ମହିଳା ଫୁଟ୍ବଲ ର଼୍ୟାଙ୍କିଙ୍ଗ ଘୋଷଣା: ସ୍ପେନ ପ୍ରଥମ ଥର ୧ ନମ୍ବର
ଜୁରିଚ୍,୧୫ା୧୨: ମହିଳା ଫୁଟବଲ ଫିଫା ର଼୍ୟାଙ୍କିଙ୍ଗ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ବିଶ୍ୱକପ୍ ବିଜୟୀ ସ୍ପେନ ନମ୍ବର ଓ୍ବାନ ସ୍ଥାନକୁ ଉନ୍ନୀତ ହୋଇଛି। ୟୁଫା (ୟୁନିୟନ ଅଫ୍ ୟୁରୋପିଆନ ଫୁଟ୍ବଲ ଆସୋସିଏଶନ୍ସ) ନେଶନ୍ସ ଲିଗ୍ ସେମିଫାଇନାଲରେ ପ୍ରବେଶ କରିବା ପରେ…
ପିଲାଙ୍କୁ ପଢ଼ାଇଲେ ବିଧାୟକ ସୂର୍ଯ୍ୟବଂଶୀ
ଧାମନଗର,୧୫।୧୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ହଠାତ୍ ଏକ ବିଦ୍ୟାଳୟକୁ ପଶିଯିବା ଏବଂ ସେଠାରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ସମସ୍ୟା ବୁଝିବା ଓ ସମାଧାନର ପ୍ରତିଶ୍ରୁତି ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ…
ଖୋଲୁନି ମଣ୍ଡି, ଚିନ୍ତାରେ ଚାଷୀ
ଧରାକୋଟ,୧୫ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧାନମଣ୍ଡି ଖୋଲି ନ ଥିବାରୁ ଧରାକୋଟ ବ୍ଲକର ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଚଳିତ ବର୍ଷ ନିଅଣ୍ଟିଆ ସାଙ୍ଗକୁ ଅଦିଆ ବର୍ଷା ଯୋଗୁଁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସ୍ବଳ୍ପ ବୃଷ୍ଟି ଯୋଗୁ ବ୍ଲକର ଅଧିକାଂଶ ପଞ୍ଚାୟତରେ…
ଅନ୍ତିମ ସତ୍କାରକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ
ମୋରଡା,୧୫।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିଦପୁର ବ୍ଲକ ଅଧୀନ ରାସଗୋବିଦପୁର ପଞ୍ଚାୟତରେ ଶୁକ୍ରବାର ଅନ୍ତିମ ସତ୍କାରକୁ କେନ୍ଦ୍ର କରି ସାରମୂଳା ପଞ୍ଚାୟତ ଓ ରାସଗୋବିଦପୁର ପଞ୍ଚାୟତର ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ, ରାସଗୋବିଦପୁର ପଞ୍ଚାୟତର କନ୍ଦ୍ରା ନାଏକଙ୍କ…
ମୁମ୍ବାଇ ଲୋକାଲ ଟ୍ରେନର ଭାଇରାଲ ହେଲା ଭିଡିଓ, ଟ୍ରେନର ଗେଟ୍ ପାଖରେ ମୋବାଇଲ ଝୁଲାଇ ଶୁଣିଲେ ଗୀତ…
ମୁମ୍ବାଇ ଲୋକାଲ ଟ୍ରେନକୁ ଦେଶର ଆର୍ଥିକ ଟ୍ରେନ ଭାବରେ ମଧ୍ୟ ବୁଝାଯାଏ। ଅଫିସ ଟାଇମ ହୋଇଗଲେ ଟ୍ରେନରେ ଖଚାଖଚ ଭିଡ ହୋଇଯାଏ। ଯେଉଁଥିରେ ପଶିବା ଅସମ୍ଭବ ହୋଇପଡେ। ଠିକ୍ ସମୟରେ ଟ୍ରେନରେ ଆସି ନ ପହଞ୍ଚିଲେ ଟ୍ରେନ ଛାଡିଦେବାର ସମ୍ଭାବନା ମଧ୍ୟ…
ଆଖିପିଛୁଳାକେ ପଲଟିଗଲା ବାଜି, ଶିକାର କରିବାକୁ ଆସି ପଡିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ବନ୍ୟପ୍ରାଣୀଙ୍କ ଭିଡିଓ ଅନ୍ୟତମ। ଜଙ୍ଗଲରେ ସବୁ ସମୟରେ ସତର୍କ ରହିବାକୁ ପଡ଼ିଥାଏ କାରଣ ଏଠାରେ ପାଦେପାଦେ ବିପଦ ଥାଏ। ଦକ୍ଷିଣ ଆଫ୍ରିକାର ଏକ ଜାତୀୟ ଉଦ୍ୟାନର ଏକ…
ସଂସଦର ସୁରକ୍ଷାରେ ତ୍ରୁଟି ମାମଲା: ୭ ଦିନିଆ ପୋଲିସ ରିମାଣ୍ଡରେ ଗଲେ ମାଷ୍ଟରମାଇଣ୍ଡ ଲଳିତ ଝା
ନୂଆଦିଲ୍ଲୀ,୧୫।୧୨: ସଂସଦ ସୁରକ୍ଷା ଭଙ୍ଗର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ଶୁକ୍ରବାର ପଟିଆଲା ହାଉସ କୋର୍ଟରେ ପୋଲିସ ହାଜର କରିଥିଲା। କୋର୍ଟ ତାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ କର୍ତ୍ତବ୍ୟ ପଥ ପୋଲିସ ଷ୍ଟେଶନରେ ଲଲିତ ଝା…
ନୂଆ ଶ୍ରମ ଆଇନ: ବଜେଟ ୨୪ରେ ଆସିବ ନୂଆ ପ୍ରସ୍ତାବ, କର୍ମଚାରୀଙ୍କୁ ମିଳିବ ୩ଦିନ ସାପ୍ତାହିକ ଛୁଟି!
ବଜେଟ ୨୦୨୪କୁ ଆଉ କିଛିଦିନ ବାକି ଥିବାବେଳେ ଅର୍ଥନୀତିଜ୍ଞମାନେ ଏବେଠୁ ବିଭିନ୍ନ ଅଟକଳ ଆରମ୍ଭ କରିଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ବଜେଟରେ ସରକାର କାହା ଉପରେ ସୁନା କଳସ ଢାଳିବେ ସେ ନେଇ ଚର୍ଚ୍ଚା ଖୁବ୍ ଜୋର ଧରିଛି। ଦାବି…
ନାଗପୁରରୁ ଲୋକ ସଭା ନିର୍ବାଚନ ପାଇଁ ଶଙ୍ଖନାଦ କରିବ କଂଗ୍ରେସ
ନୂଆଦିଲ୍ଲୀ,୧୫।୧୨: ଡିସେମ୍ବର ୨୮ରେ ନାଗପୁରରେ କଂଗ୍ରେସ ଏହାର ୧୩୯ ତମ ଫାଉଣ୍ଡେସନ ଦିବସ ପାଳନ କରିବାକୁ ଯାଉଛି। ଏହି ଅବସରରେ ଦଳ ନାଗପୁରରେ ଏକ ବଡ ରାଲିର ଆୟୋଜନ କରିବ ଯେଉଁଥିରେ ଦଳର ସମସ୍ତ ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିବେ। ବିଶ୍ୱାସ…
ଗ୍ରାହକଙ୍କୁ ଏସ୍ବିଆଇର ଝଟ୍କା, ଗୃହ-ଅଟୋ-ବ୍ୟକ୍ତିଗତ ଋଣ ହେଲା ମହଙ୍ଗା
ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍ବିଆଇ) ଗ୍ରାହକଙ୍କୁ ବଡ଼ ଝଟ୍କା ଦେଇଛି। ବ୍ୟାଙ୍କ ଏହାର ଋଣକୁ ମହଙ୍ଗା କରିଦେଇଛି। ଏବେ ଋଣ ଲାଗି ସୁଧ ଦର ୧୦.୧୦%ରୁ ବଢ଼ି ୧୦.୨୫% ହୋଇଛି। ଫଳରେ ଗୃହ ଋଣ, ଅଟୋ ଋଣ, ବ୍ୟକ୍ତିଗତ ଋଣ ଆଦି…
ପୋଲିସ ବେଶରେ ଚାନ୍ଦା ଆଦାୟ କରିବା ପଡ଼ିଲା ମହଙ୍ଗା
ଜୟପୁର,୧୫ା୧୨(ପବନ ପାଣିଗ୍ରାହୀ): ଜୟପୁରରେ ପୋଲିସ ବେଶରେ ଚାନ୍ଦା ଆଦାୟ କରିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିଛି। ତାଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ସହରର ନୂଆସାହି, ମହାନ୍ତିସାହି, ତେଲିସାହି ଅଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କ ଘର କବାଟ…
ଭଜନଲାଲ୍ଙ୍କ ଶପଥ ଗ୍ରହଣ ପରେ ପରେ ରାଜସ୍ଥାନ ଶାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ…
ଜୟପୁର,୧୫।୧୨: ରାଜସ୍ଥାନରେ ସରକାର ପରିବର୍ତ୍ତନ ହୋଇଛି। ଶୁକ୍ରବାର ଭଜନଲାଲ୍ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ରାଜ୍ୟର ଶାସନ ବ୍ୟବସ୍ଥା ବଦଳିବା ଆରମ୍ଭ ହୋଇଛି। ଟି. ରବିକାନ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ଆଇଏଏସ୍ ଆନନ୍ଦୀ…
Archives


