ଏମର୍ଜେନ୍ସି ଫଣ୍ଡ
ଟଙ୍କା! ସୁଖରେ ହେଉ ଅବା ଦୁଃଖରେ, ପ୍ରତ୍ୟେକ ମଣିଷର ଟଙ୍କା ଏମିତି ଏକ ସାଥୀ ଯାହା ବିନା ଗୋଟିଏ ଦିନ ପରିକଳ୍ପନା କରିବା କଷ୍ଟ। କେତେବେଳେ ଅଧିକ ଟଙ୍କା ଧନୀ ପାଇଁ ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟର ପ୍ରତୀକ ତ କେବେ ଅଳ୍ପ…
ପରିଚୟ ଦେଇଛି ଖବରକାଗଜ: ଏମାନେ କେବଳ ପଢନ୍ତି ନାହିଁ, ସାଇତି ରଖିବାରେ ରହିଛି ରୁଚି
ଖବରକାଗଜ ହେଉଛି ସମାଜର ଦର୍ପଣ। ତେଣୁ ଖବରକାଗଜକୁ ଊଣା ଅଧିକେ ପ୍ରାୟ ସମସ୍ତେ ପଢନ୍ତି। ଅନେକଙ୍କର ଖବରକାଗଜ ପଢା ବିନା ଦିନ ଆରମ୍ଭ ହୋଇନ ଥାଏ। କିନ୍ତୁ ଏମିତି ବି କେତେଜଣ ଅଛନ୍ତି ଯେଉଁମାନେ ଖବରକାଗଜ କେବଳ ପଢନ୍ତି ନାହିଁ, ତାକୁ…
ଟ୍ରାଫିକ୍ ଜାମ୍ରେ ଫସିଲେ କନ୍ୟା, ଏଥିରୁ ମୁକୁଳିବା ପାଇଁ ବାଛିଲେ ଏମିତି ରାସ୍ତା, ଭିଡିଓ ଦେଖିଲେ…
ଆମେ ପ୍ରତିଦିନ ଟ୍ରାଫିକ୍ ଜାମ୍ ସମସ୍ୟାର ସମ୍ମୁଖୀନ ହେଉ। କିନ୍ତୁ ଯଦି ଏକ ନିର୍ଦ୍ଦିଷ୍ଟ ଦିନରେ ଆପଣ ଟ୍ରାଫିକ୍ରେ ଫସି ଯାଆନ୍ତି, ତେବେ ସମସ୍ତ ଖୁସି ପାଣି ଫାଟିଯାଏ। ଏଥି ସହିତ ଯଦି ଏହା ଜୀବନର ସବୁଠାରୁ ବିଶେଷ ଦିନ ଅଟେ,…
ମହେଶ୍ୱରଙ୍କ ପରେ ଶୂନ୍ୟସ୍ଥାନ
ପୁରୀ ୨୮।୧( ଅଜିତ୍ ମହାନ୍ତି): ସାଧାରଣ ନିର୍ବାଚନକୁ ମାସ କେଇଟା ଅଛି। ପୁରୀ ଜିଲାରେ ଥିବା ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ୪ଟିରେ ଜିତିଥିବା ବେଳେ ଭାଜପା ଦୁଇଟି ଅକ୍ତିଆର କରିଥିଲା। ଏଥିମଧ୍ୟରୁ ପୁରୀ ସଦର…
ଭାଜପା ରାଜ୍ୟ ପ୍ରଭାରୀ, ସହପ୍ରଭାରୀ ନିଯୁକ୍ତ
ଭୁବନେଶ୍ୱର,୨୮।୧(ଅନିଲ ଦାସ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଶନିବାର ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ତାଲିକା ଘୋଷଣା କରିଛନ୍ତି। ଓଡ଼ିଶା ପାଇଁ ବିଜୟ ପାଲ…
‘କଙ୍ଗୁଭା’ ସହ ବବିଙ୍କ ତାମିଲ ଡେବ୍ୟୁ
ମୁମ୍ବାଇ: ବଲିଉଡ୍ ଅଭିନେତା ବବି ଦେଓଲ ଶନିବାର ତାଙ୍କ ୫୫ତମ ଜନ୍ମଦିନରେ ଆଗାମୀ ଫିଲ୍ମ ‘କଙ୍ଗୁଭା’ର ନିର୍ମାତା ଅଭିନେତାଙ୍କ ପ୍ରଥମ ଲୁକ୍ ଶେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଯେଉଁଥିରେ ବବିଙ୍କୁ ଭିଲେନ ଭୂମିକାରେ ଦେଖିବାକୁ ମିଳିଛି। ଅଭିନେତା ଫିଲ୍ମ ‘ଆନିମଲ’ରେ…
ହାରିବାନି, ହରାଇବା
