କଳା ପଲସରରେ ଆସି ଟଙ୍କା ବ୍ୟାଗ୍ ଛଡାଇନେଲେ
ପାଟଣା,୧୬।୧: କେନ୍ଦୁଝର ଜିଲା ତୁରୁମୁଙ୍ଗା ବଜାରରେ କଳା ପଲସର ଆତଙ୍କ ଦେଖିବାକୁ ମିଳିଛି। ଦିନ ଦ୍ବିପହରରେ ତୁରୁମୁଙ୍ଗା ବଜାରରୁ ଟଙ୍କା ବ୍ୟାଗ ଲୁଟିନେଇଛନ୍ତି ଦୁର୍ବୃତ୍ତ। ଲୁଟେରାଙ୍କୁ ଧରିବାକୁ ପୋଲିସ ଛାନଭିନ ଜାରି ରଖିଛି । ଖବର ଅନୁଯାୟୀ, ନିହ୍ନୁଆଁ ଗାଁର ତ୍ରିବେଣୀ…
ଅଯୋଧ୍ୟା ଯିବେ କୋହଲି, ମିଳିଲା ନିମନ୍ତ୍ରଣ
ନୂଆଦିଲ୍ଲୀ,୧୬।୧: ଅଯୋଧ୍ୟାରେ ପ୍ରସ୍ତାବିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନିମନ୍ତ୍ରଣ ମିଳିଛି। ଏହାପୂର୍ବରୁ ସୋମବାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଥିଲା। ସୋସିଆଲ ମିଡିଆରେ ଏକ…
ଶୁବମନ ଗିଲଙ୍କ ସହ ହେଉନାହିଁ ନ୍ୟାୟ, ପାକିସ୍ତାନରେ ଉଠିଲା ସ୍ବର
ନୂଆଦିଲ୍ଲୀ,୧୬।୧: ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରୁ ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ବାହାରର ରାସ୍ତା ଦେଖାଯାଇଥିବା ନେଇ ପ୍ରଶ୍ନ ଉଠିଛି। ଗିଲଙ୍କ ସ୍ଥାନରେ ଯଶସ୍ବୀ ଜୟସୱାଲଙ୍କୁ ସ୍ଥାନ ଦିଆଯାଇଥିଲା। ଜୟସୱାଲ ବର୍ତ୍ତମାନ ୬୮ରନର ବିସ୍ଫୋରକ ଇନିଂସ ଖେଳି ଗିଲଙ୍କ…
ସୁନ୍ଦରକାଣ୍ଡ ପାଠ କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୬।୧: ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଙ୍ଗଳବାର ରୋହିଣୀ ଅଞ୍ଚଳରେ ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲ ମଧ୍ୟ ରୋହିଣୀ ସେକ୍ଟର ୧୧ର ପ୍ରାଚୀନ ଶ୍ରୀ…
ଓ୍ବାଇଏସ ଶର୍ମିଳା ରେଡ୍ଡୀ ହେଲେ ଆନ୍ଧ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୬।୧: ତୁରନ୍ତ ପ୍ରଭାବ ସହିତ ଓ୍ବାଇଏସ ଶର୍ମିଳା ରେଡ୍ଡୀ ଆନ୍ଧ୍ରପ୍ରଦେଶ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ବିଦାୟୀ ଅଧ୍ୟକ୍ଷ ଗିଦିଗୁ ରୁଦ୍ର ରାଜୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଏକ ବିଶେଷ ନିମନ୍ତ୍ରିତ ସଦସ୍ୟ ହେବେ। ଜାନୁଆରୀ ୪ରେ ଶର୍ମିଳା ରେଡ୍ଡୀ…
ଆକାଶକୁ ଉଡି ଧରିଲେ କ୍ୟାଚ, ଭିଡିଓ ଭାଇରାଲ
କେପଟାଉନ,୧୬।୧: ଆଜିକାଲି ଦକ୍ଷିଣ ଆଫ୍ରିକାରେ ସାଉଥ୍ ଆଫ୍ରିକା ୨୦ ଲିଗ ଚାଲିଛି । ଏହି ଟୁର୍ନାମେଣ୍ଟରେ ଖେଳାଳିମାନେ ପଡ଼ିଆରେ ଦମଦାର ସର୍ଟ ମାରୁଥିବା ଦେଖାଯାଉଛି। ବର୍ତ୍ତମାନ ଆଫ୍ରିକୀୟ ଲିଗରେ ଏଭଳି ଫିଲ୍ଡିଂ ପ୍ରୟାସ ଦେଖିବାକୁ ମିଳିଥିଲା, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଟିମ ଇଣ୍ଡିଆକୁ ଫେରିବା ରାସ୍ତା ମୁସ୍କିଲ
ନୂଆଦିଲ୍ଲୀ,୧୬।୧: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆକୁ ଫେରିବା ନେଇ ପ୍ରଶ୍ନ ଆହୁରି ଗଭୀର ହେବାରେ ଲାଗିଛି। ଆହତ କାରଣରୁ ଦିନିକିଆ ବିଶ୍ୱକପ୍ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ବାହାରେ ରହିଛନ୍ତି। ହାର୍ଦ୍ଦିକ ମଧ୍ୟ ପୁର୍ନରୁଦ୍ଧାର ହଉଛନ୍ତି କିନ୍ତୁ ସେ…
ହସ୍ପିଟାଲରେ ମନୀଷ ସିସୋଡିଆ
ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ମଙ୍ଗଳବାର ଏଲଏନ୍ଜେପି ହସ୍ପିଟାଲକୁ ଅଣାଯାଇଛି। ଅର୍ଥୋପେଡିକ ସମସ୍ୟା ହେତୁ ତାଙ୍କୁ ଡାକ୍ତରଖାନା ଅଣାଯାଇଥିବା କୁହାଯାଉଛି। ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଦିନ ପ୍ରାୟ…
ହୃଦୟ ଜିତିଲେ କ୍ରିସ ଗେଲ
ପୋର୍ଟମୋର,୧୬।୧: ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ପଡ଼ିଆରେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ହୋଇଥିଲେ ମଧ୍ୟ ପଡ଼ିଆ ବାହାରେ ସେ ନିଜର ଭଦ୍ରତା ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସୋସିଆଲ ମିଡିଆରେ କ୍ରିସ ଗେଲଙ୍କ ଏକ ଭିଡିଓ ଭାଇରାଲ ହେବାରେ…
ଦଶମ ଶ୍ରେଣୀ ଛାତ୍ରଙ୍କ କାର୍ଯ୍ୟ ଦେଖି ପୋଲିସର ହୋଶ୍ ଉଡିଲା
କାନପୁର,୧୬।୧: ଉତ୍ତର ପ୍ରଦେଶର କାନପୁରରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ କାର୍ଯ୍ୟ ଦେଖି ପୋଲିସ ବିଭାଗର ହୋଶ୍ ଉଡିଯାଇଛି। ଛାତ୍ର ଜଣକ ଇଣ୍ଡିଗୋ ଏୟାରଲାଇନ୍ସର କଷ୍ଟମର କେୟାରକୁ ଫୋନ କରି ଧମକ ଦେଇଥିଲେ। ଏହା ପରେ କମ୍ପାନୀ ଦିଲ୍ଲୀ ପୋଲିସ ଅଧିକାରୀଙ୍କୁ…
ଜଗନ୍ନାଥ କହିଲେ ସୁର ପୁରୀ ଯାଆନି
ଭୁବନେଶ୍ୱର,୧୬।୧: ଜଟଣୀ ବିଧାୟକ ସୁରେଶ ରାଉୟରାୟଙ୍କୁ ଜଗତର ନାଥ ଜଗନ୍ନାଥ ସ୍ବପ୍ନାଦେଶ ହୋଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ସମାରୋହରେ ସେଯୋଗ ନ ଦେବାକୁ ମନା କରିଛନ୍ତି। ଜଗନ୍ନାଥଙ୍କ ଲାଗୁନି ଡୋରି। ମୁଁ କିପରି ଯିବି ପୁରୀ ବୋଲି ସୁର କହିଛନ୍ତି।…
ବିନା ଚାର୍ଜିଂରେ ଫୋନ୍ ଚାଲିବ ୫୦ ବର୍ଷ
ନୂଆଦିଲ୍ଲୀ,୧୬।୧: ବିନା ଚାର୍ଜିଂରେ ୫୦ ବର୍ଷ ଚାଲିବ ଫୋନ୍। ବଜାରକୁ ଆସିବାକୁ ଯାଉଛି ଏମିତି ଏକ ବ୍ୟାଟେରୀ। ନୂଆ ଟେକ୍ନୋଲୋଜି ଦ୍ୱାରା ବିକଶିତ ଏହି ବ୍ୟାଟେରୀ ୫୦ ବର୍ଷ ଯାଏ ବିନା ଚାର୍ଜରେ ବ୍ୟବହୃତ ହୋଇପାରିବ। ଚାଇନାରେ ଏକ ଷ୍ଟାର୍ଟ ଅପ…
Archives


