ରିଷଭଙ୍କ ଠାରୁ କୌଣସି କମ୍ ନୁହନ୍ତି ଯଶସ୍ବୀ
ନୂଆଦିଲ୍ଲୀ,୨୬।୧: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଯଶସ୍ବୀ ଜୟସ୍ବାଲ ୭୦ ଟି ବଲରେ ୭୬ରନ୍ର ଅପରାଜିତ ଇନିଂସ ଖେଳି ବିରୋଧୀ ଦଳକୁ ବ୍ୟାକଫୁଟରେ ରଖିଛନ୍ତି। ବିସ୍ଫୋରକ ଇନିଂସ ପରେ ଯଶସ୍ବୀଙ୍କୁ ରିଷଭ ପନ୍ତଙ୍କ ସହ ତୁଳନା କରାଯାଉଛି। ଭାରତର…
କାନାଡା ନିର୍ବାଚନରେ ଭାରତର ହସ୍ତକ୍ଷେପ, ତଦନ୍ତ ବ୍ୟାପକ କଲେ ଟ୍ରୁଡୋ
ନୂଆଦିଲ୍ଲୀ,୨୬।୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ଗତ କିଛି ମାସ ହେଲା ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ବିବାଦ ଲାଗିରହିଥିବାବେଳେ ୨୦୧୯ ଏବଂ ୨୦୨୧ରେ ହୋଇଥିବା କାନାଡା ସାଧାରଣ ନିର୍ବାଚନରେ ଭାରତ ହସ୍ତକ୍ଷେପ କରିଥିବା…
ଆମ ସମ୍ବିଧାନ, ଆମ କଥା
ଆଜି ୭୫ତମ ସାଧାରଣତନ୍ତ୍ର ଦିବସ। ପିଲାମାନେ ଏହି ଦିବସଟିକୁ ଭଲ ଭାବେ ଜାଣିଛ ଆଉ ଆମେ ସମସ୍ତେ ଏହି ଦିନଟିକୁ ବିଦ୍ୟାଳୟରେ ଭାବ ଗମ୍ଭୀର ଓ ବଳିଦାନକୁ ସ୍ମରଣ ପୂର୍ବକ ପାଳନ କରିଥାଉ। ଦୀର୍ଘ ଦୁଇଶହ ବର୍ଷର ଇଂରେଜ ଶାସନର ଉପତ୍ୀଡ଼ନ…
ଗଣତନ୍ତ୍ରର ମୂଲ୍ୟବୋଧ ଓ ଆଜିର ଗଣତନ୍ତ୍ର
ପରାଧୀନ ରାଷ୍ଟ୍ରଟି ସ୍ବାଧୀନ ହେବା ଏବଂ ଶାସନ ବ୍ୟବସ୍ଥାରେ ଭିତ୍ତିପ୍ରସ୍ତର ସ୍ଥାପନରେ ଯେଉଁମାନଙ୍କ ତ୍ୟାଗ ଓ ବଳିଦାନ ଆମକୁ ସ୍ବାଧୀନତାର ସ୍ବାଦ ଚଖାଇଛି ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ଶବ୍ଦକୋଷରେ ଶବ୍ଦର ଅଭାବ ପଡ଼ିବ। ସେହି ମହାମନୀଷୀମାନଙ୍କ ଅଦମ୍ୟ ସାହସ,…
କଳାକାର ସଂଘକୁ ମଜଭୁତ କରାଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୧(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍ଫରେନ୍ସ ଜରିଆରେ ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଲୋକକଳାକାରମାନଙ୍କ ଜରିଆରେ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) କାର୍ଯ୍ୟକ୍ରମ ଚାଲିବ। ଲୋକମାନେ ପାଇବେ ବିକାଶ ଓ ରୂପାନ୍ତରିତ…
ଜଷ୍ଟିସ୍ ଭରାଲେ ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଲେ
ନୂଆଦିଲ୍ଲୀ,୨୫।୧: କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ପି.ବି. ଭରାଲେ ଗୁରୁବାର ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତାଙ୍କ ଶପଥ ଗ୍ରହଣ ପରେ…
ବସନ୍ତ ପଣ୍ଡାଙ୍କୁ ଦାଦା ସାହେବ ଫାଲକେ ଆଇକନ ଆୱାର୍ଡ
ଭବାନୀପାଟଣା/ନୂଆପଡ଼ା,୨୫।୧(ଉତ୍ତମ କୁମାର ଦାଶ/ ମକାରୁ ବେମାଲ) କଳାହାଣ୍ଡି ଏମ୍ପି ବସନ୍ତ ପଣ୍ଡାଙ୍କୁ ଓଡ଼ିଶାର ବେଷ୍ଟ ଆଇକନ ଏମ୍ପି ଭାବେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ ପାଳିକା କେନ୍ଦ୍ରଠାରେ ଦାଦା ସାହେବ ଫାଲକେ ଆୱାର୍ଡ ଫିଲ୍ମ ଅନୁଷ୍ଠାନ ତଥା ଡିପିଆଇଏଏଫ୍ ଏନ୍ଜିଓ…
ପିକ୍ଅପ୍ ଭ୍ୟାନ୍-ବାଇକ୍ ଧକ୍କା: ବ୍ରିଜ୍ରୁ ୬୫ଫୁଟ ତଳକୁ ଖସି ପଡ଼ିଲେ ୨ ବାଇକ୍ ଆରୋହୀ
ସୋନପୁର,୨୫।୧(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ସହରର ଦକ୍ଷିଣ ଦିଗକୁ ଥିବା ତେଲନଦୀ ସେତୁ(ବ୍ରିଜ୍)ରେ ଗୁରୁବାର ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ବୌଦ୍ଧ ଜିଲା ମନମୁଣ୍ଡା ଥାନା ଦମାମୁଣ୍ଡା ଅଞ୍ଚଳର ସତ୍ୟ ରାଜହଂସ, ବରୁଣ ରାଜହଂସ ଓ ଅଶୋକ ରାଜହଂସ…
ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ଭୁବନେଶ୍ୱର,୨୫।୧(ଅନିଲଦାସ): ସାଧାରଣତନ୍ତ୍ର ଦିବସ ଅବ୍ୟହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଆମ ଦେଶ ମହାତ୍ମା ଗାନ୍ଧୀ, ସୁଭାଷଙ୍କ ଦେଶ। ସତ୍ୟ, ଶାନ୍ତି , ଅହିଂସା, ନ୍ୟାୟ…
ମା’ତାରିଣୀଙ୍କ ହୁଣ୍ଡିରୁ ମିଳିଲା ଲକ୍ଷଲକ୍ଷ ଟଙ୍କା ସହ ସୁନା
ଘଟଙ୍ଗା,୨୫ା୧(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡି ଗୁରୁବାର ଖୋଲାଯାଇ ଗଣତି ହୋଇଛି। ମନ୍ଦିର ବେଢ଼ା ଭିତର ଓ ବାହାର ମୋଟ ୧୩ଟି ହୁଣ୍ଡିରୁ ମୋଟ ୨୮ ଲକ୍ଷ ୨୧ ହଜାର ୭୬୭ ଟଙ୍କା, ୫୦ ଗ୍ରାମ…
୭୫ତମ ସାଧାରଣତନ୍ତ୍ର ଦିବସପାଳନ ପୂର୍ବରୁ ୧,୧୩୨ ପୋଲିସଙ୍କୁ ମିଳିଲା ବୀରତ୍ୱ, ସେବା ମେଡାଲ
ନୂଆଦିଲ୍ଲୀ,୨୫।୧: ଭାରତର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବ ସନ୍ଧ୍ୟାରେ ଦେଶର ୧,୧୩୨ ଜଣ ପୋଲିସ କର୍ମଚାରୀଙ୍କୁ ବିଭିନ୍ନ ବର୍ଗରେ ବୀରତ୍ୱ ଓ ସେବା ମେଡାଲରେ ସମ୍ମାନିତ କରାଯାଇଛି। ସେଥିରେ ୨୭୭ ବୀରତ୍ୱ ମେଡାଲ ରହିଛି। ପୋଲିସ କର୍ମଚାରୀଙ୍କ ସମେତ ଅଗ୍ନିଶମ…
ମାଓବାଦୀ-ଯବାନ ଛକାପଞ୍ଝା : ସୀମାନ୍ତରୁ ଜୀବନ୍ତ ଆଇଇଡ଼ି ଜବତ
ରାଉରକେଲା,୨୫।୧(ସଙ୍ଗୀତା ଜେନା): ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷାବଳ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ସପ୍ତାହକ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଜୀବନ୍ତ ଆଇଇଡ଼ି ଜବତ କରାଗଲାଣି। ଏହି କ୍ରମରେ ବୁଧବାର ଅପରାହ୍ନରେ ଟୋଣ୍ଟୋ ଥାନା ଗ୍ରାମ ତୁମ୍ବାହାକା ନିକଟ…
Archives


