ଲେବର ରୁମ୍ରେ ପୁଅ ଜନ୍ମ, ଓ୍ବେଟିଂ ହଲ୍ରେ ବାପା ମୃତ
ଜଗତ୍ସିଂହପୁର, ୨୮ା୧(ପ୍ରମୋଦ କୁମାର ନାୟକ)ଜଗତ୍ସିଂହପୁର ସହରସ୍ଥିତ କିଓରୱେଲ ହସ୍ପିଟାଲ (ନର୍ସିଂହୋମ୍)ରେ ଅଭାବନୀୟ ଘଟଣା ଘଟିଛି। ବାଲିକୁଦା ଥାନା ବୋରିକିନା ବରଗୁଡ଼ିପଡ଼ାର କସ୍ତୁରୀ ବେହେରାଙ୍କ ନର୍ସିଂ ହୋମ୍ରେ ଏକ ପୁତ୍ର ସନ୍ତାନ ଜନ୍ମଦେବା ପରେ ଏହି ପରିସରରେ ତାଙ୍କ ସ୍ବାମୀ ଅରକ୍ଷିତ ବେହେରାଙ୍କ…
ମାଛ ଚାଷୀଙ୍କ କବ୍ଜାରେ ଭିତରକନିକା ସଂରକ୍ଷିତ ଜଙ୍ଗଲ
କେନ୍ଦ୍ରାପଡ଼ା,୨୮ା୧(ଜଗନ୍ନାଥ ଧଳ) ପାକୁ ବା ରୂପଚାନ୍ଦି ମାଛ ଖାଇବା ପାଇଁ ସୁସ୍ବାଦୁ। ଏହାର ଶରୀର ମାତ୍ର ଗୋଟିଏ ହାଡରେ ଗଢ଼ା। ତେବେ ପିରାନା ପ୍ରଜାତିର ଏହି ମାଛଙ୍କ ବାସସ୍ଥଳୀ ଅଞ୍ଚଳର ସମଗ୍ର ଜୈବ ବିବିଧତାକୁ ନଷ୍ଟ କରିଥାଏ। ଏହି ମାଛ ଚାଷ…
ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ଅନୁମତି ଦେଲେ ସରକାର, ୬୦ ବର୍ଷରେ ପ୍ରଥମ
ନୂଆଦିଲ୍ଲୀ,୨୭।୧: ଭାରତୀୟ ଟେନିସ ଟିମ୍ ଡେଭିସ୍ କପ୍ ଖେଳିବାକୁ ପାକିସ୍ତାନ ଗସ୍ତରେ ଯିବ। ପ୍ରାୟ ୬୦ ବର୍ଷ ପରେ ଭାରତୀୟ ଦଳ ଡେଭିସ୍ କପ୍ ମ୍ୟାଚ୍ ପାଇଁ ପାକିସ୍ତାନ ଯିବାକୁ ଯାଉଛି। ଭାରତ ସରକାର ଏଥିପାଇଁ ପାକିସ୍ତାନ ଯିବାକୁ ଅନୁମତି ଦେଇଛନ୍ତି।…
ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଦିଗନ୍ତ ଆଣିବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭ା୧(ଅସମାପିକା ସାହୁ): ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦ୍ଘାଟନ କରିଛନ୍ତି। ଏସିଆର ସର୍ବବୃହତ୍ ଲୁଣା ହ୍ରଦ ଚିଲିକା ହେଉଛି ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ବିଚରଣସ୍ଥଳୀ। ଏହି ମହୋତ୍ସବ ପକ୍ଷୀପ୍ରେମୀଙ୍କୁ ଅତି…
ହସ୍ପିଟାଲରେ ଶିଶୁକନ୍ୟା ଛାଡ଼ି ପଳାଇଲେ ମା-ବାପା
ଭୁବନେଶ୍ୱର,୨୭ା୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୭ ଦିନର ଶିଶୁକନ୍ୟାକୁ ଛାଡି ମା’ବାପା କେଉଁଆଡ଼େ ପଳାଇଛନ୍ତି। ଉକ୍ତ ଦମ୍ପତି ନୟାଗଡ଼ ଦଶପଲ୍ଲା ଅଞ୍ଚଳର ପ୍ରଶାନ୍ତ ନାୟକ ଓ ସ୍ତ୍ରୀ…
ରୋହିତ ଆଉ ହେବେନି କ୍ୟାପଟେନ! ହାର୍ଦ୍ଦିକଙ୍କ ନୂଆ ଭିଡ଼ିଓ ନେଇ ପ୍ରଶଂସକ ହତାସ…
କୋଲକାତା,୨୭।୧ : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୧୪ ମାସ ପରେ ଟି-୨୦ ଫର୍ମାଟକୁ ଫେରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ କ୍ଲିନ ସୁଇପ୍ କରିଥିଲା। ରୋହିତ ମଧ୍ୟ ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। କିନ୍ତୁ ବର୍ତ୍ତମାନ…
Leopard Entered Police Station : ପୋଲିସ ଷ୍ଟେଶନରେ ପଶି କୁକୁର ଶିକାର କଲା ଚିତାବାଘ, ଭିିଡ଼ିଓ ଭାଇରାଲ…
ମୁମ୍ବାଇ,୨୭।୧ : ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଚିତାବାଘ ପୋଲିସ ଷ୍ଟେଶନରେ ପଶି କରି କୁକୁର ଶିକାର କରିବା ପରେ ପଳାଇ ଯାଉଛି। ଏହାର ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
Viral Video: ରାସ୍ତା ମଝିରେ ଏମିତି କିଛି କଲେ ରଣବୀର, ସାଉଁଟିବାରେ ଲାଗିଛନ୍ତି ପ୍ରଶଂସା
ମୁମ୍ବାଇ: ବଲିଉଡ୍ର ରକ୍ଷ୍ଟାର ରଣବୀର କପୁର ବେଶ୍ କିଛିଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ବେଳେବେଳେ ତାଙ୍କ ରିଲ୍ ଚରିତ୍ର ସହିତ ଏବଂ ରିଅଲ ଚରିତ୍ର ମିଶିଯାଏ। ଯେଉଁଥିପାଇଁ ସେ ପ୍ରଶଂସକଙ୍କ ହୃଦୟ ଜିଣି ନେଇଥାନ୍ତି। ଏବେ ସେମିତି ଏକ ଘଟଣା ଦେଖିବାକୁ…
ଅବସର ଘୋଷଣା କଲେ ଓଡ଼ିଶାର ହକି ତାରକା ଦୀପ୍ ଗ୍ରେସ୍ ଏକ୍କା
ଭୁବନେଶ୍ୱର, ୨୭।୧(ତପନ ସ୍ବାଇଁ): ଭାରତୀୟ ମହିଳା ହକି ଦଳର ତାରକା ଡିଫେଣ୍ଡର ଓଡ଼ିଶାର ଦୀପ୍ ଗ୍ରେସ୍ ଏକ୍କା ଶନିବାର ଅବସର ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ହକିରେ ସେ ଜଣେ ଦିଗ୍ଗଜ ଡିଫେଣ୍ଡର ଓ ପେନାଲ୍ଟି କର୍ନର ସ୍ପେଶାଲିଷ୍ଟଭାବେ ପରିଚିତ ଥିଲେ। ସୁନ୍ଦରଗଡ଼…
ବ୍ରେକ୍ ଫେଲ୍ ହୋଇ ପିଟିହେଲା ତୀର୍ଥଯାତ୍ରୀ ବସ୍
କୋରାପୁଟ,୨୭ା୧(ଅମିତାଭ ବେହେରା): ଶନିବାର ସନ୍ଧ୍ୟାରେ କୋରାପୁଟ ସହରରେ ବ୍ରେକ୍ ଫେଲ୍ ହୋଇ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେଠାରେ ବିଘ୍ନରାଜ ବେହେରା(୪୫) ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତୀର୍ଥଯାତ୍ରୀମାନଙ୍କୁ ରାୟଗଡ଼ା ଷ୍ଟେଶନକୁ ଛାଡ଼ିବାକୁ କୋରାପୁଟ ସଂସ୍କୃତି ଭବନଠାରେ…
ଆରଜେଡି ମନ୍ତ୍ରୀଙ୍କୁ ବାହାର କରି ଭାଜପା ନେତାଙ୍କୁ ସରକାରରେ ସାମିଲ କରିବେ ନୀତୀଶ କୁମାର!
ନୂଆଦିଲ୍ଲୀ,୨୭।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସହଯୋଗୀ ତଥା ଲାଲୁ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ମନ୍ତ୍ରୀଙ୍କୁ ବରଖାସ୍ତ କରିବେ ବୋଲି ସୂତ୍ରରୁ ଜଣାପଡିଛି। ଆସନ୍ତା ତିନି ମାସ ମଧ୍ୟରେ ହେବାକୁ ଥିବା ଲୋକସଭା ନିର୍ବାଚନ…
ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ରାବ୍ରି ଦେବୀଙ୍କୁ ସମନ, ବଢ଼ିଲା ଅଡୁଆ
ପାଟନା,୨୭।୧: ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ରେଳବିଭାଗରେ ‘ଲ୍ୟାଣ୍ଡ ଫର୍ ଜବ୍’ ମାମଲାରେ ଇଡିର ଚାର୍ଜଶିଟ୍କୁ ଗ୍ରହଣ କରି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ରାବ୍ରି, ମିସା ଭାରତୀ, ହେମା…
Archives


