ଟି-୨୦ ବିଶ଼୍ବକପ୍‌: ଭାରତ ବିରୋଧରେ ପାକିସ୍ତାନ ଟିମ୍‌ର ବଡ଼ ଚାଲ୍‌, ବଦଳାଇ ପାରେ ରଣନୀତି

ନୂଆଦିଲ୍ଲୀ, ୯ା୬: ଆଇସିସି ଟି-୨୦ ବିଶ଼୍ବକପ୍‌ରେ ଆଜି ହାଇ-ଭୋଲଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଡ଼ ଟକ୍କର ହେବ। ପ୍ରତିଥର ଭଳି ଟିମ୍‌ ଇଣ୍ଡିଆର ପଲା ଭାରି ରିହିବା ନେଇ ଆଶା କରାଯାଉଛି। ପୂର୍ବଥର ଭାରତୀୟ ଟିମ୍‌ ପାକିସ୍ତାନ ଠାରୁ ରୋମାଞ୍ଚକର ବିଜୟ ହାସଲ କରିଥିଲା ଚଳିତ ସିଜିନ୍‌ରେ କିନ୍ତୁ ପାକିସ୍ତାନର ଟିମ୍‌ କମ୍‌ଜୋର ଲାଗୁଥିଲେ ମଧ୍ୟ ବାବର ଆଜମ୍‌ ନୂଆ ରଣନୀତି କରିପାରନ୍ତି। କାରଣ ଦଳ ଗତ ମ୍ୟାଚ୍‌ରେ ଆମେରିକା ଠାରୁ ପରାଜୟବରଣ କରିଛି । ଯଦି ଆଜିିର ମ୍ୟାଚ୍‌ ପାକିସ୍ତାନ, ଭାରତ ଠାରୁ ହାରିଯାଏ ତେବେ ଦଳ ଟି-୨୦ରୁ ବାହାର ହୋଇଯିବାର ସମ୍ଭାବନା ରହିଛି ।
ଭାରତ ବିପକ୍ଷରେ ଆଇସିସି ଟି-୨୦ ମ୍ୟାଚରେ ସବୁବେଳେ କର ବା ମର ସ୍ଥିତି ଦେଖିବାକୁ ମିଳିଥାଏ। କିନ୍ତୁ ଆଜିର ମ୍ୟାଚ୍‌ କଳେ ବଳେ କୌଶଳେ ଜିତିବାକୁ ପାକିସ୍ତାନ ପ୍ରାୟସ କରିବ। ପ୍ରଥମ ମ୍ୟାଚରେ ଆମେରିକା ଠାରୁ ହରିବା ପରେ, ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ଆଶା ଆଜିର ମ୍ୟାଚ ଉପରେ ର୍ନିଭର କରୁଛି । ଯଦି ପାକିସ୍ତାନ ଦଳ ଭାରତୀୟ ଦଳ ବିପକ୍ଷରେ ମ୍ୟାଚ୍‌ ଜିତିନିଏ ତେବେ ସିଜିନ୍‌ରେ ରହିବ। ତେଣୁ ପାକିସ୍ତାନ ଟିମ୍‌ କ୍ୟାପ୍‌ଟେନ୍‌ ବାବର ଆଜମ ଦଳରେ କଛି ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ତେବେ ଆମେରିକା ବିପକ୍ଷ ମ୍ୟାଚ୍‌ରେ ଖେଳାଯାଇଥିବା ସୁପର ଓଭରରେ ଦଳ ହାରି ଯାଇଥିଲା। ବ୍ୟାଟିଂରେ ପାକିସ୍ତାନ, ଭାରତ ବିପକ୍ଷରେ ଅଧିକ ଶକ୍ତିଶାଳୀ ହେବାକୁ ଚାହୁଁଛି। ଦଳର ଦୁଇଟି ବ୍ୟାଟିଂ ବିକଳ୍ପ ରହିଛି । ବାବର ନିଶ୍ଚିତ ଭାବରେ ଭାରତ ବିପକ୍ଷରେ ଏହାକୁ ବ୍ୟବହାର କରିବା ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚୁକ୍ତିର ଅବଧି ସରିବା ୬ ଦିନ ପୂର୍ୱରୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ, ଅବକାରୀ ଅଧିକ୍ଷକ କହିଲେ ତଦନ୍ତ କରାଯିବ…

ଦାରିଙ୍ଗବାଡି, ୩୦ ।୬ (ଅରୁଣ ସାହୁ ): ସରକାରଙ୍କ ଠାରୁ ଅନୁମୋଦନ ପାଇ ସରକାରଙ୍କ ସହ ଚୁକ୍ତି କରି ଖୋଲାଯାଇଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନର ଅବଧି…

ପୋକ୍ସୋ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ; ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ୩୦।୬: ଗଜପତି ଜିଲ୍ଲାର ଏକ ଚର୍ଚ୍ଚିତ ପୋକ୍ସୋ ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ହର ପ୍ରସାଦ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।…

ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲି ଟ୍ରାକ୍ଟର ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ, ପରିବାରକୁ ମିଳିଲା ସରକାରୀ ସହାୟତା

ଦିଗପହଣ୍ଡି, ୩୦|୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ହସ୍ପିଟାଲ ଛକ ନିକଟ ମୁଖ୍ୟ…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri