Home Left

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଭଦ୍ରକ,୨ା୨(ସନାତନ ରାଉତ): ଭଦ୍ରକ ଜିଲା ମହୋତ୍ସବ ସରିବା ପରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଖୋଲା ପଡ଼ିଆରେ ଛାଡ଼ିଯିବା ଜଗନ୍ନାଥଙ୍କ ପ୍ରତି ଘୋର ଅସମ୍ମାନ କରାଯାଇଛି ବୋଲି ଅଭିଯୋଗ କରି ଏହାର ପ୍ରତିବାଦରେ ଭଦ୍ରକ ଭାଜପା ପକ୍ଷରୁ ଶୁକ୍ରବାର ଜିଲାପାଳ ଅଫିସ ଘେରାଉ କରାଯାଇଛି।…

ଟି -୨୦ ବିଶ୍ୱକପ୍‌ ପାଇଁ ଟିକେଟ ବିକ୍ରି ଆରମ୍ଭ: ଭାରତ-ପାକିସ୍ତାନ ମ୍ୟାଚ ଟିକେଟର ମୂଲ୍ୟ ଜାଣିଲେ ଉଡିଜିବ ହୋସ

ନୂଆଦିଲ୍ଲୀ,୨।୨: ଟି -୨୦ ବିଶ୍ୱକପ୍‌ ୨୦୨୪କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବାସ୍ତବରେ, ଆଇସିସି ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ଟିକେଟ ବିକ୍ରି ଆରମ୍ଭ କରିଛି। ଜୁନ ୧ ରୁ ୨୯ ପର୍ଯ୍ୟନ୍ତ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା…

ହେମନ୍ତ ସୋରେନଙ୍କ ସମ୍ପତ୍ତିଠାରୁ ବହୁଗୁଣା ପଛରେ ଅଛନ୍ତି ଚମ୍ପାଇ ସୋରେନ

ରାଞ୍ଚି,୨।୨: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଚମ୍ପାଇ ସୋରେନ ଶୁକ୍ରବାର ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଚମ୍ପାଇ ସୋରେନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ହେମନ୍ତ ସୋରେନଙ୍କ ସ୍ଥାନ ନେବେ। ଚମ୍ପାଇ ହେମନ୍ତ…

୫ ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରେନ

ନୂଆଦିଲ୍ଲୀ,୨।୨: ଇଡିର ୫ ଦିନିଆ ରିମାଣ୍ଡରେ ଗଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡି କୋର୍ଟରେ ୧୦ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲା। ହେଲେ କୋର୍ଟ ଇଡିକୁ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି…

କାନାଡାରେ ଆଉ ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ

ଓଟାଓ୍ବା,୨।୨: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ସହଯୋଗୀଙ୍କ ଘରକୁ ଟାର୍ଗେଟ କରାଯାଇଛି। ନିଜାର ସହଯୋଗୀଙ୍କ ଘରେ ଗୁଳି ବିନିମୟ ହୋଇଛି। ଏହି ଆକ୍ରମଣ ଏକ ସମୟରେ ଘଟିଥିଲା ଯେତେବେଳେ ନିଜାରର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ…

ଆମେରିକାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କ ମୃତ୍ୟୁ: ଚଳିତ ବର୍ଷ ଏହା ଚତୁର୍ଥ ମାମଲା

ନୂଆଦିଲ୍ଲୀ,୨।୨: ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କ ମୃତଦେହ ମିଳିଛି। ସେ ହେଲେ ଶ୍ରେୟସ ରେଡ୍ଡୀ। ଶ୍ରେୟସ ବେନିଗର୍‌ ଓହିଓର ଲିଣ୍ଡର ସ୍କୁଲ ଅଫ ବିଜନେସ୍‌ର ଛାତ୍ର ଥିଲେ। ଶ୍ରେୟସଙ୍କ ମା’ବାପା ହାଇଦ୍ରାବାଦରେ ରୁହନ୍ତି। କିନ୍ତୁ ତାଙ୍କର ଆମେରିକୀୟ ପାସ୍‌ପୋର୍ଟ ରହିଛି।…

ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୧୦୩, ଯଶସ୍ବୀଙ୍କ ଅର୍ଦ୍ଧଶତକ, ରୋହିତ, ଶୁବମନ ଆଉଟ୍‌

ବିଶାଖାପାଟନମ,୨।୨: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ହେଉଛି। ଭାରତୀୟ ଦଳ ବର୍ତ୍ତମାନ ୦-୧ ଗୋଲ ପଛରେ ରହିଛି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ…

Paytm ର ବଢ଼ିଲା ସଙ୍କଟ, ଆରବିଆଇ କଟକଣା ପରେ ଦୁଇ ଦିନରେ ଖସିଲା ୪୦% ଶେୟାର

ମୁମ୍ବାଇ,୨।୨: ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମର ସଙ୍କଟ ହ୍ରାସ ହେବାର ସଙ୍କେତ ଦେଖାଯାଉନାହିଁ। କମ୍ପାନୀର ବ୍ୟାଙ୍କିଙ୍ଗ ସେବା ଉପରେ ଆରବିଆଇର କଟକଣା ପରେ ଗୁରୁବାର ଦିନ କମ୍ପାନୀର ସେୟାରରେ ୨୦% ହ୍ରାସ ପାଇଥିଲା ଏବଂ ଷ୍ଟକ୍ ମାର୍କେଟ…

ହେମନ୍ତ ସୋରେନଙ୍କ ପରେ ଇଡି ନଜରରେ ଅଛନ୍ତି ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ୨।୨: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କୁ ଇଡି ଗିରଫ କରିଛି। ଟଙ୍କା ହେରଫେର ମାମଲାରେ ସୋରେନଙ୍କୁ ଗିରଫ କରାଯାଇଛି। ସେ ବିରୋଧୀ ଇଣ୍ଡିଆ ମେଣ୍ଟରର ଅନ୍ୟତମ ସହଯୋଗୀ ଥିଲେ। ତେବେ ସେ…

‘ଲକ ଅପ’ ଫେମ ପୁନମ ପାଣ୍ଡେଙ୍କ ପରଲୋକ

ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ ହୋଇଥିବା ଖବର ଆସିଛି। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ତାଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ମାତ୍ର ୩୨ ବର୍ଷ ବୟରେ ସର୍ଭାଇକଲ କ୍ୟାନସର…

ବଜେଟ ପରେ ଶେୟାର ବଜାରରେ ଜବରଦସ୍ତ ଉତ୍ସାହ, ୮୦୦ ପଏଣ୍ଟକୁ ବଢ଼ିଲା, ୨୧,୯୦୦ ଅତିକ୍ରମ କଲା ନିଫ୍ଟି

ମୁମ୍ବାଇ,୨।୨: ଶୁକ୍ରବାର ଶେୟାର ବଜାର ଜବରଦସ୍ତ ଉତ୍ସାହ ସହିତ କାରବାର ଆରମ୍ଭ କରିଛି। ଉଭୟ ବେଞ୍ଚମାର୍କ ଇଣ୍ଡେକ୍ସ ସେନସେକ୍ସ ଏବଂ ନିଫ୍ଟି ଉତ୍ସାହ ସହିତ କାରବାର କରୁଛି। ବଜାର ଖୋଲିବା ପରେ ସେନସେକ୍ସ ୮୪୪.୭୭ ପଏଣ୍ଟ ବୃଦ୍ଧି ସହିତ ୭୨,୪୯୦.୦୬ ପଏଣ୍ଟରେ(୧.୧୮%)…

ବସନ୍ତ ସୋରେନ ହୋଇପାରନ୍ତି ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ

ରାଞ୍ଚି,୨।୨: ଝାଡ଼ଖଣ୍ଡ ରାଜନୀତକୁ ନେଇ ଏବେ ସବୁଠି ଲାଗି ରହିଛି ଚର୍ଚ୍ଚା। ଇତିମଧ୍ୟରେ ଏକ ବଡ଼ ଖବର ଆସିଛି। ବସନ୍ତ ସୋରେନଙ୍କୁ ଝାଡ଼ଖଣ୍ଡର ଉପ ମୁଖ୍ୟମନ୍ତ୍ରୀ କରାଯାଇପରେ ବୋଲଇ ଆଲୋଚନା ହେଉଛି। କୁହାଯାଉଛି ଯେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri