Biwi No.1: ବାଇକ୍ ଚଳାଉ ଥିବା ସ୍ବାମୀଙ୍କୁ ହାତରେ ସିଗାରେଟ ଟଣାଉଛନ୍ତି ସ୍ତ୍ରୀ, ଭିଡ଼ିଓ ଭାଇରାଲ…
ପ୍ରୟାଗରାଜ,୨୪।୧ : ପ୍ରାୟତଃ ଶୁଣାଯାଏ ସ୍ତ୍ରୀମାନେ ସ୍ବାମୀଙ୍କ ନିଶା ସେବନ ଦ୍ୱାରା ବହୁତ ଅସୁବିଧାରେ ପଡ଼ନ୍ତି । ଏଥି ସହିତ, ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାର ମୁଖ୍ୟ କାରଣ ହେଉଛି ନିଶା ସେବନ, କିନ୍ତୁ ଆପଣ ଏପରି ସ୍ତ୍ରୀଙ୍କୁ…
ଇତିହାସ ରଚିଲେ ସୂର୍ଯ୍ୟକୁମାର, କ୍ରମାଗତ ୨ଥର ପାଇଁ ଜିତିଲେ ଆଇସିସି ଟି -୨୦ ପ୍ଲେୟର ଅଫ୍ ଦ ଇୟର ଆଓ୍ବାର୍ଡ
ନୂଆଦିଲ୍ଲୀ,୨୪।୧: ଭାରତର ବିସ୍ଫୋରକ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସି ୨୦୨୩ ବର୍ଷ ପାଇଁ ଟି -୨୦ ପ୍ଲେୟର ଅଫ୍ ଦ ଇୟର ଭାବେ ଚୟନ କରିଛି। ଲଗାତାର ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟକୁମାରଙ୍କୁ ଏହି ପୁରସ୍କାର ମିଳିଛି। ସୂର୍ଯ୍ୟକୁମାର ମଧ୍ୟ ଏହା…
ପୌଷ ପୂର୍ଣ୍ଣିମାରେ ଦୁର୍ଲଭ ଦିବ୍ୟ ସଂଯୋଗ: ଏସବୁ ୪ ରାଶିର ଧନ ଲାଭ ସହିତ ପ୍ରେମ ବିବାହ ଯୋଗ…
ନୂଆଦିଲ୍ଲୀ,୨୪।୧ : ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ୨୦୨୪ର ପ୍ରଥମ ପୂର୍ଣ୍ଣିମା ହେଉଛି ପୌଷ ମାସର ପୂର୍ଣ୍ଣିମା । ପଞ୍ଚାଙ୍ଗ ଅନୁଯାୟୀ, ପୌଷ ପୂର୍ଣ୍ଣିମାର ତାରିଖ ଗୁରୁବାର, ଜାନୁଆରୀ ୨୫ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପୌଷ ପୂର୍ଣ୍ଣିମାରେ ଅଦ୍ଭୁତ ଦିବ୍ୟ ସଂଯୋଗ…
ଏହି ୟୁଟ୍ୟୁବର୍ ମାନିଲେ ଏଲନ ମସ୍କଙ୍କ କଥା, ଗୋଟିଏ ଭିଡିଓରୁ ରୋଜଗାର କଲେ ୨ କୋଟିରୁ ଅଧିକ
ଓ୍ବାଶିଂଟନ,୨୪।୧: ଆଜିକାଲି ଅନେକ ଲୋକ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରୁ ବହୁତ ରୋଜଗାର କରୁଛନ୍ତି । ବର୍ତ୍ତମାନ ଜଣେ ବ୍ୟକ୍ତି ଏକ୍ସରୁ ରୋଜଗାରର ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି ଯାହାକୁ କେହି ଭାଙ୍ଗି ପାରିବେ ନାହିଁ ।…
ମୁହଁ ଖୋଲିଲେ କଙ୍ଗନା: EaseMyTrip ଫାଉଣ୍ଡର ନୁହନ୍ତି ଅନ୍ୟ ଜଣଙ୍କୁ ପାଉଛି ଭଲ!…
ମୁମ୍ବାଇ,୨୪।୧ : କଙ୍ଗନା ରାନାୱତ ବିଷୟରେ କିଛି ଗୁଜବ ଶୁଣାଯାଉଛି। ହଠାତ ଅଭିନେତ୍ରୀଙ୍କ ପ୍ରେମ ଜୀବନ ଚର୍ଚ୍ଚାରେ ଆସିଛି। ତାଙ୍କ ନାମ କିଛି ବ୍ୟକ୍ତିଙ୍କ ସହ ଜଡିତ ଅଛି। ଯାହା ଉପରେ କଙ୍ଗନା ବର୍ତ୍ତମାନ ତାଙ୍କ ନୀରବତାକୁ ଭାଙ୍ଗି ଏକ ବଡ…
ଏୟାର ଇଣ୍ଡିଆକୁ ଝଟକା, ସୁରକ୍ଷା ନିୟମ ଉଲ୍ଲଂଘନ ଯୋଗୁ ୧.୧୦ କୋଟି ଜରିମାନା ଲଗାଇଲା ଡିଜିସିଏ
ନୂଆଦିଲ୍ଲୀ,୨୪।୧: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏୟାର ଇଣ୍ଡିଆ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିମାନ ସୁରକ୍ଷା ନିୟମ ଉଲ୍ଲଂଘନ କରିବା ମାମଲାରେ ଏୟାର ଇଣ୍ଡିଆ ଉପରେ ଡିଜିସିଏ ମଙ୍ଗଳବାର ୧.୧୦ କୋଟି ଟଙ୍କା ଜରିମାନା ଲଗାଇଛି। ଏୟାର…
୨୦୨୪ରେ କେମିତି ରହିବ ଦୁନିଆ? ୧୦୦ବର୍ଷ ପୂର୍ବେ ଏହି ଖବରକାଗଜ କରିଥିଲା ଭବିଷ୍ୟବାଣୀ, ସତ ହୋଇଛି…
ଅଟାଓ୍ବା,୨୪।୧: ଏବେ ନୁହେଁ ବହୁବର୍ଷ ଧରି ଭବିଷ୍ୟତକୁ ନେଇ ବିଭିନ୍ନ ଭବିଷ୍ୟବାଣୀ କରାଯାଇଆସୁଛି। ଏଥିରୁ କିଛି ସତ ହୋଇଥାଏ ତ କିଛି ମିଛ। ନିକଟରେ ୧୦୦ବର୍ଷ ପୂର୍ବର ଏକ ଖବରକାଗଜର ଏକ କଟିଙ୍ଗ ଆର୍ଟିକିଲ୍ ଭାଇରାଲ ହୋଇଛି ଯେଉଁଥିରେ ୨୦୨୪ର ଜୀବନପ୍ରଣାଳୀ,…
ଓଡ଼ିଆ ବିଶ୍ୱବିଦ୍ୟାଳୟର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୨୪।୧: ସତ୍ୟବାଦୀ ଠାରେ ଓଡ଼ିଆ ଭାଷାର ଏନ୍ତୁଡ଼ିଶାଳକୁ ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ରୂପରେ ଓଡ଼ିଶାବାସୀଙ୍କୁ ଭେଟିଦେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଶୁଭ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହାକୁ ଭର୍ଚୁଆଲରେ ରହି ଉଦ୍ଘାଟନ କରିଛନ୍ତି ।…
ଝାଡ଼ାବାନ୍ତିରେ ୧୦ ଆକ୍ରାନ୍ତ
କଟକ,୨୪।୧: କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ବାଉଁଶଟାଙ୍ଗର ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଗାଁର ୧୦ ଜଣରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି। ତେବେ କେଉଁ କାରଣ…
ଅଷ୍ଟ୍ରେଲିଆ ଦଳରେ ପରିବର୍ତ୍ତନ, ମିଚେଲ ମାର୍ଶ ସମ୍ଭାଳିବେ ଅଧିନାୟକତ୍ୱ
ଲଣ୍ଡନ,୨୪।୧: ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୧୪ ଜଣିଆ ଟିମ ଘୋଷଣା କରିଛି। ଦଳର ଅଧିନାୟକ ଭାବେ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପ୍ୟାଟ କମିନ୍ସଙ୍କ…
ଦୁଆରଶୁଣୀ ଘାଟିରେ ଓଲଟିଲା ଟ୍ରକ୍ : ୬ ମୃତ, ୧୦ ଗୁରୁତର
ବାରିପଦା,୨୪।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ଦୁଆରଶୁଣୀଘାଟିରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରାନୁଷ୍ଠାନର ଲାଇଟ ଓ ସାଉଣ୍ଡ ବକ୍ସ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ୬ ଜଣଙ୍କ…
ପରପାରିରେ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା
କଟକ,୨୪।୧: କଟକ ବଡ଼ ମେଡିକାଲର ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଭୁବନାନନ୍ଦ ମହାରଣା ମସ୍ତିଷ୍କାଘାତରେ ପୀଡିତ ହେବା ପରେ,ଏସସିବି ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲେ। ତାଙ୍କର…
Archives


