ଲୋକ ସଭା ନିର୍ବାଚନକୁ ନେଇ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ସାମ୍ନାରେ ବଡ ଧର୍ମ ସଙ୍କଟ
ନୂଆଦିଲ୍ଲୀ,୪।୨: ସମାଜବାଦୀ ପାର୍ଟି ୧୬ଟି ଲୋକ ସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରି ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଝିଅ ସଙ୍ଗମିତ୍ରା ମୌର୍ଯ୍ୟଙ୍କ ରାଜନୈତିକ ଡଙ୍ଗାକୁ ଭଅଁର ଭିତରେ ପକାଇ ଦେଇଛନ୍ତି। ସ୍ବାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ଝିଅର ରାଜନୈତିକ…
ଭାରତ ୨୫୫ ରନରେ ଅଲଆଉଟ୍: ଇଂଲଣ୍ଡକୁ ୩୯୯ ରନର୍ ଟାର୍ଗେଟ୍
ବିଶାଖାପାଟନମ୍,୪।୨: ଦ୍ୱିତୀୟ ଇନିଂସରେ ଭାରତ ୨୫୫ ରନରେ ଅଲଆଉଟ୍ ହୋଇଛି। ରେହାନ ଅହମ୍ମଦ ଅଶ୍ୱିନଙ୍କୁ ଆଉଟ୍ କରି ଭାରତର ଇନିଂସ ଶେଷ କରିଥିଲେ। ବର୍ତ୍ତମାନ ମ୍ୟାଚ ଜିତିବା ପାଇଁ ଇଂଲଣ୍ଡର ୩୯୯ ରନ ଲକ୍ଷ୍ୟ ରହିଛି। ଏହି ଇନିଂସରେ ଭାରତ ପାଇଁ…
ଚେନ୍ନାଇ ସୁପର୍ କିଙ୍ଗ୍ସ ପାଇଁ ଖୁସି ଖବର
ମାଉଣ୍ଟ ମାନୁଗନାଇ,୪।୨: ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ମାଉଣ୍ଟ ମାନୁଗନାଇରେ ଖେଳାଯାଉଛି। ଏହି ମ୍ୟାଚର ପ୍ରଥମ ଦିନର ଖେଳ ଶେଷ ହେବା ପୂର୍ବରୁ…
ବିଗ୍ବସ୍ ବିଜେତା ମୁନାଓ୍ବର ଫାରୁକିଙ୍କୁ ଦେଖିବା ପାଇଁ ଏସି ଫ୍ୟାନ୍ ଉପରେ ଚଢ଼ିଗଲେ ମହିଳା, ଭିଡିଓ ଦେଖିଲେ…
ଆଜିକାଲି ବିଗବସ୍-୧୭ର ବିଜେତା ମୁନାଓ୍ବର ଫାରୁକିଙ୍କ କ୍ରେଜ୍ ପ୍ରଶଂସକଙ୍କ ଉପରେ ରହିଛି। ତାଙ୍କ ଜନ୍ମଦିନ ଅବସରରେ ସେ ଏକ ଅଦ୍ଭୁତ ଉପହାର ପାଇଥିଲେ। ଯାହାକୁ ସେ ସାରା ଜୀବନ ମନେ ରଖିବେ। ବିଗବସ୍ -୧୭ରେ ମୁନାଓ୍ବର ଫାରୁକି, ଅଙ୍କିତା ଲୋଖଣ୍ଡେ, ଅଭିଷେକ…
୨୦୨୪ ପାଇଁ ଇଣ୍ଡିଆ ମେଣ୍ଟ, ଝାଡ଼ଖଣ୍ଡରେ କଂଗ୍ରେସ ସରକାର ଗଠନକୁ ନେଇ କ’ଣ କହିଲେ ଜୟରାମ ରମେଶ
ନୂଆଦିଲ୍ଲୀ,୪।୨: ଝାଡ଼ଖଣ୍ଡର କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଲୋକ ସଭା ନିର୍ବାଚନ ୨୦୨୪ପାଇଁ ଇଣ୍ଡିଆ ମିଳିତ ମଞ୍ଚ ପ୍ରତିଷ୍ଠା କରାଯାଇଛି, ଯେଉଁଥିରେ କିଛି ଦିନ ପୂର୍ବରୁ ୨୮ଟି ଦଳ ରହିଥିଲେ ଏବଂ ବର୍ତ୍ତମାନ ଏହା ଓଲଟି ଯାଇ ଏନଡିଏକୁ ଫେରିଛି।…
ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଲା ମହାପ୍ରସାଦ, ଭକ୍ତଙ୍କ ଲମ୍ବା ଧାଡ଼ି
ପୁରୀ,୪।୨: ପୁରୀରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ଯେଉଁ ଅର୍ପଣ ରଥ ଗାଁଠୁ ସହର ସବୁଆଡେ ବୁଲି ଚାଉଳ ସଂଗ୍ରହ କରାଯାଇଥିଲା। ସେହି ଅର୍ପଣ ହୋଇଥିବା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହୋଇଛି । ରବିବାର ଉକ୍ତ ଚାଉଳ ମହାପ୍ରଭୁଙ୍କ ପାଖରେ ମହାପ୍ରସାଦ…
ବିଧାନସଭାରେ ଭାଷା ଆଇନ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୪।୨(ଅସମାପିକା ସାହୁ): ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସର ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ବିଧାନସଭାରେ ଭାଷା ଆଇନ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାଷାର ଉନ୍ନତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଓଡ଼ିଆ…
ଦ୍ୱିଶତକ ପରେ କାହାକୁ ‘ଫ୍ଲାଇଙ୍ଗ୍ କିସ୍’ ଦେଇଥିଲେ ଜୟସ୍ବାଲ: ନିଜେ କଲେ ଖୁଲାସା
ବିଶାଖାପାଟନମ୍,୪।୨: ପାଞ୍ଚ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଯଶସ୍ବ ଜୟସ୍ବାଲ ଭାରତ ପାଇଁ ଦ୍ୱିଶତକ ଅର୍ଜନ କରିଛନ୍ତି। ବିଶାଖାପାଟନମରେ ସେ ପ୍ରଥମ ଇନିଂସରେ ୨୦୯ ରନ ସଂଗ୍ରହ କରିଥିଲେ। ଜୟସ୍ବାଲ ଏହି ଦ୍ୱିଶତକ ପରେ ପଡ଼ିଆରେ ଏକ ଆକର୍ଷଣୀୟ ଢଙ୍ଗରେ ସେଲିବ୍ରେଶନ…
ବର-କନ୍ୟାଙ୍କୁ ଉପହାର ମିଳିଲା ଏସବୁ, ଭିଡ଼ିଓ ଭାଇରାଲ ପରେ ୟୁଜର ଲେଖିଲେ ଏଭଳି…
ପ୍ରୟାଗରାଜ,୪।୨ : ବହୁ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। କେତେକ ଭିଡିଓରେ, ବର ଏବଂ କନ୍ୟାଙ୍କର ମଜାଳିଆ କାର୍ଯ୍ୟ ରହିଥାଏ। ବେଳେବେଳେ କେତେକ ଅତିଥି ଏପରି କିଛି କରନ୍ତି ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥାଏ। ସମ୍ପ୍ରତି ଏଭଳି…
ଇଂଲଣ୍ଡକୁ ବଡ଼ ଝଟକା: ଆହତ ହୋଇ ପାଭିଲିୟନ ଫେରିଲେ ଜୋ ରୁଟ୍…
ବିଶାଖାପଟ୍ଟନମ,୪।୨ : ବିଶାଖାପଟ୍ଟନମ ଟେଷ୍ଟରେ ଟିମ ଇଣ୍ଡିଆ ଡ୍ରାଇଭିଂ ସିଟରେ ଅଛି ଏବଂ ପରିଦର୍ଶକ ଇଂଲଣ୍ଡର ସମସ୍ୟା ବଢ଼ିବାରେ ଲାଗିଛି। ଏହି ସମୟରେ ରବିବାର ଦିନ ଇଂଲଣ୍ଡ ଦଳ ପାଇଁ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ…
ସନ୍ଧ୍ୟାରେ ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ୱର ୪।୨ : ଷୋଡ଼ଶ ବିଧାନସଭା ଅନ୍ତିମ ଅଧିବେଶନ ଆଗାମୀ ୫ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ । ଏଥିରେ କାମଚଳା ବଜେଟ୍ ଉପସ୍ଥାପନ ହେବ । ତେବେ ବିଧାନସଭା ଅଧିବେଶନକୁ ଶାନ୍ତିଶୃଙ୍ଖଳାର…
ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ
କଣାସ, ୪।୨ : ପୁରୀ ଜିଲା ପିପିଲି ସାତଶଙ୍ଖ ବଳଙ୍ଗାର ମୁଖ୍ୟ ରାସ୍ତାରେ ରୁପୁଦେଇପୁର ପେଟ୍ରୋଲ ଟାଙ୍କିରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପେଟ୍ରୋଲ ପକାଇବାକୁ ଆସିଥିବା ଗ୍ରାହକ। ସୂଚନାଯୋଗ୍ୟ, ସାତସଙ୍ଖ ବଳଙ୍ଗା ମୁଖ୍ୟରାସ୍ତାରେ ଥିବା ପେଟ୍ରୋଲ…
Archives


