Home Left

ଥମୁନି ବିଶ୍ୱକପ୍‌ର ‘ଟାଇମ୍‌ ଆଉଟ୍‌’ ବିବାଦ: ସାକ୍ଷ୍ୟ ଦେଲେ ମାଥ୍ୟୁସ, ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଉଠାଇଲେ ପ୍ରଶ୍ନ…

ନୂଆଦିଲ୍ଲୀ,୭।୧୧: ଥମିବାର ନାଁ ନେଉନାହିଁ ବିଶ୍ୱକପ୍‌ ୨୦୨୩ର ଟାଇମ୍‌ ଆଉଟ୍‌ ବିବାଦ। ବାଲାଂଦେଶ ବିପକ୍ଷରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସଙ୍କୁ ଏହାକୁ ନେଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା। ଏହି ପ୍ରସଙ୍ଗରେ ମାଥ୍ୟୁସ ପ୍ରଥମେ ଅସନ୍ତୋଷ…

୧୪ ହଜାର ଫୁଟ ଉପରେ ଜଣାପଡ଼ିଲା ବିମାନର ନାହିଁ ୨ ଝରକା, ତାପରେ ଏପରି ହେଲା…

ଲଣ୍ଡନ,୭।୧୧ : ଲଣ୍ଡନର ଷ୍ଟାନଷ୍ଟେଡ ବିମାନବନ୍ଦରରୁ ଏକ ବିମାନ ଦୁଇଟି ଝରକା ବିନା ଫ୍ଲୋରିଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ କର୍ମଚାରୀମାନେ ବିମାନରେ ଏହି ସମସ୍ୟା ଜାଣିବା ପରେ ଏହାକୁ ସସେକ୍ସ ବିମାନବନ୍ଦରରେ ଅବତରଣ କରିଥିଲେ। ବିମାନଟି ନଅ ଜଣ…

ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟରେ ୨ ରୁ ୩ ଡିଗ୍ରୀ ହ୍ରାସ ପାଇବ ରାତିର ତାପମାତ୍ରା

ଭୁବନେଶ୍ୱର,୭।୧୧: ରାଜ୍ୟକୁ ଉତ୍ତର, ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ପାଇଁ ପାଗ ଅନୁକୂଳ ହୋଇଛି । ଫଳରେ ଆଜିଠାରୁ ରାତି ତାପମାତ୍ରା ହ୍ରାସ ପାଇବ ଏବଂ ଆସନ୍ତା ୨ ରୁ ୩ଦିନ ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇବ…

ନେପାଳ ଭୂକମ୍ପରେ ଏ ପର୍ଯ୍ୟନ୍ତ ୧୫୩ ମୃତ, ୨୬୬ ଆହତ, ପ୍ରଧାନମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

କାଠମାଣ୍ଡୁ,୭।୧୧: ନେପାଳରେ ସୋମବାର ପୁଣିଥରେ ଅନୁଭୂତ ଭୂକମ୍ପରେ ପ୍ରାୟ ୧୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। କୁହାଯାଉଛି ଯେ ସୋମବାର ଦେଶର ପଶ୍ଚିମ ଭାଗର ଜାଜରର୍କୋଟରେ ଚାରିରୁ ଅଧିକ ତୀବ୍ରତାର ଭୂକମ୍ପ ହୋଇଛି। ଯାହା ପରେ ବର୍ତ୍ତମାନ ଆହତଙ୍କ ସଂଖ୍ୟା…

ଅଧିକ ଦରମାରେ ଚାକିରି କରିବାକୁ ଚାହୁଁଛନ୍ତି କି? ବାହାରିଲା ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ହାଲ) ବିଭିନ୍ନ ବର୍ଗର ବ୍ୟକ୍ତି ପାଇଁ ନିଯୁକ୍ତି ଘୋଷଣା କରିଛି। ଯଦି ଭଲ ବେତନ ସହିତ ଚାକିରି କରିବାକୁ ଚାହୁଁଛନ୍ତି ତେବେ ହାଲରେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏଥିପାଇଁ ପଞ୍ଜୀକରଣ ଚାଲିଛି ଏବଂ ଆବେଦନ କରିବାର…

୮ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର, ୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ -୩ ଡ. ଇନ୍ଦୁ ଶର୍ମା ମଙ୍ଗଳବାର ଏକ ହତ୍ୟା ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ସମସ୍ତ ସାକ୍ଷ୍ୟ ଏବଂ ପ୍ରମାଣକୁ ଭିତ୍ତିକରି ସେ ହତ୍ୟା ମାମଲାରେ ସମ୍ପୃକ୍ତ…

ନେପାଳରେ ଆସିବ ଆହୁରି ଶକ୍ତିଶାଳୀ ଭୂମିକମ୍ପ! ୮.୦ ରୁ ଅଧିକ ତୀବ୍ରତାର ଭୂକମ୍ପ ଆସିବା ଚେତାବନୀ ଦେଲେ ବୈଜ୍ଞାନିକ

ନୂଆଦିଲ୍ଲୀ,୭/୧୧: ନେପାଳରେ ଗତ କିଛି ମାସ ହେବ ବଡ଼ ଭୂମିକମ୍ପ ଲାଗି ରହିଛି। ନିକଟରେ ୫.୪ ତୀବ୍ରତାର ଭୂମିକମ୍ପ ପ୍ରଭାବରେ କ୍ଷୟକ୍ଷତିରୁ ଲୋକମାନେ ଭାରି ନଥିବା ବେଳେ ପାହାଡି ଦେଶରେ ଆହୁରି ଶକ୍ତିଶାଳୀ ଭୂମିକମ୍ପ ଆସିବା ନେଇ ଚେତାବନୀ ଦେଇଛନ୍ତି। ଚଳିତ…

ଅମ୍ବାଭୋନା ଥାନା ଭଙ୍ଗାରୁଜା: ୧୦୦ରୁ ଊର୍ଦ୍ଧ୍ୱଙ୍କ ନାଁରେ ମାମଲା

ବରଗଡ଼,୭।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ଏହି ଘଟଣାରେ ପୋଲିସ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଇଥିବା ବେଳେ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅମ୍ବାଭୋନା ଥାନା ବଡ଼ଦର୍ଲିପାଲି…

ଆଲିଗଡ ନାଁ ହେବ ପରିବର୍ତ୍ତନ, ପ୍ରସ୍ତାବ ପାରିତ

ଲକ୍ଷ୍ନୌ,୭।୧୧: ୟୁପିର ଆଲିଗଡ ଜିଲାର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ମ୍ୟୁନିସିପାଲିଟି କର୍ପୋରେସନ ଦ୍ୱାରା ପାରିତ ହୋଇଛି। ଏହି ନିଷ୍ପତ୍ତି ଉପରେ ପ୍ରଶାସନର ଅନୁମୋଦନକୁ ଅପେକ୍ଷା କରାଯାଇଛି। ଆଲିଗଡର ମେୟର ପ୍ରଶାନ୍ତ ସିଙ୍ଗଲ କହିଛନ୍ତି, ଗତ ନଭେମ୍ବର ୭ରେ ଆଲିଗଡର ନାମ…

ଖରାପ ଅଭ୍ୟାସରେ ପଡ଼ିଯାଇଛନ୍ତି ଅମିତାଭ ବଚ୍ଚନ

ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ପ୍ରତିଦିନ ପ୍ରଶଂସକଙ୍କ ସହ ନିଜସ୍ବ ମତ କିଛି ବାଣ୍ଟନ୍ତି । ଆଜିକାଲି ବିଗ ବି ରିଅଲିଟି ଶୋ’ କୌନ ବନେଗା କରୋଡପତି ୧୫ର…

ବିଧାନସଭା ନିର୍ବାଚନ ପରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିପାରନ୍ତି ରାହୁଲ ଗାନ୍ଧୀ, ୧୩ରେ ଭୋପାଳରେ କରିବେ ପଦଯାତ୍ରା

ନୂଆଦିଲ୍ଲୀ,୭।୧୧: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲଙ୍ଗାନା ଏବଂ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ଲୋକ ସଭା ନିର୍ବାଚନରେ ଜିତିବାକୁ କଂଗ୍ରେସ ଚେଷ୍ଟା କରୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥିପାଇଁ ଭାରତ ଯୋଡୋ ଯାତ୍ରା…

ଟସ୍‌ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ,୭।୧୧: ବିଶ୍ୱକପ ୨୦୨୩ର ୩୯ତମ ମ୍ୟାଚ ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁମ୍ବାଇର ଓ୍ବଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅଷ୍ଟ୍ରେଲିଆ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଛି। ପ୍ରଥମ କିଛି ମ୍ୟାଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri