ଶପଥ ପୂର୍ବରୁ ବଡ଼ ପ୍ରତିଶ୍ରୁତି ଦେଲେ ମୋହନ ମାଝି
ଭୁବନେଶ୍ୱର,୧୨।୬: ଆଜିଠାରୁ ଓଡ଼ିଶାରେ ଭାଜପା ସରକାର ଆରମ୍ଭ ହେବାକୁ ଯାଉଛି। ମୋହନ ମାଝି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଶପଥ ନେବା ପୂର୍ବରୁ ମୋହନ ଗୋପବନ୍ଧୁ ଛକରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏହି ସମୟରେ…
ବନ୍ଧୁକ ରଖିବା ଅପରାଧରେ ବାଇଡେନ୍ଙ୍କ ପୁଅ ଦୋଷୀ
ଓ୍ବାଶିଂଟନ,୧୨ା୬:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପୁଅ ହଣ୍ଟର ବାଇଡେନ୍ ବେଆଇନ ଭାବେ ବନ୍ଧୁକ ରଖିବା ମାମଲାରେ ମଙ୍ଗଳବାର ଦୋଷୀସାବ୍ୟସ୍ତ ହୋଇଛନ୍ତି। ଓ୍ବିଲମିଙ୍ଗଟନ୍ ଫେଡେରାଲ କୋର୍ଟର ଜୁରୀ ତାଙ୍କୁ ସମସ୍ତ ୩ ଅଭିଯୋଗରେ ଦୋଷୀସାବ୍ୟସ୍ତ କରିଥିବାରୁ ସେ ୨୫ ବର୍ଷ ଜେଲଦଣ୍ଡର ସମ୍ମୁଖୀନ…
ଆସିଲା ଟ୍ରାଫିକ୍ କଟକଣା: ସକାଳ ୯ରୁ ସନ୍ଧ୍ୟା ୭ଟା ଜୟଦେବ ବିହାର-ନାଲ୍କୋ ଛକ ରାସ୍ତା ବନ୍ଦ
ଭୁବନେଶ୍ୱର,୧୨ା୬(ସତ୍ୟଜିତ୍ ରାଉତ):ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ଗାଡି ପାର୍କିଂ ଓ ଜନସାଧାରଣ ଯାତାୟାତ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବୁଧବାର ସକାଳ ୯ରୁ ସା ୭ଟା ଯାଏ…
କଟକରେ ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତି କରିଥିଲେ ମୋହନ
କଟକ, ୧୨ା୬(ଶିଳ୍ପା ପ୍ରିୟଦର୍ଶିନୀ):କେନ୍ଦୁଝରର ବିଧାୟକ ମୋହନ ଚରଣ ମାଝିଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ବୁଧବାର ବିଧିବଦ୍ଧ ଭାବେ ସେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଇତିମଧ୍ୟରେ…
ପାଣ୍ଡିଆନ୍ ଗଲାପରେ ଲଣ୍ଡା ହେଲେ ଗାଁ ସାଥୀ ସଂଘର ସଭାପତି
ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା):ସାଧାରଣ ନିର୍ବାଚନରେ ଓଡ଼ିଶାରେ ଭାଜପା ବହୁମତ ଲାଭ କରିବା ସହ ସରକାର ଗଠନ କରିବାକୁ ଯାଉଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବୁଧବାର ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ତେବେ…
୧୪ ବଗି ଛାଡ଼ି ୨ କି.ମି. ଗଡ଼ିଲା ଇଞ୍ଜିନ
ରୂପ୍ସା, ୧୨।୬(ବାଞ୍ଛାନିଧି ଦେ):ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ବାଲେଶ୍ୱର ଜିଲା ଅଧୀନ ଅମର୍ଦ୍ଦାରୋଡ ଷ୍ଟେଶନ ନିକଟରେ ମଙ୍ଗଳବାର ଏକ ମାଲବାହୀ ଟ୍ରେନର ଭ୍ୟାକୁମ ପାଇପ୍ ଅଚଳ ହେବାରୁ ୧୪ଟି ବଗି ଛାଡି ଇଞ୍ଜିନ ୨ କି.ମି. ଗଡ଼ିଯାଇଥିଲା। ଇଞ୍ଜିନ ସହ…
ଧୋକା ଦେଲା ମୌସୁମୀ:ଗରମ, ଗୁଳୁଗୁଳିରେ ଛଟପଟ ଓଡ଼ିଶା
ଭୁବନେଶ୍ୱର,୧୨ା୬(ଅନିଲ ଦାସ):ପ୍ରଚଣ୍ଡ ଗ୍ରୀଷ୍ମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛି ସାରା ରାଜ୍ୟ। ଉପକୂଳରୁ ଉପାନ୍ତ ସବୁଠି ତାତି କରୁଛି କଲବଲ। ମନୁଷ୍ୟଠାରୁ ଆରମ୍ଭକରି ଜୀବଜନ୍ତୁ ବର୍ଷାକୁ ଚାହିଁ ରହିଛନ୍ତି। ରାଜ୍ୟର ଦକ୍ଷିଣ ଭାଗକୁ ଜୁନ୍ ୮ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ…
୨୪ ବର୍ଷରେ ହେଇ ନ ଥିବା କାମ ୫ ବର୍ଷରେ କରାଯିବ
ଭୁବନେଶ୍ୱର,୧୨ା୬(ସୁନିତ୍ ମିଶ୍ର):ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କୁ ବିଧାୟକ ଦଳ ପକ୍ଷରୁ ଚୟନ କରାଯିବା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେ ଆଦିବାସୀ ଅଞ୍ଚଳରୁ ଆସିଛନ୍ତି ଓ ସେମାନଙ୍କ କାମ ନିଶ୍ଚିୟ କରିବେ। ଦାରିଦ୍ର୍ୟ ସୀମାରେଖା ତଳେ…
ବୈଶକ ଶକ୍ତି ସଂରକ୍ଷଣର ସମ୍ପ୍ରସାରଣ କରିବ ଇକ୍ୟୁ ଏନର୍ଜି
ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା): ବ୍ୟାଟେରି ଷ୍ଟୋରେଜ କମ୍ପାନୀ ଇକ୍ୟୁ ଏନର୍ଜି ବିଶ୍ୱସ୍ତରରେ ଏହାର ଶକ୍ତି ସଂରକ୍ଷଣ କ୍ଷମତାକୁ ୨୦୨୮ ସୁଦ୍ଧା ୧.୩ ଜିଡବ୍ଲ୍ୟଏଚ୍ରୁ ୯ ଜିଡବ୍ଲ୍ୟଏଚ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଇକ୍ୟୁ ଏନର୍ଜିର ପରିଚାଳନା ନିର୍ଦ୍ଦେଶକ କେଣ୍ଟାରୋ ଓନୋ ସୂଚନା ଦେଇଛନ୍ତି।…
ଭାରତରେ ଜିଡିପି ଅଭିବୃଦ୍ଧି ହାର ୬.୬% ହେବ
ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା): ୨୦୨୪ରେ ଭାରତୀୟ ଅର୍ଥନୀତି ୬.୬ ପ୍ରତିଶତ ହାରରେ ବୃଦ୍ଧି ପାଇବ। ୨୦୨୪ ପାଇଁ ଭାରତର ଜିଡିପି ଆକଳନ ବୃଦ୍ଧି ପାଉଥିବାବେଳେ ବିଶ୍ୱ ବ୍ୟାଙ୍କ କହିଛି ଯେ, ଚଳିତ ବର୍ଷ ଭାରତ ୬.୬ ପ୍ରତିଶତ ହାରରେ ବୃଦ୍ଧି ପାଇବ ମାତ୍ର…
ବିଜୟ ସହ ଓଡ଼ିଶା ମହିଳା, ପୁରୁଷ ଦଳର ଅଭିଯାନ
ଭୁବନେଶ୍ୱର, ୧୨।୬ (ତପନ ସ୍ବାଇଁ): ଜାତୀୟ ସିନିୟର ପେନ୍ଚାକ ସିଲାଟ ଚାମ୍ପିୟନଶିପ୍ (ମହିଳା ଓ ପୁରୁଷ)ର ଦ୍ୱାଦଶ ସଂସ୍କରଣ ମଙ୍ଗଳବାର କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶା ପେନ୍ଚାକ ସିଲାଟ ଆସୋସିଏଶନ ଆନୁକୂଲ୍ୟରେ ୧୩ ତାରିଖ…
କେତେ ପାଠ ପଢିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ: ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା ବିଷୟରେ….
ବଲାଙ୍ଗୀର,୧୨।୬: ବଲାଙ୍ଗୀର ଜିଲାର ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ୨୦୨୪ ନିର୍ବାଚନରେ ପାଟଣାଗଡ଼ ଆସନରୁ ଷଷ୍ଠ ଥର…

