Home Left

ଫାସ୍‌ଟାଗ୍‌ ଅପ୍‌ଡେଟ ସମୟସୀମା ବୃଦ୍ଧି କଲା ଏନ୍‌ଏଚ୍‌ଏଆଇ

ନୂଆଦିଲ୍ଲୀ,୧।୨: ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଫାସ୍‌ଟାଗ୍‌ରେ କେଓ୍ବାଇସିକୁ ଅପଡେଟ୍‌ ସମୟସୀମାକୁ ଗୁରୁବାର ବଢାଇ ଦେଇଛନ୍ତି। ଫେବୃଆରୀ ୨୯ତାରିଖ ପର୍ଯ୍ୟନ୍ତ କଓ୍ବୋଇସି ଅପ୍‌ଡେଟ କରିବା ନେଇ ନୂତନ ସମୟସୀମା ଧାର୍ଯ୍ୟ କରିଛି ଏନ୍‌ଏଚ୍‌ଏଆଇ। ଏହା ଦ୍ୱାରା ଗାଡ଼ି ମାଲିକଙ୍କୁ ସାମାନ୍ୟ ଆଶ୍ୱସ୍ତି…

ଚମ୍ପାଇ ସୋରେନଙ୍କୁ ସରକାର ଗଠନ ପାଇଁ ମିଳିଲାନି ନିମନ୍ତ୍ରଣ

ରାଞ୍ଚି,୧।୨: ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଗୁରୁବାର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟିଥିଲେ। ଏହି ସମୟ ମଧ୍ୟରେ ସେ ପୁଣିଥରେ ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିଥିଲେ। ସେ ୪୩ ବିଧାୟକଙ୍କ ସମର୍ଥନ ଭିଡିଓ ମଧ୍ୟ ଦେଖାଇଛନ୍ତି। ତଥାପି…

ଦାୟିତ୍ୱ ନେବାର ଦିନକ ପରେ ବଣପାହାଡ଼ ଘେରା ଅଞ୍ଚଳରେ ପହଞ୍ଚିଲେ ଜିଲାପାଳ

ବୌଦ୍ଧ,୧।୨(ଅଜିତ କୁମାର ବାରିକ ) ବୌଦ୍ଧର ନୂତନ ଜିଲାପାଳ ଜେ.ସୋନାଲ ବୁଧବାର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଗୁରୁବାର ହରଭଙ୍ଗା ବ୍ଳକର ବଣପାହାଡ ଘେରା ଉପାନ୍ତ ଅଞ୍ଚଳ ମହାଲିକପଡା ପଞ୍ଚାୟତ ଗସ୍ତ କରିଛନ୍ତି। ଜିଲା ସଦର ମହାକୁମା ଠାରୁ ୮୦ କିମି…

ସାଧାରଣ ନିର୍ବାଚନ ପୂର୍ବରୁ ଇମ୍ରାନଙ୍କୁ ଝଟକା

ଇସଲାମାବାଦ,୧।୨: ଆଉ ମାତ୍ର ସପ୍ତାହେ ପରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନାମାଙ୍କନପତ୍ର ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ସେପଟେ ଗୁରୁବାର ସୁପ୍ରିମକୋର୍ଟଙ୍କଠାରୁ ତାଙ୍କୁ ଝଟ୍‌କା ଲାଗିଛି। ତାଙ୍କ ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତିକୁ…

ନଦୀବନ୍ଧକୁ ଖସିପଡ଼ି ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ଭଣ୍ଡାରିପୋଖରୀ,(ରବିନାରାୟଣ ଖିଲାର)/ହାଟଡିହୀ(ଶୁଭକାନ୍ତ ନାୟକ),୧।୨-ଭଣ୍ଡାରିପୋଖରୀ ବ୍ଲକ ବନସ୍ତା ବୈତରଣୀ ନଦୀବନ୍ଧରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନନ୍ଦୀପଦା ଥାନା ଅଧୀନ ମନୋହରପୁର ଗ୍ରାମର ମନୋରଞ୍ଜନ ଜେନା। ସେ ଗୁରୁବାର ସ୍କୁଟିରେ ଆଖୁଆପଦା ଅଭିମୁଖେ…

ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଉ

ସମ୍ବଲପୁର,୧ା୨(ବି.ଶଙ୍କର): ସମ୍ବଲପୁରୀ ଲୋକଗୀତ ରଙ୍ଗବତୀ ବିଶ୍ୱର କୋଣ ଅନୁକୋଣରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଗୀତ ସମ୍ବଲପୁର ସମେତ ରାଜ୍ୟ ଓ ଦେଶର ଗୌରବକୁ ବୃଦ୍ଧି କରିଛି। କିନ୍ତୁ ପରିତାପର ବିଷୟ ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ…

ନିଲମ୍ବନ ପ୍ରତ୍ୟାହାର ହଟିବା ପରେ ଶ୍ରୀଲଙ୍କା ଆୟୋଜନ କରିବ ଆଇସିସିର ବାର୍ଷିକ ସାଧାରଣ ବୈଠକ

କଲମ୍ବୋ,୧ା୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବାର୍ଷିକ ସାଧାରଣ ବୈଠକ ଜୁଲାଇରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ହରିନ ଫର୍ନାଣ୍ଡୋ ଗୁରୁବାର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସରକାରୀ ହସ୍ତକ୍ଷେପ ଯୋଗୁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଆଇସିସି ଦ୍ୱାରା ସସ୍‌ପେଣ୍ଡ ହୋଇଥିଲା।…

ଭାରତକୁ ଡବଲ ଝଟ୍‌କା, ତୃତୀୟ ଟେଷ୍ଟରୁ ବି ଆଉଟ ହେବେ ବିରାଟ କୋହଲି-ରବିନ୍ଦ୍ର ଜାଡେଜା!

ନୂଆଦିଲ୍ଲୀ,୧।୨: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟର ଦ୍ୱିତୀୟ ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ଡବଲ ଝଟକା ଲାଗିଛି। ଏହା ନିଶ୍ଚିତ ଯେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ତୃତୀୟ ଟେଷ୍ଟରୁ ବାଦ…

ଟିଟିପିରେ ସାମିଲ ହେଉଛନ୍ତି ଅଲ କାଏଦା ଆତଙ୍କବାଦୀ, ମିଳୁଛି ଅନ-ଗ୍ରାଉଣ୍ଡ ସମର୍ଥନ

ଇସଲାମାବାଦ,୧।୨: ନିଷିଦ୍ଧ ଟିଟିପି ଗୋଷ୍ଠୀ ପାକିସ୍ତାନରେ ଆକ୍ରମଣ କରିବା ପାଇଁ ଅଲ କାଏଦା ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀର ସମର୍ଥନ ହାସଲ କରୁଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଦେଶର ଏକ ଅଗ୍ରଣୀ ଖବରକାଗଜ ଏହା କହିଛି। ଖବରକାଗଜ ରିପୋର୍ଟ କରିଛି…

‘ନିର୍ବାଚନ ଜିତିବା ପାଇଁ ଭାଜପା ସମସ୍ତଙ୍କୁ ଜେଲରେ ପୂରାଉଛି‘

ନୂଆଦିଲ୍ଲୀ,୧।୨: ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବାର ଗୋଟିଏ ଦିନ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ନିର୍ବାଚନ ଜିତିବା ପାଇଁ ଭାଜପା ସମସ୍ତଙ୍କୁ ଜେଲରେ…

ଦେଶଭକ୍ତିରେ ବୁଡିଗଲେ ଦୀପିକା-ହ୍ରିତିକ

ମୁମ୍ବାଇ: ୨୦୧୪ ବର୍ଷର ବହୁ ପ୍ରତୀକ୍ଷିତ ମୁଭି ମଧ୍ୟରୁ ଫାଇଟର୍‌ ଗତ ସପ୍ତାହରେ ପ୍ରେକ୍ଷାଳୟରେ ଏହାର ଗ୍ରାଣ୍ଡ ଡେବ୍ୟୁ କରିଥିଲା। ଏହାର ଚିତ୍ତାକର୍ଷକ କାହାଣୀ ଏବଂ ଆଡ୍ରେନାଲିନ-ପମ୍ପିଂ ଆକ୍ସନ ଦୃଶ୍ୟ ବ୍ୟତୀତ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ମୁଖ୍ୟ ଚରିତ୍ର…

ପରିଣିତିଙ୍କ ଟ୍ୟାଲେଣ୍ଟ ଦେଖି ରୋମାଣ୍ଟିକ ପୋଷ୍ଟ ଲେଖିଲେ ରାଘବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ପ୍ରାୟତଃ କୌଣସି କା କୌଣସି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ଏହି ଅଭିନେତ୍ରୀ କିଛି ଦିନ ପୂର୍ବରୁ ମୁମ୍ବାଇ ଫେଷ୍ଟିଭାଲ ୨୦୨୪ରେ ଲାଇଭ ସିଙ୍ଗିଙ୍ଗରେ ଡେବ୍ୟୁ କରିଥିଲେ। ଏହି କନସର୍ଟ ସମୟରେ ତାଙ୍କ ସିଙ୍ଗିଙ୍ଗ ଟ୍ୟାଲେଣ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri