Home Left

ଟ୍ରମ୍ପଙ୍କୁ ଝଟକା, ମାନହାନି ମାମଲାରେ ଦେବାକୁ ପଡିବ ୮୩ ମିଲିୟନ ଡଲାରର କ୍ଷତିପୂରଣ

ଓ୍ବାଶିଂଟନ୍‌,୨୭।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କୁ ବର୍ତ୍ତମାନ ଲେଥିକା ଇ ଜିନ କାରୋଲଙ୍କ ବଳାତ୍କାର ଏବଂ ମାନହାନି ମାମଲାରେ ୮୩.୩ ନିୟୁତ ଡଲାରର କ୍ଷତିପୂରଣ ଦେବାକୁ ପଡିବ। ପ୍ରକୃତରେ ଟ୍ରମ୍ପ ଗୁରୁବାର ନ୍ୟୁୟର୍କ ଫେଡେରାଲ…

୯ଟାରୁ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ମା’ ସମଲେଶ୍ୱରୀଙ୍କ ଦର୍ଶନ

ସମ୍ବଲପୁର,୨୭ା୧(ବି.ଶଙ୍କର): ବହୁ ପ୍ରତିକ୍ଷିତ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଉନ୍ମୋଚନ କରିବେ। ଏନେଇ ସକାଳ ୯ଟାରୁ ହୋମ…

ପଡିଆରେ ଖେଳୁଥିଲା ବଲ, ବ୍ୟାଟସ ମ୍ୟାନ ନେଳେ ୩ ରନ, ପ୍ୟାଟ କମିନ୍ସ ବି ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୭।୧: ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି କିଛି ଭିଡିଓ ମିଳିଥାଏ ଯାହାକୁ ଦେଖିବାକୁ ଆମେ ବାଧ୍ୟ ହୋଇଥାଉ। ଏହିପରି କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିପାରେ, ଯାହାକୁ ଆପଣ ବାରମ୍ବାର ଦେଖିପାରନ୍ତି। ଏହା ବ୍ୟତୀତ ପଡ଼ିଆରେ ଖେଳ ସମୟରେ ଖେଳାଳିଙ୍କ…

୨ଜଣଙ୍କୁ ଦଳି ମାରିଦେଲା ଦନ୍ତା

ଦେବଗଡ଼,୨୭।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନ ଟିପିରିସିଙ୍ଗା ଗ୍ରାମରେ ଏକ ଅଘଟଣ। ଏକ ଦନ୍ତା ହାତୀ ଘର ଭାଙ୍ଗି ୨ଜଣଙ୍କୁ ଦଳି ଦେଇଛି। ମୃତକ ଦ୍ୱୟ ହେଲେ ସୁରୁବାଲି କିଷାନ ଏବଂ ଖଇରି କିଷାନ। ମିଳିଥିବା ସୂଚନା…

ଇତିହାସ ରଚିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୭।୧: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ ମାଧ୍ୟମରେ ରୋହିତ ଶର୍ମା ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ରୋହିତ ଶର୍ମା ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋରର…

ଶେଷ ହେଲା ମରାଠା ସଂରକ୍ଷଣ ଆନ୍ଦୋଳନ, ମନୋଜ ଜାରଙ୍ଗେ ଆଜି ଭାଙ୍ଗିବେ ଆନ୍ଦୋଳନ

ମୁମ୍ବାଇ,୨୭।୧: ମରାଠା ଆନ୍ଦୋଳନ ପୁଣି ଥରେ ମହାରାଷ୍ଟ୍ରରେ ଆଲୋଚନା ପରିସରକୁ ଆସିଛି। ତେବେ ଶୁକ୍ରବାର ରାତିରେ ଏହି ଆନ୍ଦୋଳନର ଏକ ନୂଆ ମୋଡ଼ ଆସିଛି। ମହାରାଷ୍ଟ୍ର ସରକାରୀ ପ୍ରତିନିଧି ଏବଂ ମରାଠା ଆନ୍ଦୋଳନର ନେତୃତ୍ୱ ନେଉଥିବା ମନୋଜ ଜାରଙ୍ଗେ ପାଟିଲଙ୍କ ମଧ୍ୟରେ…

ଜଣେ ଜଣଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ଦୁଇ ବିଚାରପତି, ଏବେ ମାମଲା ସମାଧାନ କରିବେ ସୁପ୍ରିମକୋର୍ଟ

କୋଲକାତା,୨୭।୧: କୋଲକାତା ହାଇକୋର୍ଟର ବିଚାରପତି ଅଭିଜିତ ଗାଙ୍ଗୋପାଧ୍ୟାୟଙ୍କ ସହକର୍ମୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ସ୍ବତଃ ଜ୍ଞାନ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟ ଶନିବାର ଏକ ସ୍ବତନ୍ତ୍ର ଶୁଣାଣି କରିବେ। ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ସମେତ ସୁପ୍ରିମକୋର୍ଟର ପାଞ୍ଚଜଣ…

ବିହାର ରାଜନୀତିରେ ହଟଚମଟ ପରେ କଂଗ୍ରେସର ହଜିଲା ନିଦ! ୧୩ ବିଧାୟକଙ୍କ ଫୋନ ବନ୍ଦ

ପାଟନା,୨୭।୧: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଶନିବାରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏଠାରେ ଜନତା ଦଳ (ୟୁନାଇଟେଡ) ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଭାଜପା ନେତୃତ୍ୱାଧୀନ ଏନଡିଏରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଜୋର…

ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଛାତ୍ରୀଙ୍କ ଜୀବନ

ନୟାଗଡ଼,୨୭।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପିକ୍‌ନିକ୍‌ ଯାଉଥିବା ବସ୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ୩ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଛାତ୍ର ଗୁରୁତର ଥିବା ଜଣାପଡିଛି।…

ବସ୍‌ ଭିତରେ ଯୁବତୀଙ୍କ ମଥାରେ ଜୋରଜବରଦସ୍ତ ସିନ୍ଦୂର ବୋଳିଲେ ପ୍ରେମିକ

ଭବାନୀପାଟଣା,୨୭।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାରେ ଫିଲ୍ମ ଷ୍ଟାଇଲରେ ପ୍ରେମ ନିବେଦନ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବସ ଭିତରେ ଜଣେ ଯୁବତୀଙ୍କ ମଥାକୁ ମୁହଁକୁ ସିନ୍ଦୂର ବୋଳିବା ମହଙ୍ଗା ପଡିଛି ଜଣେ ପ୍ରେମିକଙ୍କୁ। ଶେଷରେ ପୋଲିସ ଦ୍ୱାରା…

ସବୁଠୁ ଭଲ ସ୍ବାମୀ ହୋଇଥାନ୍ତି ଏସବୁ ରାଶିରେ ଜନ୍ମିତ ଯୁବକ,ସ୍ତ୍ରୀଙ୍କୁ କରିଥାନ୍ତି ବହୁତ ପ୍ରେମ

ସବୁ ଝିଅ ଚାହାନ୍ତି ଏଭଳି ଜଣେ ପାର୍ଟନର ମିଳୁ ଯିଏ ତାଙ୍କୁ ବହୁତ ପ୍ରେମ କରୁ, ଯିଏ ତାର ଛୋଟରୁ ବଡ଼ ଆବଶ୍ୟକତାର ଯତ୍ନ ନେଉ। ହେଲେ ଭାଗ୍ୟବତୀ ଯୁବତୀଙ୍କୁ ଏଭଳି ଜୀବନସାଥୀ ମିଳିଥାଏ। ଜ୍ୟୋତିଷଶାସ୍ତ୍ରରେ ଏଭଳି କିଛି ରାଶି ବିଷୟରେ…

ଜାତୀୟ ପୁରସ୍କାର ପରେ ଏବେ କ୍ରିତିଙ୍କୁ ମିଳିଲା ଆଉ ଏକ ସମ୍ମାନ, ଜାଣନ୍ତୁ…

ବମ୍ବେ: ଖୁବ୍‌ କମ୍‌ ସମୟରେ ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି ଅଭିନେତ୍ରୀ କ୍ରିତି ସେନନ୍‌। ଗତ ବର୍ଷ ତାଙ୍କୁ ଚଳଚ୍ଚିତ୍ର ‘ମିମି’ ଲାଗି ଜାତୀୟ ପୁରସ୍କାର ମିଳିଥିଲା। ଏବେ ଅଭିନେତ୍ରୀଙ୍କୁ ବର୍ଷ ଆରମ୍ଭରୁ ଆଉ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri