Home Left

ଗିରଫ ହୋଇ ଜାମିନ୍‌ରେ ଆସିଥିଲେ, ଏବେ  ଘରେ ଭିଜିଲାନ୍ସ ଚଢ଼ାଉ 

ସମ୍ବଲପୁର,୧୯।୧୨: ସମ୍ବଲପୁରରେ ଜାଲ ଘର ନକ୍ସା ଦେବା  ମାମଲାରେ ଗିରଫ ହୋଇଥିବା ପ୍ଲାନିଂ ମେମ୍ବର ବନ୍ଦିତା ମିଶ୍ର, କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ  ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚାଲିଛି । ପୂର୍ବରୁ ଜାଲ ଘର ନକ୍ସା ଦେବା ମାମଲାରେ…

ଦାଉଦ ଇବ୍ରାହିମଙ୍କ ମୃତ୍ୟୁକୁ ନେଇ ସତ କହିଲେ ଛୋଟା ଶକିଲ

ଇସଲାମାବାଦ,୧୯।୧୨: ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତଥା ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କୁ ପାକିସ୍ତାନର କରାଚିସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେହି କେହି ତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି ଶୁଣିବାକୁ ମିଳିଛି। ସୋମବାର ରାତିରୁ…

୮୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଏସ୍‌ଟିଏଫ ହାତରେ ଧରାପଡ଼ିଲେ ଅଭିଯୁକ୍ତ

କେନ୍ଦୁଝର,୧୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ସୀମାନ୍ତ ଏନ୍‌ଏଚ୍‌ ନଂ. ୨୦ ବାଇପାସରୁ ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ପ୍ରାୟ ୧ କେଜି ୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଏସ୍‌ଟିଏଫ୍‌ ଧରିବାରେ ସଫଲ ହୋଇଛି। ଗିରଫ…

ରୋଭମାନ ପାୱେଲଙ୍କୁ ୭.୪୦ କୋଟିରେ କିଣିଲା ରାଜସ୍ଥାନ ରୟାଲସ

ଦୁବାଇ,୧୯।୧୨: ଆଇପିଏଲ୍ ନିଲାମର ପ୍ରଥମ ନିଲାମ ୱେଷ୍ଟଇଣ୍ଡିଜ୍ ଖେଳାଳି ରୋଭମାନ ପାୱେଲଙ୍କ ଉପରେ ଲାଗିଛି। ରାଜସ୍ଥାନ ରୟାଲ୍ସ ତାଙ୍କୁ ମୂଳ ମୂଲ୍ୟଠାରୁ ୭ ଗୁଣ ଅଧିକ ଦରରେ କିଣିଛି। ରାଜସ୍ଥାନ ପାୱେଲଙ୍କୁ ୭.୪୦ କୋଟିରେ କିଣିଛି। ତାଙ୍କର ମୂଳ ମୂଲ୍ୟ ୧…

ଢେଙ୍କାନାଳ, ଅନୁଗୁଳର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଭୁବନେଶ୍ୱର, ୧୯।୧୨: ଢେଙ୍କାନାଳ, ଅନୁଗୁଳର ଜିଲାରେ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଚିଠି ଲେଖିଛନ୍ତି ରାଜ୍ୟପାଳ ରଘୁବର ଦାସ। ନିକଟରେ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ୨ ଜିଲା ଗସ୍ତ…

ଦେବଗଡ଼ରୁ ଉଠାଇ ନେଇ ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଛାଡ଼ିଦେଲେ  ଦୁର୍ବୃତ୍ତ 

ସୁନ୍ଦରଗଡ଼,୧୯।୧୨(ଜୟ ନାରାୟଣ ମେଣ୍ଡୁଳି/ଅଶୋକ ଷଡ଼ଙ୍ଗୀ): ଦେବଗଡ଼ରୁ ଆଈଙ୍କୁ ଧକ୍କା ଦେଇ ଶିଶୁକନ୍ୟାଙ୍କୁ  ଅପହରଣ କରାଯାଇଥିବା ଘଟଣାରେ ମଙ୍ଗଳବାର ଅପହୃତା ଶିଶୁକନ୍ୟାଙ୍କୁ ସୁନ୍ଦରଗଡ଼ରୁ ଉଦ୍ଧାର କରାଯାଇଛି। ଜିଲାର ବଡ ଗାଁ ଥାନା ଅନ୍ତର୍ଗତ ଭୋଇପାଲିରୁ ଭୋର ସମୟରେ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି।…

ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୧୨: ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ଝାଡ଼ାବାନ୍ତିରେ ପୂର୍ବରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଏହି ତାଲିକାରେ ଆଉ ୨ଜଣଙ୍କ ନାଁ ଯୋଡି ହୋଇଥିଲା। ମୃତ୍ୟୁ ପଛରେ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା…

ରୋବଟ୍‌ର ବିଶ୍ୱ ରେକର୍ଡ

ସିଓଲ: ମଣିଷ ବେଳକୁ ବେଳ ଆଧୁନିକର ଛାପରେ ଟେକ୍ନୋଲୋଜିକୁ ଆପଣେଇ ସାରିଲାଣି। ବର୍ତ୍ତମାନ ସମୟରେ ଏପରି ଜିନିଷ ସବୁ ଉଦ୍ଭାବନ ହେଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ନିକଟରେ ଦକ୍ଷିଣ କୋରିଆ ଦ୍ୱାରା ପ୍ରସ୍ତୁତ ହୁଣ୍ଡ ନାମକ ଏକ ରୋବଟ୍‌ ବିଶ୍ୱ…

ଶ୍ରେଷ୍ଠ ୫୦ ଏସୀୟ ତାରକା: ଶୀର୍ଷରେ ଶାହରୁଖ

ମୁମ୍ବାଇ: ଚଳିତବର୍ଷ ଶାହରୁଖ ଖାନ୍‌ଙ୍କୁ ତାଙ୍କ ଫିଲ୍ମ ପାଇଁ ଅନେକ ସଫଳତା ମିଳିଥିବାବେଳେ କିଛି ଦିନରେ ଆଉ ଏକ ସିନେମା ‘ଡଙ୍କି’ ରିଲିଜ୍‌ ହେବାକୁ ଯାଉଛି। ସେଥିପାଇଁ ମଧ୍ୟ ଟିକେଟ ବୁକିଂ ଆରମ୍ଭ ହୋଇଗଲାଣି। ଏହା ମଧ୍ୟରେ ତାଙ୍କୁ ଆଉ ଏକ…

‘ବିରୋଧୀଙ୍କ ଆଚରଣ ନିରାଶାଜନକ’ ଏମ୍‌ପିଙ୍କ ବ୍ୟବହାର ଉପରେ କହିଲେ ପ୍ରଧାନମନ୍ତ୍ରୀ

‘ବିରୋଧୀଙ୍କ ଆଚରଣ ନିରାଶାଜନକ’ ଏମ୍‌ପିଙ୍କ ବ୍ୟବହାର ଉପରେ କହିଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,୧୯।୧୨: ସଂସଦର ସୁରକ୍ଷା ଉଲ୍ଲଂଘନ ମାମଲାକୁ ନେଇ ଗୋଟିଏ ପଟେ ବିରୋଧୀଙ୍କ ହଙ୍ଗାମା ପରେ ଅନେକ ଏମ୍‌ପିଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଏମ୍‌ପିଙ୍କ…

ମନ କିଣିଲା ଚଳନ୍ତା ଟ୍ରେନରେ ଗର୍ଲ ଗ୍ୟାଙ୍ଗଙ୍କ ‘ଚଲ ଛେଇୟାଂ ଛେଇୟାଂ’ ଗୀତରେ ଧମାକାଦାର ଡ୍ୟାନ୍ସ, ଦେଖନ୍ତୁ ମଜାଦାର ଭିଡିଓ

ଅନେକ ଥର ସୋସିଆଲ ମିଡିଆରେ ଡ୍ୟାନ୍ସ ଭିଡିଓ ଭାଇରାଲ ହୁଏ। ଲୋକମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରନ୍ତି । ଆଜିକାଲି ସର୍ବସାଧାରଣ ପ୍ଲାଟଫର୍ମରେ ଡ୍ୟାନ୍ସ ଭିଡିଓ ତିଆରି କରିବାର କ୍ରେଜ ବୃଦ୍ଧି ପାଇଛି । ଏବେ ସୋସିଆଲ ମିଡିଆରେ ଏକ…

ଆଇପିଏଲ୍‌ ତାରିଖ ସ୍ଥିର କଲା ବିସିସିଆଇ! ଜାଣନ୍ତୁ କେବେ ଖେଳାଯାଇପାରେ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ ପାଇଁ ମାର୍ଚ୍ଚ ୨୨ ରୁ ମେ ଶେଷ ପର୍ଯ୍ୟନ୍ତ ସମୟ ୱିଣ୍ଡୋ ସ୍ଥିର କରିଛି । ଆସନ୍ତା ବର୍ଷ ଦେଶରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri