Home Left

ପ୍ୟାଟ କମିନ୍ସଙ୍କୁ ଆଇସିସି କ୍ରିକେଟର ଅଫ ଦ ଇୟର: ବୋଲିଂ, ଅଧିନାୟକତ୍ୱ ବଳରେ ଅଷ୍ଟ୍ରେଲିଆକୁ କରାଇଥିଲେ ବିଶ୍ୱ ବିଜେତା

ସିଡ଼ନୀ,୨୫।୧: ଆଇସିସି କ୍ରିକେଟର ଅଫ ଦ ଇୟର ଜିତିବାରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ସଫଳ ହୋଇଛନ୍ତି। ୨୦୨୩ରେ ବୋଲିଂ ଏବଂ ଅଧିନାୟକତ୍ୱ ସହିତ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଆଇସିସି ଦ୍ୱାରା ପ୍ୟାଟ କମିନ୍ସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କମିନ୍ସଙ୍କ…

ଟଳିଲା ବଡ ବିପଦ, ପଣ୍ଡ ହେଲା ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ,୨୫।୧: ଜମ୍ମୁ-କଶ୍ମୀରର ପୁଲୱାମା ଜିଲାର ବାଡିବାଗ-ପାହୁରେ ଏକ ବିସ୍ଫୋରକ ଉପକରଣ ମିଳିଛି। ହେଲେ ବିସ୍ଫୋରଣ ପୂର୍ବରୁ ଏହାକୁ ନିଷ୍କ୍ରିୟ କରାଯାଇଛି । ଭାରତୀୟ ସେନାର ବୋମା ନିଷ୍କ୍ରିୟକାରୀ ସ୍ବାଡ ଏହାକୁ ନିଷ୍କ୍ରିୟ କରିଛି। କୁହାଯାଉଛି ଯେ ଆତଙ୍କବାଦୀମାନେ ଏହାକୁ ଏକ ସ୍ବତନ୍ତ୍ର…

୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ଜାଲ ବିଛାଇ ରେଡ୍ ହ୍ୟାଣ୍ଡେଡ ଧରିଲା ସିବିଆଇ

ସୁନ୍ଦରଗଡ଼,୨୫ା୧: ଗୁରୁବାର ରାଉରକେଲାରେ ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲା ବେଳେ ବରିଷ୍ଠ ବସ୍ତୁ ଓ ସେବା କର (ଜିଏସଟି) ଅଧିକାରୀଙ୍କୁ ରେଡ୍ ହ୍ୟାଣ୍ଡେଡ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଅମର କାନ୍ତ କୁମାର ନାମକ ଅଧିକାରୀଙ୍କୁ ସିବିଆଇ ଗିରଫ କରିଥିବା…

ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖରେ ତୁଷାରପାତ, ବର୍ଷା ସମ୍ଭାବନା: ଏହି ସବୁ ରାଜ୍ୟକୁ ସତର୍କ କଲା ଆଇଏମ୍‌ଡି

ନୂଆଦିଲ୍ଲୀା,୨୫।୧: ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏପରିକି ବୁଧବାର ରାତିରେ ହାଲୁକା ବର୍ଷା ହେବାରୁ ଥଣ୍ଡା ଆହୁରି ବଢିଯାଇଛି। ଆଇଏମ୍‌ଡି ସୂଚନା ମୁତାବକ, ଜାନୁଆରୀ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ହିମାଳୟ ନିକଟବର୍ତ୍ତୀ ହିମାଚଳ…

ଦୁଇ ଦିନ ପାଇଁ ବନ୍ଦ ହେଲା ଭାରତ ଯୋଡୋ ଯାତ୍ରା, ଦିଲ୍ଲୀ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ,୨୫।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରାରୁ ଦୁଇ ଦିନ ବିରତି ନେବା ପରେ ଗୁରୁବାର (ଜାନୁଆରୀ ୨୫) ଦିଲ୍ଲୀରେ ପହଞ୍ଚିଛନ୍ତି। ଶୁକ୍ରବାର (ଜାନୁଆରୀ ୨୬) ଏବଂ ଶନିବାର (ଜାନୁୟାରୀ ୨୭) ରେ ଦୁଇ ଦିନିଆ ବିରତି…

ନୀତୀଶଙ୍କ ସବୁ କାର୍ଯ୍ୟକ୍ରମ ବାତିଲ, ରାଜନୀତିରେ ହଇଚଇ

ପାଟନା,୨୫।୧: ଏବେ ବିହାରରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଇଣ୍ଡି ଆଲାଇନ୍ସ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାର୍ଟି ଜେଡିୟୁ ଏହାର ଏକ ଅଂଶ ହୋଇ ରହିବ କି ନାହିଁ ତାହା ଉପରେ ସନ୍ଦେହ ଘନୀଭୂତ ହୋଇଛି। ଏହାର କାରଣ ହେଉଛି…

ବିରାଟ କୋହଲି ଆଇସିସି ଦିନିକିଆ କ୍ରିକେଟର ଅଫ ଦି ଇୟର ୨୦୨୩, ପଛରେ ପଡ଼ିଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୨୫ା୧: ଭାରତର ତାରକା ବ୍ୟାଟର ବିରାଟ କୋହଲି ଚତୁର୍ଥ ଥର ପାଇଁ ଆଇସିସି ପୁରୁଷ ଦିନିକିଆ କ୍ରିକେଟର ଅଫ ଦି ଇୟର ପୁରସ୍କାର ଜିତିଛନ୍ତି। ରେସରେ ଥିବା ଅନ୍ୟତମ ଭାରତୀୟ ବ୍ୟାଟର ଶୁଭମନ ଗିଲ୍ ଏବଂ ମହମ୍ମଦ ଶାମୀଙ୍କୁ ପଛରେ ପକାଇ…

IND vs ENG: ବଦଳି ଗଲା ଟିମ୍‌ ଇଣ୍ଡିଆ, ୧୨ ବର୍ଷ ପରେ ପ୍ରଥମ ଥର ଲାଗି ଦେଖିବାକୁ ମିଳିଲା ଏଭଳି ଦୃଶ୍ୟ

ହାଇଦ୍ରାବାଦ,୨୫।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ବହୁ ପ୍ରତିକ୍ଷିତ ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ପ୍ରାୟ ୧୨ ବର୍ଷ ଧରି ଦେଖିବାକୁ…

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଜୟପୁର ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୨୪।୧: ଦୁଇ ଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଜୟପୁରରେ ପହଞ୍ଚିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏବଂ ରାଜ୍ୟପାଳ କଲରାଜ ମିଶ୍ର ତାଙ୍କୁ ସ୍ବାଗତ କରିଥିଲେ। ମାକ୍ରୋନ ମୁଖ୍ୟ ଅତିଥି ଭାବରେ ଗଣତନ୍ତ୍ର ଦିବସ…

ୟୁପିଏସ୍‌ସିର ନୂଆ ନିଯୁକ୍ତି: ୧୦ମ ପାସ୍‌ କରିଥିଲେ କରିପାରିବେ ଆବେଦନ, ମାସକୁ ମିଳିବ ୬୦ହଜାର

ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି ) ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ୟୁପିଏସ୍‌ସିର ଏହି ବିଜ୍ଞପ୍ତିରେ ଡ୍ରାଇଭର ପଦ ପାଇଁ ରହିଛି। ଷ୍ଟାଫ କାର୍‌ ଡ୍ରାଇଭର (ଅଡିନାରୀ ଗ୍ରେଡ) ଜେନେରାଲ ସେଣ୍ଟ୍ରାଲ ସର୍ଭିସ, ଗ୍ରୁପ-ବି, ଅଣ-ଗେଜେଟେଡ,…

ଜୋମାଟୋ ପାଇଲା ଆରବିଆଇ ଅନୁମତି, ଏବେ phonepe, paytm ଭଳି ସଂସ୍ଥାଙ୍କୁ ଦେବ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୫ା୧: ଅନଲାଇନ୍ ଫୁଡ୍ ଡେଲିଭରି ସଂସ୍ଥା ଜୋମାଟୋ ଗୁରୁବାର ଦିନ ଘୋଷଣା କରିଛି ଯେ ଏହା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଠାରୁ ‘ଅନଲାଇନ୍ ପେମେଣ୍ଟ ଏଗ୍ରିଗେଟର୍’ ଭାବରେ କାର୍ଯ୍ୟ କରିବା ପାଇଁ ଅନୁମତି ପାଇଛି। ଆରବିଆଇ ଗାଇଡଲାଇନ ଅନୁଯାୟୀ ଜୋମାଟୋର…

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପରିଣୀତି

‘ମୁମ୍ବାଇ: ‘ଲେଡିଜ ଭର୍ସେସ୍‌ ରିକି ବେହଲ’ ସହିତ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି ଫିଲ୍ମ ଜଗତରୁ ଦୂରରେ ରହିଛନ୍ତି। କିଛିଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଅଭିନେତ୍ରୀ ରାଘବ ଚଢ଼ାଙ୍କୁ ବିବାହ କରିବା ପରେ ଖୁବ୍‌ଶୀଘ୍ର ରାଜନୀତିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri