ଏବେ ବି ଖୋଜାପଡ଼େ ତିଳଉ ଖଜା
ବାହାନଗା,୧୭।୧(ଅରୂପ୍ କୁମାର ଦାସ): ମକର ସଂକ୍ରାନ୍ତି ଆସିଲେ ଖୋଜାପଡେ ତିଳଉ ଖଜା। ସଂକ୍ରାନ୍ତ ପୂର୍ବ ଦିନ ସମସ୍ତେ ବଜାରରୁ ତିଳଉ କିଣି ଘରକୁ ନେଇଥାନ୍ତି। ବର୍ଷ ବର୍ଷ ଧରି ମକର ଚାଉଳ ସହିତ ତିଳଉର ସମ୍ପର୍କ ରହିଆସିଛି। ବାଲେଶ୍ୱର ଜିଲା ସହ…
ଶିମିଳିପାଳରେ ତାପମାତ୍ରା ଶୂନ ଡିଗ୍ରୀ
ବାରିପଦା,୧୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାସକ ପରେ ପୁଣି ଫେରିଛି ହାଡ଼ଭଙ୍ଗା ଶୀତ। ଦିନ ତମାମ କୁହୁଡିଆ ପାଗ ସାଙ୍ଗକୁ ସୁଲୁସୁଲିଆ ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ହୋଇଛି। ଫଳରେ ପ୍ରବଳ ଥଣ୍ଡା ଅନୁଭୂତ…
ସ୍କୁଲରେ ବିଷ ପିଇଲେ ଛାତ୍ରୀ
ଧରାକୋଟ,୧୬ା୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ବଡ଼ଗଡ ଥାନା ଅନ୍ତର୍ଗତ ବାହଁରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନଭୋଜନ ବିରତି ସମୟରେ ୭ମ ଶ୍ରେଣୀର ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…
ଲାଞ୍ଚ ମାମଲା: ଭିଜିଲାନ୍ସ କୋର୍ଟରେ ଡାକ୍ତର ଦଣ୍ଡିତ
କଟକ,୧୭।୧ (କାର୍ତ୍ତିକ ସାହୁ): ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଯାଜପୁର ଜିଲା ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡା. କରୁଣାକର ରାଉତ କଟକ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ଭିଜିଲାନ୍ସ ସ୍ପେଶାଲ ଜଜ୍…
୨୦ରୁ କନିଷ୍ଠ ଶିକ୍ଷକଙ୍କ ଡକ୍ୟୁମେଣ୍ଟ ଯାଞ୍ଚ
ଭୁବନେଶ୍ୱର, ୧୭।୧(ଅସମାପିକା ସାହୁ): କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଚଳିତମାସ ୨୦ ତାରିଖରୁ ହେବ। ଏହା ଜିଲାସ୍ତରରେ କ୍ୟାଟେଗୋରି-୧ ପାଇଁ ୨୦ ତାରିଖରେ ଏବଂ କ୍ୟାଟେଗୋରି-୨ ପାଇଁ ୨୧ତାରିଖରେ ଅନୁଷ୍ଠିତ ହେବ।…
ବାଂଲାଦେଶ କ୍ରିକେଟରଙ୍କୁ ଆଇସିସିର ବାସନ୍ଦ
ଡର୍ବାନ, ୧୭ା୧ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦୁର୍ନୀତି ଅଭିଯୋଗରେ ବାଂଲାଦେଶ ଅଲରାଉଣ୍ଡର ନାସିର ହୋସେନଙ୍କୁ ୨ ବର୍ଷ ବାସନ୍ଦ କରିଛି। ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଦୁର୍ନୀତି ନିବାରଣ ସଂହିତାର ସେ ୩ଟି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ…
ଘରେ ରହିବାକୁ ବାଧ୍ୟ କରିବାରୁ ପିଟି ମାରିଥିଲେ ବାନ୍ଧବୀ
ବାଳକାଟୀ,(ମନୋଜ ମଣ୍ଡଳ)/ ଭୁବନେଶ୍ୱର,୧୭।୧ (ସତ୍ୟଜିତ୍ ରାଉତ): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟୀ ସାଗୁଆ ଗ୍ରାମର ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ଘଟଣାର ୫ଦିନ ପରେ ମଙ୍ଗଳବାର କମିଶନରେଟ୍ ପୋଲିସ ରହସ୍ୟ ଉନ୍ମୋଚନ କରିଛି। ହତ୍ୟାକରି ଫେରାର ଥିବା ବାନ୍ଧବୀ…
ଗୋକୁଳମ୍କୁ ହରାଇଲା ଚେନ୍ନାଇନ୍
ଭୁବନେଶ୍ୱର, ୧୭।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଚେନ୍ନାଇନ୍ ଏଫ୍ସି। ପିଚ୍-୧ରେ ଆୟୋଜିତ ଗ୍ରୁପ୍ ‘ସି’ ମୁକାବିଲାରେ ଚେନ୍ନାଇନ୍ ୨-୦ ଗୋଲରେ ଗୋକୁଳମ୍ କେରଳକୁ…
୩୫ ବର୍ଷ ପରେ ଇତିହାସ ରଚିଲେ ନାଗାଲ
ମେଲବର୍ନ,୧୭ା୧(ପି.ଟି.): ଟେନିସ୍ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନରେ ଇତିହାସ ରଚିଛନ୍ତି ଭାରତୀୟ ଟେନିସ୍ ତାରକା ସୁମିତ୍ ନାଗାଲ୍। କ୍ୱାଲିଫାଇଂ ରାଉଣ୍ଡରୁ ମୁଖ୍ୟ ଡ୍ରରେ ସାମିଲ ହୋଇଥିବା ନାଗାଲ ପ୍ରଥମ ରାଉଣ୍ଡରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ବିଶ୍ୱ ମାନ୍ୟତାର ୨୭ ନମ୍ବର ସ୍ଥାନରେ…
କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ
ବେଙ୍ଗାଲୁରୁ,୧୭ା୧(ପି.ଟି.): ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳା ଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ର ଅନ୍ତିମ ମ୍ୟାଚ୍ ବୁଧବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ସିରିଜ୍ ଜିତି ସାରିଥିବା ବେଳେ ଭାରତ ଏହି ମ୍ୟାଚ୍ ଜିତି କ୍ଲିନ୍…
ଥାଲାଇଭାସ୍ର ବୃହତ୍ ବିଜୟ
ଜୟପୁର,୧୭ା୧(ପି.ଟି.): ଅଜିଙ୍କ୍ୟ ପାଓ୍ବାରଙ୍କ ସୁପର୍ ୧୦ ବଳରେ ବୁଧବାର ପ୍ରୋ କବାଡି ଲିଗ୍ରେ ପାଟନା ପାଇରେଟ୍ସ ବିପକ୍ଷରେ ବୃହତ ବିଜୟ ହାସଲ କରିଛି ତାମିଲ ଥାଲାଇଭାସ୍। ଥାଲାଇଭାସ୍ ପକ୍ଷରୁ ଅଜିଙ୍କ୍ୟ ପାଓ୍ବାର ୧୦ ଓ ରେଡରର ନରେନ୍ଦର ୬ ପଏଣ୍ଟ ସ୍କୋର…
ମେସି, ବୋନମାଟି ଫିଫା ପ୍ଲେୟର ଅଫ୍ ଦ ଇୟର
ଲଣ୍ଡନ,୧୭ା୧(ପି.ଟି.): ଆଉ ଏକ ସମ୍ମାନଜନକ ପୁରସ୍କାର ବିଜୟୀ ହୋଇଛନ୍ତି ଲିଓନେଲ୍ ମେସି ଓ ଆଇଟାନା ବୋନମାଟି। ସୋମବାର ଫିଫା ପକ୍ଷରୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି ଉଭୟ ଖେଳାଳି। ପୂର୍ବରୁ ମେସି ରେକର୍ଡ ଅଷ୍ଟମ ଥର ପାଇଁ ବାଲନ୍ ଡି…
Archives


