ଆଧାର-ପ୍ୟାନ୍ ବିଳମ୍ବ ସଂଯୋଗରୁ ୬୦୦ କୋଟିର ରାଜସ୍ବ ସଂଗ୍ରହ
ନୂଆଦିଲ୍ଲୀ,୬।୨: ଭାରତ ସରକାର ଆଧାର ସହିତ ପ୍ୟାନ୍ କାର୍ଡର ବିଳମ୍ବ ସଂଯୋଗରୁ ୬୦୦କୋଟିରୁ ଅଧିକ ଟଙ୍କାର ରାଜସ୍ବ ଜରିମାନା ଆକାରରେ ସଂଗ୍ରହ କରିଛନ୍ତି। ଏପରିକି ଦେଶର ପ୍ରାୟ ୧୧.୪୮ କୋଟି ସ୍ଥାୟୀ ଆକାଉଣ୍ଟ ନମ୍ବର ବାୟୋମେଟ୍ରିକ ପରିଚୟ ସହିତ ଜଡିତ ହୋଇନାହିଁ…
ଓମ୍ ଆକୃତିରେ ତିଆରି ହୋଇଛି ଦେଶର ପ୍ରଥମ ମନ୍ଦିର
ପାଲି(ରାଜସ୍ଥାନ), ୬।୨: ରାଜସ୍ଥାନର ପାଲି ଜିଲା ଜାଡାନ ଗାଁରେ ନୂତନ ଭାବେ ଓମ୍ ଆକୃତିର ନିର୍ମାଣ ହୋଇଛି ଏକ ମନ୍ଦିର। ପ୍ରାୟ ୨୫୦ ଏକର ଜମିରେ ନିର୍ମିତ ହୋଇଥିବା ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୯ ତାରିଖରେ ହେବ।…
କୁଜିବରଠାରେ ବିଏମ୍ଏସ୍ର ମେଗା ହାଉସିଂ ପ୍ରକଳ୍ପ
ଭୁବନେଶ୍ୱର,୬।୨: ରାଜ୍ୟ ପ୍ରମୁଖ ଘରୋଇ ସଂସ୍ଥା ବିଏମ୍ଏସ୍ ଜଏଣ୍ଟ ଭେଞ୍ଚର୍ସର ମେଗା ହାଉସିଂ ପ୍ରକଳ୍ପ କଟକର ଚୌଦ୍ୱାରସ୍ଥିତ କୁଜିବରଠାରେ ଉଦ୍ଘାଟିତ ହୋଇଯାଇଛି ା ଏହି ଅବସରରେ ବିଶିଷ୍ଟ ସାମାଜିକ କର୍ମୀ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର…
ସର୍ବବୃହତ୍ ଆଇପିଓ ଆଣିପାରେ ହ୍ୟୁଣ୍ଡାଇ
ନୂଆଦିଲ୍ଲୀ,୬।୨: ଅନ୍ତରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ମୋଟର କୋ.ର ଭାରତ ୟୁନିଟ (ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ବା ଏଚ୍ଏମ୍ଆଇଏଲ୍) ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସର୍ବବୃହତ ଇନିସିଆଲ ପବ୍ଲିକ ଅଫର (ଆଇପିଓ) ଆଣିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା…
ରାତାରାତି ସାଇ ପଲ୍ଲବୀଙ୍କୁ ରିପ୍ଲେସ୍ କଲେ ଏହି ଷ୍ଟାରକିଡ୍!
ବମ୍ବେ: ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ଅପକମିଂ ଫିଲ୍ମ ‘ରାମାୟଣ’ ଚର୍ଚ୍ଚାରେ ରହିଆସୁଛି। ଫିଲ୍ମର ଷ୍ଟାରକାଷ୍ଟକୁ ନେଇ କିଛି ନା କିଛି ଅପ୍ଡେଟ୍ ସାମ୍ନାକୁ ଆସୁଛି। ଏଥିରେ ଅଭିନେତା ରଣବୀର କପୁର ରାମଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ…
Atal Pension Yojana: ଏହି ସରକାରୀ ଯୋଜନାରେ ମିଳିଥାଏ ୫୦୦୦ ଟଙ୍କା ପେନସନ୍, ସ୍ବାମୀସ୍ତ୍ରୀ ଉଭୟ କରିପାରିବେ ନିବେଶ…
ନୂଆଦିଲ୍ଲୀ,୬।୨: କେନ୍ଦ୍ର ସରକାର ଦେଶବାସୀଙ୍କୁ ସଞ୍ଚୟ ଲାଗି ପ୍ରୋତ୍ସାହିତ କରିବା ଲାଗି ଅନେକ ପ୍ରକାର ଯୋଜନା ଚଳାଉଛନ୍ତି। ଏଥିରେ ନିବେଶ କରି ଲୋକେ ନିଜର ଭବିଷ୍ୟତକୁ ଆର୍ଥିକ ଭାବେ ସୁରକ୍ଷିତ କରିପାରିବେ। ନିଜର ବାର୍ଦ୍ଧକ୍ୟକୁ ସୁରକ୍ଷିତ କରିବା ଲାଗି ଲୋକ ଚାକିରି…
Video: କାଉ ପାଟିରେ ରାମ-ରାମ ! ଅଯୋଧ୍ୟା ରେଳ ଷ୍ଟେଶନରେ କିଛି ଏଭଳି ଦୃଶ୍ୟ ହେଉଛି ଭାଇରାଲ
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ସେଠାରେ ଭକ୍ତଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି। ସମସ୍ତେ ‘ଜୟ ଶ୍ରୀରାମ’ ନାରା ଲଗାଇ ରାମଲାଲାଙ୍କ ଦର୍ଶନ କରୁଛନ୍ତି। ତେବେ କେବଳ ଯେ ମନୁଷ୍ୟ ତାହା ନୁହେଁ ପଶୁପକ୍ଷୀ ମଧ୍ୟ ରାମଙ୍କ ଭକ୍ତିରେ…
ରାସ୍ତାରେ ଭିକ ମାଗୁଛନ୍ତି ‘ବିଗ୍ବସ୍’ ଫେମ୍ ଶିବ ଠାକ୍ରେ, ଅବସ୍ଥା ଦେଖି…
ବମ୍ବେ: ‘ବିଗ୍ ବସ୍’ର ୧୬ତମ ସଂସ୍କରଣ ଅନେକ ପ୍ରତିଯୋଗୀଙ୍କୁ ନେଇ ଚର୍ଚ୍ଚାରେ ରହିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଶିବ ଠାକ୍ରେ। ଟ୍ରଫି ଜିତି ନ ଥିଲେ ମଧ୍ୟ ସେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ଶୋ’ ପରେ ସେ…
Paytm UPIର କ’ଣ ହେବ! କାମ କରିବ ନା ବନ୍ଦ ହୋଇଯିବ? ଜବାବ ରଖିଲା କମ୍ପାନୀ
ନୂଆଦିଲ୍ଲୀ,୬।୧୨: ଗତ କିଛିଦିନ ଧରି ଆର୍ବିଆଇର କାର୍ଯ୍ୟାନୁଷ୍ଠାନ ଯୋଗୁ ଚର୍ଚ୍ଚାରେ ରହିଛି ପେଟିଏମ୍ । ୩୦ କୋଟିରୁ ଅଧିକ ପେଟିଏମ୍ ବ୍ୟବହାରକାରୀଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ରହିଛି। ଏସବୁ ମଧ୍ୟରେ ପେଟିଏମ୍ର ମ୍ୟାନେଜମେଣ୍ଟ ଏବଂ ପ୍ରତିଷ୍ଠାତା ବିଜୟ…
ଏତେ ଛୋଟ ବୟସରୁ ଅତି ଚମତ୍କାର ଢଙ୍ଗରେ ଖେଳୁଛନ୍ତି ଟେବୁଲ ଟେନିସ, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୬।୨: ଛୋଟ ପିଲାଙ୍କ ହରକତ୍କୁ ଦେଖିଲେ ବହୁତ ଭଲ ଲାଗେ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଛୋଟ ଝିଅକୁ ଅତି ଚମତ୍କାର ଢଙ୍ଗରେ ଟେବୁଲ ଟେନିସ ଖେଳୁଥିବା ଦେଖିବାକୁ ମିଳୁଛି । ଭାଇରାଲ…
ଓଡ଼ିଶାରୁ ଆସିଲା ଭୟାନକ ଦୁର୍ଘଟଣାର ଭିଡିଓ: ନିଆଁରେ ବାଇକ୍କୁ ୨ କିଲୋମିଟର ଘୋଷାଡି ନେଲା କାର୍
ପ୍ରତ୍ୟକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉ ଥିବାବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ଓଡ଼ିଶାର ଭୁବନେଶ୍ୱରରୁ ଏକ ଭୟାନକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ କାର…
ଲିଭ-ଇନ-ରିଲେସନସିପରେ ରହୁଥିଲେ ହୋଇପାରେ ଜେଲ୍: ନୂଆ ନିୟମ ବିଷୟରେ ଜାଣନ୍ତୁ
ଡେରାଡୁନ୍,୬।୨: ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ବିଲ୍ ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି। ଏହି ବିଲ ଆଇନରେ ପରିଣତ ହେଲେ ଆଗାମୀ ଦିନରେ ୟୁସିସି ଅଧୀନରେ ସମସ୍ତ ଧର୍ମର ନାଗରିକ ଗୋଟିଏ ନିୟମ ମାନିବେ।…
Archives


