Home Left

ଜେଲରେ ରାତି କାଟିବେ ସୋରେନ, ଆସନ୍ତା କାଲି ସ୍ବତନ୍ତ୍ର କୋର୍ଟ ଦେବେ ରାୟ

ନୂଆଦିଲ୍ଲୀ,୧।୨: ଜମି ଘୋଟାଲା ମାମଲାରେ ଜଡିତଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନ୍ୟାୟିକ ହେପାଜତକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ହେମନ୍ତ ସୋରେନ ଗୋଟିଏ ଦିନ ପାଇଁ ଜେଲରେ ରାତି କଟାଇବେ। ତାଙ୍କୁ ହୋଟୱାର ଜେଲକୁ ନିଆଯିବ। ଏଥିପାଇଁ…

ଉଦଘାଟନ ଲାଗି ନିର୍ବାହୀ ଅଧିକାରୀଙ୍କୁ ଜଗିରହିଲେ ବିଧାୟିକା

ପୁରୁଷୋତ୍ତମପୁର,୧।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗୁରବାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ ହୋଇଛି। ମାତ୍ର ଏହାକୁ ଉଦଘାଟନ କରିବାକୁ ଆସିଥିବା ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଏକ ପ୍ରକାର ନିରାଶ ହୋଇଛନ୍ତି। ଗତ ୨୦୦୪ରେ କଲେଜ…

ହେମନ୍ତ ସୋରେନ ଗିରଫ ପରେ ୪ ବିଧାୟକଙ୍କ ମୋବାଇଲ ସୁଇଚ୍ ଅଫ, ଝାଡ଼ଖଣ୍ଡରେ ବଡ଼ ରାଜନୈତିକ ହଲଚଲ ଆଶଙ୍କା

ନୂଆଦିଲ୍ଲୀ,୧।୨: ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡର ରାଜନୈତିକ ଦୃଶ୍ୟପଟ୍ଟ ଅନିଶ୍ଚିତା ଆଡକୁ ଠେଲି ହୋଇଯାଇଛି। ଶାସକ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଏହାର ବିଧାୟକଙ୍କ ଘୋଡା କାରବାର ଭୟରେ ୪୩ ବିଧାୟକଙ୍କୁ ହାଇଦ୍ରାବାଦ କିମ୍ବା…

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ହିନ୍ଦୁ ସେନାର ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୧।୨: ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କୁ ଜୀବନରେ ମାରିଦେବାକୁ ଧମକପୂର୍ଣ୍ଣ ଚିଠି ମିଳିଛି। ତାଙ୍କର ପୂର୍ବ ଦିଲ୍ଲୀସ୍ଥିତ ବାସଭବନକୁ କେହି ଦୁର୍ବୃତ୍ତ ଏକ ପାର୍ସଲ ପଠାଇଥିଲେ। ଏଥିରେ ଧମକପୂର୍ଣ୍ଣ ଚିଠି ସହ ତିନୋଟି ଗୁଳି…

ବିଗ୍‌ ବସ୍‌ ପରେ ଅଙ୍କିତାଙ୍କ ହାତରେ ଲାଗିଲା ବଡ ଅଫର, ନାଗିନ୍‌ ୭ରେ ଆସିବେ ନଜର

ମୁମ୍ବାଇ: ବିଗ୍‌ ବସ୍‌ ୧୭ରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ଦେଖିବାକୁ ମିଳିଥିଲା। ସେ ଶୋ’ରେ ଶ୍ରେଷ୍ଠ ୫ରେ ପହଞ୍ଚିଥିଲେ ମଧ୍ୟ ବିଜେତା ହୋଇପାରିଲେ ନାହିଁ । ହେଲେ ସଲମାନ ଖାନ ଅଙ୍କିତାଙ୍କୁ କହିଥିଲେ ଯେ, ସେ ବାହାରକୁ ଯିବା ମାତ୍ରେ ତାଙ୍କ…

ଘର ଖାଲି କରିଦେଲେ ପ୍ରିୟଙ୍କା ଚୋପ୍ରା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ସେମାନଙ୍କର ଲସ ଆଞ୍ଜେଲସ ଘର ଖାଲି କରଦେଇଛନ୍ତି। କେବଳ ଏତିକି ନୁହେଁ, ଦୁହେଁ ବିକ୍ରେତାଙ୍କ ବିରୋଧରେ ଆଇନଗତ ମାମଲା ଦାୟର କରିଛନ୍ତି। ପାଣି ଅସୁବିଧା ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି…

୩୦୦ ବିଳାସପୂର୍ଣ୍ଣ କାର୍‌ ସାଙ୍ଗକୁ ବେସରକାରୀ ସେନା, ଜେଟର ମାଲିକ ଅଟନ୍ତି ମାଲେସିଆର ନୂଆ ରାଜା: ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୧।୨: ଜୋହର ସୁଲତାନ ଇବ୍ରାହିମ ଇସ୍କନ୍ଦର ମାଲେସିଆର ନୂତନ ରାଜା ହୋଇଛନ୍ତି। ୬୫ ବର୍ଷୀୟ ତାଙ୍କ ସହିତ ଆନୁମାନିକ ସମ୍ପତ୍ତି ୫.୭ ବିଲିୟନ ଡଲାର। ସୁଲତାନ ଇବ୍ରାହିମଙ୍କ ସାମ୍ରାଜ୍ୟରେ ରିଅଲ ଇଷ୍ଟେଟ ଏବଂ ଖଣି ଠାରୁ ଆରମ୍ଭ କରି ଟେଲି ଯୋଗାଯୋଗ…

ଝାଡ଼ଖଣ୍ଡ ରାଜଭବନ ନିଦରୁ ଉଠନ୍ତୁ, ସରକାର ଗଠନ ଲାଗି ଆମକୁ ଆମନ୍ତ୍ରଣ କରନ୍ତୁ: ଚମ୍ପାଇ ସୋରେନ

ରାଞ୍ଚି,୧।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ଦେବା ପରେ ରାଜନୈତିକ ହଲଚଲ ଆରମ୍ଭ ହୋଇଛି। ଏବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ସରକାର ଗଠନ ଲାଗି ରାଜ୍ୟପାଳଙ୍କ ଡାକରାକୁ ଅପେକ୍ଷା କରିଛି। ହେଲେ ଏଥିରେ ବିଳମ୍ବ ହେଉଥିବାରୁ ଦଳର ନେତାମାନେ…

ରେଳ ବଜେଟ: ଓଡିଶାକୁ ୧୦,୫୩୬ କୋଟି ଅନୁଦାନ

ନୂଆଦିଲ୍ଲୀ,୧।୨: ଗୁରୁବାର ଲୋକସଭାରେ ଅନ୍ତରୀଣ ବଜେଟ ଆଗତ ହୋଇଥିଲା ବେଳେ ରେଳ ପାଇଁ ଓଡ଼ିଶାକୁ ୧୦,୫୩୬ କୋଟି ଟଙ୍କା ଅନୁଦାନ ମିଳିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନ ଦେଇଛନ୍ତି। ସେ କହିଛନ୍ତି, ଚଳିତ ଆର୍ଥିକ…

ସରକାରୀ ଜମି କବଜା କରୁଥିବା ବଡ଼ ସିଣ୍ଡିକେଟରେ ସାମିଲ ଥିଲେ ହେମନ୍ତ ସୋରେନ, ଇଡି ଡକ୍ୟୁମେଣ୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ,୧।୨: ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିବା ପରେ ଜମି ଘୋଟାଲା ନେଇ ବଡ଼ ଖୁଲାସା ହୋଇଛି। ଇଡି ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ ହେମନ୍ତ ସୋରେନ ଏକ ବଡ଼ ସିଣ୍ଡିକେଟର ଅଂଶ ଯାହାକି ସରକାରୀ ଜମି…

ବଲାଙ୍ଗୀରରେ ଦାୟିତ୍ୱ ଗ୍ରହଣ କଲେ ନୂଆ ଜିଲାପାଳ

ବଲାଙ୍ଗୀର,୧।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ନୂତନ ଜିଲାପାଳ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଗୌରବ ଶିଓ୍ବାଜୀ ଇସଲଓ୍ବାର। ୨୦୧୯ ଆଇଏଏସ୍‌ ବ୍ୟାଚ୍‌ର ଏହି ଅଧିକାରୀ ଏଥିପୂର୍ବରୁ କୋରାପୁଟ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ…

ଓଡ଼ିଶାରେ ବିଦ୍ୟୁତ ଶୁଳ୍କ ବଢ଼ାଇବା ପାଇଁ ଦାବି, ଦୁଇଦିନ ଧରି ଚାଲିଛି ଶୁଣାଣି

ଭୁବନେଶ୍ୱର,୧।୨: ରାଜ୍ୟରେ ବିଦ୍ୟୁତ ଶୁଳ୍କ ବଢ଼ାଇବାପାଇଁ ବିଦ୍ୟୁତ୍‌‌ ଉତ୍ପାଦନକାରୀ, ବଣ୍ଟନକାରୀ କମ୍ପାନୀ ପକ୍ଷରୁ ଦାବି କରାଯିବା ପରିପ୍ରେକ୍ଷୀରେ ଓଡ଼ିଶା ବିଦ୍ୟୁତ୍‌‌ ନିୟାମକ ଆୟୋଗଙ୍କଠାରେ ଗତଦୁଇଦିନ ଧରି ଶୁଣାଣି ଚାଲିଛି । ଗତକାଲିର ଶୁଣାଣି ସମୟରେ ଗ୍ରୀଡ୍‌‌କୋ ପକ୍ଷରୁ ଚଳିତବର୍ଷ ବିଦ୍ୟୁତ୍‌‌ ଶୁଳ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri