Home Left

ଆଇପିଏଲ୍‌ ନିଲାମୀରେ ମଲ୍ଲିକାଙ୍କ ଗୋଟିଏ ଭୁଲ ଲାଗି ୨୦ ଲକ୍ଷର କ୍ଷତି ସହିଲା ଆର୍‌ସିବି

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ଲାଗି ମିନି ଅକ୍ସନ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଏଥର ନିଲାମୀ ପ୍ରକ୍ରିୟା ସଞ୍ଚାଳନ  ଲାଗି ପ୍ରଥମ ଥର ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମଲ୍ଲିକା ସାଗର ଏହି ଭୂମିକା ତୁଲାଇଥିଲେ। ତେବେ ତାଙ୍କ ଦ୍ୱାରା ଏକ…

ଶାହରୁଖଙ୍କ ପତ୍ନୀ ଗୌରୀଙ୍କୁ ଇଡି ନୋଟିସ୍‌

ବମ୍ବେ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହରୁଖଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କୁ ନୋଟିସ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ କମ୍ପାନୀ ତୁଲସିୟାନୀ ଗ୍ରୁପ୍‌ ମାମଲାରେ ତାଙ୍କୁ ଏହି ନୋଟିସ୍‌ ମିଳିଛି। ସେ ଏହାର ବ୍ରାଣ୍ଡ ଆମ୍ବାସଡର ଅଟନ୍ତି। ଏବେ କମ୍ପାନୀ…

ଚାଇନାରେ ଭୂକମ୍ପ ହେଲେ କାହିଁକି ଅଧିକ ଲୋକଙ୍କର ମୃତ୍ୟୁ ଘଟେ, କାରଣ କ’ଣ…

ବେଜିଂ,୧୯।୧୨ : ଚାଇନାର ଉତ୍ତର-ପଶ୍ଚିମାଞ୍ଚଳରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ବହୁ ଧ୍ୱଂସ ଘଟାଇଛି। ଏଥିରେ ୧୧୧ ଲୋକଙ୍କ ଜୀବନ ଯାଇଛି। ଅନେକ ଅଟ୍ଟାଳିକା ଭୁଶୁଡି ପଡିଛି। ଚାରିଆଡେ ଭଙ୍ଗାରୁଜା ଆବର୍ଜନା ପାଲଟିଛି। ବିଦ୍ୟୁତ ଏବଂ ଜଳ ଯୋଗାଣ ବ୍ୟାହତ ହୋଇଛି।…

ଦୌଡିଲେ ମିଳିବ ବୋନସ, କର୍ମଚାରୀଙ୍କୁ କହିଲା ଚାଇନା କମ୍ପାନୀ…

ବେଜିଂ,୧୯।୧୨ : କୁହାଯାଏ ଏକ ସୁସ୍ଥ ମନ ଏକ ସୁସ୍ଥ ଶରୀରରେ ରହିଥାଏ। ଚାଇନାର ଏକ କାଗଜ ଉତ୍ପାଦନକାରୀ କମ୍ପାନୀର ମାଲିକ ଏହାକୁ ବହୁତ ଭଲ ଭାବରେ ବୁଝିଛନ୍ତି। ଏହି କାରଣରୁ କର୍ମଚାରୀଙ୍କ ବୋନସ ପାଇଁ ଏହା ଏକ ନୂତନ ନୀତି…

ପାଣିରେ ଚାଲିଲା କାର, ଭିଡିଓ ହେଲା ଭାଇରାଲ…

ନୂଆଦିଲ୍ଲୀ,୧୯।୧୨ : ସମ୍ପ୍ରତିି ଲୋକଙ୍କ ମଧ୍ୟରେ ଷ୍ଟଣ୍ଟ ପାଇଁ କ୍ରେଜ ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆରେ ଲାଇକ ପାଇବା ଦୌଡ଼ରେ ଯୁବବର୍ଗମାନେ ନିଜ ଜୀବନକୁ ବାଜି ଲଗାଇ ଭିଡିଓ ତିଆରି କରୁଥିବା ଦେଖାଯାଉଛି। ନିକଟରେ ଏକ ଭାଇରାଲ ଭିଡିଓ ସୋସିଆଲ…

ଏହି ହ୍ୟାଣ୍ଡସମ୍‌ ହଙ୍କ୍‌ଙ୍କୁ ଡେଟ୍‌ କରୁଛନ୍ତି ଆନିମଲ୍‌ ଫେମ୍‌ ତୃପ୍ତି! ଫଟୋ ହେଉଛି ଭାଇରାଲ…

ବମ୍ବେ: ବ୍ୟବସାୟୀଙ୍କୁ ଡେଟ୍‌ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ସଦ୍ୟ ନ୍ୟାଶନାଲ କ୍ରସ୍‌ ଆଖ୍ୟା ପାଇଥିବା ତୃପ୍ତି ଡିମ୍ରି। ନିକଟରେ ରିଲିଜ ହୋଇଥିବା ‘ଆନିମଲ’ ଯୋଗେ ରାତାରାତି ଫେମ୍‌ ମିଳିଛି ତାଙ୍କୁ। ଏବେ ସେ ଫିଲ୍ମ ସଫଳତାକୁ ଉପଭୋଗ କରୁଥିବା ବେଳେ…

Video: ରେଳ ପ୍ଲାଟଫର୍ମ ନିକଟରେ ରିଲ୍ସ କରୁଥିଲେ ଯୁବତୀ, ଟ୍ରେନ୍‌ରେ ଯାଉଥିବା ଜଣେ ଯୁବକ ଏଭଳି କରିବାରୁ ସେ ରାଗରେ…

ଆଜିକାଲିର ଯୁବପୀଢ଼ି ଭାଇରାଲ ହେବା ଲାଗି କିଛି ବି କରିବାକୁ ପ୍ରସ୍ତୁତ। ସେଥିରୁ ଗୋଟିଏ ହେଲା ରିଲ୍ସ। ଅତି ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରି ଅନେକେ ଚର୍ଚ୍ଚାରେ ମଧ୍ୟ ରହୁଛନ୍ତି। ଏବେ ମେଟ୍ରୋ ଏବଂ ରେଳ ଷ୍ଟେଶନରେ ରିଲ୍ସ କରିବାର ଟ୍ରେଣ୍ଡ…

ଜମି ଚି଼ହ୍ନଟ ପାଇଁ ଲାଞ୍ଚ ନେବାବେଳେ ଆର ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌

କୋରାପୁଟ,୧୯।୧୨(ଅମିତାଭ ବେହେରା ): ଜମି ଚି଼ହ୍ନଟ ପାଇଁ ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ। କୋରାପୁଟ ଜ଼ିଲା ଲମତାପୁଟ ଆରଆଇ ବିଜୟ କୁମାର ବାଘ ମାଲେଙ୍ଗା ଗ୍ରାମର ହରି ନାୟକଙ୍କ ଜମି ଚି଼ହ୍ନଟ ପାଇଁ ତାଙ୍କଠାରୁ ୧୦ ହଜାର…

ଏକଦା ଅଧିନାୟକ ଭାବେ ଜିତାଇଥିଲେ ଟାଇଟଲ୍‌, ଏବେ ଓ୍ବାର୍ନରଙ୍କୁ ବ୍ଲକ୍‌ କରିଛି ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ଓପନର ଡେଭିଡ ଓ୍ବାର୍ନରଙ୍କୁ ବ୍ଲକ୍‌ କରିଛି ସନରାଇଜର୍ସ ହାଇଦ୍ରାବାଦ। ଏହାର ଅଧିନାୟକ ଭାବେ ଓ୍ବାର୍ନର ଆଇପିଏଲ୍‌ ୨୦୧୬ ଟାଇଟଲ୍‌ ଜିତିଥିଲେ। ହେଲେ ଏବେ ତାଙ୍କୁ ସମାନ ଦଳ ବ୍ଲକ କରିଥିବାରୁ ଓ୍ବାର୍ନର କ୍ଷୋଭ ପ୍ରକାଶ କରିଛନ୍ତି।…

ଷ୍ଟେଜ୍‌ରେ ବରକନ୍ୟାଙ୍କ ଆଗରେ ମୁଣ୍ଡରେ ପଇଡ଼କୁ ଭାଙ୍ଗିଦେଲେ ଯୁବକ, ତା’ ପରେ …

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି ବିବାହର ଅନେକ ଫଟୋ ଭିଡିଓ ଭାଇରାଲ ହେଉଛି। ସେଥି ମଧ୍ୟରୁ ଭାଇରାଲ ହେଉଥିବା ଏକ ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଷ୍ଟେଜ୍‌ ଉପରେ ଦୁଇ ବର କନ୍ୟା…

ଶାହରୁଖ ଖାନଙ୍କୁ ୭.୪୦ କୋଟିରେ କିଣିଲା ଗୁଜରାଟ ଟାଇଟାନ୍ସ,, ସମୀର ରିଜଭି ଏବଂ ଶୁଭମ୍ ଦୁବେ ହେଲେ କୋଟିପତି

ଦୁବାଇ,୧୯।୧୨: ଘରୋଇ କ୍ରିକେଟ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପାଇଁ ଗୁଜରାଟ ଟାଇଟାନ୍ସ ବିପୁଳ ଟଙ୍କା ବ୍ୟୟ କରିଛି। ତାମିଲନାଡୁର ଏହି ଷ୍ଟାର କ୍ରିକେଟର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ କିଙ୍ଗ୍ସରେ ଖେଳୁଥିଲେ। କିନ୍ତୁ ଏଥର ପଞ୍ଜାବ ତାଙ୍କୁ ରିଲିଜ କରିଥିଲା।…

Video: ଗର୍ଭବତୀ ମହିଳା ଏବଂ ଦେଢ଼ ବର୍ଷର ଶିଶୁକୁ ହେଲିକପ୍ଟରରେ ଉଦ୍ଧାର କଲା ବାୟୁସେନା

ଚେନ୍ନାଇ,୧୯।୧୨: ତାମିଲନାଡୁରେ ପ୍ରବଳ ବର୍ଷା କାରଣରୁ ପ୍ରାୟ ଚାରି ଜିଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା ନିୟୋଜିତ ହୋଇଛନ୍ତି। ମଙ୍ଗଳବାର ଭାରତୀୟ ବାୟୁସେନା ଜଣେ ଗର୍ଭବତୀ ମହିଳା ଏବଂ ଜଣେ ଦେଢ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri