ଟିମ ଇଣ୍ଡିଆ ପାଇଁ ଏହି ବର୍ଷ ସର୍ବାଧିକ ଉଇକେଟ୍ ନେଇଛନ୍ତି ଜାଡେଜା, ଶ୍ରେଷ୍ଠ ୩ରେ କିଏ କିଏ ସାମିଲ ଜାଣନ୍ତୁ …
ନୂଆଦିଲ୍ଲୀ,୨୯।୧୨: ଟିମ ଇଣ୍ଡିଆ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରବିନ୍ଦ୍ର ଜାଡେଜା ଭଲ ପ୍ରଦର୍ଶନ କରିଛନ୍ତି। ଜାଡେଜା ବୋଲିଂ କରିବା ସହ ବ୍ୟାଟିଂରେ ମଧ୍ୟ ଅବଦାନ ରହିଛି। ୨୦୨୩ ବର୍ଷ ତାଙ୍କ ପାଇଁ ବହୁତ ଭଲ ଥିଲା । ୨୦୨୩ରେ ଜାଡେଜା…
ସାପ ମୁଣ୍ଡକୁ ଚୁମ୍ବନ ଦେଇ କାତି ଛଡ଼ାଇବାକୁ ଲାଗିଲେ ଏହି ବ୍ୟକ୍ତି: ଦେଖନ୍ତୁ ଲୋମଟାଙ୍କୁରା ଭିଡ଼ିଓ
ସାରା ବିଶ୍ୱରେ ଅନେକ ପ୍ରଜାତିର ସାପ ଅଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ଶାନ୍ତିପୂର୍ଣ୍ଣ ଏବଂ କେତେକ ଅତ୍ୟନ୍ତ ଭୟାନକ। କିଛି ଲୋକ ସାପ ବିଷୟ ଉଠିଲା ମାତ୍ରେ ଭୟଭୀତ ହୁଅନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ସାପଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଭାବେ…
ପ୍ରେମ ପରୀକ୍ଷା ପାଇଁ ରହିଛି ଏହି ଝୁଲନ୍ତା ଶିଡ଼ି, ସାହସ ଥିଲେ ଚଢ଼ନ୍ତି ପ୍ରେମୀଯୁଗଳ, ଦେଖନ୍ତୁ ଭିଡିଓ…
ପ୍ରେମୀଯୁଗଳଙ୍କୁ ସେମାନଙ୍କ ପ୍ରେମକୁ ମଜଭୁତ କରିବା ପାଇଁ ଅନେକ ପ୍ରକାରର ପରୀକ୍ଷା ଦେବାକୁ ପଡ଼ିଥାଏ। ଭଲ ପାଇବା ସହଜ କିନ୍ତୁ ଏହାକୁ ବଜାୟ ରଖିବା ବହୁତ କଷ୍ଟକର। ପ୍ରେମୀଯୁଗଳଙ୍କ ମଧ୍ୟରେ ଅନେକ ପରିସ୍ଥିତି ଉପୁଜେ ଯାହା ସେମାନଙ୍କ ପ୍ରେମକୁ ପରୀକ୍ଷା କରେ।…
ଗୋଟିଏ ବର୍ଷରେ କମାଲ୍ କରିଦେଲେ ରିଙ୍କୁ ସିଂ
ନୂଆଦିଲ୍ଲୀ,୨୯।୧୨: ଚଳିତ ବର୍ଷ କିଛି ଆକର୍ଷଣୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଏଥିରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାର କରି ବିଶ୍ୱର କିଛି ବଛାବଛା କ୍ରିକେଟର୍ଙ୍କୁ ନେଇ ଟି-୨୦ ପ୍ଲେଇଙ୍ଗ-୧୧ ଚୟନ କରାଯାଇଥିଲା।…
ଲାଇଭ୍ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ରୋମାନ୍ସ କରୁଥିଲେ ପ୍ରେମୀଯୁଗଳ; ପଡ଼ିଗଲା କ୍ୟାମେରା…ଆଉ ତା’ପରେ ଘଟିଲା
ମେଲବୋର୍ନ,୨୯।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମେଲବୋର୍ନରେ ଖେଳାଯାଉଛି। ଏହି ମ୍ୟାଚ ସମୟରେ ଏପରି ଏକ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା, ଯେଉଁଥିପାଇଁ ଷ୍ଟାଣ୍ଡରେ ଉପସ୍ଥିତ ଥିବା ଏକ ପ୍ରେମୀଯୁଗଳ ଭୟଭୀତ ହୋଇଥିଲେ। ଭୁଲ କ୍ୟାମେରା ଆଙ୍ଗେଲ୍ ଯୋଗୁ…
ଜମିବାଡ଼ି ବିବାଦକୁ ନେଇ ହଣାକଟା, ୬ ଗୁରୁତର
ଭଦ୍ରକ,୨୯ା୧୨(ସନାତନ ରାଉତ): ଭଦ୍ରକ ଟାଉନ ଥାନା ଚରମ୍ପା ବରଳାପୋଖରୀରେ ଜମିବାଡ଼ି ବିବାଦକୁ ନେଇ ୨ ପରିବାର ମଧ୍ୟରେ ହଣକଟା ହୋଇଛି। ଫଳରେ ଉଭୟ ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସୂଚନାନୁଯାୟୀ,…
ପ୍ରସବ ଯନ୍ତ୍ରଣାରେ ୫ କିଲୋମିଟର ଚାଲି ଚାଲି ହସ୍ପିଟାଲରେ ପହଞ୍ଚିଲେ ଗର୍ଭବତୀ: ୪ ସନ୍ତାନ ଦେଲେ ଜନ୍ମ
ଜେରୁଜେଲମ,୨୯।୧୨: ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେବାର ନାଁ ଧରୁନି। ଯୁଦ୍ଧ ଯୋଗୁ ସାଧାରଣ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି। ସମ୍ପ୍ରତି ଜଣେ ମହିଳାଙ୍କୁ ଏପରି ଏକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା ଯାହା ସାରା ବିଶ୍ୱରେ ଗଣମାଧ୍ୟମରେ ଚର୍ଚ୍ଚା…
ଖଦିମେଳା ଆୟୋଜନ କରିବ କେଭିଆଇସି
ଭୁବନେଶ୍ୱର,୨୯।୧୨:ଦେଶର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ତଥା କେନ୍ଦ୍ର ସରକାରଙ୍କ ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରି କମିଶନ(କେଭିଆଇସି)ର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଗୁରୁବାର ଏକ ସମୀକ୍ଷା…
୧୪ ବର୍ଷ ହେଲା ବିଟ୍ ହାଉସ ଖାଲି
ଚମ୍ପୁଆ,୨୯ା୧୨(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ମୁଖ୍ୟାଳୟରେ ଥିବା ବନ ବିଭାଗର ବିଟ୍ ହାଉସ୍ କାମରେ ଲାଗିପାରୁନାହିଁ। ରହିବା ପାଇଁ କୋଠା ଉପଯୁକ୍ତ ନ ଥିବା ଆଳ ଦେଖାଇ କେହି କର୍ମଚାରୀ ୧୪ ବର୍ଷ ଧରି ଏଠାରେ ରହୁନାହାନ୍ତି। ଫଳରେ ଏହାର…
ଅବଧି ସରିଲା, କାର୍ଯ୍ୟ ଅସମ୍ପୂର୍ଣ୍ଣ
ସଇଁତଳା,୨୯ା୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଛନଛଡ଼ା-ପେଣ୍ଡରାମାଲ ରାସ୍ତାରେ ଥିବା ଲାନ୍ଥ ନଦୀ ଉପରେ ବିଜୁ ସେତୁ ଯୋଜନାରେ ଆରମ୍ଭ ହୋଇଥିବା ବ୍ରିଜ ନିର୍ମାଣର ଅବଧି ଇତିମଧ୍ୟରେ ଶେଷ ହୋଇଛି। ହେଲେ ଦଶଭାଗରୁ ଏକଭାଗ ମଧ୍ୟ କାମ ସରି…
ହାତ ତିଆରି ଗ୍ରୀଟିଂସ୍ କାର୍ଡର ଆଦର
ଭୁବନେଶ୍ୱର,୨୯।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ନୂଆବର୍ଷ ଆସିଲେ ଗ୍ରୀଟିଂସ୍ କାର୍ଡ କଥା ମନେପଡ଼େ। ଦିନ ଥିଲା, ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଜଣାଇବାର ଏହା ଥିଲା ମୁଖ୍ୟ ମାଧ୍ୟମ। ବଜାରରେ ବିଭିନ୍ନ ପ୍ରକାରର ଗ୍ରୀଟିଂସ୍ କାର୍ଡ ମିଳୁଥିଲା। ସମ୍ପ୍ରତି ଡିଜିଟାଲ ଯୁଗରେ ଲୋକେ ଗ୍ରୀଟିଂସ୍ କାର୍ଡଠାରୁ…
ସୌନ୍ଦର୍ଯ୍ୟ ହରାଇଛି ରାସ୍ତାକଡ଼ ଷ୍ଟାଚ୍ୟୁ
ରାଉରକେଲା,୨୯।୧୨(ଦିନେଶ ମିଶ୍ର): ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍ ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଏହି କ୍ରମରେ ରିଂରୋଡ୍ରେ ଆଲୋକୀକରଣ ବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ ଛକରେ ଷ୍ଟାଚ୍ୟୁମାନ ନିର୍ମାଣ କରାଯାଇଥଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ବର୍ଷେ ନ ପୁରୁଣୁ…
Archives


