Home Left

RI, ARI ସମେତ ଏହି ସବୁ ପଦବୀରେ ଆବେଦନ କରିବାର ଅବଧି ବୃଦ୍ଧି

ଭୁବନେଶ୍ୱର, ୧୭।୧(ଅସମାପିକା ସାହୁ)- ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ କମ୍ବାଇନଡ ରିକ୍ରୁଇଟମେଣ୍ଟ ଏକ୍‌ଜାମିନେସନ(ସିଆର୍‌ଇ)-୨୦୨୩ ପାଇଁ ଦରଖାସ୍ତ ଦାଖଲ କରିବାର ଅବଧି ବୃଦ୍ଧି କରାଯାଇଛି। ଏହି ପରୀକ୍ଷା ପାଇଁ ପୂର୍ବରୁ ଦରଖାସ୍ତ ଦାଖଲ କରିବାର ଅବଧି ଜାନୁଆରୀ ୩୧ତାରିଖ…

୧୯ରୁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆନ୍ତର୍ଜାତିକ ସମ୍ମିଳନୀ

କଟକ,୧୭ା୧(କାର୍ତ୍ତିକ ସାହୁ): କୃଷି ଅନୁସନ୍ଧାନ ଓ ପରିଚାଳନା ସଂସ୍ଥା (ଏସ୍‌ଏଆର୍‌ଏମ୍‌) ଓ କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନ୍‌ଆରଆରଆଇ)ର ମିଳିତ ଆନୁକୂଲ୍ୟରେ କୃଷି ନିମନ୍ତେ ପୋଷଣୀୟ ବିକାଶ ଶୀର୍ଷକ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆଗ୍ରିଭିଜନ ୨୦୨୪ ଅନୁଷ୍ଠିତ ହେବ। ଆଗାମୀ…

ଅବକାରୀ ଚଢ଼ାଉ: ୪ ଗିରଫ, ୩ ଫେରାର

କଟକ,୧୭ା୧ (କାର୍ତ୍ତିକ ସାହୁ): ଜିଲା ଅବକାରୀ ବିଭାଗ ତିଗିରିଆ ଥାନା ଅଞ୍ଚଳରେ ବୁଧବାର ଚଢ଼ାଉ କରି ପର୍ଯ୍ୟାପ୍ତ ପରିମାଣର ମଦ ଓ ପୋଚ ଜବତ କରିଛି। ସୂଚନା ଅନୁସାରେ, ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ାର ପଣସପାଟଣା ଗାଁରେ ଚନ୍ଦ୍ରମଣି ସାହୁଙ୍କ ଘରେ…

ରେକର୍ଡ ବର୍ଷା କଲେ ରୋହିତ ଶର୍ମା

ବେଙ୍ଗାଲୁରୁ,୧୭।୧: ବେଙ୍ଗାଲୁରୁରେ ଆଫଗାନିସ୍ତାନ ବିପକ୍ଷରେ ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ରେ ନିଜର ପଞ୍ଚମ ଶତକ ସ୍କୋର କରିଥିଲେ। ପାଞ୍ଚ ଶତକ ହାସଲ କରିଥିବା ସେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। ସେ ସୂର୍ଯ୍ୟକୁମାର ଯାଦବ…

ପ୍ରଥମ ବ୍ୟାଟର ଭାବେ ଟି୨୦ ରେ ପାଞ୍ଚ ଶତକ ମାରିଲେ ରୋହିତ ଶର୍ମା

ବେଙ୍ଗାଲୁର,୧୭।୧: ବେଙ୍ଗାଲୁରର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି୨୦ ରେ ଭାରତ ଅଧିନାୟକ ରୋହିତ ଶର୍ମା ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି। ଏହା ସହିତ ସେ ନିଜ ନାଁରେ ଆଉ ଏକ ରେକର୍ଡ ସାମିଲ କରିଛନ୍ତି।…

ମଣିପୁରରେ ପୁଣି ହିଂସା: ୨ ଯବାନ ଶହୀଦ

ଇମ୍ଫାଲ,୧୭।୧: ମଣିପୁରରେ ହିଂସା ଜାରି ରହିଛି। ରାଜ୍ୟର ଟେଙ୍ଗନୁପାଲ ଜିଲାର ମୋରେହରେ ଉଗ୍ରବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଅନ୍ୟ ଜଣେ ଯବାନ ଶହୀଦ ହୋଇଛନ୍ତି। ଏହାପୂର୍ବରୁ ଜଣେ ଯବାନଙ୍କ ଜୀବନହାନୀ ହୋଇଥିବା ନିଶ୍ଚିତ କରାଯାଇଥିଲା। ଶହୀଦ ହୋଇଥିବା…

ବ୍ୟାଟ୍‌ ପରିବର୍ତ୍ତେ ହାତରେ ରନ୍‌ ପୂରଣ କଲେ ବ୍ୟାଟ୍ସମ୍ୟାନ୍‌: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୭।୧: ସୋସିଆଲ ମିଡିଆରେ ଏକ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ପାକିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ନଜର ଆସିଛନ୍ତି। ରିଜୱାନ ଏପରି କିଛି କରିଥିଲେ, ଯାହାକୁ ସେ ନିଜେ ବିଶ୍ୱାସ କରିପାରି ନ ଥିଲେ। ପାକିସ୍ତାନ…

ଶେଷ ଓଭରରେ ୩୬ ରନ୍: ଆଫଗାନିସ୍ଥାନ ବୋଲରଙ୍କୁ ଧୋଇଲେ ରୋହିତ-ରିଙ୍କୁ ସିଂ

ବେଙ୍ଗାଲୁର,୧୭।୧: ଆଫଗାନିସ୍ତାନ ଶେଷ ଟି୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ। ମାତ୍ର ୨୨ ରନରେ ଚାରିଟି ୱିକେଟ୍ ହରାଇ ବିପଦରେ ପଡିଥିବା ଟିମ୍ ଇଣ୍ଡିଆ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ…

ମା’ ହେବାର ୩ ବର୍ଷ ପରେ ପରଦାକୁ ଫେରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ ମା’ ହେବାର ୩ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି। ଏହି ଅଭିନେତ୍ରୀ ନିଜର ଲମ୍ବା କ୍ୟାରିୟର ମଧ୍ୟରେ କିଛି ଫିଲ୍ମରେ କାମ କରିଛନ୍ତି। ମାତ୍ର କୌଣସି ଫିଲ୍ମ ଶୀର୍ଷରେ ପହଞ୍ଚି ପାରିନାହିଁ। ଅଭିନେତ୍ରୀ…

୮ ତାରିଖରୁ ନିଖୋଜ ଥିଲେ, ଆଜି ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

କୋକସରା,୧୭ା୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବେହେରା ପଞ୍ଚାୟତ ବାଙ୍କୀମୁଣ୍ଡା ଗ୍ରାମର ଯୁବକ ଗୋରାଙ୍ଗ ପୂଜାରୀ(୫୦)ଙ୍କ ଝୁଲନ୍ତା ମୃତଦେହ ଶାହାଜଖୋଲ ଜଙ୍ଗଲ ମଧ୍ୟରୁ ଗଳିତ ଅବସ୍ଥାରେ ଜବତ କରାଯାଇଛି। ସେ ଗତ ୮ ତାରିଖରୁ ନିଖୋଜ ରହିଥିଲେ।…

ଓଡ଼ିଶା କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା: ସିବିଟିରେ ଅନିୟମିତତା ଅଭିଯୋଗ କଲେ ପରୀକ୍ଷାର୍ଥୀ

ଭୁବନେଶ୍ୱର,୧୭।୧: ଓଡ଼ିଶା କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ କମ୍ପ୍ୟୁଟର-ଆଧାରିତ ପରୀକ୍ଷା (ସିବିଟି) ର ମେରିଟ୍ ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକା ଉପରେ ସନ୍ଧେହ ପ୍ରକାଶ କରିଛନ୍ତି ବହୁ ପରୀକ୍ଷାର୍ଥୀ। ବୁଧବାର ଦିନ ବହୁ ଆଶାୟୀମାନେ ୨୦୨୩ ମସିହାରେ ଓଡ଼ିଶା…

ନିର୍ଣ୍ଣାୟକ ଟି-୨୦ରେ ଟସ୍‌ ଜିତିଲା ଭାରତ

ବେଙ୍ଗାଲୁରୁ,୧୭।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri