ପଥ ଉତ୍ସବରେ ମିଳିବନି ‘ମୋ ସାଇକେଲ’
ଭୁବନେଶ୍ୱର, ୨୨।୧୨ (ବନ୍ଦନା ସେଠୀ): ଆସନ୍ତା ୨୪ ତାରିଖ ରବିବାରଠାରୁ ସ୍ମାର୍ଟସିଟି ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ‘ପଥ ଉତ୍ସବ’। ଶୀତୁଆ ସକାଳରେ ସହରବାସୀ ନାଚଗୀତଠାରୁ ଆରମ୍ଭ କରି ସ୍କେଟିଂ, ମ୍ୟାଜିକ୍ ଶୋ’ ଭଳି ବିଭିନ୍ନ କାର୍ଯ୍ୟକ୍ରମର ମଜା ଉଠାଇବେ। ମାତ୍ର…
କୋହଲିଙ୍କ ପରେ ଦକ୍ଷିଣ ଆଫ୍ରିକା ମାଟିରେ ଇତିହାସ ରଚିଲେ ରାହୁଲ
ନୂଆଦିଲ୍ଲୀ,୨୨।୧୨: କେ.ଏଲ ରାହୁଲଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାର ମାଟିରେ ଇତିହାସ ସୃଷ୍ଟି କରିଛି। ବିରାଟ କୋହଲିଙ୍କ ପରେ କେ.ଏଲ ରାହୁଲ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇ ଆଫ୍ରିକାରେ ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଏହାପୂର୍ବରୁ ଏହି…
ହଲିଉଡ୍ ସୁପରଷ୍ଟାର ଭିନ୍ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ସହଯୋଗୀ
ନୂଆଦିଲ୍ଲୀ,୨୨।୧୨: ହଲିଉଡ୍ ଅଭିନେତା ଭିନ୍ ଡିଜେଲଙ୍କ ବିରୋଧରେ ଯୋଉଁ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ସହଯୋଗୀ। ଏକ ଦଶନ୍ଧି ପୂର୍ବରୁ ଆଟଲାଣ୍ଟ ହୋଟେଲରେ ଘଟିଥିବା ଏହି ଘଟଣା ପାଇଁ ପୀଡିତା କାର୍ଲିଫର୍ଣ୍ଣିଆ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ…
ରିଲ୍ସ ଦେଖି ଆତ୍ମହତ୍ୟା କଲେ ପଞ୍ଚମ ଶ୍ରେଣୀ ଛାତ୍ର
ଲକ୍ଷ୍ନୌ,୨୨।୧୨: ଉତ୍ତରପ୍ରଦେଶର ହମିରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫୋନରେ ରିଲ୍ସ ଦେଖି ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ଆତ୍ମହତ୍ୟ କରିଛନ୍ତି। ସହରର ୱାର୍ଡ ନମ୍ବର ୧୮ ରବୀନ୍ଦ୍ରନାଥ ଟାଗୋର ନଗରର ବାସିନ୍ଦା ଅବଧେଶ ସାହୁଙ୍କ ପୁଅ ନିଖିଲ…
ଅକ୍ଟୋପସ୍ ସହ ମଜା କରୁଥିଲେ ଯୁବକ, ଏମିତି ପାଇଲେ ପାନେ, ଭିଡିଓ ଦେଖିଲେ…
ଭଗବାନ ଦୁନିଆରେ ଅନେକ ପ୍ରକାରର ଜୀବ ସୃଷ୍ଟି କରିଛନ୍ତି। ଏହା ସତ ଯେ, ସବୁ ପ୍ରାଣୀଙ୍କଠାରୁ ମଣିଷକୁ ବୁଦ୍ଧିମାନ କରି ପଠାଇଛନ୍ତି। ଏହି କାରଣରୁ ମଣିଷ ଆଜି ବାକି ସବୁ ଜିନିଷ ଉପରେ ନିଜର ଉପସ୍ଥିତି ଜାହିର କରୁଛି। କିନ୍ତୁ ଅନେକ…
ଛାଡ଼ପତ୍ର ଚାହୁଁଛ ତ ଶୁଆ ଫେରାଇଦିଅ: ଦମ୍ପତିଙ୍କ ଛାଡ଼ପତ୍ରର ଅଜବ କାରଣ
ପୁଣେ,୨୨।୧୨: ଶୁଆ ପାଇଁ ଛାଡପତ୍ର। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୁଣେରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପାଇଁ ଆଫ୍ରିକୀୟ ଧୂସର ଶୁଆକୁ ଫେରାଇବାକୁ ଦାବି କରିଥିଲେ। ବିବାହ ପୂର୍ବରୁ…
ଅସୁରକ୍ଷିତ ସେତୁରେ ଯାତ୍ରା
ପ୍ରୀତିପୁର,୨୨ା୧୨(ସୁଶାନ୍ତ ବେହୁରିଆ): ବିଞ୍ଝାରପୁର ବ୍ଲକ ଅଧୀନ ବାଙ୍ଗରା ପଞ୍ଚାୟତର ବେଙ୍ଗାନାଳ ଉପରେ ଥିବା ସେତୁ ଅସୁରକ୍ଷିତ ହୋଇପଡ଼ିଛି। ହେଲେ ଏହି ସେତୁରେ ଲୋକେ ବାଧ୍ୟହୋଇ ଯାତାୟାତ କରୁଛନ୍ତି। ସେତୁଟି ଐତିହାସିକ ଶୈବପୀଠ ବାବା ମୁକ୍ତେଶର ମହାଦେବ ମନ୍ଦିର ସନ୍ନିକଟରେ ଅବସ୍ଥିତ। ନିର୍ମାଣ…
ସେନା ଟ୍ରକ୍ ଉପରେ ଆତଙ୍କବାଦୀ ଆକ୍ରମଣ: ୪ ଯବାନ ଶହୀଦ
ଶ୍ରୀନଗର,୨୨ା୧୨: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲା ଅନ୍ତର୍ଗତ ଡେରା କି ଗଲି ଦେଇ ଗୁରୁବାର ଅପରାହ୍ନରେ ସୈନ୍ୟବାହିନୀର ଦୁଇଟି ଟ୍ରକ୍ ଯାଉଥିବାବେଳେ ଆତଙ୍କବାଦୀମାନେ ଏହା ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ସହ ସୁରକ୍ଷା ବଳର ଗୁଳିବିନିମୟ ବେଳେ ୪ ଯବାନ ଶହୀଦ…
ଇଟାଭାଟି ଧୂଆଁ : ବୟସ୍କ, ରୋଗୀଙ୍କ ପାଇଁ କାଳ
ପଟ୍ଟାମୁଣ୍ଡାଇ,୨୨ା୧୨ (କଳ୍ପତରୁ ନାୟକ): ବାୟୁ ପ୍ରଦୂଷଣ ହ୍ରାସ ନିମନ୍ତେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିପରି ସରକାରୀ କିମ୍ବା ବେସରକାରୀ କାର୍ଯ୍ୟରେ ମାଟି ତିଆରି ଇଟାର ବ୍ୟବହାର ଉପରେ ୨୦୧୯ରୁ ସରକାରୀସ୍ତରରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ମାଟି ଇଟା…
ମଣ୍ଡି ଖୋଲିନି, ଧାନର ଅଭାବୀ ବିକ୍ରି
ଖୋର୍ଦ୍ଧା,୨୨ା୧୨(ପ୍ରଭାତ ପାଣିଗ୍ରାହୀ): ଖରିଫ ଧାନକିଣାକୁ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ କରିବା ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ଧାନକିଣା ଆରମ୍ଭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲା ଯୋଗାଣ ବିଭାଗ ଏବଂ…
ଏମିତି କ୍ୟାଚ୍ ଧରିଲେ ସାଇ ସୁଦର୍ଶନ, ଭିଡିଓ ହେଉଛି ଭାଇରାଲ୍: ଦେଖିଲେ କହିବେ ବାଃ ବାଃ
ନୂଆଦିଲ୍ଲୀ,୨୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ଜିତି ଭାରତ ସିରିଜ୍ ହାତେଇଛି। ଏହି ମ୍ୟାଚରେ ଯୁବ ଭାରତୀୟ ସାଇ ସୁଦର୍ଶନ ଏକ ଚମତ୍କାର କ୍ୟାଚ ନେଇଥିଲେ। ସାଇ ସୁଦର୍ଶନଙ୍କ କ୍ୟାଚର…
କିଆ ଇଣ୍ଡିଆର ଆକର୍ଷଣୀୟ ଅଫର: କିଆ ସୋନେଟ୍ ଏବଂ କରେନ୍ସ ଗ୍ରାହକଙ୍କୁ ସ୍ବତନ୍ତ୍ର ରିହାତି
ଭୁବନେଶ୍ୱର,୨୧।୧୨: ପ୍ରତି ମାସ ଭଳି ଚଳିତ ମାସ ମଧ୍ୟ କିଆ ଇଣ୍ଡିଆ ପକ୍ଷରୁ ଆକର୍ଷଣୀୟ ଗ୍ରାହକ ସୁବିଧା ଓ ସ୍ବତନ୍ତ୍ର ଅଫର କିଆର ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟଗୁଡିକ ଜରିଆରେ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ କିଆ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ ଓଡ଼ିଶା…
Archives


