Home Left

ମେସି, ବୋନମାଟି ଫିଫା ପ୍ଲେୟର ଅଫ୍‌ ଦ ଇୟର

ଲଣ୍ଡନ,୧୭ା୧(ପି.ଟି.): ଆଉ ଏକ ସମ୍ମାନଜନକ ପୁରସ୍କାର ବିଜୟୀ ହୋଇଛନ୍ତି ଲିଓନେଲ୍‌ ମେସି ଓ ଆଇଟାନା ବୋନମାଟି। ସୋମବାର ଫିଫା ପକ୍ଷରୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି ଉଭୟ ଖେଳାଳି। ପୂର୍ବରୁ ମେସି ରେକର୍ଡ ଅଷ୍ଟମ ଥର ପାଇଁ ବାଲନ୍‌ ଡି…

ଭାରତ-ଜର୍ମାନୀ ସେମିଫାଇନାଲ

ରାଞ୍ଚତ୍, ୧୭ା୧ (ପି.ଟି.): ଭାରତୀୟ ମହିଳା ହକି ଦଳ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଦଳ ମଙ୍ଗଳବାର ଇଟାଲୀକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଉଦିତା ଦୁହାନ (୧ମ ଓ ୫୫ତମ ମିନିଟ) ବ୍ୟକ୍ତିଗତ…

ଜିନ୍ଦଲ ଷ୍ଟେନ୍‌ଲେସ୍‌ର ୧୫୦ କର୍ମଚାରୀଙ୍କୁ ଇଏସ୍‌ଓପି ପ୍ରଦାନ

ଭୁବନେଶ୍ୱର,୧୭।୧(ଅନୁରାଧା ମହାରଣା): ଭାରତର ଅଗ୍ରଣୀ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ ଲିମିଟେଡ ନିଜର ବରିଷ୍ଠ ଟିମ୍‌ରୁ ପ୍ରାୟ ୧୫୦ ସଦସ୍ୟଙ୍କ ପାଇଁ ଏକ କର୍ମଚାରୀ ଷ୍ଟକ୍‌ ଅପସନ୍‌ ପ୍ଲାନ୍‌ (ଇଏସ୍‌ଓପି) ଘୋଷଣା କରିଛି। ଇଏସଓପି ଏବଂ ପ୍ରତିବନ୍ଧିତ ଷ୍ଟକ ୟୁନିଟ…

ହ୍ୟୁଣ୍ଡାଇ ‘ଦ ନ୍ୟୁ କ୍ରେଟା’ର ବଜାର ପ୍ରବେଶ

ଭୁବନେଶ୍ୱର,୧୭।୧(ଅନୁରାଧା ମହାରଣା): ଦକ୍ଷିଣ କୋରିଆ ଭିତ୍ତିକ ପ୍ରମୁଖ ଅଟୋ ମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ପକ୍ଷରୁ ହ୍ୟୁଣ୍ଡାଇ ‘ଦ ନ୍ୟୁ କ୍ରେଟା’ ଭାରତୀୟ ବଜାରରେ ପ୍ରବେଶ କରିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସାଇକ୍ରିଷ୍ଣା ପଟ୍ଟନାୟକ ଏହି ବଜାର ପ୍ରବେଶ…

ଓଡ଼ିଶାକୁ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ ମାନ୍ୟତା

ଭୁବନେଶ୍ୱର,୧୭।୧(ଅନୁରାଧା ମହାରଣା): ଏକ ଉନ୍ନତ ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ ଗଠନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ ଭାବରେ ସୂଚିତ କରାଯାଇଛି। ଡିପିଆଇଆଇଟି ଷ୍ଟେଟ ଷ୍ଟାର୍ଟଅପ୍‌ ର଼୍ୟାଙ୍କିଙ୍ଗ୍‌- ୨୦୨୨ରେ ଓଡ଼ିଶାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କେନ୍ଦ୍ର ବାଣିଜ୍ୟ…

ରାମଲାଲା: ଅନିଲ ମିଶ୍ରା ମୁଖ୍ୟ କର୍ତ୍ତା

ଅଯୋଧ୍ୟା,୧୭।୧: ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ଅର୍ଦ୍ଧନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ହିନ୍ଦୁଧର୍ମର ୪ ଶଙ୍କରାଚାର୍ଯ୍ୟ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ଏହି ପ୍ରସଙ୍ଗକୁ ନେଇ ବଡ଼ ବିତର୍କ ମୁଣ୍ଡ ଟେକିଛି। ଏପରି କି ଆସନ୍ତା ୨୨ରେ ହେବାକୁ…

ବିନା ସିମ୍‌ରେ ଉପଲବ୍ଧ ହେବ ଭିଡିଓ

ନୂଆଦିଲ୍ଲୀ,୧୭।୧: ଡାଇରେକ୍ଟ-ଟୁ-ମୋବାଇଲ୍‌ ବ୍ରଡ୍‌କାଷ୍ଟିଂ ନିକଟ ଭବିଷ୍ୟତରେ ବାସ୍ତବ ରୂପ ନେବାକୁ ଯାଉଛି। ଖୁବ୍‌ଶୀଘ୍ର ବିନା ସିମ୍‌କାର୍ଡ କିମ୍ବା ବିନା ଇଣ୍ଟରନେଟ୍‌ ସଂଯୋଗରେ ମୋବାଇଲ ବ୍ୟବହାରକାରୀଙ୍କ ନିକଟରେ ଭିଡିଓ ପହଞ୍ଚତ୍ପାରିବ। ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଡାଇରେକ୍ଟ-ଟୁ-ମୋବାଇଲ୍‌ (ଡି୨ଏମ୍‌) ଟେକ୍ନୋଲୋଜି ଉପରେ ୧୯ଟି ସହରରେ…

ଜଳବାୟୁ ପରିବର୍ତ୍ତନ: ପକ୍ଷୀ ଆଗମନ ପ୍ରଭାବିତ

ଭୁବନେଶ୍ୱର, ୧୭।୧(ଅସମାପିକା ସାହୁ): ଓଡ଼ିଶାରେ ଦେଖାଦେଉଥିବା ଅଧିକାଂଶ ପରିବ୍ରାଜକ ପକ୍ଷୀ ଏସିଆ ଓ ୟୁରୋପର ବିଭିନ୍ନ ଦେଶରୁ ଆସିଥାନ୍ତି। ଆଉ କିଛି ପକ୍ଷୀ ଅନ୍ୟ ମହାଦେଶରୁ ମଧ୍ୟ ଏଠାକୁ ଆସି ସାମୟିକ ରହଣି କରିଥାନ୍ତି। ନିଜ ଅଞ୍ଚଳରେ ଅସହ୍ୟ ଥଣ୍ଡାଜନିତ ପ୍ରତିକୂଳ…

ଭାରତ ଚତୁର୍ଥ ସାମରିକ ଶକ୍ତି

ନୂଆଦିଲ୍ଲୀ,୧୭।୧: ଚଳିତବର୍ଷ ୧୪୫ ଦେଶର ସାମରିକ ସାମର୍ଥ୍ୟକୁ ନେଇ ର଼୍ୟାଙ୍କିଙ୍ଗ୍‌ ପ୍ରସ୍ତୁତ କରାଯାଇଛି। ଏହି ତାଲିକା ଅନୁଯାୟୀ ଆମେରିକା ବିଶ୍ୱର ସବୁଠୁ ଶକ୍ତିଶାଳୀ ସାମରିକ ଶକ୍ତି ହୋଇଥିବାବେଳେ ଏହା ପଛକୁ ରୁଷିଆ ଏବଂ ଚାଇନା ଅଛନ୍ତି। ଭାରତ ଏହି ତାଲିକାର ଚତୁର୍ଥ…

୧୪.୫ ନିୟୁତଙ୍କ ଜୀବନ ପ୍ରତି ବିପଦ

ଡାଭୋସ୍‌,୧୭ା୧: ବିଶ୍ୱ ସମୁଦାୟ ଆଗରେ ସବୁଠୁ ବଡ଼ ଆହ୍ବାନ ରୂପେ ଛିଡ଼ା ହୋଇଛି ଜଳବାୟୁ ପରିବର୍ତ୍ତନ। ଜଳବାୟୁ ସଙ୍କଟ ପ୍ରଭାବରୁ ସୃଷ୍ଟି ହେଉଥିବା ବିପର୍ଯ୍ୟୟ ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱବ୍ୟାପୀ ୧୪.୫ ନିୟୁତ ଜଣଙ୍କ ମୃତ୍ୟୁ ଘଟିପାରେ। ଏଥିସହ ୧୨.୫ ଟ୍ରିଲିୟନ୍‌…

‘ଇଣ୍ଡିଆ’ ଜିତିବ ଲୋକ ସଭା ନିର୍ବାଚନ

ଚିଫୋବୋଜୋଉ(ନାଗାଲାଣ୍ଡ),୧୭।୧: ଇଣ୍ଡିଆନ ନ୍ୟାଶନାଲ ଡେଭେଲପମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲିଆନ୍ସ (ଇଣ୍ଡିଆ) ବ୍ଲକ୍‌ର ଦଳଗୁଡ଼ିକ ମଧ୍ୟରେ ଆସନ ଭାଗବଣ୍ଟା ପ୍ରସଙ୍ଗର ଶୀଘ୍ର ସମାଧାନ ହୋଇଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପା…

ପୂର୍ବ ପ୍ରେମିକାଙ୍କ ଅଫିସ ସାମ୍ନାରେ ଲଗାଇଲେ ବ୍ୟାନର, ଲେଖାଥିଲା…

ଚାଇନା,୧୬।୧: ପୂର୍ବ ପ୍ରେମିକାଙ୍କ ଅଫିସ ସାମ୍ନାରେ କଲେ ଏଭଳି କିଛି କାରନାମା। ଗିରଫ କଲା ପୋଲିସ। ପୋଲିସ ଏହି ପ୍ରେମିକ ପ୍ରବୀର ଓ ତାଙ୍କ ସାଙ୍ଗଙ୍କୁ ଗିରଫ କରି ୧୦ଦିନ ପାଇଁ ଜେଲ୍‌ରେ ରଖିଛି। ଘଟଣା ହେଉଛି ମଧ୍ୟ ଚାଇନାର। ଝାଙ୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri