Home Left

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ମା’-ପୁଅଙ୍କ ଜୀବନ

ଛତ୍ରପୁର,୧୧ା୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ ରଘୁନାଥପୁର ଛକ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଶନିବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ ମାଟିଖାଲ ଗ୍ରାମର ଖଗେଶ୍ୱର…

ସରକାରୀ ଗାଡ଼ି ବ୍ୟବହାର କରୁଛନ୍ତି ଭାଜପା ପ୍ରାର୍ଥୀ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୧।୫: ଫେରାଦ ହେଲା ବିଜେଡି। ନିର୍ବାଚନ ସମୟରେ ବାରମ୍ବାର ଆଚରଣ ବିଧି ଉଲ୍ଲଂଘନ କରୁଛି ଭାଜପା। ଭାଜପା ମାହାଙ୍ଗା ପ୍ରାର୍ଥୀ ସୁମନ୍ତ ଘଡେଇ ସରକାରୀ ଗାଡ଼ି ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ…

‘ଓଡ଼ିଶାବାସୀ ଏଥର ମନସ୍ଥ କରିଛନ୍ତି ଡବଲ ଇଞ୍ଜିନ ସରକାର ଆଣିବେ’

ପାଟଣା,୧୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମଲ୍ଲିପଶିରୁ ଶନିବାର ଭାଜପାର ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକ ଓ ପାଟଣା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଏକ ବିରାଟ ବାଇକ୍‌ ରାଲିରେ ୭କିମି ପର୍ଯ୍ୟନ୍ତ…

ବିଜେଡିରେ ମିଶିଲେ ଅଭିନେତା ରୁଦ୍ର ପାଣିଗ୍ରାହୀ

ଭୁବନେଶ୍ୱର,୧୧।୫: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଛି। ଏମିତିରେ ଦଳ ଡିଆଁ, ମିଶ୍ରଣ ପର୍ବ ଜାରି ରହିଛି। ଏହି କ୍ରମରେ ବିଜେଡିରେ ସାମିଲ ହୋଇଛନ୍ତି ଅଭିନେତା ରୁଦ୍ର ପାଣିଗ୍ରାହୀ। ଶନିବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ…

ଲାଲୁଙ୍କୁ ହରାଇଥିବା ପ୍ରିୟ ବନ୍ଧୁ ୭୯ ବର୍ଷ ବୟସରେ ଫେରିଲେ ଦଳକୁ

ପାଟନା,୧୧।୫: ଏକଦା ଲାଲୁ ପ୍ରସାଦ ଯାଦବଙ୍କ ଡାହାଣ ହାତ କୁହାଯାଉଥିବା ରଂଜନ ଯାଦବ ୭୯ ବର୍ଷ ବୟସରେ ଆରଜେଡି ଫେରିଛନ୍ତି। ଲୋକ ସଭା ନିର୍ବାଚନ ମଧ୍ୟରେ ଦଳର ଏମପି ମନୋଜ ଝା ଏବଂ ଅନ୍ୟ ନେତାଙ୍କ ଉପସ୍ଥିତିରେ ରଂଜନ ଯାଦବ ଦଳକୁ…

ମୋର କ’ଣ ଅଛି, ଏହା ମୋର ଶେଷ…ରୋହିତ ଶର୍ମାଙ୍କ ଭିଡିଓ ଭାଇରାଲ… 

ନୂଆଦିଲ୍ଲୀ,୧୧।୫: ମୁମ୍ବାଇ ଇଣ୍ଡିଆନ୍ସରେ ସବୁକିଛି ଠିକ୍‌ ଚାଲିନାହିଁ। କାରଣ ସୋସିଆଲ ମିଡିଆରେ ଅଭିଷେକ ନାୟର ଏବଂ ମୁମ୍ବାଇର ପୂର୍ବତନ ଅଧିନାୟକ ହିଟ୍‌ମାନଙ୍କ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଅନେକ ପ୍ରଶ୍ନ ଉଠାଉଛି। କୁହାଯାଉଛି ଯେ କେକେଆର୍‌ ପକ୍ଷରୁ ଏକ୍ସରେ ଏହି…

କରିନାଙ୍କୁ ନୋଟିସ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରିନା କପୁର ଖାଁଙ୍କ ସମସ୍ୟା ବଢିଛି। ତାଙ୍କ ପୁସ୍ତକର ଟାଇଟଲକୁ ନେଇ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ। ବଲିଉଡ ବେବୋ ତାଙ୍କର ପ୍ରେଗ୍ନେସି ଜର୍ନିକୁ ନେଇ ଏକ ପୁସ୍ତକ ଲେଖିଥିଲେ, ଯାହାର ନାମ ଦେଇଥିଲେ ‘କରିନା କପୁର ଖାନ୍ସ…

ସାପ କାମୁଡ଼ାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ପାଟଣା,୧୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ କୁମୂଳାବାହାଳୀ ଗ୍ରାମରେ ଏକ ଅଘଟଣ ଘଟିଛି। ସାପ କାମୁଡ଼ାରେ ଜଣେ ୭୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ରଜନୀ ବେଣ୍ଟକାର। ମିଳିଥିବା ସୂଚନା…

ଅଧିକ ଯୌତୁକ ଦାବି କରି ଦ୍ୱିତୀୟ ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ

ଦିଗପହଣ୍ଡି,୧୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଗଡ଼ ସାମନ୍ତରାପୁର ଗ୍ରାମର ବିଷ୍ଣୁପ୍ରିୟା ପାତ୍ରଙ୍କୁ ତାଙ୍କ ସ୍ବାମୀ ସନ୍ତୋଷ କୁମାର ପାତ୍ର ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ବିଷ୍ଣୁପ୍ରିୟା ମରିଯିବା ପରେ ତାଙ୍କୁ ଆତ୍ମହତ୍ୟାର ରୂପ…

ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ: ମୋଦି

ଫୁଲବାଣୀ,୧୧।୫(ରାକେଶ କୁମାର ରାଉତ): କନ୍ଧମାଳ ଷ୍ଟାଡିୟମରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଆହ୍ବାନ…

ଝିଅ ପ୍ରେମ ବିବାହ କରିବାରୁ ବାପା ହାରିଲେ ଜୀବନ

ତିହିଡ଼ି,୧୧ା୫(ସଞ୍ଜିତ ବଳ): ଝିଅର ପ୍ରେମ ବିବାହ ପରେ ବାପା ମାନସିକ ଭାରସାମ୍ୟ ହରାଇ ଟ୍ରେନ୍‌ ଲାଇନରେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ-ଧାମରା ରେଳପଥର କନ୍ଦପୁର ନିକଟରେ। ମୃତକ ହେଲେ ହେମନ୍ତ…

ଦିବ୍ୟ ଶଙ୍କରଙ୍କ ପ୍ରଚାର ଶୋଭାଯାତ୍ରା ବେଳେ ବିଜେଡି-ଭାଜପା କର୍ମୀ ମୁହାଁମୁହିଁ

ଜୁନାଗଡ଼,୧୧ା୫(ସୁନୀଲ କୁମାର ସିଂହ): ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଚାରର ଶେଷ ଦିନ ଥିବାରୁ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଛନ୍ତି। ଏହାରି ଭିତରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡ଼ା ଗ୍ରାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?