କଂଗ୍ରେସର ଚାନ୍ଦା ଅଭିଯାନ: ଆସନ ପଛରେ ଅଛି ‘କ୍ୟୁଆର’ କୋଡ, ଭାଗ୍ୟଶାଳୀ ଦାତାଙ୍କୁ ସମ୍ମାନୀତ କରିବେ ରାହୁଲ ଗାନ୍ଧୀ…
ନୂଆଦିଲ୍ଲୀ,୨୯।୧୨: ମହାରାଷ୍ଟ୍ରର ନାଗପୁରରେ ଗୁରୁବାର ଏକ ରାଲିରେ ଭିଡ଼ ଜମାଇବା ପାଇଁ କଂଗ୍ରେସ ଚେୟାର ପଛରେ ବାର୍ କୋଡ ଲଗାଇଥିଲା। ଏହି ମାସ ଆରମ୍ଭରେ ଆରମ୍ଭ ହୋଇଥିବା କଂଗ୍ରେସ କ୍ରାଉଡ ଫଣ୍ଡିଂ ଅଭିଯାନର ଏକ ଅଂଶ ଭାବରେ ‘ଦେଶ ପାଇଁ ଦାନ’…
ଅଧ୍ୟକ୍ଷ ପଦ ଛାଡିବେ ଲଲନ ସିଂ, ନୀତୀଶଙ୍କୁ ମିଳିବ ଜେଡିୟୁର ଦାୟିତ୍ୱ!
ପାଟନା,୨୯।୧୨: ଜନତା ଦଳ (ୟୁନାଇଟେଡ)ରେ ସାଂଗଠନିକ ପରିବର୍ତ୍ତନକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ସୂତ୍ର ଅନୁଯାୟୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ ଜେଡିୟୁ ଅଧ୍ୟକ୍ଷ ପଦ ଛାଡିବେ ଏବଂ ନୀତୀଶ କୁମାର ଏହି ପଦ ସମ୍ଭାଳିବେ। ଜାତୀୟ ପଦାଧିକାରୀଙ୍କ ବୈଠକରେ ଯୋଗଦେବା…
ଦକ୍ଷିଣ ଅଷ୍ଟ୍ରେଲିଆ ସମୁଦ୍ର ଉପକୂଳରେ ସାର୍କ ଆତଙ୍କ
ଆଡିଲେଡ,୨୯।୧୨: ଗତ କିଛି ମାସ ତଳେ ଦକ୍ଷିଣ ଅଷ୍ଟ୍ରେଲିଆର ଆଡିଲେଡର ଏଥେଲ ବିଚରେ ହୋଇଥିବା ତୃତୀୟ ଭୟଙ୍କର ସାର୍କ ଆକ୍ରମଣରେ ଜଣେ ୧୫ ବର୍ଷୀୟ ସର୍ଫରଙ୍କର ମୃତ୍ୟୁ ଘଟିଛି। ଏଠାରେ କର୍ତ୍ତୃପକ୍ଷ କହିଛନ୍ତି ଯେ ଖାଇ କାଉଲି ଗୁରୁବାର ତାଙ୍କ ଜନ୍ମ…
ଦିନିକିଆ ଭଦ୍ରକ ଗସ୍ତରେ ରାଜ୍ୟପାଳ
ଭଦ୍ରକ,୨୯ା୧୨(ସନାତନ ରାଉତ): ଦିନିକିଆ ଭଦ୍ରକ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ରଘୁବର ଦାଶ। ଶୁକ୍ରବାର ସକାଳେ ରାଜ୍ୟପାଳ ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ପିଲା ଓ ତାଙ୍କ ଅଭିଭାବକମାନଙ୍କ ସହ ପୋଷଣ ଯୋଜନା, ପାଠପଢ଼ା ଓ ପୁଷ୍ଟିକର ଖାଦ୍ୟ…
ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଟିମ୍ ସହିତ ସାମିଲ ହେଲେ ଆବେଶ ଖାନ
ମୁମ୍ବାଇ, ୨୯ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଲଜ୍ଜାଜନକ ଇନିଂସ ପରାଜୟର ସାମ୍ନା କରିଛି। ଅନ୍ୟପଟେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ସାମୀଙ୍କ ବଦଳରେ ଭାରତୀୟ ଦଳ ସହିତ ସାମିଲ ହୋଇଛନ୍ତି ଦ୍ରୁତ ବୋଲର…
ଇତିହାସ ହୋଇ ରହିଯିବ କଂଗ୍ରେସ, ରାମ ମନ୍ଦିର ଦ୍ୱନ୍ଦ୍ୱରେ ପଡିଥିବା ଦଳକୁ ଟାର୍ଗେଟ କଲା କେରଳ ମୁସଲିମ ସଙ୍ଗଠନ
ଥିରୁଭାନନ୍ତପୁରମ,୨୯।୧୨: କେରଳର ଏକ ପ୍ରତିଷ୍ଠିତ ମୁସଲମାନ ସଂଗଠନ ଆସନ୍ତା ମାସରେ ଅଯୋଧ୍ୟାରେ ରାମ ମନ୍ଦିରର ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣକୁ ନେଇ କଂଗ୍ରେସର ଅଣ-ଆଭିମୁଖ୍ୟକୁ ସମାଲୋଚନା କରିଛି। ଏହି ସଂଗଠନ କଂଗ୍ରେସର ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (ଆଇୟୁଏମଏଲ) ର ଅତି…
ଜଳପରୀ ସାଜି ଅକ୍ଷୟ କୁମାରଙ୍କ ସହ ଜନ୍ମଦିନ ପାଳିଲେ ଟ୍ବିଙ୍କ୍ଲ ଖାନ୍ନା
ମୁମ୍ବାଇ: ଆଜି ଅର୍ଥାତ୍ ଡିସେମ୍ବର ୨୯ରେ ହେଉଛି ବଲିଉଡ୍ ଅଭିନେତ୍ରୀ ଟ୍ବିଙ୍କ୍ଲ ଖାନ୍ନାଙ୍କ ଜନ୍ମଦିନ। ଆଜି ଟ୍ବିଙ୍କ୍ଲ ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିନେତ୍ରୀ ତାଙ୍କର ଏହି ବିଶେଷ ଦିନ ପାଳନ କରିବା ପାଇଁ ଏକ ବିଶେଷ ଉପାୟ ବାଛିଛନ୍ତି। ସେ…
ହମାସ ଦ୍ୱାରା ବନ୍ଦୀ ଥିବା ସବୁଠାରୁ ବୟସ୍କ ମହିଳାଙ୍କର ମୃତ୍ୟୁ, ଶୋକ ପ୍ରକାଶ କଲେ ବାଇଡେନ
ତେଲ ଆଭିବ,୨୯।୧୨: ହାମାସ ଦ୍ୱାରା ବନ୍ଦୀ ଅବସ୍ଥାରେ ଥିବା ସବୁଠାରୁ ବୟସ୍କ ଇସ୍ରାଏଲ ମହିଳାଙ୍କର ମତ୍ୟୁ ହୋଇଛି। ଇସ୍ରାଏଲର କିବୁତ୍ଜ ନିର ଓଜ ଗୁରୁବାର କହିଛନ୍ତି ଯେ ଏହାର ବାସିନ୍ଦା ଜୁଡିଥ ୱେନଷ୍ଟାଇନ ହାଗାଇଙ୍କୁ ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ହତ୍ୟା…
ଟେଷ୍ଟରେ ଶୁବମାନ ଗିଲ୍ଙ୍କ ପ୍ରଦର୍ଶନ ବଢାଇପାରେ ଟିମ ଇଣ୍ଡିଆର ଟେନସନ୍
ନୂଆଦିଲ୍ଲୀ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ମ୍ୟାଚରେ ଶୁବମାନ ଗିଲ କିଛି ବିଶେଷ ପ୍ରଦର୍ଶନ କରିପାରି ନାହାନ୍ତି। ପ୍ରଥମ ଇନିଂସରେ ୨ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୨୬…
ବିଶ୍ୱର ସବୁଠାରୁ ବଡ ଧନୀ ଅପରାଧି, ଝିଅକୁ ଥଣ୍ଡାରୁ ରକ୍ଷା କରିବାକୁ ଜାଳିଦେଲେ କୋଟି କୋଟି ଟଙ୍କା
ବିଶ୍ୱରେ ଅନେକ ଅପରାଧୀ ଅଛନ୍ତି ଯେଉଁମାନେ ବଡ ବଡ ଆତଙ୍କ ସୃଷ୍ଟି କରିଛନ୍ତି। ଅପରାଧୀ ଯେଉଁମାନେ ଟଙ୍କା ରୋଜଗାର କରିବାର ଇଚ୍ଛାରେ ଅପରାଧ ଦୁନିଆରେ ପ୍ରବେଶ କରନ୍ତି ସେମାନେ ଅପରାଧ କରି ବହୁ ଅର୍ଥ ଉପାର୍ଜନ କରନ୍ତି। ଟଙ୍କା ପ୍ରତି ସେମାନଙ୍କର…
ବିଶ୍ୱକପ୍ରେ ହାରିବା ପରେ ବି ଟିମ ଇଣ୍ଡିଆର ରହିଛି ଭଲ ରେକର୍ଡ
ନୂଆଦିଲ୍ଲୀ,୨୯।୧୨: ବିଶ୍ୱକପ୍ ୨୦୨୩ର ଫାଇନାଲରେ ଟିମ ଇଣ୍ଡିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଇନାଲ ମ୍ୟାଚକୁ ଛାଡି ଦେଲେ ଏହି ବିଶ୍ୱକପ୍ ଭାରତ ପାଇଁ ବହୁତ ଭଲ ଥିଲା। ସେମିଫାଇନାଲ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ପ୍ରତ୍ୟେକ ମ୍ୟାଚ ଜିତିଛି। ରୋହିତ ଶର୍ମାଙ୍କ…
ଭଗବଦ୍ ଗୀତାର ଏକ ‘ଶ୍ଲୋକ’ ଭୁଲ ଅନୁବାଦ ପାଇଁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨୯।୧୨:ଭଗବଦ୍ ଗୀତାର ଏକ ‘ଶ୍ଲୋକ’ର ଭୁଲ ଅନୁବାଦ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମାଂଶ ବିଶ୍ୱ ସରମା କ୍ଷମା ମାଗିଛନ୍ତି। ଭୁଲ ଅନୁବାଦକୁ ନେଇ ବିବାଦ ଉପୁଜିବାରୁ ସେ କ୍ଷମା ମାଗିଛନ୍ତି। ଅନେକ ନେତା ତାଙ୍କୁ ଜାତି ବିଭାଜନକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ…
Archives


