ବିପର୍ଯ୍ୟୟ ଘଟାଇଲେ ମୀରା ଆଣ୍ଡ୍ରିଭା
ମେଲବୋର୍ନ,୧୮ା୧(ପି.ଟି.): ଟେନିସ୍ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନରେ ଦେଖିବାକୁ ମିଳିଛି ଦୁଇଟି ବଡ଼ ବିପର୍ଯ୍ୟୟ। ଓନ୍ସ ଜାବେର ଓ କାରୋଲିନ୍ ଓଜ୍ନିଆକିଙ୍କ ପରି ଖେଳାଳି ବିଦାୟ ନେଇଛନ୍ତି। ରୁଷିଆର ୧୬ ବର୍ଷୀୟା ମୀରା ଆଣ୍ଡ୍ରିଭା ବିପର୍ଯ୍ୟୟ ଘଟାଇବା ସହ ୩ ଥର ଗ୍ରାଣ୍ଡସ୍ଲାମ…
ବିଓବିର ନୂଆ ଯୋଜନା
ଭୁବନେଶ୍ୱର,୧୮।୧: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା ଏକ ସ୍ବଳ୍ପ ମିଆଦି ଖୁଚୁରା ଜମା ଯୋଜନା ‘ବବ୍-୩୬୦ ଡିପୋଜିଟ୍ ସ୍କିମ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଯୋଜନା ୩୬୦ ଦିନ ପାଇଁ ୭.୬୦% ପର୍ଯ୍ୟନ୍ତ ସର୍ବାଧିକ…
ଦିଲ୍ଲୀ ମଦ ଦୁର୍ନୀତି ମାମଲା: ୪ର୍ଥ ଥର ବି ଇଡି ସାମ୍ନାରେ ହାଜର ହେବେନି କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୮।୧: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମନ ପଠାଇଛି। ଇଡି ସମନ ଅନୁଯାୟୀ, କେଜ୍ରିଓ୍ବାଲଙ୍କୁ ଗୁରୁବାର (ଜାନୁଆରୀ ୧୮) ତଦନ୍ତକାରୀ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ପଡିବ। ତେବେ…
ବେଦାନ୍ତ ଆଲୁମିନିୟମର ନୂତନ ପ୍ରୟାସ
ଭୁବନେଶ୍ୱର,୧୮।୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ଷ୍ଟାର୍ଟଅପ୍ ଦିବସ ପାଳିତ ହୋଇଯାଇଛି। ଏପରିକି ବୁଧବାର କମ୍ପାନୀର ସମସ୍ତ ୟୁନିଟ୍ରେ ମଧ୍ୟ ଜାତୀୟ ଷ୍ଟାର୍ଟଅପ୍ ଦିବସ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ନୂତନ ପ୍ରୟାସ ‘ଡିଜିଟାଲ ଅଭିନବତା ପ୍ରଦର୍ଶନ’ର ଆୟୋଜନ କରାଯାଇଥିଲା।…
ଜିଓ ଏୟାରଫାଇବର ନୂଆ ମାଇଲଖୁଣ୍ଟ
ଭୁବନେଶ୍ୱର,୧୮।୧: ବିଶ୍ୱର ସର୍ବବୃହତ୍ ଘରୋଇ ମୋବାଇଲ ଡାଟା ନେଟ୍ୱର୍କ ରିଲାଏନ୍ସ ଜିଓର ଓଡ଼ିଶା ୟୁନିଟ୍ ପକ୍ଷରୁ ସାରା ଓଡ଼ିଶାରେ ୩୦ରୁ ଊଦ୍ଧର୍ବ ସହର ଓ ନଗରକୁ ବିଶ୍ୱମାନର ସର୍ବାଧୁନିକ ଜିଓ ଏୟାରଫାଇବର ସେବା ସମ୍ପ୍ରସାରଣ କରାଯାଇଛି। ଏପରିକି ପ୍ରାରମ୍ଭିକ ଭାବେ ୨୦୨୩…
ବଜାରରେ ମହିନ୍ଦ୍ରାର ଅଲ୍ ଇଲେକ୍ଟ୍ରି ଏକ୍ସୟୁଭି ୪୦୦ ପ୍ରୋ ରେଞ୍ଜ
ଭୁବନେଶ୍ୱର,୧୮।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଅଗ୍ରଣୀ ଏସ୍ୟୁଭି ମଡେଲର ଯାନ ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍-ଇଲେକ୍ଟ୍ରି ଏକ୍ସୟୁଭି ୪୦୦ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ…
ଡିଏସ୍ପି ମଲ୍ଟି କ୍ୟାପ୍ ଫଣ୍ଡର ଶୁଭାରମ୍ଭ
ଭୁବନେଶ୍ୱର,୧୮।୧: ଡିଏସ୍ପି ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ‘ଡିଏସ୍ପି ମଲ୍ଟି କ୍ୟାପ୍ ଫଣ୍ଡ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଏହା ଏକ ଓପନ ଏଣ୍ଡେଡ୍ ସ୍କିମ୍ ହୋଇଥିବାରୁ ନିବେଶକ ଲାର୍ଜ କ୍ୟାପ୍, ମିଡ୍ କ୍ୟାପ୍ ଏବଂ ସ୍ମଲ କ୍ୟାପ୍ ଷ୍ଟକ୍ଗୁଡ଼ିକ…
ଓଡ଼ିଶା ବଜାରରେ ‘ଦି ନ୍ୟୁ ହ୍ୟୁଣ୍ଡାଇ କ୍ରେଟା’
ଭୁବନେଶ୍ୱର,୧୮।୧ (ଅଭୟ ଦାଶ): ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଦି ନ୍ୟୁ ହ୍ୟୁଣ୍ଡାଇ କ୍ରେଟା’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଉତ୍କଳ ହ୍ୟୁଣ୍ଡାଇ…
ତନିସ୍କ ‘ଫେଷ୍ଟିଭାଲ ଅଫ୍ ଡାଏମଣ୍ଡସ୍’ ଆରମ୍ଭ
ଭୁବନେଶ୍ୱର,୧୮।୧(ଅନୁରାଧା ମହାରଣା): ଗହଣା ରିଟେଲ ବ୍ରାଣ୍ଡ୍ ତନିସ୍କ ‘ଫେଷ୍ଟିଭାଲ ଅଫ୍ ଡାଏମଣ୍ଡସ୍’ ଆରମ୍ଭ କରିଛି। ସୂକ୍ଷ୍ମ କାରୂକାର୍ଯ୍ୟପୂର୍ଣ୍ଣ ହରୀର ଗହଣାର ମୂଲ୍ୟ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ପୁରୁଣା ସୁନା ବଦଳାଇ ମଧ୍ୟ ଗ୍ରାହକ ହୀରା ଗହଣା କିଣିପାରିବେ। ବର୍ତ୍ତମାନ…
ବିମାନବନ୍ଦରରେ ଖୋଲିବ ଓ୍ବାର୍ ରୁମ୍
ନୂଆଦିଲ୍ଲୀ,୧୮।୧(ପି.ଟି.) : ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳରେ ବାଧା ସୃଷ୍ଟି ହେଉଥିବାରୁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି। କୁହୁଡ଼ି ସମସ୍ୟା ସମ୍ପର୍କରେ ଦିଲ୍ଲୀ, ମୁମ୍ବାଇ…
ବଟି ପାଇଁ ୧୯ ବସ୍କୁ ୫ଘଣ୍ଟା ଅଟକାଇଲେ
ନିରାକାରପୁର,୧୮।୧(ମାନସଚନ୍ଦ୍ର ପଟ୍ଟନାୟକ)ଖୋର୍ଦ୍ଧା ଜିଲା ବଡ଼ ପୋଖରିଆ ଛକ ୧୬ ନଂ. ଜାତୀୟ ରାଜପଥଠାରେ ବୁଧବାର ସକାଳ ସାଢେ ୫ଟାରୁ ୯ଟା ପର୍ଯ୍ୟନ୍ତ ଏକ ଯାତ୍ରୀବାହୀ ବସ୍କୁ କିଛି ବ୍ୟକ୍ତି ବଟି ଆଦାୟ ପାଇଁ ଅଟକାଇଥିଲେ। ଫଳରେ ବ୍ରହ୍ମପୁରଠାରୁ ଭୁବନେଶ୍ୱର ଓ କଟକ…
ଗୁଡ଼ି ସୂତା ଲାଗି କଟିଲା ୭ବର୍ଷର ଶିଶୁର ବେକ
ବାଲେଶ୍ୱର, ୧୮।୧(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ନହରପାଟଣା ଛକରେ ଗୁଡ଼ି ସୂତା ଲାଗି ଏକ ୭ବର୍ଷର ଶିଶୁର ବେକ କଟିଯାଇଛି। ଶିଶୁଟି ତାଙ୍କ ବାପାଙ୍କ ସହିତ ବାଇକ୍ରେ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ…
Archives


