରିଓମନଗର ବାସଭବନରେ ଶୁକ୍ରବାର ରାତିରେ ୯୦ ବର୍ଷ ବୟସରେ…

ଆଜିଠୁ ମା’ ଲକ୍ଷ୍ମୀଙ୍କୁ ଆରାଧନା

ଅନୁଗୋଳ,୨୮ା୧୦(ଅମିତ କୁମାର ସାମଲ): ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଅନୁଗୋଳରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାରଠାରୁ ମା’ଙ୍କ ଆରାଧନା ଆରମ୍ଭ ହେବାକୁ ଥିବାରୁ ସହର ରଙ୍ଗିନ ଆଲୋକମାଳାରେ ସଜ୍ଜିତ ହୋଇଯାଇଛି। ଚଳିତବର୍ଷ ମୋଟ ୩୨ ମଣ୍ଡପରେ ପୂଜା ଆୟୋଜନ କରାଯାଇଛି।…

ଶାବର୍ମା ଖାଇ ଯୁବକଙ୍କ ମୃତ୍ୟୁ, ଏଥିରେ ଏଭଳି କ’ଣ ରହିଛି ଯେଉଁଥିରେ ହୋଇପାରେ ଫୁଡ୍‌ ପଏଜନିଂ

ଖାଦ୍ୟ ବିଷକ୍ରିୟାରେ ୨୪ ବର୍ଷର ଯୁବକର ମୃତ୍ୟୁ ଘଟିଛି। ଏହି ଘଟଣା କେରଳର କୋଚିରେ ଘଟିଛି। ଯୁବକ ଜଣଙ୍କ ସହରର ଏକ ହୋଟେଲର ପ୍ରସିଦ୍ଧ ଷ୍ଟ୍ରିଟ ଫୁଡ ଖାଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଚେନ୍ନାଇରେ କିଛି ମାସ ପୂର୍ବରୁ ଏଭଳି ଏକ…

ରୋମାଣ୍ଟିକ ଅନ୍ଦାଜରେ ଅନନ୍ୟା

ମୁମ୍ବାଇ: ବଲିଉଡ ନାୟିକା ଅନନ୍ୟା ପାଣ୍ଡେ ଓ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଡେଟିଂ ର୍ୟୁମର୍ସ ବେଶ କିଛିଦିନ ହେବ ଚର୍ଚ୍ଚାରେ ରହିଛି। ଉଭୟଙ୍କୁ ଅନେକ ଥର କିଛି ଇଭେଣ୍ଟରେ ସ୍ପଟ ବି କରାଯାଇଛି। ଯଦିଓ ଦୁହେଁ ନିଜ ରିଲେଶନ ବିଷୟରେ…

ବନ ବିଭାଗ ପକ୍ଷରୁ ରେଳ ମନ୍ତ୍ରଣାଳୟକୁ କାରଣ ଦର୍ଶାଅ ନୋଟିସ

ଯୋଡ଼ା,୨୮ା୧୦(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ବାମେବାରି ସେକ୍ସନ ଅନ୍ତର୍ଗତ ନୟାଗଡ଼ ବିଟ୍‌ ଅନ୍ତର୍ଗତ ପଳଶାଠାରେ ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ରେଳ ମନ୍ତ୍ରଣାଳୟକୁ ବନ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଘଟଣା ଘଟାଇଥିବା…

ହିରାନନ୍ଦାନିଙ୍କୁ ଦେଇଥିଲେ ଲଗଇନ ଆଉ ପାସଓ୍ବାର୍ଡ, ହେଲେ…, ସତ ମାନିଲେ ମହୁଆ

ନୂଆଦିଲ୍ଲୀ,୨୮।୧୦: ଭାରତୀୟ ଜନତା ପାର୍ଟି (ଭାଜପା) ଲୋକ ସଭା ସଦସ୍ୟ ନିଶିକାନ୍ତ ଦୁବେ ଏବଂ ତ୍ରୁଣ ମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରଙ୍କ ମଧ୍ୟରେ ବିବାଦ ବନ୍ଦ ହେବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ଉଭୟ ପରସ୍ପର ଉପରେ ଆକ୍ରମଣ…

ଭାରତ ବିପକ୍ଷ ଟି -୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା, ମାଥ୍ୟୁ ୱେଡଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ସିଡ଼ନୀ,୨୮।୧୦: ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ନିଜ ଦଳ ଘୋଷଣା କରିଛି। ଭାରତ ବିପକ୍ଷ ଟି -୨୦ ସିରିଜରେ ପ୍ୟାଟ କମିନ୍ସ, ମିଚେଲ ମାର୍ଶ ଏବଂ ଜୋଶ ହେଜଲଉଡଙ୍କୁ ବିଶ୍ରାମ ଦିଆଯାଇଛି।…

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ, ନେଲା ବୋଲିଂ ନିଷ୍ପତ୍ତି

ଧର୍ମଶାଳା,୨୮।୧୦: ଆଜି ବିଶ୍ୱକପ ୨୭ ତମ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ ଧର୍ମଶାଳା ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ବୋଳିଂ ନିଷ୍ପତ୍ତି ନେଇଥିବା ବେଳେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri