Home Left

ନିଜ ପୋଷା କୁକୁର-ବିଲେଇଙ୍କ ନାମରେ ୨୩ କୋଟିର ସମ୍ପତ୍ତି କରିଦେଲେ ବୃଦ୍ଧା, କାରଣ ଜାଣିଲେ ହେବେ ଚକିତ…

ଘରର ବୃଦ୍ଧବୃଦ୍ଧା ନିଜର ସମ୍ପତ୍ତି ନିଜର ପରିବାର ନାମରେ କରିଥାନ୍ତି। କେହି କେହି ନିଜର ସମ୍ପତ୍ତି ନାତି ନାତୁଣୀଙ୍କ ନାମରେ କରିଦେଇଥାନ୍ତି। ହେଲେ କେବେ ଶୁଣିଛନ୍ତି କି କୌଣସି ବ୍ୟକ୍ତି ନିଜର ସମ୍ପତ୍ତି ପାଳିତ ପଶୁଙ୍କ ନାମରେ କରିଛନ୍ତି। ହୁଏତ ନା।…

ଏହି ଦେଶରୁ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ, ହେଲା ଭବିଷ୍ୟବାଣୀ

ରୁଷିଆ-ୟୁକ୍ରେନ, ଇସ୍ରାଏଲ-ହମାସ୍‌ ଯୁଦ୍ଧ ପରେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନାକୁ ନେଇ ଭୟ ସୃଷ୍ଟି ହେଲାଣି। ଲୋକମାନେ ବିଶ୍ୱାସ କରୁଛନ୍ତି ଯେ, ଆଉ ଏକ ବିଶ୍ୱଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦୁନିଆରେ ସର୍ବଶକ୍ତିମାନ ବୋଲି ବିବେଚନା କରାଯାଉଥିବା…

ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତୀଶ, ସନ୍ଧ୍ୟାରେ ଭେଟିବେ ରାଜ୍ୟପାଳଙ୍କୁ

ପାଟନା,୨୭।୧: ବିହାରରେ ଦ୍ରୁତ ଗତିରେ ବଦଳୁଥିବା ରାଜନନୈତିକ ସମିକରଣ ମଧ୍ୟରେ ଖବର ଅଛି ଯେ ଆସନ୍ତାକାଲି ଅର୍ଥାତ୍‌ ରବିବାର ଅପରାହ୍ନ ୩ ଟାରେ ଭାଜପା-ଜେଡିୟୁର ନୂତନ ମିଳିତ ସରକାର ଶପଥ ଗ୍ରହଣ କରିବେ। ଏହି ସୂଚନା ପ୍ରଦାନ କରୁଥିବାବେଳେ ସୂତ୍ରରୁ ପ୍ରକାଶ…

ରବିବାର ସକାଳ ୧୦ଟାରେ ଇସ୍ତଫା ଦେବେ ନୀତୀଶ, ଅପରାହ୍ନରେ ନେବେ ଶପଥ-ରିପୋର୍ଟ

ପାଟନା,୨୭।୧: ବିହାର ରାଜନୀତି ସହ ଜଡ଼ିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳ ୧୦ଟାରେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେବେ। ଏହାପରେ ଏନ୍‌ଡିଏ ସହ ମେଣ୍ଟ କରି ପୁଣିଥରେ ସେ ଅପରାହ୍ନ ୪ଟାରେ…

ଅଷ୍ଟ୍ରେଲିଆକୁ ମିଳିଲା ନୂଆ ଡେଭିଡ ୱାର୍ନର

ସିଡ଼ନୀ,୨୭।୧: ନିକଟରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର ଡେଭିଡ ୱାର୍ନର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଡେଭିଡ ୱାର୍ନରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଉଜ୍ଜ୍ୱଳ ଥିଲା ବର୍ତ୍ତମାନ ପ୍ରଶ୍ନ ହେଉଛ ୱାର୍ନରଙ୍କୁ ସ୍ଥାନ କିଏ ନେବ। ଆଇସିସି ଏହି ପ୍ରଶ୍ନର ଉତ୍ତର ଦେଇଛି।…

ଏଠି ହନୁମାନ ହେଉଛନ୍ତି ଡାକ୍ତର, ଚୁଟ୍‌କିରେ କ୍ୟାନସରକୁ କରୁଛନ୍ତି ଭଲ

ଭିଣ୍ଡ,୨୭।୧: ଦେଶର ଅନେକ ସ୍ଥାନରେ ମହାବୀର ହନୁମାନଙ୍କ ମନ୍ଦିର ରହିଛି। ହନୁମାନଙ୍କୁ ଶକ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ। ନାଁ ଧରିଦେଲେ ସବୁ ଡର ଛାଏଁ ପଳାଏ। ଦୁଷ୍ଟଶତ୍ରୁ ହେଉ କି ଭୂତ ପିଶାଚ ଆସୁରିକ ପ୍ରବୃତ୍ତି କେହି ବି ହନୁମାନଙ୍କ…

ନିର୍ବାଚନ ପୂର୍ବରୁ ୟୁପି, ଉତ୍ତରାଖଣ୍ଡରେ ନୂଆ ପ୍ରଭାରୀ ଘୋଷଣା କଲା ଭାଜପା

ନୂଆଦିଲ୍ଳୀ,୨୭।୧: ଆସନ୍ତା ଲୋକ ସଭା ନିର୍ବାଚନ ପୂର୍ବରୁ ଶନିବାର ଭାଜପା ୨୩ଟି ରାଜ୍ୟର ନୂଆ ପ୍ରଭାରୀ ନାମ ଘୋଷଣା କରିଛି। ଏହାର ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ନୂତନ ପ୍ରଭାରୀ ନାମ ଘୋଷଣା କରାଯାଇଛି।…

ବିଦେଶରେ ‘ଡଙ୍କି’ କ୍ରେଜ୍‌: ବ୍ରିଟେନ ସଂସଦରେ ହେବ ସ୍ପେଶାଲ ସ୍କ୍ରିନିଂ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ଫିଲ୍ମ ‘ପଠାନ’, ‘ଜୱାନ’ ଏବଂ ‘ଡଙ୍କି’ବକ୍ସ ଅଫିସ ରେକର୍ଡ ଭାଙ୍ଗିଛି। ୨୦୨୩ରେ ବକ୍ସ ଅଫିସରେ ରାଜ୍‌ କରିଛି ଏହି ଫିଲ୍ମ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଡଙ୍କି ୨୧ ଡିସେମ୍ବରରେ ସବୁ ଫିଲ୍ମ ହଲ୍‌ରେ ରିଲିଜ୍‌…

ଯୋଗମୁଦ୍ରାରେ ଶିକାର କରେ ଥ୍ରେସର ସାର୍କ, ପାଣି ଭିତରେ କରେ ଅଦ୍ଭୁତ ପ୍ରଦର୍ଶନ

ଯଦିଓ ବିଜ୍ଞାନ ଦ୍ୱାରା ଅନେକ ଜିନିଷର ରହସ୍ୟ ଉନ୍ମୋଚନ ହୋଇଛି ଯାହା ଏକଦା ଅସମ୍ଭବ ମନେ ହେଉଥିଲା। ତଥାପି ଏବେବି କିଛି ରହସ୍ୟ ଘେରରେ ଅଛି ଯାହା ଏପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ। ବିଶେଷକରି ଯଦି ଆମେ ସମୁଦ୍ରରେ ବସବାସ କରୁଥିବା…

ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପୁଣି ସମନ ପଠାଇଲା ଇଡି

ରାଞ୍ଚି,୨୭।୧: ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛି। ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ସେ ୨୯ କିମ୍ବା ୩୧ଜାନୁଆରୀ ତାରିଖ ଦେବାକୁ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ କହିଛି। ସୂଚନାନୁସାରେ,…

ମାରଣାସ୍ତ୍ର ଦେଖାଇ ନେଇଗଲେ ଟଙ୍କା, ସୁନା ଅଳଙ୍କାର

ପୁରୀ,୨୭।୧: ପୁରୀ ଜିଲା ଅସ୍ତରଙ୍ଗ ଆଳସାହିରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଘର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇ ଟଙ୍କା ଓ…

କେଜରିଓ୍ବାଲଙ୍କ ବଡ଼ ଅଭିଯୋଗ: ୭ ଏଏପି ନେତାଙ୍କୁ ୨୫ କୋଟିରେ କିଣିବାକୁ ଚେଷ୍ଟା କରୁଛି ଭାଜପା

ନୂଆଦିଲ୍ଲୀ,୨୭।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶନିବାର ଭାଜପା ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଭାଜପା ତାଙ୍କ ଦଳର ୭ଜଣ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏଏପି ବିଧାୟକଙ୍କୁ ଦଳ ପରିବର୍ତ୍ତନ କରିବାକୁ ଭାଜପା ୨୫ କୋଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri