୩ ବର୍ଷ ପରେ ଗଡ଼ିବ ଓଡ଼ିଶାର ଟାବ୍ଲୋ
ଭୁବନେଶ୍ୱର, ୫ା୧(ସୁନିତ୍ ମିଶ୍ର):ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍ଲୋ) ଗଡ଼ିବାକୁ ଯାଉଛି। ଲଗାତର ୩ ବର୍ଷ ୨୦୨୧,୨୦୨୨ ଏବଂ ୨୦୨୩ ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଦର୍ଶିତ କରିବାକୁ ଥିବା ପ୍ରଜ୍ଞାପନ ମେଢ଼କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଖାରଜ…
ଚର୍ଚ୍ଚାରେ ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା:ଦିଲ୍ଲୀପ ମୃତ ନୁହନ୍ତି ଜୀବିତ
ଭୁବନେଶ୍ୱର,୫ା୧(ସତ୍ୟଜିତ୍ ରାଉତ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍ ହସ୍ପିଟାଲ୍ରେ ଗତ ୨୯ତାରିଖରେ ଏସି କମ୍ପ୍ରେସରରେ ଗ୍ୟାସ୍ ଭର୍ତ୍ତିବେଳେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲ୍ଲୀପ ସାମନ୍ତରାୟ ମୃତ ନୁହେଁ ବରଂ ଜୀବିତ ଥିବା ଶୁଣିବାକୁ ମିଳୁଛି।…
ପଞ୍ଜାବ ଡିଏସ୍ପି ହତ୍ୟାକାରୀଙ୍କୁ ଧରିଲା ପୋଲିସ: କିଏ ସେ…
ଚଣ୍ଡିଗଡ଼,୪।୧: ପଞ୍ଜାବ ଡିଏସ୍ପି ଦଲବୀର ସିଂ ଦେଓଲଙ୍କ ମୃତଦେହ ବୁଧବାର ଜଳନ୍ଧରରୁ ମିଳିଥିବା ବେଳେ ତାଙ୍କୁ ଜଣେ ଅଟୋ ଚାଳକ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ଏକ ସାମନ୍ୟ ଘଟଣାକୁ ନେଇ ପାଟିତୁଣ୍ଡରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।…
ବାୟୁସେନା ଉପମୁଖ୍ୟ ଭାବେ ଦାୟିତ୍ୱ ନେଲେ ଦିନେଶ ତ୍ରିପାଠୀ
ନୂଆଦିଲ୍ଲୀ,୪।୧: ଭାଇସ୍ ଆଡମିରାଲ ଦିନେଶ ତ୍ରିପାଠୀ ଗୁରୁବାର ଦେଶର ନୌସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ପଦବୀରେ ଥିବା ଭାଇସ୍ ଆଡମିରାଲ ସଞ୍ଜୟ ଜେ. ସିଂଙ୍କୁ ଓ୍ବେଷ୍ଟର୍ନ ନାଭାଲ କମାଣ୍ଡ୍ର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ କରାଯାଇଛି। ଭାଇସ୍…
ଭୋଜି କରିବାକୁ ଯାଇଥିବା ୨ ଭଉଣୀଙ୍କୁ ବଳାତ୍କାର ଉଦ୍ୟମ: ଧରାପଡ଼ିଲେ ୨ ଅଭିଯୁକ୍ତ
କୋକସରା,୪।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଏକ ଗ୍ରାମର ୨ ଭଉଣୀ ନିଜ ଚାକର ସହ ନୂଆବର୍ଷରେ ଗାଁନିକଟରେ ଥିବା ଡଙ୍ଗରିକୁ ବଣଭୋଜି କରିବାକୁ ଯାଇଥିଲେ। ସାନ ଭଉଣୀ ଏକୁଟିଆ ଫଟୋ ଉଠାଉଥିବା ସମୟରେ ୨ଜଣ ଯୁବକ…
ଡ୍ରେନ ସଫା କରିବାକୁ କହିବାରୁ ସରପଞ୍ଚଙ୍କୁ ମାଡ଼ ମାରିଲେ ବ୍ୟବସାୟୀ
କେସିଙ୍ଗା,୪।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଉତ୍କେଲା ଗ୍ରାମପଞ୍ଚାୟତ ପକ୍ଷରୁ ଆସନ୍ତା ଶୁକ୍ରବାର କଳାହାଣ୍ଡି ଉତ୍ସବ ପାଳନ ନିମନ୍ତେ ପଞ୍ଚାୟତରେ ଗୁରୁବାର ସଫେଇ କାର୍ଯ୍ୟ ଚାଲିଥିଲା। ସେତିକିବେଳେ ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ବ୍ୟବସାୟୀ କରୁଥିବା କୂଳଦୀପ…
ଆସନ ଭାଗବଣ୍ଟା ପୂର୍ବରୁ ଜେଡିୟୁର ବଡ ବୟାନ, ସଂଯୋଜକ କାହିଁକି… ନୀତୀଶ ହୁଅନ୍ତୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ
ପାଟନା,୪।୧: ଜେଡିୟୁ କୋଟାରୁ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ମଦନ ସହନି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି। ଇଣ୍ଡି ଆଲାଇନ୍ସରେ ସିଟ ବାଣ୍ଟିବା ପୂର୍ବରୁ ମଧ୍ୟ ଜେଡିୟୁ ନେତା ଏହି ବିବୃତ୍ତି ଦେଇ ରାଜନୈତିକ…
ମହାସଂଘର ନିଷ୍ପତ୍ତି: ଷ୍ଟିଅରିଂ ଛାଡ଼ି ଘରେ ବସିବେ ଡ୍ରାଇଭର
ସମ୍ବଲପୁର,୪ା୧(ଭବାନୀ ଶଙ୍କର ଭୋଇ): ହିଟ ଆଣ୍ଡ ରନ ମାମଲାରେ କେନ୍ଦ୍ର ସରକାର କଠୋର ନିୟମ ଆଣି ୧୦ବର୍ଷ ଜେଲ ଓ ୭ ଲକ୍ଷ ଅର୍ଥଦଣ୍ଡ ପାଇଁ ଆଇନରେ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ଦୁର୍ଘଟଣା ଘଟାଉଥିବା ଡ୍ରାଇଭରଙ୍କୁ ଶୀଘ୍ର ଜାମିନ ମିଳିଯାଉଥିବା ବେଳେ…
ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇଥିବା ଡିନ ଏଲଗରଙ୍କୁ ଟିମ ଇଣ୍ଡିଆ ଦେଲା ବିଶେଷ ଉପହାର
ନୂଆଦିଲ୍ଲୀ,୪।୧: କେପଟାଉନରେ ଭାରତ ବିପକ୍ଷରେ ଡିନ ଏଲଗାର ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ଏଲଗାରର ଶେଷ ଟେଷ୍ଟରେ ଆଫ୍ରିକାକୁ ୭ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କ୍ୟାରିୟରର ଶେଷ ଟେଷ୍ଟରେ ଏଲଗାର ଯଥାକ୍ରମେ ଉଭୟ ଇନିଂସରେ ୦୪…
ମା’ଙ୍କୁ ହରାଇଥିଲେ, ଏବେ ବାପା ଚାଲିଗଲେ: ଶୁଦ୍ଧିକ୍ରିୟା ପାଇଁ ଟଙ୍କା ଟିଏ ନାହିଁ
କେନ୍ଦୁଝର,୪।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ୨୧ ନମ୍ବର ୱାର୍ଡ ବ୍ରାହ୍ମଣୀ ଗାଁର ମା’ବାପା ଛେଉଣ୍ଡ ମହେଶ ନାଏକ (୮) ଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ସାମାଜିକ ସଂଗଠନ ପକ୍ଷରୁ ଦାବି କରାଯାଇଛି। ତାଙ୍କର ମା’ ୨୦୨୨ ରେ…
୩ ଦିନ ହେଲା ବିଦ୍ୟାଳୟରେ ପଡ଼ିଛି ତାଲା: ପାଠପଢ଼ା ଠପ୍
ମୋରଡ଼ା,୪ା୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ କମାରଡ଼ିହା ପଞ୍ଚାୟତର ନା.ଖୁଣ୍ଟା ସରକାରୀ ୟୁଜିଏମ୍ଏଇ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ୩ ଦିନ ହେଲା ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠ ପଢ଼ା ଠପ୍…
ଭାରତକୁ ୧୦ ହଜାର ମେଗାଓ୍ବାଟ୍ ବିଦ୍ୟୁତ୍ ଯୋଗାଇବ ନେପାଳ
କାଠମାଣ୍ଡୁ,୪।୧ : ଭାରତ ଏବଂ ନେପାଳ ମଧ୍ୟରେ ଗୁରୁବାର ଦୀର୍ଘମିଆଦୀ ବିଦ୍ୟୁତ୍ ବାଣିଜ୍ୟ ଚୁକ୍ତିନାମା ସମେତ ଅନେକ ଚୁକ୍ତି ସ୍ବାକ୍ଷର ହୋଇଛି। ବିଦ୍ୟୁତ୍ ଚୁକ୍ତିନାମା ଅନୁଯାୟୀ ନେପାଳ ଆଗାମୀ ୧୦ ବର୍ଷ ଯାଏ ଭାରତକୁ ୧୦ ହଜାର ମେଗାଓ୍ବାଟ୍ ବିଦ୍ୟୁତ୍ ରପ୍ତାନି…
Archives


