Home Left

୨୦୧୮ ଠାରୁ ୬୦ ଜଣ ପ୍ରବାସୀ ଶ୍ରମିକ ଓଡ଼ିଶା ବାହାରେ ମୃତ୍ୟୁ ବରଣ କରିଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗୁରୁବାର ବିଧାନସଭାରେ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ପ୍ରକାଶ କରିଛନ୍ତି ଯେ ୨୦୧୮ ମସିହାରୁ ରାଜ୍ୟ ବାହାରେ କାର୍ୟ୍ୟ କରୁଥିବାବେଳେ ଓଡ଼ିଶାରୁ ଅତି କମରେ ୬୦ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ବାରଣ…

ବଳାତ୍କାର ମାମଲା ପରେ ପ୍ରୋ-ଲିଗ୍‌ରୁ ଛୁଟି ନେଲେ ହକି ଖେଳାଳି ବରୁଣ

ନୂଆଦିଲ୍ଲୀ, ୮ା୨: ବଳାତ୍କାର ମାମଲାରେ ଛନ୍ଦି ହୋଇଥିବା ଅର୍ଜୁନ ପୁରସ୍କାର ବିଜେତା ଭାରତୀୟ ହକି ଖେଳାଳି ବରୁଣ କୁମାର ଆଇନଗତ ଲଢେଇ ପାଇଁ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗ୍‌ରୁ ଓହରିଯାଇଛନ୍ତି। ଅଭିଯୋଗକାରିଣୀ ତାଙ୍କଠାରୁ ଟଙ୍କା ଲୁଟିବା ଲାଗି…

ସିଏନ୍‌ବିଟିରେ ପ୍ରବେଶ ଶୁଳ୍କ ନ ଦେବାକୁ ମାଲିକ ସଂଘର ନିଷ୍ପତ୍ତି

କଟକ,୮ା୨(କାର୍ତ୍ତିକ ସାହୁ): କଟକ ଘରୋଇ ବସ୍‌ ମାଲିକ ସଂଘ ଏବଂ ମୋଟର ଯାନ କର୍ମଚାରୀ ସଂଘ ମଧ୍ୟରେ ବିବାଦ ଘଟି ସିଏନ୍‌ବିଟିରେ ପ୍ରବେଶ ଶୁଳ୍କ ନ ଦେବାକୁ ମାଲିକ ସଂଘ ନିଷ୍ପତ୍ତି ନେଇଛି। ଏନେଇ ସଂଘ ପକ୍ଷରୁ ସିଏନ୍‌ବିଟି କର୍ତ୍ତୃପକ୍ଷଙ୍କୁ ଅବଗତ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆର୍‌ଟିଓ ଡାଟା ଏଣ୍ଟ୍ରି ଅପରେଟର

ଛତ୍ରପୁର,୮।୨(ସନ୍ତୋଷ ପାଢ଼ୀ/ ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଆର୍‌ଟିଓ କାର୍ଯ୍ୟାଳୟ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢ଼ୀ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମିଳିଥିବା ସୂଚନା ମୁତାବକ, କରୋନା ବେଳେ…

ପୁଣି ଫେରୁଛି ବର୍ଷା: ୧୧, ୧୨ରେ ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୮।୨: ପୁଣି ଫେରୁଛି ବର୍ଷା। ଆସନ୍ତା ୧୧ ଓ ୧୨ ତାରିଖରେ ରାଜ୍ୟରେ କେତେକ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ୧୧ ତାରିଖରେ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମିଛ ପ୍ରଚାର କରି ପିଇଓ ସସ୍‌ପେଣ୍ଡ

ମୁନିଗୁଡା,୮/୨(ରାଧେଶ୍ୟାମ ଅଗ୍ରୱାଲ): (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା)ବିଏସକେୱାଇ ଯୋଜନା ନାଁରେ ମିଛ ପ୍ରଚାର କରି ସସପେଣ୍ଡ ହେଲେ ପାତ୍ରଗୁଡା ପିଇଓ ପ୍ରଭାକର ନାଲା। ତେବେ ଜିଆରଏସ ଗଣେଶ ପୂଜାରି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପାତ୍ରଗୁଡା…

ରାସ୍ତା ବନ୍ଦ କରିଦେଲା ପୋଲିସ: ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ

ଛତ୍ରପୁର,୮।୨(ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଅଧୀନ ବିଞ୍ଚଣାପଲ୍ଲୀ, ପାଳିବନ୍ଧ, ପୁରୁଣାବନ୍ଧ ଏବଂ କୁଣ୍ଡାପୁଟୁ ଆଦି ୪ ଗ୍ରାମର ଶତାଧିକ ଲୋକେ ଛତ୍ରପୁର ଆସି ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଏବଂ ଗଞ୍ଜାମ ଜିଲା ଏସ୍‌ପିଙ୍କୁ ଭେଟି ଗୁରୁବାର…

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଟିଟିଲାଗଡ ଡାକ୍ତରଖାନାରେ ଉତ୍ତେଜନା

ଟିଟିଲାଗଡ,୮ା୨: ଗୁରୁବାର ଦିନ ଚିକିତ୍ସା ଅବହେଳା ହେତୁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଅଭିଯୋଗରେ ଟିଟିଲାଗଡ ସବ୍-ଡିଭିଜନାଲ ହସ୍ପିଟାଲରେ ପରିସରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ନାମ ବୋଲାଙ୍ଗୀର ଜିଲାର ସିହିନୀ ଗାଁର ବିମଲ ଛତ୍ରଙ୍କ ପତ୍ନୀ ବିନୋଦିନି ବୋଲି…

ଏବେ ଭାରତ-ମ୍ୟାନ୍‌ମାର୍‌ ମଧ୍ୟରେ ହେବନି ଅବାଧ ଯିବାଆସିବା, ଟ୍ରାଭେଲ ଡକ୍ୟୁମେଣ୍ଟ ହେବ ଆବଶ୍ୟକ

ନୂଆଦିଲ୍ଲୀ,୮।୨: ଭାରତ ଏବଂ ମ୍ୟାନ୍‌ମାର୍‌ ମଧ୍ୟରେ ଅବାଧ ଯିବାଆସିବା ବ୍ୟବସ୍ଥାକୁ ସରକାର ଗୁରୁବାର ରଦ୍ଦ କରିଛନ୍ତି। ଅବାଧ ଯିବାଆସିବା ବ୍ୟବସ୍ଥା ଅନ୍ତର୍ଜାତୀୟ ସୀମାର ଉଭୟ ପାର୍ଶ୍ୱରେ ରହୁଥିବା ଲୋକଙ୍କୁ ଭିଜା ବିନା ପରସ୍ପରର ୧୬ କିଲୋମିଟର ମଧ୍ୟରେ ଯାତ୍ରା କରିବାକୁ ଅନୁମତି…

ମୁକେଶ ଅମ୍ବାନୀଙ୍କ ପରି ତାଙ୍କ ଭାବି ସମୁଦିଙ୍କର ବି ଅଛି ପୁଳାପୁଳା ଟଙ୍କା

ପୁଣି ଥରେ ଅମ୍ବାନୀ ପରିବାରରେ ଶାହାନାଇ ବାଜିବାକୁ ଯାଉଛି। ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ ଶୀଘ୍ର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ଦୀର୍ଘ ଦିନରୁ ପରସ୍ପରକୁ…

Video: ଶାହାରୁଖ ଖାନ୍‌ଙ୍କ ଘର ଭିତର ଦୃଶ୍ୟ ଲିକ୍‌, ପଡ଼ୋଶୀଙ୍କ ଏଭଳି କାର୍ଯ୍ୟ ଦେଖି ପ୍ରଶଂସକ ଖପ୍ପା

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କର ଘର ‘ମନ୍ନତ’କୁ ଦେଖିବା ଲାଗି ପ୍ରଶଂସକଙ୍କ ଭିଡ଼ ଜମିଥାଏ। ହେଲେ ଏବେ ଘରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ପଛରେ ଅଭିନେତାଙ୍କ ପଡୋଶୀ ରହିଛନ୍ତି। ଭିଡିଓରେ ମନ୍ନତ ଭିତରର ଦୃଶ୍ୟ…

ଜିଲ୍‌ଙ୍କ ମୁହଁରୁ ହଁ ଶୁଣିବା ଲାଗି ୫ ଥର ପ୍ରପୋଜ୍‌ କରିଥିଲେ ବାଇଡେନ୍‌…ପଢ଼ନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରେମକାହାଣୀ

ଆରମ୍ଭ ହୋଇଛି ଭ୍ୟାଲେଣ୍ଟାଇନ୍‌ ସପ୍ତାହ। ଏହି ସମୟରେ ଅନେକେ ନିଜର ସାଥୀଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି। ବୁଧବାର ପ୍ରଥମ ଦିନ ରୋଜ୍‌ ଡେ’ ଶେଷ ହୋଇଥିବା ବେଳେ ଆଜି(ଗୁରୁବାର) ହେଉଛି ପ୍ରପୋଜ୍‌ ଡେ’। ଏହି ସ୍ବତନ୍ତ୍ର ଦିନରେ ଜଣେ ପ୍ରତିଷ୍ଠିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri