Home Left

ଗୁହାଳ କଲେ: ପ୍ରାପ୍ୟ ପାଇଲେନି ଦୁଗ୍ଧଚାଷୀ

ଟିଟିଲାଗଡ଼, ୬ା୨ (ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକରେ ଦୁଗ୍ଧଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ୨୦୨୧ ଜାନୁଆରୀ ମାସରେ ୨୧୦ଚାଷୀଙ୍କୁ ଗାଈ ଗୁହାଳ ନିର୍ମାଣ କରିବାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଜିଲାପାଳ ତଥା ଓମଫେଡ କେବିଏନ ମହାପ୍ରବନ୍ଧକଙ୍କ ସୁପାରିଶରେ ଚାଷୀଙ୍କୁ ଧାର୍ଯ୍ୟ…

ରୋହମନଙ୍କ ସହ ସୁସ୍ମିତାଙ୍କ ପ୍ୟାଚଅପ

ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କର ଆଗାମୀ ୱେବ ସିରିଜ ‘ଆର୍ଯ୍ୟା ଅନ୍ତିମ ବାର୍‌’ ପାଇଁ ହେଡଲାଇନରେ ଅଛନ୍ତି। ଖୁବ ଶୀଘ୍ର ‘ଆର୍ଯ୍ୟା’ ପୁଣି ଥରେ ପରଦାରେ ଧମାଲ କରିବାକୁ ଯାଉଛି। ବଲିଉଡର ସେହି ସୁନ୍ଦରୀମାନଙ୍କ ମଧ୍ୟରୁ ସୁସ୍ମିତା…

ମଲା ଛୁଆକୁ ସାରା ରାତି ଜଗିରହିଲା ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨: ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି। ମା’ର ମମତା ଆଗରେ ସବୁ ଯେପରି ତୁଚ୍ଛ। ସନ୍ତାନ ହରାଇବାର ବେଦନା ସମସ୍ତଙ୍କର ରହିଥାଏ। ହେଲେ…

ଅଙ୍ଗନଓ୍ବାଡ଼ି କେନ୍ଦ୍ରରୁ ଦିଦିଙ୍କୁ ଘୋଷାଡି ଆଣିଲେ ମହିଳା, ବାହାର କରି …

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମ ଅଙ୍ଗନଓ୍ବାଡି (କ) କେନ୍ଦ୍ର ପାଇଁ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମର ଶତାଧିକ ମହିଳା ମଙ୍ଗଳବାର ନବ ନିଯୁକ୍ତ କର୍ମୀଙ୍କୁ…

ପ୍ଲେୟର ଅଫ ଦ ମନ୍ଥ ପାଇଁ ଏହି ୩ ଖେଳାଳିଙ୍କୁ ମନୋନୀତ କଲା ଆଇସିସି

ନୂଆଦିଲ୍ଲୀ,୬।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଫେବୃଆରୀ ୬ ମଙ୍ଗଳବାର ପୁରୁଷ େଖେଳାଳିଙ୍କ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡ ପାଇଁ ମନୋନୀତ ଖେଳାଳିଙ୍କ ନାମ ପ୍ରକାଶ କରିଛି। ଜାନୁଆରୀ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପୁରସ୍କାର ପାଇଁ ମନୋନୀତ ହୋଇଥିବା…

ପ୍ରିୟଙ୍କାଙ୍କୁ ବିବାହ ପରେ ଅନୁତାପ କରୁଛନ୍ତି ଆମେରିକୀୟ ସିଙ୍ଗର!

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ପାଞ୍ଚ ବର୍ଷ ହେବ ବିବାହ କଲେଣି। ଡିସେମ୍ବର ୨୦୧୮ରେ ଦୁହେଁ ରାଜସ୍ଥାନରେ ବିବାହ କରିଥିଲେ, ଯାହାକି ଏକ ଗ୍ରାଣ୍ଡ ଓ୍ବେଡିଂ ଥିଲା। ସେମାନେ ଯୋଧପୁରରେ ଏକ ପ୍ରାସାଦ ବୁକ…

ଭୁବନେଶ୍ୱରରୁ ଅଯୋଧ୍ୟା ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ: ରାମଲାଲାଙ୍କ ଦର୍ଶନ ପାଇଁ ଉତ୍ସାହିତ ଶ୍ରଦ୍ଧାଳୁ

ଭୁବନେଶ୍ବର,୬।୨: ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେଶନରୁ ଶ୍ରଦ୍ଧାଳୁଙ୍କୁ ଧରି ବାହାରିଛି ଅଯୋଧ୍ୟା ଆସ୍ଥା ସ୍ପେଶାଲ ଟ୍ରେନ। ରାମଲାଲାଙ୍କ ଦର୍ଶନ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି…

ଖୁସି ଖବର: ବିହାରବାସୀଙ୍କୁ ୨-୨ଲକ୍ଷ ଟଙ୍କା ଦେଉଛନ୍ତି ନୀତୀଶ ସରକାର

ପାଟନା,୬।୨: ଜାତି ଭିତ୍ତିକ ଜନଗଣନା କିଛି ମାସ ପୂର୍ବରୁ ବିହାରରେ କରାଯାଇଥିଲା। ଏହି ଜନଗଣନା ସମୟରେ ୯୪ ଲକ୍ଷରୁ ଅଧିକ ଗରିବ ପରିବାର ଦେଖିବାକୁ ମିଳିଥିଲା। ଏବେ ବିହାର କ୍ଷୁଦ୍ର ଉଦ୍ୟୋଗୀ ଯୋଜନା ଅଧୀନରେ ଏଭଳି ଗରିବ ପରିବାରର ହିତାଧିକାରୀଙ୍କୁ ନୀତୀଶ…

ଭଗବାନ ଆମର ପ୍ରାର୍ଥନା ଶୁଣିଛନ୍ତି.. ଦୁଇ ଯାଆଁଳା ଭଉଣୀଙ୍କ କ୍ୟୁଟ୍‌ ଅନ୍ଦାଜ୍‌ ଦେଖି ଲୋକେ ଫିଦା…

କଶ୍ମୀରର ଉପତ୍ୟକା ଏବେ ଆହୁରି ସୁନ୍ଦର ଦେଖାଯାଉଛି। ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଲୋକମାନେ ମଧ୍ୟ ତୁଷାରପାତକୁ ଉପଭୋଗ କରୁଛନ୍ତି। ଏହି ସମୟରେ ଜମ୍ମୁ କଶ୍ମୀରର କୋକେନ୍ରାଗ ଅଞ୍ଚଳର ଯାଆଁଳା ଭଉଣୀଙ୍କ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଜାଇବା ଏବଂ…

ଏନଡିଏରେ ଯୋଗ ଦେବେ ଉଦ୍ଧବ!

ମୁମ୍ବାଇ,୬।୨: ବର୍ତ୍ତମାନ ଲୋକ ସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି। ଏଭଳି ସମୟରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେବାରେ ଲାଗିଛି। ଏହି ସମୟରେ, ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ସ୍ବର…

ପାକିସ୍ତାନ ନିର୍ବାଚନକୁ ନେଇ ଆମେରିକା ଚିନ୍ତିତ

ଓ୍ବାଶିଂଟନ୍‌,୬।୨: ଆସନ୍ତା ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଆମେରିକା ସମେତ ବିଶ୍ୱର ଅନେକ ଦେଶ ଏହି ନିର୍ବାଚନ ଉପରେ ନଜର ରଖିଛନ୍ତି। ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତି ଜାରି କରି କହିଛି ଯେ, ସେମାନେ ପାକିସ୍ତାନରେ…

ଇତିହାସ ରଚିଲେ ବୁମ୍‌ରା: ପ୍ରଥମ ଭାରତୀୟ ଭାବେ…

ବିଶାଖାପାଟନମ୍‌,୬।୨: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ଦୃଢ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚକୁ ୧୦୬ ରନ୍‌ରେ ଜିତିଥିଲା। ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଜସପ୍ରୀତ ବୁମରାଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା। ପ୍ରଥମ ଇନିଂସରେ ଇଂରାଜୀ ବ୍ୟାଟ୍ସମ୍ୟାନ୍ମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri