Home Left

ରାଜ୍ୟର ମହିଳାଙ୍କୁ ଦିଆଯିବ ଦୁଇଟି ମାଗଣା ଏଲ୍‌ପିଜି ସିଲିଣ୍ଡର, ଦୀପାବଳିଠାରୁ ଶୁଭାରମ୍ଭ…

ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ଷକୁ ଦୁଇଟି ଲେଖାଏ ମାଗଣା ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦେବା ଉପରେ ମଙ୍ଗଳବାର ଯୋଗୀ କ୍ୟାବିନେଟ ମୋହର ମାରିଛନ୍ତି। ତେବେ ଭାଜପା ଗତ ନିର୍ବାଚନ ସମୟରେ ଦଳର ଘୋଷଣାପତ୍ରରେ ମହିଳାଙ୍କ…

ଗାଜାରେ ଚାଲିଥିବା ଲଢେଇ ମଧ୍ୟରେ ନକ୍ସାରୁ ଇସ୍ରାଏଲର ନାଁ ହଟାଇଲା ଚାଇନା!

ବେଜିଂ,୩୧।୧୦: ଗାଜା ଷ୍ଟ୍ରିପରେ ଇସ୍ରାଏଲର ଆକ୍ରମଣ ତୀବ୍ର ହେବାରେ ଲାଗିଛି ଏବଂ ଏହି ସମୟରେ ଖବର ଆସିଛି ଯେ, ଚାଇନା ଏହାର ଅନଲାଇନ ନକ୍ସାରୁ ଇସ୍ରାଏଲର ନାମ ହଟାଇ ଦେଇଛି। ମିଡିଆ ରିପୋର୍ଟରେ ଏହି ଦାବି କରାଯାଇଛି। ଖବର ଅନୁଯାୟୀ, ଚାଇନାର…

ଟ୍ରାକ୍ଟର ସହ ବିପଜ୍ଜନକ ଷ୍ଟଣ୍ଟ କରୁଥିଲେ ଯୁବକ: ଘଟିଲା ଏମିତି, ଦେଖନ୍ତୁ ହୃଦୟଥରା ଭିଡିଓ

ଗୁରୁଦାସପୁର,୩୧।୧୦: ଟ୍ରାକ୍ଟର ସହ ବିପଜ୍ଜନକ ଷ୍ଟଣ୍ଟ କରିବା ମହଙ୍ଗା ପଡିଛି। ଏଥିରେ ଜଣେ ୨୯ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ଘଟିଛି। ପଞ୍ଜାବର ଗୁରୁଦାସପୁର ଜିଲାର ଏକ ଗ୍ରାମୀଣ କ୍ରୀଡା ଇଭେଣ୍ଟରେ ଏହା ଘଟିଛି। ଏହି ଘଟଣାର ଯନ୍ତ୍ରଣାଦାୟକ ଭିଡିଓ ସୋସିଆଲ…

ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି: ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ…

କୋଲକାତା,୩୧।୧୦: କୋଲକାତାସ୍ଥିତ ଇଡେନ ଗାର୍ଡେନ୍‌ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଉଥିବା ୨୦୨୩ କ୍ରିକେଟ ବିଶ୍ବକପର ୩୧ତମ ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇ ପାକିସ୍ତାନ ବୋଲିଂ ଆରମ୍ଭ କରଛି। ୬ ଓଭର ଖେଳ ସୁଦ୍ଧା…

ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ

ବାରିପଦା,୩୧।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜଏଣ୍ଟ ଟାସ୍କଫୋର୍ସ ମାଧ୍ୟମରେ ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଦୁଇ ମାସ ମଧ୍ୟରେ ବନବିଭାଗ ଓ ପୋଲିସ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ(ସେପ୍ଟେମ୍ବର ଓ ଅକ୍ଟୋବର) ଶର୍ଚ୍ଚ ଅପରେଶନ ଜାରି ଥିବା ବେଳେ…

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଇତିହାସ ରଚିଲା ନାମ୍ବିଆ

ନୂଆଦିଲ୍ଲୀ,୩୧।୧୦: ଆଜିକାଲି କ୍ରିକେଟ୍‌ରେ ବିଶ୍ୱକପ ବିଷୟରେ ଆଲୋଚନା ହେଉଛି। ବିଶ୍ୱକପରେ ଅନେକ ବିପର୍ଯ୍ୟୟ ଦେଖାଯାଉଛି, କିନ୍ତୁ ବିଶ୍ୱକପ ବ୍ୟତୀତ ବିଶ୍ୱ କ୍ରିକେଟରେ ମଧ୍ୟ ବଡ ବିପର୍ଯ୍ୟୟ ଚାଲିଛି। ନାମ୍ବିଆ ଟି-୨୦ ସିରିଜରେ ଜିମ୍ବାୱେକୁ ୩-୨ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି।…

ଓଲଟିଲା ଟ୍ରକ୍‌: ୮ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ଛତ୍ରପୁର,୩୧।୧୦(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ସୀତାରାମପୁର ନିକଟ ଜାତୀୟ ରାଜପଥରେ ଏକ ଟ୍ରକ୍‌ ଓଲଟି ପଡ଼ିଛି। ମିଳିଥିବା ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ଆରଟିଓ ଏନ୍‌ଫୋର୍ସମେଣ୍ଟ ଗାଡି ଚେକିଂ କରୁଥିବା ବେଳେ ହଠାତ ଏକ…

‘ସରକାରକୁ ଆସିଲେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଜେଲ ପଠାଇବୁ’

ଭଦ୍ରକ,୩୧।୧(ସନାତନ ରାଉତ): ଓଡ଼ିଶାରେ ଭାଜପା ଓ ବିଜେଡି ମଧ୍ୟରେ ଭିତିରି ବୁଝାମଣା ଚାଲିଛି। ରାଜ୍ୟ ବାସୀଙ୍କୁ ଷଡଯନ୍ତ୍ର କରି ବିଜେଡି ସରକାର ଚଳାଇଛି। ଭିକେ ପାଣ୍ଡିଆନଙ୍କ ଭିଆରଏସ ଆବେଦନକୁ କେନ୍ଦ୍ର ସରକାର ତୁରନ୍ତ ଗ୍ରହଣ କରିବା ଏବଂ ଅବସର ନେବାର ଦିନକପରେ…

ଭାରତ ଉପରେ ଅଭିମାନ କଲା ଇସ୍ରାଏଲ! ବଡ଼ ବୟାନ ଦେଲେ ନେତାନ୍ୟାହୁ

ନୂଆଦିଲ୍ଲୀ,୩୧/୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ତତ୍କାଳ ବିରାମ ଲଗାଇବାକୁ ମିଳିତ ଜାତିସଂଘର ଏକ ପ୍ରସ୍ତାବ ଆସିଥିଲା। ଭାରତ ଏହି ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରିନଥିଲା। ଯାହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତର ଆଭିମୁଖ୍ୟ ଉପରେ ମନ୍ତବ୍ୟ ଦେଇଛନ୍ତି। ସୋମବାର…

ତେଜିଲା ଅଭିନେତା ମନୋଜ ମିଶ୍ର ବ୍ୟାନ୍‌ ବିବାଦ: ନଭେମ୍ବର ୧୫ରେ କୋଶଲ ମହାବନ୍ଦ ଡାକରା

ବଲାଙ୍ଗୀର, ୩୧ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଅଭିନେତା ମନୋଜ ମିଶ୍ରଙ୍କୁ ଚଳଚ୍ଚିତ୍ର ପ୍ରୟୋଜକ ସଂଘର ଦୁଇବର୍ଷିଆ ବ୍ୟାନ୍‌ ଘୋଷଣାକୁ ନେଇ ଦେଖାଦେଇଥିବା ବିବାଦ ତେଜିବାରେ ଲାଗିଛି। ପଶ୍ଚିମ ଓଡ଼ିଶାର କେତେକ ଶୀର୍ଷ ରାଜନେତାଙ୍କ ବୟାନବାଜି ପରେ କୋଶଲ ରାଏଜ୍‌ ମିଲିତ୍‌ କ୍ରିୟାନୁଷ୍ଠାନ କମିଟି…

କାହିଁକି ଲାଇମଲାଇଟରୁ ଦୂରେଇ ରୁହନ୍ତି ସନ୍ନି ଦଓ୍ବେଲଙ୍କ ପତ୍ନୀ ପୂଜା

ମୁମ୍ବାଇ: କରଣ ଜୋହରଙ୍କ ବହୁ ବିବାଦୀୟ ଟକ ସୋ ‘କଫି ଓ୍ବିଥ କରଣ’ର ସିଜିନ ୮ ଆରମ୍ଭ ହୋଇଛି। ପ୍ରଥମ ଏପିସୋଡରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଯୋଡି ଧମାଲ କରିଥିବାବେଳେ ସୋ’ର ଦ୍ୱିତୀୟ ଏପିସୋଡରେ ଦଓ୍ବେଲ ଭାଇ ଯଥା…

ଫୋନ ପାଇଁ ୧୫ କି.ମି. ରାସ୍ତାରେ ଘୋଷାଡିଲେ ଲୁଟେରା, ବିଟେକ୍‌ ଛାତ୍ରୀଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ, ସାମ୍ନାକୁ ଆସିଲା ଗାଜିଆବାଦ ଘଟଣାର ପୂରା ଭିଡିଓ…

ଗାଜିଆବାଦ, ୩୧।୧୦: ଗାଜିଆବାଦର ଏକ ଅଟୋ ରିକ୍ସାରେ ଯାତ୍ରା କରୁଥିବା କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ କିର୍ତ୍ତି ସିଂ (୧୯) ଗତ ଶୁକ୍ରବାର ଲୁଟ୍‌ର ଶିକାର ହୋଇଥିଲେ। କିର୍ତ୍ତି ଏବଂ ତାଙ୍କ ସାଙ୍ଗ ୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri