ସଞ୍ଜୁ ସାମସନଙ୍କ ପ୍ରଥମ ଦିନିକିଆ ଶତକ: ସିରିଜ୍ ହାତେଇଲା ଭାରତ
ପର୍ଲ, ୨୨।୧୨- ବୋଲାଣ୍ଡ ପାର୍କରେ ଗୁରୁବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଭାରତ ଘରୋଇ ଦଳକୁ ୭୮ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ ସହ ଭାରତ ୩ ମ୍ୟାଚ୍…
ୟୁନିଭର୍ସିଟିରେ ଗୁଳିକାଣ୍ଡ: ଚାଲିଗଲା ୧୫ ଜୀବନ
ପ୍ରାଗ୍,୨୧ା୧୨: ଚେକ୍ ଗଣରାଜ୍ୟ ରାଜଧାନୀ ପ୍ରାଗ୍ରେ ଥିବା ଏକ ୟୁନିଭର୍ସିଟିରେ ଗୁଳିକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ହେବା ସହ ୯ ଆହତ ହୋଇଛନ୍ତି। ଆକ୍ରମଣକାରୀ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି। ତେବେ ଚେକ୍ ପୋଲିସ ଆକ୍ରମଣକାରୀ ଏବଂ ନିହତ…
ପ୍ରଥମ ଦିନରେ ଭାରତର ପ୍ରଭାବୀ ପ୍ରଦର୍ଶନ
ମୁମ୍ବାଇ, ୨୧।୧୨: ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟେଷ୍ଟ ଗୁରୁବାର ଆରମ୍ଭ ହୋଇଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟକୁ ସହଜରେ ଜିତିଥିବା ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟର ପ୍ରଥମ ଦିବସରେ ପ୍ରଭାବୀ ପ୍ରଦର୍ଶନ କରିଛି। ପୂଜା ବସ୍ତ୍ରକାର, ସ୍ନେହ…
ସମ୍ବଲପୁରରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପରିବାର: ପରିଦର୍ଶନ କଲେ ବେଜବରୁଆଙ୍କ ସାଧନାପୀଠ
ସମ୍ବଲପୁର,୨୧ା୧୨(ପ୍ରମୋଦ ବହିଦାର): ସମ୍ବଲପୁରଠାରେ ଥିବା ଅହମିଆ କବି ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ବାସଗୃହ ଓ ସାହିତ୍ୟ ସାଧନା ପୀଠକୁ ଗୁରୁବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପରିବାର ସଦସ୍ୟ ପରିଦର୍ଶନ କରିଛନ୍ତି। ଏଥିରେ ତାଙ୍କ ମା’ ମ୍ରିଣାଳିନୀ ଦେବୀ, ଜ୍ୟେଷ୍ଠଭ୍ରାତା ଦିଗନ୍ତ ବିଶ୍ୱଶର୍ମା…
ରାଉରକେଲାରେ ହଇଜା ସ୍ଥିତି ଅଣାୟତ୍ତ: ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି
ରାଉରକେଲା,୨୧।୧୨(ସଙ୍ଗୀତା ଜେନା): ସ୍ମାର୍ଟସିଟି ରାଉରକେଲାରେ ହଇଜା ସ୍ଥିତିି ଅଣାୟତ୍ତ ହୋଇପଡ଼ିଛି। ରାଉରକେଲା ସରକାରୀ ଡାକ୍ତରଖାନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଗୁରୁବାର ସୁଦ୍ଧା ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ଆର୍ଜିଏଚ୍ରେ ୬ ଓ ଅନ୍ୟ ଘରୋଇ ହସ୍ପିଟାଲରେ ୫ଜଣଙ୍କ…
ଭଉଣୀ, ଭାଣିଜୀଙ୍କୁ କାଠ ଫାଳିଆରେ ପିଟିଲେ ମାମୁଁ
କେନ୍ଦୁଝର,୨୧।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମାମୁଁଙ୍କ କାଠ ଫାଳିଆ ମାଡ଼ରେ ଭଉଣୀ ଏବଂ ଭାଣିଜୀ ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ କେନ୍ଦୁଝରଗଡ଼ ପୌରପାଳିକା ୨୦ନମ୍ବର ୱାର୍ଡ ଧୃପଦା ଗ୍ରାମର ସାବିତ୍ରୀ ପୂର୍ତ୍ତୀ ଏବଂ…