ପ୍ରତିବର୍ଷ ଜାନୁଆରୀ ମାସ ଶେଷ ରବିବାରକୁ ବିଶ୍ୱ କୁଷ୍ଠ ନିରାକରଣ ଦିବସ ଭାବେ ପାଳନ କରାଯାଏ। ଚଳିତ ବର୍ଷ ଅର୍ଥାତ୍ ୨୦୨୪, ଜାନୁଆରୀ ୨୮ରେ ଏହା ପାଳିତ ହେଉଛି। ଏହି ରୋଗ ବିରୋଧରେ ଲଢ଼େଇରେ ନ ହାରି ଏହାକୁ ହରାଇବା ଲାଗି…
ସୋସିଆଲ ନେଟ୍ଓ୍ବର୍କିଂରେ ଡେଟା ଗୋପନୀୟତା
ଡେଟା ଗୋପନୀୟତା ଦିବସ ହେଉଛି ଏକ ଅନ୍ତର୍ଜାତୀୟ ଦିବସ। ଏହା ପ୍ରତିବର୍ଷ ୨୮ ଜାନୁଆରୀରେ ପାଳିତ ହୋଇଥାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ସଚେତନତା ସୃଷ୍ଟି କରିବା ଏବଂ ଗୋପନୀୟତା ତଥା ତଥ୍ୟ ସୁରକ୍ଷା ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା। ଏହା…
କରଜ ମୁକ୍ତ ଜୀବନ ପାଇଁ ଜାଣନ୍ତୁ କିଛି ଜ୍ୟୋତିଷଶାସ୍ତ୍ର ନିୟମ…
ଅସୁବିଧାରେ ପଡିଲେ, ମଣିଷ କରଜ କରିବାକୁ ବାଧ୍ୟ ହୁଏ। କରଜକୁ ଠିକ୍ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳେ ନଚେତ୍ ତାହା ବୋଝ ଭଳି ଲାଗିଥାଏ। କିନ୍ତୁ ବିଶ୍ୱାସ ରହିଛି ଏମିତି କିଛି କାର୍ଯ୍ୟ ଅଛି ଯାହାକୁ କଲେ କରଜରୁ ଶୀଘ୍ର…
ପଞ୍ଜାବ କେଶରୀ ଲାଲା ଲଜ୍ପତ
ଲାଲା ଲଜ୍ପତ ରାୟ ଜଣେ ଭାରତୀୟ ସ୍ବାଧୀନତା ସଂଗ୍ରାମୀ, ରାଜନେତା ଏବଂ ଲେଖକ ଭାବେ ଜଣାଶୁଣା ଥିଲେ। ସେ ପଞ୍ଜାବ କେଶରୀ ଭାବରେ ମଧ୍ୟ ଲୋକପ୍ରିୟ ଥିଲେ। ସେ ଲାଲ୍ ବାଲ୍ ପାଲ୍ ତିନିଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ। ବ୍ରିଟିଶ୍ ସାଇମନ…
୨୨ ଭାରତୀୟ ଥିବା ଜାହାଜକୁ ମିଶାଇଲ ମାଡ଼
ନୂଆଦିଲ୍ଲୀ,୨୮।୧: ୨୨ ଭାରତୀୟ ଓ ଜଣେ ବାଂଲାଦେଶୀଙ୍କୁ ନେଇ ଲୋହିତ ସାଗରରେ ଯାଉଥିବା ବ୍ରିଟିଶ୍ ତୈଳ ଟ୍ୟାଙ୍କର ଏମ୍ଭି ମାର୍ଲିନ୍ ଲୁଆଣ୍ଡାକୁ ୟେମେନ୍ର ହୁଟି ଆତଙ୍କବାଦୀମାନେ ମିଶାଇଲ ମାଡ଼ କରିଛନ୍ତି। ଏହି ଆକ୍ରମଣରେ ଜାହାଜରେ ନିଅଁା ଲାଗିଥିବାବେଳେ ଭାରତୀୟ ନୌସେନାର କ୍ଷେପଣାସ୍ତ୍ର…
ଜୟଆଲୁକ୍ଳାସ୍ର ସର୍ବବୃହତ୍ ଜୁଏଲେରି ସେଲ୍: ମେକିଂ ଚାର୍ଜ ଉପରେ ପାଇବେ ଫ୍ଲାଟ୍ ୫୦% ରିହାତି
ନୂଆଦିଲ୍ଲୀ,୨୮।୧ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍ଳାସ୍ର ବହୁ ପ୍ରତୀକ୍ଷିତ ତଥା ସର୍ବବୃହତ୍ ଜୁଏଲେରି ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତିଷ୍ଠାନ ପକ୍ଷରୁ ସାରା ଭାରତର ଅଳଙ୍କାରପ୍ରେମୀଙ୍କ ପାଇଁ ଏକ ଆକର୍ଷଣୀୟ ରିହାତି ଅଫରର ଶୁଭାରମ୍ଭ…
Archives


