ରାମଲାଲାଙ୍କ ଆଗମନ ପରେ ସୋସିଆଲ ମିଡିଆରେ ଭାଇରାଲ ହେଲା ‘Ramoji’
ନୂଆଦିଲ୍ଲୀ,୨୩।୧: ଦୀର୍ଘ ୫୦୦ ବର୍ଷର ଅପେକ୍ଷା ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାମଲାଲା ମନ୍ଦିରର ଶୋଭା ବର୍ଦ୍ଧନ କରୁଛନ୍ତି। ଏହି ଅବସରରେ ସାରା ଦେଶରେ ଉତ୍ସବର ବାତାବରଣ ଦେଖିବାକୁ ମିଳୁଛି। ନିଜ ନିଜ ଢଙ୍ଗରେ…
Snake Video: ଅହିରାଜକୁ ପାଇପ୍ ଯୋଗେ ଗାଧୋଉଥିଲେ ବ୍ୟକ୍ତି, ଫଣାଟେକି ଗର୍ଜନ କଲା ଜନ୍ତୁ; ଭିଡିଓ ଦେଖିଲେ…
ସାପ ବିଷଧର ହୋଇଥିବା ଯୋଗୁ ତା ସହ ଲାଗିବାକୁ ଅନେକ ଡରିଥାନ୍ତି। ହେଲେ ଜଣେ ବ୍ୟକ୍ତି ସାପକୁ ଗାଧୋଇବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେଉଛି। ଏଥିରେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। ଟୁଇଟରରେ…
ପୁଣି ଚମକିଲା ରିଙ୍କୁ ସିଂଙ୍କ ଭାଗ୍ୟ
ନୂଆଦିଲ୍ଲୀ,୨୩।୧: ସୀମିତ ଓଭରରେ ଟିମ ଇଣ୍ଡିଆର ନୂତନ ଫିନିସର୍ ଭାବରେ ଉଭା ହୋଇଥିବା ରିଙ୍କୁ ସିଂଙ୍କୁ ତାଙ୍କର ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଜାନୁଆରୀ ୨୪ରୁ ଇଂଲଣ୍ଡ ବିପକ୍ଷ ଚାରି ଦିନିଆ ମ୍ୟାଚ ପାଇଁ ରିଙ୍କୁ ସିଂଙ୍କୁ ଇଣ୍ଡିଆ ଏରେ ସ୍ଥାନ…
ରାମଲାଲାଙ୍କ ପାଇଁ ୧୧ କୋଟି ଟଙ୍କାର ମୁକୁଟ ଦାନ କଲେ ଏହି ହୀରା ବ୍ୟବସାୟୀ
ଲକ୍ଷୌ,୨୩।୧: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଲାଗି କୋଟି କୋଟି ଟଙ୍କାର ଦାନ ମିଳୁଛି। ଗୁଜରାଟ ସୁରଟର ଜଣେ ହିରା ବ୍ୟବସାୟୀ ମନ୍ଦିରରେ ପୂଜା ପାଉଥିବା ରାମଲାଲାଙ୍କ ମୂର୍ତ୍ତି ଲାଗି ୧୧ କୋଟି ଟଙ୍କାର ଉପହାରରେ ଦେଇଛନ୍ତି। ଗ୍ରୀନ୍ ଲାବ୍ ଡାଇମଣ୍ଡ…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୋଦିଙ୍କ ବ୍ରତ ଖୋଲିଥିବା ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ କିଏ
ଅଯୋଧ୍ୟା,୨୩।୧: ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ସୋମବାର ଅଯୋଧ୍ୟା ରାମ ମନ୍ଦିରରେ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରୀତିନୀତି ସମ୍ପନ୍ନ କରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଥିଲେ। ଏହି ସମୟରେ ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ ମୋଦିଙ୍କ ଉପବାସ…
ଭଜା ମାଛକୁ ମୋବାଇଲ୍ ଭାବି କାନରେ ଲଗାଇଦେଲେ ଶିଶୁ: ଆନନ୍ଦ ମହିନ୍ଦ୍ରା କହିଲେ…
ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ବେଳେବେଳେ ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଶେୟାର କରନ୍ତି। ନିକଟରେ ସେମିତି ଏକ ଭିଡିଓ ଶେୟାର କରିଥିଲେ। ଏହି ଭିଡିଓରେ ଏକ ଛୋଟ ପିଲାଙ୍କୁ ମାଛ ଭଜା ଖାଇବାକୁ ଦିଆଯାଇଛି। ପିଲାଜଣଙ୍କ ଏହାକୁ ସ୍ମାର୍ଟଫୋନ…
ପ୍ରଭୁ ଶ୍ରୀରାମଙ୍କ ପାଦ ତଳେ ଟଳିପଡ଼ିଲେ ‘ହନୁମାନ’! କେହି କିଛି ବୁଝିବା ପୂର୍ବରୁ…
ଭିବାନୀ,୨୩।୧: ହରିୟାଣାର ଭିବାନୀରେ ରାମଲୀଳା ଚାଲୁଥିବା ବେଳେ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ମୃତ୍ୟୁ ଘଟିଛି। ସାଥୀ କଳାକାରମାନେ ଏହା ବୁଝିବା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ଲାଗି ପଠାଇଛି।…
୪ ବର୍ଷ ପରେ ଆଜି ହେବ ବିସିସିଆଇର ଆଓ୍ବାର୍ଡ ସେରିମନି, ଭାରତ ସହ ଇଂଲଣ୍ଡ ଦଳ ମଧ୍ୟ ହେବେ ସାମିଲ, ଜାଣନ୍ତୁ କେଉଁଠି ଦେଖିପାରିବେ ଲାଇଭ୍
ନୂଆଦିଲ୍ଲୀ,୨୩।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବାର୍ଷିକ ପୁରସ୍କାର ସମାରୋହ ମଙ୍ଗଳବାର ହାଇଦ୍ରାବାଦରେ ଅନୁଷ୍ଠିତ ହେବ । ବିସିସିଆଇର ଏହି ପୁରସ୍କାର ଉତ୍ସବ ଚାରି ବର୍ଷ ପରେ ହୋଉଛି। କରୋନା କାରଣରୁ ଏହି ଆଓ୍ବାର୍ଡ ସମାରୋହ ବନ୍ଦ ହୋଇଯାଇଥିଲା। ଗତ ଥର…
ମାଇନସ୍ ୧୪ ଡିଗ୍ରୀ ତାପମାତ୍ରାରେ ରାମଙ୍କ ଭଜନରେ ଝୁମିଲେ ମହିଳା
ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣପ୍ରତିଷ୍ଠାକୁ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ସୋସିଆଲ ମିଡିଆରେ ମଧ୍ୟ ରାମଙ୍କ ନାମ ପ୍ରତିଧ୍ୱନିତ ହେଉଛି। ଏହି ସମୟରେ ରାମଙ୍କ ନାମରେ ଅନେକ ଭଜନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ଭାରତରେ ନୁହେଁ, ବିଦେଶରେ…
୩ ଶାବକକୁ ଜନ୍ମ ଦେଲା ଚିତା ଜ୍ୱାଳା
ଭୋପାଳ,୨୩।୧:ମଙ୍ଗଳବାର କୁନୋ ଜାତୀୟ ଉଦ୍ୟାନରେ ତିନୋଟି ନୂତନ ଚିତା ଛୁଆ ଜନ୍ମ ହୋଇଛନ୍ତି। ମହିଳା ଚିତା ଜ୍ୱାଳା ତିନି ଛୁଆକୁ ଜନ୍ମ ଦେଇଛି। ସମସ୍ତ ତିନୋଟି ଛୁଆ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହାପୂର୍ବରୁ ଜ୍ୱାଳାଚିତା ଚାରି ଛୁଆ ଜନ୍ମ ଦେଇଥିଲା। ସେଥିମଧ୍ୟରୁ…
Oil India Limitedରେ ଖାଲି ପଡ଼ିଛି ଅନେକ ପଦବୀ: ତୁରନ୍ତ କରନ୍ତୁ ଆବେଦନ
Oil India Limited Recruitment 2024: ଅଏଲ୍ ଇଣ୍ଡିଆ ଲିମିଟେଡ ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ପଦବୀ ଖାଲି ପଡିଛି। ଏସବୁ ପୂରଣ ପାଇଁ ଅଏଲ୍ ଇଣ୍ଡିଆ ଲିମିଟେଡ ନିଯୁକ୍ତି ବିଜ୍ଞପ୍ତି ଘୋଷଣା କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ oil-india.comର…
୧୭ ହଜାର ଫୁଟ୍ ଉଚ୍ଚରେ ଖରାପ ହେଲା ଇଣ୍ଡିଗୋ ବିମାନର ଇଞ୍ଜିନ୍, ଥିଲେ ୧୬୦ ଯାତ୍ରୀ
ଜୟପୁର,୨୩।୧: ଜୟପୁରରୁ କୋଲକାତା ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ରକ୍ଷା ପାଇଛି। ଉଡାଣ ଭରିବାର ୩୫ ମିନିଟ ପରେ ଇଣ୍ଡିଗୋ ବିମାନ(6E-784)ର ଇଞ୍ଜିନ ଫେଲ୍ ହୋଇଯାଇଥିଲା। ଏଥିଯୋଗୁ ବିମାନଟିକୁ ଜରୁରିକାଳୀନ ଅବତରଣ କରାଯାଇଥିଲା। ପରେ ଏଥିରେ ଥିବା ୧୬୦…
Archives


