Home Left

Paytm ର ବଢ଼ିଲା ସଙ୍କଟ, ଆରବିଆଇ କଟକଣା ପରେ ଦୁଇ ଦିନରେ ଖସିଲା ୪୦% ଶେୟାର

ମୁମ୍ବାଇ,୨।୨: ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମର ସଙ୍କଟ ହ୍ରାସ ହେବାର ସଙ୍କେତ ଦେଖାଯାଉନାହିଁ। କମ୍ପାନୀର ବ୍ୟାଙ୍କିଙ୍ଗ ସେବା ଉପରେ ଆରବିଆଇର କଟକଣା ପରେ ଗୁରୁବାର ଦିନ କମ୍ପାନୀର ସେୟାରରେ ୨୦% ହ୍ରାସ ପାଇଥିଲା ଏବଂ ଷ୍ଟକ୍ ମାର୍କେଟ…

ହେମନ୍ତ ସୋରେନଙ୍କ ପରେ ଇଡି ନଜରରେ ଅଛନ୍ତି ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ୨।୨: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କୁ ଇଡି ଗିରଫ କରିଛି। ଟଙ୍କା ହେରଫେର ମାମଲାରେ ସୋରେନଙ୍କୁ ଗିରଫ କରାଯାଇଛି। ସେ ବିରୋଧୀ ଇଣ୍ଡିଆ ମେଣ୍ଟରର ଅନ୍ୟତମ ସହଯୋଗୀ ଥିଲେ। ତେବେ ସେ…

‘ଲକ ଅପ’ ଫେମ ପୁନମ ପାଣ୍ଡେଙ୍କ ପରଲୋକ

ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ ହୋଇଥିବା ଖବର ଆସିଛି। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ତାଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ମାତ୍ର ୩୨ ବର୍ଷ ବୟରେ ସର୍ଭାଇକଲ କ୍ୟାନସର…

ବଜେଟ ପରେ ଶେୟାର ବଜାରରେ ଜବରଦସ୍ତ ଉତ୍ସାହ, ୮୦୦ ପଏଣ୍ଟକୁ ବଢ଼ିଲା, ୨୧,୯୦୦ ଅତିକ୍ରମ କଲା ନିଫ୍ଟି

ମୁମ୍ବାଇ,୨।୨: ଶୁକ୍ରବାର ଶେୟାର ବଜାର ଜବରଦସ୍ତ ଉତ୍ସାହ ସହିତ କାରବାର ଆରମ୍ଭ କରିଛି। ଉଭୟ ବେଞ୍ଚମାର୍କ ଇଣ୍ଡେକ୍ସ ସେନସେକ୍ସ ଏବଂ ନିଫ୍ଟି ଉତ୍ସାହ ସହିତ କାରବାର କରୁଛି। ବଜାର ଖୋଲିବା ପରେ ସେନସେକ୍ସ ୮୪୪.୭୭ ପଏଣ୍ଟ ବୃଦ୍ଧି ସହିତ ୭୨,୪୯୦.୦୬ ପଏଣ୍ଟରେ(୧.୧୮%)…

ବସନ୍ତ ସୋରେନ ହୋଇପାରନ୍ତି ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ

ରାଞ୍ଚି,୨।୨: ଝାଡ଼ଖଣ୍ଡ ରାଜନୀତକୁ ନେଇ ଏବେ ସବୁଠି ଲାଗି ରହିଛି ଚର୍ଚ୍ଚା। ଇତିମଧ୍ୟରେ ଏକ ବଡ଼ ଖବର ଆସିଛି। ବସନ୍ତ ସୋରେନଙ୍କୁ ଝାଡ଼ଖଣ୍ଡର ଉପ ମୁଖ୍ୟମନ୍ତ୍ରୀ କରାଯାଇପରେ ବୋଲଇ ଆଲୋଚନା ହେଉଛି। କୁହାଯାଉଛି ଯେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ…

ସିରିଜ୍‌ ଦୁର୍ଘଟଣା, ଜଣଙ୍କ ଜୀବନ ଗଲା

ଭଦ୍ରକ,୨ା୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥ ଭଦ୍ରକ ଜିଲା ବିଷ୍ଣୁପୁର ନିକଟରେ ଶୁକ୍ରବାର ସକାଳେ ସିରିଜ୍‌ ଦୁର୍ଘଟଣା ଘଟିଛି। ପଛକୁ ପଛ ୩ ଗାଡ଼ି ପିଟି ହେବାରୁ ଜଣେ ବାଇକ୍‌ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଭୁବନେଶ୍ୱର ଅଭିମୁଖେ ଯାଉଥିବା…

ଏକ୍ସ-ଗର୍ଲଫ୍ରେଣ୍ଡ ନାଁରେ ଚାଟ୍‌ ଦୋକାନ ଖୋଲିଲେ ଯୁବକ, ଏବେ ଛୁଟୁଛି ଲୋକଙ୍କ ସୁଅ

ବେଙ୍ଗାଲୁରୁ, ୨।୨: ଦୋକାନଗୁଡିକର ନାଁ ବେଳେବେଳେ ଲୋକଙ୍କ ଧ୍ୟାନ ଆକର୍ଷିତ କରିଥାଏ। ନିଟକରେ ବେଙ୍ଗାଲୁରୁରେ ନିଆରା ନାଁ ଥିବା ଦୋକାନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ‘ଏକ୍ସ ଗର୍ଲଫ୍ରେଣ୍ଡ ବଙ୍ଗରପେଟ ଚାଟ’ ନାଁରେ ନିର୍ମିତ ହୋଇଥିବା ଏହି ଚାଟ୍‌ ଦୋକାନ…

ବସ୍‌କୁ ପଛପଟୁ ଧକ୍କାଦେଲା ହାଇଓ୍ବା: ୧୭ ଯାତ୍ରୀ ଆହତ

ଖୋର୍ଦ୍ଧା,୨ା୨(ପ୍ରଭାତ ପାଣିଗ୍ରାହୀ): ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶିଳ୍ପାଞ୍ଚଳ ଥାନା ଖୋର୍ଦ୍ଧା ଗଡ଼ଖୋର୍ଦ୍ଧା ଛକରେ ରାସ୍ତାକଡ଼ରେ ଠିଆ ହୋଇଥିବା ବସ୍‌କୁ ହାଇଓ୍ବା ଧକ୍କା ଦେବାରୁ ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଜିଲା ପ୍ରଶାସନ ଅଧିକାରୀ ଓ ପୋଲିସ ଆହତଙ୍କୁ ଉଦ୍ଧାର କରି…

କନ୍ୟା ଘର ପକ୍ଷରୁ ଦିଆଯାଇଥିବା ଟଙ୍କା ଏମିତି କାମରେ ଲଗାଇଲେ ବର: ଲୋକେ କଲେ ବାଃ ବାଃ

ଶିକ୍ଷା ପାଇଁ ଉତ୍ସର୍ଗୀକୃତ ଏକ ନିଆରା ପଦକ୍ଷେପ ପୁଣି ଥରେ ଯୋଧପୁରରେ ଦେଖିବାକୁ ମିଳିଥିଲା। ଯୋଧପୁରର ଓସିୟାନରେ ଆୟୋଜିତ ଏକ ବିବାହରେ କନ୍ୟା ଘର ଦ୍ୱାରା ବରଙ୍କୁ ଦିଆଯାଇଥିବା ୧ ଲକ୍ଷ ୨୧ ହଜାର ଟଙ୍କା ଫେରସ୍ତ କରି ଏକ ନିଆରା…

୫ମ ଥର ପାଇଁ ଇଡିରେ ହାଜର ହେଲେନି କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ୨।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଇଡିରେ ହାଜର ହୋଇନାହାଁନ୍ତି। ଆମ ଆଦମୀ ପାର୍ଟି ଇଡି ସମନକୁ ବେଆଇନ ବୋଲି କହିଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ…

ଶିଲିଂ ଫ୍ୟାନ୍‌ ଉପରେ ଥିଲା ଅହିରାଜ, ବୁଲିଲା ଫ୍ୟାନ୍‌: ଦେଖନ୍ତୁ ହୃଦୟଥରା ଭିଡିଓ

ସୋସିଆଲ ମିଡିଆରେ ଅନେକ ସମୟରେ ଭୟଙ୍କର ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓ ଲୋକଙ୍କୁ ଭୟଭୀତ କରିଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି…

ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ, ମଣ୍ଡପରେ ପହଞ୍ଚି ବାହାଘର ଅଟକାଇଲେ ସ୍ତ୍ରୀ

ବଲାଙ୍ଗୀରି,୨।୨: ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ, ବିବାହ ମଣ୍ଡପରେ ପହଞ୍ଚି ବାହାଘର ଅଟକାଇଲେ ସ୍ତ୍ରୀ। ଏଭଳି ଏକ ନାଟକୀୟ ଘଟଣା ଗୁରୁବାର ଦିନ ବଲାଙ୍ଗୀର ଜିଲାର ପାଟଣାଗଡ଼ ସହରରେ ଦେଖିବାକୁ ମିଳିଛି। ଦ୍ୱିତୀୟ ଥର ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri