ମତଦାତା ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ
ଅଧିକ ଯୁବ ଭୋଟରଙ୍କୁ ରାଜନୈତିକ ପ୍ରକ୍ରିୟାରେ ଭାଗନେବାକୁ ଉତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିବର୍ଷ ଜାନୁଆରୀ ୨୫କୁ ‘ଜାତୀୟ ଭୋଟର ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତର ନିର୍ବାଚନ ଆୟୋଗର ମୂଳ ଦିବସ ପାଳନ ପାଇଁ ଏହା…
ଲୋକ ସଭା ନିର୍ବାଚନ ପରେ ରାହୁଲ ଗିରଫ ହେବେ: ହିମନ୍ତ
ଗୁଆହାଟୀ,୨୫ା୧: ଆସାମରେ ହିଂସା ଉସୁକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କୁ ଲୋକ ସଭା ନିର୍ବାଚନ ପରେ ଗିରଫ କରାଯିବ ବୋଲି ବୁଧବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଶିବସାଗର ଜିଲାର ନଜିରାରେ…
ବଟର ଚିକେନ୍ ଉଦ୍ଭାବକ କିଏ
ନୂଆଦିଲ୍ଲୀ,୨୫ା୧: ବିଶ୍ୱରେ ପରିଚିତି ଲାଭ କରିଥିବା ଭାରତର ଅନ୍ୟତମ ସୁସ୍ବାଦୁ ବ୍ୟଞ୍ଜନ ବଟର ଚିକେନ୍ର ଉଦ୍ଭାବକ କିଏ। ଏହି ପ୍ରଶ୍ନକୁ ନେଇ ଏବେ ଦେଶର ଦୁଇଟି ରେଷ୍ଟୁରାଣ୍ଟ ଚେନ୍ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ…
GIFT IFSC ରେ ଅନ୍ତର୍ଜାତୀୟ ଏକ୍ସଚେଞ୍ଜରେ ପ୍ରତ୍ୟକ୍ଷ ତାଲିକାଭୁକ୍ତ ହେବା ପାଇଁ ଭାରତୀୟ କମ୍ପାନୀକୁ ଅନୁମତି
ନୂଆଦିଲ୍ଲୀ,୨୪।୧: ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟି (GIFT IFSC) ର ଅନ୍ତର୍ଜାତୀୟ ଏକ୍ସଚେଞ୍ଜରେ ଭାରତୀୟ କମ୍ପାନୀଗୁଡିକ ଦ୍ୱାରା ସିକ୍ୟୁରିଟିର ସିଧାସଳଖ ତାଲିକାକୁ ଭାରତ ସରକାର ଅନୁମୋଦନ କରିଛନ୍ତି। ଏହାଦ୍ୱାରା ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବା ସହ ଭାରତୀୟ କମ୍ପାନୀଗୁଡିକ…
‘ଫାଇଟର’ ରିଲିଜ ପରେ ସାମ୍ନାକୁ ଆସିଲା ଦୀପିକାଙ୍କ ଲାଟେଷ୍ଟ ଫଟୋ
ମୁମ୍ବାଇ: ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର କୌଣସି ଅଲଗା ପରିଚୟ ଦରକାର ନାହିଁ। ଦୀପିକା ତାଙ୍କ ଚମତ୍କାର ଅଭିନୟ ଏବଂ ସୌନ୍ଦର୍ଯ୍ୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟକୁ ଜିଣିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଫିଲ୍ମ ‘ଫାଇଟର’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ…
ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ, ବ୍ୟୟ ହେବ ୧୧,୭୮୨ କୋଟି
ଭୁବନେଶ୍ୱର,୨୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି (ସିସିଇଏ)ବୈଠକରେ ଆଜି ଦୁଇଟି ଇକ୍ୟୁଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ହେଲା (i) ସିଆଇଏଲ୍ ଓ ଗେଲ୍ର ଯୌଥ ଉଦ୍ୟୋଗ…
ଶ୍ରୀମନ୍ଦିର ପରିଚାଳନା କମିଟିକୁ ଜମି କିଣାବିକା କ୍ଷମତା ପ୍ରଦାନ ବିରୋଧରେ ମାମଲା: ସମୟ ନେଲେ ରାଜ୍ୟ ସରକାର
କଟକ,୨୪ା୧(କାର୍ତ୍ତିକ ସାହୁ): ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିକୁ ରାଜ୍ୟ ସରକାର ନୂତନ ଆଇନ ବଳରେ ଶ୍ରୀଜଗନ୍ନାଥଙ୍କ ଜମି କିଣାବିକା କ୍ଷମତା ପ୍ରଦାନ କରିଛନ୍ତି। ଏହାକୁ ବିରୋଧ କରି ଆଗତ ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ…
ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀଙ୍କୁ କରିବୁ ଗିରଫ: ଆସାମ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪।୧: ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ବାହାରିଥିବା ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଆସାମର ଗୁଆହାଟୀରେ ପୋଲିସ ସହ କଂଗ୍ରେସ ସମର୍ଥକଙ୍କ ସଂଘର୍ଷ ପରେ ରାହୁଲ ଗାନ୍ଧୀ, କେସି ଭେନୁଗୋପାଲ ଏବଂ କହ୍ନେୟା କୁମାରଙ୍କ ବିରୋଧରେ…
ଗାଁ ଭିତରେ ପଶିଲା ଦନ୍ତା, ଆଶଙ୍କାରେ ଗ୍ରାମବାସୀ
ନିରାକାରପୁର,୨୪ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ୨ମାସ ଧରି ୨୪ଟି ହାତୀ ଖୋର୍ଦ୍ଧା ଜିଲା ଭୂଷଣ୍ଡପୁର ବନାଞ୍ଚଳ ଛାଡ଼ି ଯାଉନାହାନ୍ତି। ଏହି ହାତୀପଲ ଦିନବେଳେ ନିକଟସ୍ଥ କାଜୁ ଜଙ୍ଗଲ ଓ ପାହାଡ଼ରେ ରହି ଆସୁଛନ୍ତି। ହେଲେ ପୂର୍ବପରି ଆଉ ଗହିର ଜମିରେ ଧାନଫସଲ ନ…
ବାନ୍ଧବୀଙ୍କ ସହ ଟ୍ରେନ୍ରେ ଖସି ପଳାଉଥିଲେ ଦିଲ୍ଲୀ ଅଭିଯୁକ୍ତ, ଧରିଲା ଆର୍ପିଏଫ୍
କଟକ,୨୪ା୧(କାର୍ତ୍ତିକ ସାହୁ): ଦିଲ୍ଲୀରେ ଘଟିଥିବା ୫୦ ଲକ୍ଷ ଟଙ୍କା ଚୋରି ମାମଲାର ଓ୍ବାଣ୍ଟେଡ୍ ଅଭିଯୁକ୍ତଙ୍କୁ କଟକ ରେଳଷ୍ଟେଶନରେ ବୁଧବାର ଗିରଫ କରିଛି ଆର୍ପିଏଫ୍। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସ୍ରୁ ଅତ୍ୟନ୍ତ ସନ୍ତର୍ପଣରେ ଅଭିଯୁକ୍ତଙ୍କୁ ତାଙ୍କ ବାନ୍ଧବୀ ସହ ଠାବ କରିବାରେ…
ଓଡ଼ିଶାରେ ହ୍ରାସ ପାଉଛି ଲିଙ୍ଗଗତ ଅସମାନତା, ୭ ଜିଲାରେ ସ୍ଥିତି ଚିନ୍ତାଜନକ
ଭୁବନେଶ୍ୱର,୨୪।୧: ଓଡ଼ିଶାରେ ହ୍ରାସ ପାଇବାରେ ଲାଗିଛି ଲିଙ୍ଗଗତ ଅସମାନତା। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ସାତୋଟି ଜିଲାରେ ଏହା ଚିନ୍ତାଜନକ ସ୍ଥିତିରେ ରହିଛି। ବୁଧବାର ଦେଶ ଜାତୀୟ ବାଳିକା ଶିଶୁ ଦିବସ ପାଳନ କରୁଥିବାବେଳେ ଓଡିଶାରେ ଲିଙ୍ଗ ଅନୁପାତରେ ହ୍ରାସ ଚିନ୍ତା…
ପ୍ରେମ ବିବାହ କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି; ବହୁତ ଭାଗ୍ୟଶାଳୀ ଏମାନଙ୍କ ପାର୍ଟନର…
ଆଜିକାଲିର ସମୟରେ ସମସ୍ତେ ନିଜ ପସନ୍ଦର ଜୀବନସାଥୀ ପାଇବାକୁ ଚେଷ୍ଟିତ। ଭବିଷ୍ୟତରେ ଯେପରି ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ନ କରିବାକୁ ପଡେ ସେଥିପାଇଁ ସମସ୍ତେ ଚାହାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏପରି ୩ ରାଶି ରହିଛି, ଯେଉଁମାନଙ୍କ ଭାଗ୍ୟରେ…
Archives


