Home Left

ଅଯୋଧ୍ୟାରେ ଧାର୍ମିକ ପର୍ଯ୍ୟଟନ ବୃଦ୍ଧି ହେତୁ ୨ ଲକ୍ଷ ଲୋକ ପାଇବେ ରୋଜଗାର

ଅଯୋଧ୍ୟା,୨୬।୧: ଅଯୋଧ୍ୟାରେ ୨୨ ଜାନୁଆରୀରେ ପ୍ରଭୁ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି। ପ୍ରାଣ ପ୍ରତିଷ୍ଠା ସମାରୋହରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ, ଏହା ପରେ ମନ୍ଦିରରେ ଦର୍ଶନ କରିବା ପାଇଁ ଲୋକଙ୍କ ଏକ ବିରାଟ ଧାଡି ରହିଛି। ଏକ…

ବିଶ୍ୱକପ୍‌ରେ ଭାରତର ଜଲଓ୍ବା ଜାରି

ନୂଆଦିଲ୍ଲୀ,୨୬।୧: ଅଣ୍ଡର-୧୯ ବିଶ୍ୱକପ ୨୦୨୪ରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଏଥର ଟିମ ଇଣ୍ଡିଆ ୨୦୧ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଏକ ଶତକ ହାସଲ କରିଥିବା ମୁଶିର ଖାନ ଏବଂ ୪ ଉଇକେଟ ନେଇଥିବା ନମନ ତିୱାରୀ…

ଜୋ ରୁଟ ‘ଆଉଟ’ ସତ୍ତ୍ୱେ ହେଲେ ‘ନଟ୍‌ଆଉଟ୍‌’: DRSକୁ ନେଇ ଉଠିଲା ବିବାଦ

ନୂଆଦିଲ୍ଲୀ,୨୬।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍‌ର ପ୍ରଥମ ଦିନ ଶେଷ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ଏକ ଦୃଢ ସ୍ଥିତିରେ ରହିଥିଲା। ମ୍ୟାଚ୍‌ରେ…

କଳିଙ୍ଗ ସୁପର୍‌ କପ୍‌: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜିତି ଫାଇନାଲ୍‌ରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୨୫ା୧(ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଳିଙ୍ଗ ସୁପର୍‌ କପ୍‌ ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଗୁରୁବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସିକୁ ୧-୦ରେ ପରାସ୍ତ କରି କ୍ରମାଗତ ସଂସ୍କରଣର ଫାଇନାଲରେ ପ୍ରବେଶ…

ଲିଙ୍ଗଗତ ଅସମାନତା ଦୂର ପାଇଁ ବେଦାନ୍ତର ପ୍ରୟାସ

ଭୁବନେଶ୍ୱର,୨୬।୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ୟୁନିଟ୍‌ଗୁଡ଼ିକରେ ମଧ୍ୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଭାରତର ବୃହତ୍‌ ଆଲୁମିନିୟମ…

ବାଲେଶ୍ୱରରେ ଭୋଲ୍ଟାସ୍‌ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ, ରାଜ୍ୟରେ ୧୯ତମ ଏବଂ ଦେଶରେ ୩୦୦ରୁ ଅଧିକ

ଭୁବନେଶ୍ୱର,୨୬।୧: ଦେଶର ୧ ନମ୍ବର ଏୟାର କଣ୍ଡିସନର (ଏସି) କମ୍ପାନୀ ତଥା ଟାଟା ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଭୋଲ୍ଟାସ୍‌ ଲିମିଟେଡ୍‌ର ପ୍ରିମିୟମ ଆଉଟ୍‌ଲେଟ୍‌ ‘ଭୋଲ୍ଟାସ୍‌ ବ୍ରାଣ୍ଡ୍‌ ଶପ୍‌’ ଗୁରୁବାର ବାଲେଶ୍ୱରର ବି.ସି.ସେନ୍‌ ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର…

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧: ଆଜି ସାରା ଦେଶରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ସାଧାରଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ ଦେଖାଦେଇଛି। ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଭାରତୀୟ ସେନା ଶୌର୍ଯ୍ୟ, ସାମର୍ଥ ଏବଂ ବୀରତ୍ୱ ପ୍ରଦର୍ଶନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଭଦ୍ରକରେ ତନିସ୍କର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୬।୧: (ଅଭୟ ଦାଶ) ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଟାଟା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ (ଅଳଙ୍କାର ରିଟେଲ ଚେନ୍‌) ‘ତନିସ୍କ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଗୁରୁବାର ଭଦ୍ରକର ଛାପୁଲିଆ ବାଇପାସ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ତନିସ୍କର ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ…

ଏସ୍‌ବିଆଇ ମୋବାଇଲ ମେଡିକାଲ ୟୁନିଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୬।୧: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ସାମାଜିକ ପ୍ରତିଷ୍ଠାନ ଷ୍ଟେଟ୍‌ ବ୍ୟାଙ୍କ ଫାଉଣ୍ଡେଶନ ପକ୍ଷରୁ ଏକ ମୋବାଇଲ ମେଡିକାଲ ୟୁନିଟ୍‌ ‘ଏସ୍‌ବିଆଇ ସଞ୍ଜୀବନୀ’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟେଟ୍‌ ବ୍ୟାଙ୍କ ଫାଉଣ୍ଡେଶନର…

ସୋସିଆଲ ମିଡିଆରେ ବଢୁଛି ନକଲି ଲୋନ୍‌ ଆପ୍‌, ଆସିପାରେ କଡ଼ା ନିୟମ

ଭୁବନେଶ୍ୱର,୨୬।୧:(ଅନୁରାଧା ମହାରଣା) ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ନକଲି ଲୋନ୍‌ ଆପ୍‌ ଖୋଲି ଲୋକଙ୍କୁ ଠକୁଥିବା ଅପରାଧୀଙ୍କ ପାଇଁ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ସାଇବର ଅପରାଧୀମାନେ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ ପରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବ୍ୟବହାର…

ବଜାରରେ ଅଲ୍‌ ନ୍ୟୁ ଜାଓ୍ବା ୩୫୦

ଭୁବନେଶ୍ୱର,୨୬।୧: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ଜାଓ୍ବା ମୋଟ (ଜାଓ୍ବା ୟେଜ୍‌ଦି ମୋଟସାଇକେଲ) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଜାଓ୍ବା ୩୫୦’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ‘ମୁରଲୀ…

ଏଲ୍‌ଜି ଇଣ୍ଡିଆର ସ୍ବତନ୍ତ୍ର ଅଭିଯାନ, ଏକ୍ସକ୍ଲୁସିଭ ରିପବ୍ଲିକ ଡେ ଅଫର

ନୂଆଦିଲ୍ଲୀ,୨୬।୧: ଦେଶର ଅଗ୍ରଣୀ ଘରୋଇ କମ୍ପାନୀ ତଥା ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ (ଏଲ୍‌ଜି ଇଲେକ୍ଟ୍ରୋନିକ୍ସ)ର ୨୬ତମ ପୂର୍ତ୍ତି ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଜି ଇଣ୍ଡିଆ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘୨୬ ଇୟର୍ସ ଅଫ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri