ଅବହେଳିତ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର
ବ୍ରହ୍ମବରଦା,୨ା୨(ଯଯାତି କେଶରୀ ବେହେରା): ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅବହେଳିତ ଅବସ୍ଥାରେ ରହିଛି। ଏଠାରେ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଜନବସତି ରହିଛି। ଅଞ୍ଚଳର ୫ରୁ୬ ପଞ୍ଚାୟତର ଲୋକେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ହେଲେ ଏଠାରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେଉନାହିଁ।…
ସରୁନି ଷଠିପୁର ୪ ଥାକିଆ ରାସ୍ତା
ଯାଜପୁର,୨ା୨(ହର୍ଷବର୍ଦ୍ଧନ ବେହେରା): ଜିଲା ଗଠନ ହେବା ପରେ ଲୋକଙ୍କ ଜୀବନଧାରଣ ମାନରେ ଯେତେ ଉନ୍ନତି ହେବା କଥା ତାହା ନୈରାଶ୍ୟଜନକ ହୋଇଛି। ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁଦୃଢ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦୁର୍ବଳ…
୭ ଭାଷାରେ ନିର୍ମାଣ ହେବ ଜୟ ମା’ ସମଲେଇ ସିନେମା
ସମ୍ବଲପୁର,୨ା୨(ଭବାନୀ ଶଙ୍କର ଭୋଇ): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମହିମା ସାରା ଦେଶରେ ପ୍ରଚାର କରିବା ପାଇଁ ଜୟ ମା’ ସମଲେଇ ନାମରେ ୭ଟି ଭାଷାରେ ଚଳଚ୍ଚିତ୍ର ନିର୍ମାଣ କରାଯିବ। ଏଥିପାଇଁ ଓଡ଼ିଶାର ୩ ପ୍ରତିଷ୍ଠିତ ଚଳଚ୍ଚିତ୍ର ପ୍ରଯୋଜନାକାରୀ ସଂସ୍ଥା…
ଶ୍ରୀମନ୍ଦିରରେ ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର,୨ା୨(ଅସମାପିକା ସାହୁ): ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ସୁରକ୍ଷା ବାଟାଲିଆନ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବୁଧବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସ୍ପେସାଲ୍ ବାଟାଲିୟାନ୍ର ବିଭିନ୍ନ ବର୍ଗ ପାଇଁ…
ରାଜେଶ ପ୍ରଭାକର ପାଟିଲ ସମବାୟ ସଚିବ
ଭୁବନେଶ୍ୱର,୨ା୨(ଅନିଲ ଦାସ): ଆନ୍ତଃରାଜ୍ୟ ଡେପୁଟେଶନରୁ ଫେରିବା ପରେ ୨୦୦୫ ବ୍ୟାଚ୍ ଆଇଏଏସ୍ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ରାଜ୍ୟ ସମବାୟ ସଚିବ ଭାବେ ନିଯୁକ୍ତି ମିଳିଛି। ସେ ଅତିରିକ୍ତ ଭାବେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ…
Viral Video: ଖାତାରେ ଏମିତି ଉତ୍ତର ଲେଖିଲେ ଛାତ୍ର, କେତେ ମାର୍କ ଦେବେ ଦ୍ୱନ୍ଦ୍ୱରେ ପଡ଼ିଲେ ଶିକ୍ଷକ
ଭାରତର ପ୍ରତ୍ୟେକ ଘରେ ଟେନ୍ସନ୍ର ମାହୋଲ ଦେଖିବାକୁ ମିଳିଛି। କାରଣ ପିଲାଙ୍କ ପରୀକ୍ଷା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଯେଉଁ ଘରେ ପିଲାମାନେ ଦଶମ କିମ୍ବା ଦ୍ୱାଦଶ ପରୀକ୍ଷା ଦେବେ ସେମାନଙ୍କ ମାହୋଲ ତ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ। ଘରେ ଟିଭି…
୨୦୫୦ ସୁଦ୍ଧା ୩.୫ କୋଟି ଲୋକେ ହେବେ କ୍ୟାନସରର ଶିକାର: ରିପୋର୍ଟ
ନୂଆଦିଲ୍ଲୀ,୧।୨: କର୍କଟ ରୋଗକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ସଂଖ୍ୟାଗୁଡିକ ବହୁତ ଭୟାନକ ଅଟେ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ୨୦୫୦ ସୁଦ୍ଧା ବିଶ୍ୱରେ ଅତି କମରେ ୩୫ ନିୟୁତ ଲୋକେ କର୍କଟ ରୋଗର ଶିକାର ହେବାକୁ…
ତେଲଙ୍ଗାନାର ୬ ଶ୍ରମିକ ଉଦ୍ଧାର ପାଇ ଗାଁକୁ ଫେରିଲେ
ଭବାନୀପାଟଣା,୧।୨(ଉମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ବ୍ଲକ ସାଁଦୁଲ ବ୍ୟାରେଜରେ ଗତ ୪ ମାସ ହେବ ତେଲଙ୍ଗାନା ମେହବୁବନଗର ଜିଲା ଶେଖପାଲେ ଓ ନେଇନାନପାଲି ଅଳର ୬ଜଣ ଦାଦନ ଶ୍ରମିକ କାମ କରୁଥିଲେ। ସମସ୍ତେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ…
ଶମର ଜୋସେଫଙ୍କୁ କିଣିବାକୁ ଆରସିବି ବ୍ୟତୀତ ରେସରେ ଆଉ ଦୁଇ ଦଳ
ନୂଆଦିଲ୍ଲୀ,୧।୨: ଗବାରେ ଅଷ୍ଟ୍ରେଲିୟ ଦଳର ଗର୍ବ ଭାଙ୍ଗିବା ପରେ ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ଶମର ଜୋସେଫଙ୍କ ଚାହିଦା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ରେ ବୃଦ୍ଧି ପାଇଛି। ରୟାଲ ଚ୍ୟାଲେଞ୍ଜର୍ସ (ଆରସିବି) ବ୍ୟତୀତ ଆଉ ଦୁଇଟି ଦଳ ଶମର ଜୋସେଫଙ୍କୁ କିଣିବାକୁ ଆଗ୍ରହ…
ବିଧାୟକ ପ୍ରତାପ ଜେନାଙ୍କ ରିଭିଜନ୍ ପିଟିସନ୍ ମାମଲା: ବଢ଼ିଲା ଅନ୍ତରୀଣ ସୁରକ୍ଷା ଅବଧି
କଟକ,୧ା୨(କାର୍ତ୍ତିକ ସାହୁ): ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ହାଇକୋର୍ଟ ପୁଣି ଫେବୃଆରୀ ୧୩ ତାରିଖ ଯାଏ ବୃଦ୍ଧି କରିଛନ୍ତି। ସେ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ। ମାହାଙ୍ଗା ଡବଲ ମର୍ଡର…
ଝାଡ଼ଖଣ୍ଡ ବାହାରକୁ ବିଧାୟକଙ୍କୁ ପଠାଇବାକୁ ଚାହୁଁଛି ଜେଏମଏମ ମେଣ୍ଟ, ହେଲେ ବାଧକ ସାଜିଲା ପାଗ
ରାଞ୍ଚି,୧।୨: ଛାଡଖଣ୍ଡରେ ଲାଗି ରହିଥିବା ରାଜନୈତିକ ବିବାଦ ମଧ୍ୟରେ ନୂଆ ସରକାର ଗଠନ ହେବାକୁ ସମସ୍ତେ ଅପେକ୍ଷା କରି କରିଛନ୍ତି। ଏହି ସମୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚ(ଜେଏମଏମ)-କଂଗ୍ରେସ-ଆରଜେଡି ମେଣ୍ଡ ତା’ର ବିଧାୟକମାନଙ୍କୁ ଝାଡଖଣ୍ଡ ବାହାରକୁ ପଠାଇବାକୁ ଯୋଜନା କରୁଥିବା ଜଣାପଡିଛି। ଏହି…
ଫାସ୍ଟାଗ୍ ଅପ୍ଡେଟ ସମୟସୀମା ବୃଦ୍ଧି କଲା ଏନ୍ଏଚ୍ଏଆଇ
ନୂଆଦିଲ୍ଲୀ,୧।୨: ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍ଏଚ୍ଏଆଇ) ଫାସ୍ଟାଗ୍ରେ କେଓ୍ବାଇସିକୁ ଅପଡେଟ୍ ସମୟସୀମାକୁ ଗୁରୁବାର ବଢାଇ ଦେଇଛନ୍ତି। ଫେବୃଆରୀ ୨୯ତାରିଖ ପର୍ଯ୍ୟନ୍ତ କଓ୍ବୋଇସି ଅପ୍ଡେଟ କରିବା ନେଇ ନୂତନ ସମୟସୀମା ଧାର୍ଯ୍ୟ କରିଛି ଏନ୍ଏଚ୍ଏଆଇ। ଏହା ଦ୍ୱାରା ଗାଡ଼ି ମାଲିକଙ୍କୁ ସାମାନ୍ୟ ଆଶ୍ୱସ୍ତି…
Archives