ପିଜୁଳି ଖାଉଥିବା ବେଳେ କୂଅରେ ଖସି ପଡ଼ିଲା ଭାଲୁ
ନୂଆପଡ଼ା,୨୧।୧୨(ମକାରୁ ବେମାଲ): ନୂଆପଡ଼ା ସଦର ମହକୁମା ୱାର୍ଡ଼ ନଂ. ୧୩ ମହୁଲଭଟା ଗାଁର ଏକ କୂଅରୁ ଗୁରୁବାର ଏକ ଭାଲୁର ମୃତଦେହ ଜବତ କରାଯାଇଛି। ସୂଚନା ମୁତାବଳ ମହୁଲଭଟା ଗ୍ରାମର ମୋହନ ରଣାଙ୍କ ବିଲରେ ଥିବା କୂଅ ଭିତରେ ଭାଲୁ ମରିପଡିଥିବା…
୨ ସପ୍ତାହ ମଧ୍ୟରେ ମଲେଣି ୨୩: ବିମାନବନ୍ଦରରେ କରୋନା ପରୀକ୍ଷା ବାଧ୍ୟତାମୂଳକ କି ନୁହେଁ ଜାଣନ୍ତୁ…
ନୂଆଦିଲ୍ଲୀ,୨୧ା୧୨: କରୋନାରେ ଗତ ୨ ସପ୍ତାହ ମଧ୍ୟରେ ୨୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷେ କୋଭିଡ୍-୧୯ର ଜେଏନ୍.୧ ସବ୍ଭାରିଆଣ୍ଟକୁ ନେଇ ଏବେ ଚିନ୍ତା ବଢ଼ିଥିବା ବେଳେ ଶୀତରେ ସଂକ୍ରମଣ ବଢ଼ିବା ଆଶଙ୍କା କରାଯାଉଛି। ଗୁରୁବାର ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୫୯୪…
ଡବ୍ଲ୍ୟୁଏଫ୍ଆଇ ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଲେ ବ୍ରିଜଭୂଷଣ
ନୂଆଦିଲ୍ଲୀ,୨୧ା୧୨: ବହୁ ଚର୍ଚ୍ଚିତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ବିଦାୟୀ ସଭାପତି ବ୍ରିଜଭୂଷଣ ଶରଣଙ୍କ ଘନିଷ୍ଠ ଅନୁଗତ ବୋଲି କୁହାଯାଉଥିବା ସଞ୍ଜୟ ସିଂ ସଭାପତି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଫଳାଫଳର…
କଂଗ୍ରେସ ନେତ୍ରୀ ନିଖତଙ୍କ ଆତ୍ମହତ୍ୟା ଉଦ୍ୟମ
ସମ୍ବଲପୁର,୨୧।୧୨(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଗତ ୧୬ତାରିଖରେ ଘଟିଥିବା ଗଣ୍ଡଗୋଳ ଘଟଣାର ଭିନ୍ନ ମୋଡ ନେଇଛି। ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦିକା ନିଖତ ପରବିନ ମାନସିକ ଚାପରେ ଗୁରୁବାର ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…
କୋଇଲା ଖାଦାନରେ ଦୁର୍ଘଟଣା: ୧୨ ମୃତ, ୧୩ ଆହତ
ବେଜିଂ,୨୧।୧୨: ଚାଇନାର ହିଲୋଙ୍ଗଜିଆଙ୍ଗ ପ୍ରଦେଶରେ ଏକ କୋଇଲା ଖାଦାନରେ ଦୁର୍ଘଟଣାରେ ଘଟିଛି। ଏଥିରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଚାଇନାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହେଙ୍ଗଶାନ ଜିଲାର କୁନୟୁଆନ କୋଇଲା ଖଣିରେ…
ବାଲେଶ୍ୱର-ଭଦ୍ରକ ଲୋକାଲ ଟ୍ରେନ ଭଡ଼ା କମିବ
ଭଦ୍ରକ,୨୧ା୧୨(ସନାତନ ରାଉତ): କୋଭିଡ୍ ସମୟରୁ ଓଡ଼ିଶାରେ ସମସ୍ତ ଲୋକାଲ ଟ୍ରେନ୍ରେ ଏକ୍ସପ୍ରେସ୍ ଭଡ଼ା ଲାଗୁ କରାଯାଇଥିଲା। ବାଲେଶ୍ୱରରୁ ଭଦ୍ରକ ଆସୁଥିବା ଲୋକାଲ ଟ୍ରେନ୍ରେ ୨୦ ଟଙ୍କା ଭଡ଼ା ନିଆଯାଉଥିବା ବେଳେ ଭଦ୍ରକରୁ ବାଲେଶ୍ୱର ଯାଉଥିବା ଯାତ୍ରୀଙ୍କଠାରୁ ୪୦ ଟଙ୍କା ଭଡ଼ା ନିଆଯାଉଥିଲା।…
Archives


