Home Left

ଆଖି ପିଛୁଳାକେ ଯୁବକରୁ ସୁନ୍ଦରୀ ତରୁଣୀ ପାଲଟିଗଲେ, ଭିଡିଓ ଦେଖିଲେ ହେଇଯିବେ ଚକିତ  

ସୋସିଆଲ ମିଡିଆରେ କେବେ କେବେ ଚମକାଇବା ଭଳି ଦୃଶ୍ୟ ନଜରକୁ ଆସିଥାଏ, ଯାହାକୁ ଦେଖି ବିଶ୍ୱାସ କରିବା କଷ୍ଟକର ହୋଇଯାଏ। ଏବେ ସେଭଳି ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ସେଥିରେ ଜଣେ ଯୁବକ କିଭଳି ମେକଅପ୍‌ ବଳରେ ଆଖି…

ଏହି ରାଶିର ବ୍ୟକ୍ତିବିଶେଷ ଜୁନ୍‌ ୧୪ ପରେ ରୁହନ୍ତୁ ସତର୍କ, ନଚେତ୍‌…

ଗ୍ରହମାନଙ୍କର ରାଜକୁମାର ବୁଧ। ଖୁବ୍‌ଶୀଘ୍ର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବୁଧ ବୃଷ ରାଶିରୁ ମିଥୁନକୁ ୧୪ଜୁନ୍‌ର ପରିବର୍ତ୍ତନ କରିବେ। ବୁଧ ଗ୍ରହର ରାଶି ଚିହ୍ନରେ ପରିବର୍ତ୍ତନ ହେତୁ, ଏହି ରାଶି ଚିହ୍ନଗୁଡିକ ବହୁତ ସତର୍କ ରହିବାକୁ ପଡ଼ିବ, ଜାଣନ୍ତୁ ସେହି…

ସିଏମ୍‌ଓରୁ ଇସ୍ତଫା ଦେଲେ ୨ ଅବସରପ୍ରାପ୍ତ ଆଇଏଏସ୍‌

ଭୁବନେଶ୍ୱର,୬।୬: ରାଜ୍ୟରେ ଖୁବ୍‌ଶୀଘ୍ର ଭାଜପା ସରକାର ଗଢିବାକୁ ଯାଉଛି। ଏହାପୂର୍ବରୁ ସିଏମ୍‌ଓରୁ ଇସ୍ତଫା ଦେଇଛନ୍ତି ୨ ଅବସରପ୍ରାପ୍ତ ଆଇଏଏସ୍‌। ସିଏମ୍‌ଓ ମୁଖ୍ୟ ଉପଦେଷ୍ଟ ପଦରୁ ସୁରେଶ ମହାପାତ୍ର ଏବଂ ସ୍ପେଶାଲ ଇନିସିଏଟିଭ୍‌ ଉପଦେଷ୍ଟା ପଦରୁ ଆର୍‌ ବାଲକ୍ରିଷ୍ଣନ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ…

ବାଲେଶ୍ବର, ଭଦ୍ରକରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ଭୁବନେଶ୍ୱର,୬।୬: ବାଲେଶ୍ବର ଓ ଭଦ୍ରକ ବାସୁଦେବପୁରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ୧ ମିନିଟ୍‌ରେ ୨ରୁ ୩ ଥର ପ୍ରଚଣ୍ଡ ଶବ୍ଦ ଶୁଭିଛି। ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ପ୍ରଚଣ୍ଡ ଶବ୍ଦ କେଉଁଠାରୁ ଶୁଭିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ।…

କାଳବୈଶାଖୀ ପ୍ରଭାବରେ ଉଡ଼ିଲା ଛପର, ଉପୁଡ଼ିଲା ଗଛ

ଦାରିଙ୍ଗବାଡ଼ି,୬ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଉକ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏକାଧିକ ଲୋକଙ୍କ ଆଜବେଷ୍ଟ ଛପର ଉଡ଼ିବା ସହ ଘର ଭାଙ୍ଗିଥିବା ସୂଚନା ମିଳିଥିବା ମିଳିଛି। ସିମନବାଡ଼ିର ବଜାର…

ପାଣ୍ଡିଆନ୍‌ଙ୍କ ମୁଣ୍ଡରେ ଦୋଷ ଦେଇ ଖସିଯାଇପାରିବେନି ନବୀନ: ଜୟନାରାୟଣ

ଭୁବନେଶ୍ୱର,୬।୬: ଓଡ଼ିଶାରେ ଭାଜପା ପ୍ରଥମ ଥର ସରକାର ଗଢିବାକୁ ଯାଉଛି। ତେବେ କାହାକୁ ଦଳ କରିବ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଦଳ କସରତ ଆରମ୍ଭ କରିଛି। ଭାଜପା ନେତା ଜୟନାରାୟଣ ମିଶ୍ର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଯିଏ ବି ମୁଖ୍ୟମନ୍ତ୍ରୀ…

ଇଲେକ୍ଟ୍ରିଖୁଣ୍ଟରେ ପିଟିହେଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

ବାଲିଗୁଡ଼ା,୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ଡାବୁଲକିଆ ଗ୍ରାମରୁ ଗୁରୁବାର ମଧ୍ୟାହ୍ନରେ ଏକ ବାଇକ୍‌ରେ ତିନି ଜଣ ଯୁବକ ବାଟାଗୁଡ଼ା ଗ୍ରାମକୁ ଘରୋଇ ସାମଗ୍ରୀ କିଣିବାକୁ ଆସିବା ବେଳେ ଗୋପାଳପୁର-ରାୟପୁର ୫୯ ନଂ. ଜାତୀୟ…

୫୦୪ ନୂଆ ଏମ୍‌ପି କୋଟିପତି, ୨୫୧ଙ୍କ ନାମରେ ମାମଲା

ନୂଆଦିଲ୍ଲୀ, ୬ା୬: ଦେଶରେ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ନିର୍ବାଚନରେ ବର୍ତ୍ତମାନ ସରକାରରେ ଥିବା ଭାଜପା ଦଳକୁ ୨୪୦ ଆସନ ମିଳିଛି। ଅନ୍ୟପଟେ କଂଗ୍ରେସ ଏଥର ୯୯ ଆସନ ଜିତିବାରେ ସକ୍ଷମ ହୋଇଛି। ୨୯୩ ଅସନ…

ଚନ୍ଦ୍ରବାବୁ ନାଇଡୁ ନା ନୀତୀଶ କୁମାର, କିଏ ସବୁଠୁ ଧନୀ, ଜାଣନ୍ତୁ ଉଭୟଙ୍କ ମୋଟ୍‌ ସମ୍ପତ୍ତି

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନ ପରେ ନୀତୀଶ କୁମାର ଏବଂ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ ଅଧିକ ଆଲୋଚନା କରାଯାଉଛି, କାରଣ ଉଭୟ ବର୍ତ୍ତମାନ ଏନଡିଏ ପାଇଁ କିଙ୍ଗମେକରଙ୍କ ଭୂମିକା ତୁଲାଉଛନ୍ତି। ଯଦି ଉଭୟ ଏନଡିଏକୁ ସମର୍ଥନ କରନ୍ତି ନାହିଁ,…

ଅଖିଳେଶଙ୍କ ନୂଆ ରଣନୀତି, ବିଧାୟକ ପଦ ଛାଡ଼ି ଦିଲ୍ଲୀ ରାଜନୀତିରେ ହେବେ ସକ୍ରିୟ…

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରିଛି। ଏହାର ଶ୍ରେୟ ଅଖିଳେଶ ଯାଦବଙ୍କୁ ଯାଉଥିବା ବେଳେ ଏବେ ସେ ନୂଆ ରଣନୀତିରେ କାମ କରୁଛନ୍ତି। ସେ ବିଧାୟକ ପଦ ଛାଡ଼ିବା ପରେ ଦିଲ୍ଲୀ ରାଜନୀତିରେ ସକ୍ରିୟ ହେବେ।…

ଅଯୋଧ୍ୟାରେ ଭାଜପା ହାରିବା ପରେ, ଲକ୍ଷ୍ମଣ କହିଲେ…

ନୂଆଦିଲ୍ଲୀ, ୬ା୬: ଲୋକସଭା ନିର୍ବାଚନରେ ଭାଜପା ଅଯୋଧ୍ୟାର ଫୌଜାବାଦ୍‌ ଆସନରୁ ହାରିଯାଇଛି। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ବିପକ୍ଷ ଦଳର ନେତା ଏହାକୁ ହିନ୍ଦୁତ଼୍ବ ରାଜନୀତି ବିରୋଧରେ ଜନାଦେଶ ବୋଲି କହିଛନ୍ତି। ଅନ୍ୟପଟେ ଏହି ଆସନକୁ ନେଇ…

ଭାଜପାର ଟେନ୍‌ସନ୍‌ ବଢାଇଲା ଜେଡିୟୁ

ନୂଆଦିଲ୍ଲୀ,୬।୬: ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ। ଏଭଳି ପରିସ୍ଥିତିରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ ଅନ୍ତର୍ଭୁକ୍ତ ଦଳଗୁଡ଼ିକ ଉପରେ ଭାଜପାର ନିର୍ଭରଶୀଳତା ବୃଦ୍ଧି ପାଇଛି। ଏନଡିଏର ସହଯୋଗୀମାନେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?