Home Left

ଲୋକ ସଭା ନିର୍ବାଚନ ପରେ କଂଗ୍ରେସ ସହିତ ମେଣ୍ଟକୁ ନେଇ ଏଏପି କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୬।୬: ଆମ ଆଦମୀ ପାର୍ଟି ନିଷ୍ପତ୍ତି ନେଇଛି ଯେ ଏଏପି ଏକାକୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଦଳର ବରିଷ୍ଠ ନେତା ଗୋପାଳ ରାୟ କହିଛନ୍ତି, ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ ହୋଇଥିଲା। ଆମେ ଏକକୀ…

ପାଣ୍ଡିଆନ୍‌-ନବୀନଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ପ୍ରଣବ ପ୍ରକାଶ, କହିଦେଲେ ଏମିତି…

ଭୁବନେଶ୍ୱର,୬।୬: ପରାଜିତ ପ୍ରାର୍ଥୀଙ୍କୁ ନେଇ ଗୁରୁବାର ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକ ପରେ ବିଜେଡି ଓ ନବୀନଙ୍କ ସମ୍ପର୍କରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ବଡ଼ ବୟାନ ଦେଇଛନ୍ତି।…

କେବେ ଶେଷ ହେବ ଜନନୀ ଯନ୍ତ୍ରଣା: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୬।୬(ଦୁର୍ଗା କୀର୍ତ୍ତି): କେବେ ଶେଷ ହେବ ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ଜନନୀ ଯନ୍ତ୍ରଣାର ଦୁଃଖ। ପୁଣି ଗର୍ଭବତୀଙ୍କୁ ଖଟିରେ ବୁହା ହେବା ଭଳି ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଦୁର୍ଗମ ଅଞ୍ଚଳରେ ଭଲ ରାସ୍ତାଘାଟ ନ…

ନିର୍ବାଚନ ସରିବା ପରେ ହଟିଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ୱର,୬।୬: ରାଜ୍ୟରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଗୁରୁବାର ହଟାଯାଇଛି। ଏନେଇ ନିର୍ବାଚନ ଆୟୋଗ ଓଡ଼ିଶାର ମୁଖ୍ୟ ସଚିବ ଓ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।…

ପାଣ୍ଡିଆନ୍‌ଙ୍କୁ ହଟାଇ ଦେଲେ କି ନବୀନ! ପ୍ରଫୁଲ୍ଲ ସାମଲଙ୍କ ବଡ଼ ବୟାନ ପରେ ତେଜିଲା ରାଜନୀତି

ଭୁବନେଶ୍ୱର,୬।୫: ନବୀନ ନିବାସରେ ଗୁରୁବାର ପରାଜିତ ପ୍ରାର୍ଥୀଙ୍କୁ ଡାକି ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବୈଠକ ପରେ ଗଣମାଧ୍ୟମକୁ ବଡ଼ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ। ସେ କହିଛନ୍ତି ପାଣ୍ଡିଆନ୍‌ଙ୍କ ବିନା ନବୀନ ସବୁ…

ଅଟୋ ପଛକୁ ପିଟିଲା ଟ୍ରକ: ଚାଲିଗଲା ୮ ବର୍ଷ ବାଳକଙ୍କ ଜୀବନ, ୨ଗରୁତର

ଖୁଣ୍ଟୁଣୀ,୬।୬(ସଚିଦାନନ୍ଦ ପଣ୍ଡା): ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣୀ ଥାନା ନିକଟ ରାଧାଦାମୋଦରପୁର ଛକରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଟୋ ପଛକୁ ଟ୍ରକ ଧକା ଦେବାରୁ ଘଟଣାସ୍ଥଳରେ ଜଣେ ୮ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି ।…

ସୁରେଶ, ବାଲକ୍ରିଷ୍ଣନଙ୍କ ପରେ ଆଇଟି ସଚିବ ପଦରୁ ଇସ୍ତଫା ଦେଲେ ମନୋଜ ମିଶ୍ର

ଭୁବନେଶ୍ୱର,୬।୬: ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର। ଇଲେକ୍ଟ୍ରୋନିକ ଓ ଆଇଟି ପ୍ରମୁଖ ସଚିବ ପଦରୁ ଗୁରୁବାର ମନୋଜ ମିଶ୍ର ଇସ୍ତଫା ଦେଇଛନ୍ତି। ଇସ୍ତଫା ଗୃହିତ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା…

କାହାକୁ ମିଳିବ ମନ୍ତ୍ରୀପଦ, କସରତ ଆରମ୍ଭ: ଏହିସବୁ ନେତାଙ୍କ ହାତରେ ଲାଗିପାରେ ଲଟେରି

ନୂଆଦିଲ୍ଲୀ,୬।୬: ୟୁପି ଲୋକ ସଭା ନିର୍ବାଚନରେ ଭାଜପାର ଆସନ ହ୍ରାସର ପ୍ରଭାବ ମଧ୍ୟ କେନ୍ଦ୍ରରେ ଗଠନ ହେବାକୁ ଥିବା ଏନଡିଏ-୩.୦ ସରକାରରେ ଦେଖାଯିବ। ଏଥର ଲୋକ ସଭା ନିର୍ବାଚନରେ ହାରିଥିବା କେନ୍ଦ୍ର ମନ୍ତ୍ରୀଙ୍କ ସ୍ଥାନରେ କ୍ୟାବିନେଟରେ କିଛି ନୂଆ ଚେହେରା ସାମିଲ…

ଏବେ ଲିଫ୍ଟରେ ବସି ୪୦ ଦିନରେ ମହାକାଶକୁ ଯାଇପାରିବ ମଣିଷ

ଏପରି ଲିଫ୍ଟ କେବେ ସମ୍ଭବ, ଯାହା ଦ୍ୱାରା ମଣିଷ ମହାକାଶକୁ ଯିବାକୁ ସକ୍ଷମ ହେବ? ମାତ୍ର ଆଜିର ସମୟରେ, ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ବିକାଶ ଅନୁଯାୟୀ ଏହା ଅସମ୍ଭବ ନୁହେଁ। ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷ ମହାକାଶଯାନ ଦ୍ୱାରା ମହାକାଶକୁ ଯାଆନ୍ତି,…

ପର ମୁଣ୍ଡରେ ଦୋଷ ଦେଇ ଖସି ପାରିବେନି ନବୀନ: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୬।୬: ରାଜ୍ୟରେ ଖୁବ୍‌ଶୀଘ୍ର ଭାଜପା ସରକାର ଗଢିବାକୁ ଯାଉଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନୁଆଦିଲ୍ଲୀରେ ଆଲୋଚନା ଚାଲିଛି। ଏସବୁ ଭିତରେ ଭାଜପାର ବରିଷ୍ଠ ନେତା ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡଙ୍ଗୀ ବିଜେଡି ଉପରେ ବର୍ଷୀଛନ୍ତି। ସେ…

ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢିଲା, କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଅଢୁଆ ବଢିଛି। କଂଗ୍ରେସ ନେତା ଶୁକ୍ରବାର ବେଙ୍ଗାଲୁରୁର ଏକ କୋର୍ଟରେ ହାଜର ହେବେ। ରିପୋର୍ଟ ଅନୁଯାୟୀ ଭାଜପା ଏମଏଲସି କେଶବ ପ୍ରସାଦ କଂଗ୍ରେସ ନେତାଙ୍କ ବିରୋଧରେ…

ବିଜେଡିର ପୋଲ୍‌ ଖୋଲିଦେଲେ ବରିଷ୍ଠ ନେତା

ଭୁବନେଶ୍ୱର,୬।୬: ବିଜେଡିର ପରାଜୟ ପରେ ଏବେ ଦଳର ଜଣେ ପରେ ଜଣେ ନେତା ମୁହଁ ଖୋଲି ଆରମ୍ଭ କରିଦେଲେଣି। ଗୁରୁବାର ବରିଷ୍ଠ ନେତା ଶଶୀଭୂଷଣ ବେହେରା ବିଜେଡି ପରାଜୟକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଦଳର ବରିଷ୍ଠ ନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?