Home Left

ସାବତମା’ ମାଡ଼ରେ ଝିଅ, ପୁଅ ଗୁରୁତର

ଆଠଗଡ଼,୩୧।୧୦(ସତ୍ୟ ପ୍ରସାଦ ରଥ):କଟକ ଜିଲା ଆଠଗଡ଼ରେ ସାବତମା’ ମାଡ଼ରେ ପୁଅ, ଝିଅ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟ ଭାଇ,ଭଉଣୀଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ସାବତମା’ଙ୍କୁ ନେଇ ଆଠଗଡ଼ ଥାନାରେ ଅଟକ ରଖିଛି। ୪…

ଲିଓନ୍‌ ଫୁଟବଲ୍‌ ଟିମ୍‌ ବସ୍‌ ଉପରେ ଆକ୍ରମଣ

ପ୍ୟାରିସ୍‌,୩୧ା୧୦: ଫ୍ରାନ୍ସର ଫୁଟବଲ୍‌ କ୍ଲବ୍‌ ଲିଓନ୍‌ର ଟିମ୍‌ ବସ୍‌ ଉପରେ ଆକ୍ରମଣ ଘଟଣାରେ ପୋଲିସ୍‌ ୯ ଜଣଙ୍କୁ ଅଟକ ରଖିଛି। ଏହା ସହିତ ଅନ୍ୟ ଆକ୍ରମଣକାରୀଙ୍କ ସନ୍ଧାନରେ ରହିଛି ପୋଲିସ୍‌। ଏହି ଆକ୍ରମଣରେ କୋଚ୍‌ ଫାବିଓ ଗ୍ରୋସୋଙ୍କ ମୁଣ୍ଡ ଫାଟି ଯାଇଥିବା…

ନୂଆ ରାଜ୍ୟପାଳଙ୍କୁ ସ୍ବାଗତ, ଆଜି ଶପଥ

ଭୁବନେଶ୍ୱର, ୩୧ା୧୦(ଅସମାପିକା ସାହୁ):ଶପଥ ନେବାର ଦିନକ ପୂର୍ବରୁ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ସୋମବାର ଭୁବନେଶ୍ୱରସ୍ଥିତ ରାଜଭବନରେ ପହଞ୍ଚତ୍ଛନ୍ତି। ରାଜ୍ୟପାଳଙ୍କ ସମେତ ୧୦୦ରୁ ଅଧିକ ଅତିଥି ଆସିଛନ୍ତି। ରାଜଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ରାଜ୍ୟପାଳଙ୍କୁ…

ଭୁବନେଶ୍ୱର ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୩୧।୧୦(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ କରାଟେ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ସବ୍‌ଜୁନିୟର କରାଟେ ପ୍ରତିଯୋଗିତା ଶେଷ ହୋଇଛି। ଉତ୍କଳ କରାଟେ ସ୍କୁଲ ପରିସରରେ ଗତ ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ଭୁବନେଶ୍ୱର ଦଳଗତ ଚାମ୍ପିୟନ ହୋଇଛି।…

ସିମ୍ଫୋନି ଲିମିଟେଡ୍‌ର ଦ୍ୱିତୀୟ ତ୍ରୈମାସ ଫଳାଫଳ

ଭୁବନେଶ୍ୱର,୩୧।୧୦ : ପ୍ରମୁଖ ଏୟାରକୁଲର କମ୍ପାନି ସିମ୍ଫୋନି ଲିମିଟେଡ୍‌ ପକ୍ଷରୁ ଦ୍ୱିତୀୟ ତ୍ରୈମାସ ଫଳାଫଳ ଘୋଷଣା କରାଯାଇଛି। କମ୍ପାନି ୨୭୫ କୋଟି ଟଙ୍କାର ମୋଟ ପରିଚାଳନା ରାଜସ୍ବ ହାସଲ କରିଛି। ମୋଟ ମାର୍ଜିନ୍‌ ୧୫.୫ ପ୍ରତିଶତ ରହିଛି। ଘରୋଇ ବଜାରରେ ଏହାର ବିକ୍ରି…

ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ହିନ୍ଦୀ ପକ୍ଷ ସମାରୋହ

ଭୁବନେଶ୍ୱର,୩୧।୧୦ : ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍‌ହଲ୍‌ଠାରେ ହିନ୍ଦୀ ପକ୍ଷ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର କ୍ଷେତ୍ରର ବିଭିନ୍ନ ଶାଖା ଓ କାର୍ଯ୍ୟାଳୟଗୁଡିକର କର୍ମଚାରୀମାନେ ନିଜ ନିଜର ପରିବାର…

ବିଓବି ପକ୍ଷରୁ ନୋଟ୍‌ ଓ ମୁଦ୍ରା ବିନିମୟ ମେଳା

ଭୁବନେଶ୍ୱର,୩୧।୧୦ : ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ପକ୍ଷରୁ ବ୍ୟାଙ୍କ ଅଫ୍‌ ବରୋଦା ଜନପଥ ଶାଖା ଦ୍ୱାରା ନୋଟ୍‌ ଓ ମୁଦ୍ରା ବିନିମୟ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ମହାପ୍ରବନ୍ଧକ ଡ. ଦେବୀ ପ୍ରସାଦ ପଣ୍ଡା ଉଦ୍‌ଘାଟନ କରିଥିଲେ।…

ଟିପି ଓଡ଼ିଶା ଡିସ୍‌କମ୍‌ ପକ୍ଷରୁ ୫୩ ହଜାର ନିଯୁକ୍ତି

ଭୁବନେଶ୍ୱର,୩୧।୧୦ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ୫୩ ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପ୍ରଦାନ କରାଯାଇଛି। ପ୍ରତ୍ୟକ୍ଷ ନିଯୁକ୍ତି କାର୍ଯ୍ୟକ୍ରମ ବ୍ୟତୀତ ରାଜ୍ୟରେ ଟାଟା ପାୱାର ଯୋଗାଣକାରୀଙ୍କଠାରୁ ଆରମ୍ଭକରି…

ଜିଓର ଜରୁରିକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା

ଭୁବନେଶ୍ୱର,୩୧।୧୦ : ବନ୍ୟା, ଅଗ୍ନିକାଣ୍ଡ, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ କଂଗ୍ରେସ-୨୦୨୩ରେ ନିଜର ଜରୁରିକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥାକୁ…

ରୁବେଲ୍ସଙ୍କୁ ୩ ବର୍ଷ ବାସନ୍ଦ କଲା ଫିଫା

ଜେନେଭା, ୩୧ା୧୦: ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ (ଫିଫା) ସୋମବାର ସ୍ପେନ ଫୁଟ୍‌ବଲ ମହାସଂଘର ପୂର୍ବତନ ସଭାପତି ଲୁଇସ ରୁବେଲ୍ସଙ୍କୁ ୩ ବର୍ଷ ବାସନ୍ଦ କରିଛି। ମହିଳା ବିଶ୍ୱକପ୍‌ ଫାଇନାଲ ପରେ ଟ୍ରଫି ପ୍ରଦାନ ଉତ୍ସବ ବେଳେ ସେ ଜଣେ…

ହମାସ ଆଧୁନିକ ଯୁଗର ନାଜି, ଯୁଦ୍ଧର ସମାଧାନ ଚାହୁଁନାହିଁ: ୟୁଏନ୍‌ରେ ଅଭିଯୋଗ କଲା ଇସ୍ରାଏଲ

ନ୍ୟୁୟର୍କ,୩୧।୧୦: ମିଳିତ ଜାତିସଂଘରେ ଇସ୍ରାଏଲର ସ୍ଥାୟୀ ପ୍ରତିନିଧୀ ଗିଲାଦ ଏର୍ଡାନ ହମାସକୁ ତୀବ୍ର ସମାଲୋଚନା କରିଛନ୍ତି। ହମାସ ନୂତନ ଯୁଗର ନାଜି, ଏହି ଯୁଦ୍ଧର ସମାଧାନ ଚାହୁଁନାହିଁ। ବୋଲି ସେ ଅଭିଯୋଗ କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକକୁ ସମ୍ବୋଧିତ…

ଲାଲ୍‌ଚାନ୍ଦର କୌନ ବନେଗା ଲକ୍ଷପତି କାର୍ଯ୍ୟକ୍ରମ

ଭୁବନେଶ୍ୱର,୩୧।୧୦ : ଲାଲ୍‌ଚାନ୍ଦର କୌନ ବନେଗା ଲକ୍ଷପତି ଲକି ଡ୍ରର ତୃତୀୟ ଦିିନରେ କଟକ ଷ୍ଟୋର୍‌ ପାଇଁ ଲକି ଡ୍ର କାର୍ଯ୍ୟକ୍ରମ କଟକ କ୍ଲବ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେତା ଭାବେ ଜଣେ କାର୍‌, ଦୁଇ ଜଣ ବାଇକ୍‌ ଜିତିଥିବା ବେଳେ ୮…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri