Home Left

ଦିଦିଙ୍କ ହୁଙ୍କାର: ଆମେ ଏକୁଟିଆ ଲଢିବୁ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ,୨।୨: ଆଗକୁ ଲୋକସଭା ନିର୍ବାଚନ ଆସୁଛି। ବିରୋଧୀ ଦଳ ‘ଇଣ୍ଡିଆ’ରେ ଉପସ୍ଥିତ ଥିବା ରାଜନୈତିକ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ ଅସନ୍ତୋଷ ଜାରି ରହିଛି। ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ମଧ୍ୟରେ ଆସନ ଉପରେ ବିବାଦ ଜାରି ରହିଛି। ତେବେ…

ପାର୍କରେ ବଢୁଛି ଅସାମାଜିକ କାର୍ଯ୍ୟ

ରାଉରକେଲା,୨।୨(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଖାଲି ପଡିଥିବା ଜାଗାଗୁଡିକୁ ଆରଏମ୍‌ସି ପକ୍ଷରୁ ସ୍ଥାନୀୟ ଲୋକଙ୍କ ମନୋରଞ୍ଜନ ପାଇଁ ପାର୍କ ତିଆରି କରାଯାଇଛି। କିନ୍ତୁ ରାତି ପାହିଲେ ଏହି ପାର୍କ ଗୁଡିକରେ ଅସାମାଜିକ ଯୁବକ ଆଡ୍ଡା ଜମାଉଛନ୍ତି। ସେହିପରି ସେଡ୍‌ଗୁଡିକରେ…

କଳାକୃତି ଗ୍ରାମରୁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ

ଢେଙ୍କାନାଳ,୨ା୨(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକରେ ଥିବା ସବୁଜିମାଭରା ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ। ସପ୍ତଶଯ୍ୟା ପଞ୍ଚାୟତରେ ଏହି ପର୍ଯ୍ୟଟନସ୍ଥଳୀ ଥିବାବେଳେ ନିକଟ ନବଜୀବନପୁର ସଦେଇବେରେଣୀ ଗ୍ରାମ ପ୍ରସିଦ୍ଧ ଡୋକ୍ରା କାଷ୍ଟିଂ ହସ୍ତଶିଳ୍ପ ଗ୍ରାମ…

୫ ଶ୍ରେଣୀକୁ ଜଣେ ଶିକ୍ଷକ

ବଇଣ୍ଡା,୨ା୨ (ପରିକ୍ଷିତ ସାହୁ): ୫ଟି ଶ୍ରେଣୀର ପିଲାଙ୍କୁ ପଢ଼ାଇବା ପାଇଁ ଅଛନ୍ତି ଜଣେ ମାତ୍ର ଶିକ୍ଷକ। ଦୀର୍ଘଦିନ ହେଲା ଏପରି ଅବ୍ୟବସ୍ଥାରେ ଚାଲିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ଠେଲକନାଳୀଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ। ସ୍କୁଲର…

ସମ୍ବିତଙ୍କ ପ୍ରଭାବୀ ପ୍ରଦର୍ଶନ

ଭୁବନେଶ୍ୱର,୨।୨ (ତପନ ସ୍ବାଇଁ):ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍‌ର ୭ମ ରାଉଣ୍ଡ ଖେଳ ଗୁରୁବାର ଶେଷ ହୋଇଛି। ସପ୍ତମ ରାଉଣ୍ଡ ଶେଷରେ ତେଲେଙ୍ଗାନାର ବିଗ୍ନେଶ ଭେମୁଲା ୬ ପଏଣ୍ଟ ପାଇ ଏକକ ଅଗ୍ରଣୀ ଲାଭ…

ଦର ବଢ଼ିବାରୁ କମିଛି ବେପାର

ବ୍ରହ୍ମପୁର,୨ା୨(ଅଶୋକ କୁମାର ସାହୁ): ବ୍ରହ୍ମପୁର ବଜାରରେ ରସୁଣର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି। ଏହାକୁ ନେଇ ଖାଉଟି ଚିନ୍ତିତ ହୋଇଛନ୍ତି। ସେପଟେ ଦର ଅଧିକ ଥିବାରୁ ରିଟେଲ ବେପାର ବି କମିଯାଇଛି। ଓଡ଼ିଶାରେ ଯଥେଷ୍ଟ ରସୁଣ ଆଦାୟ ହେଉ ନ ଥିବାରୁ…

ହରମନପ୍ରୀତ ଅଧିନାୟକ

ଭୁବନେଶ୍ୱର, ୨।୨(ତପନ ସ୍ବାଇଁ):ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ପାଇଁ ୨୪ ଜଣିଆ ଭାରତୀୟ ପୁରୁଷ ହକି ଦଳ ଗୁରୁବାର ଘୋଷିତ ହୋଇଛି। ଡ୍ରାଗ୍‌-ଫ୍ଲିକର ହରମନପ୍ରୀତ ସିଂ ଅଧିନାୟକ ପଦ ବଜାୟ ରଖିଥିବାବେଳେ…

ରୋଗୀ ପାଇବେ ଉନ୍ନତମାନର ଚିକିତ୍ସା ସୁବିଧା

କଟକ,୨ା୨(ଶିଳ୍ପା ପ୍ରିୟଦର୍ଶିନୀ): ଆସନ୍ତା ୧୫ ଦିନ ମଧ୍ୟରେ ସିଟି ହସ୍ପିଟାଲ ବା କଟକ ଜିଲା ମୁଖ୍ୟ ଚିକିତ୍ସାଳୟର ନବୀକରଣ କାର୍ଯ୍ୟ ଶେଷ ହେବ। ୭କୋଟି ଟଙ୍କା ବ୍ୟୟରେ ଆର୍‌ଆଣ୍ଡବି ବିଭାଗ ଏହି କାମ କରୁଛି। ଆମ ହସ୍ପିଟାଲ ଯୋଜନାରେ ଏହି ଚିକିତ୍ସାଳୟକୁ…

ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେବେ,କେଉଁଠି ଦେଖିପାରିବେ ମ୍ୟାଚ୍‌

ବିଶାଖାପାଟନମ୍‌,୨।୨: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଶୁକ୍ରବାରଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ହାଇଦ୍ରାବାଦରେ ପ୍ରଥମ ଟେଷ୍ଟ ହାରିଯିବା ପରେ ଟିମ ଇଣ୍ଡିଆ ଏହି ସିରିଜରେ ପ୍ରତ୍ୟାବର୍ତ୍ତନ ଉପରେ ନଜର ରଖିବ। ଇଂଲଣ୍ଡ ଦଳ ପ୍ରଥମ…

ରେଢୁଆ ସମବାୟ ସମିତିରେ ମିଳୁନି ରେକର୍ଡପତ୍ର

ରଘୁନାଥପୁର,୨।୨ (ରାଜେନ୍ଦ୍ର ନାରାୟଣ ସିଂହ): ରଘୁନାଥପୁର ବ୍ଲକ ରେଢ଼ୁଆସ୍ଥିତ କୃଷି ସେବା ସମବାୟ ସମିତିରେ ଗତ ଏକମାସ ଧରି ଅବ୍ୟବସ୍ଥା ଲାଗି ରହିଛି। ସମିତିରେ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ପତ୍ର ଉପଲବ୍ଧ ନ ଥିବାରୁ ଚାଷୀମାନେ ଜମା ରଖିଥିବା ଟଙ୍କା ଉଠାଇ…

ଜଳସମ୍ପଦ ବିଭାଗର ଅପାରଗତା ପଦାରେ ପଡ଼ିଲା

ପଟ୍ଟାମୁଣ୍ଡାଇ,୨ା୨(କଳ୍ପତରୁ ନାୟକ): କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ଚାଷୀ ସବୁବେଳେ ବିଭାଗୀୟ ଅଧିକାରୀଙ୍କ ରୋଷର ଶିକାର ହେଉଛନ୍ତି। ପଟ୍ଟାମୁଣ୍ଡାଇ କେନାଲ ଦ୍ୱାରା ଉତିକଣ ଅଞ୍ଚଳ ଚାଷଜମିକୁ ଜଳସେଚନ କରାଯାଇ ଚାଷ କାର୍ଯ୍ୟ ପାଇଁ ବ୍ୟବସ୍ଥା…

ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ: ପରିବର୍ତ୍ତନ ନ ହେଲେ ପରିସ୍ଥିତି ବଦଳିପାରେ

କାମାକ୍ଷାନଗର, ୨।୨ (ଅମଜାଦ ଖାନ୍‌) ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ କଙ୍କଡ଼ାହାଡ଼ ବ୍ଲକର ୨୧ ପଞ୍ଚାୟତ, ପରଜଙ୍ଗ ବ୍ଲକର ୨୯ ସହିତ କାମାକ୍ଷାନଗର ବ୍ଲକର ୬ ପଞ୍ଚାୟତକୁ ନେଇ ଗଠିତ। ୨୦୦୯ ମସିହାରେ କଂଗ୍ରେସ ଛାଡ଼ି ବିଜେଡିକୁ ଆସିଥିବା ଡ.…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri