ମୋହନ ମାଝିଙ୍କ ପିଏ ମୃତ
ଭୁବନେଶ୍ୱର,୧୨ା୬ (ସତ୍ୟଜିତ୍ ରାଉତ): ଭୁବନେଶ୍ୱର ୟୁନିଟ-୮ ଡେଲଟା ବ୍ରହ୍ମାକୁମାରୀ ଆଶ୍ରମ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଦୁଇ କାର୍ ମଝିରେ ଏକ ବାଇକ ଚାପି ହୋଇଯିବାରୁ ଚାଳକଙ୍କ ଡାହାଣ ଗୋଡ ଛିଣ୍ଡିଯିବା ସହ ତାଙ୍କର ମୃତ୍ୟୁ ହୋଇଛି।…
ବୋଟ୍ ବୁଡ଼ି ୪୯ ଶରଣାର୍ଥୀ ମୃତ
କାଇରୋ,୧୧ା୬ : ଶରଣାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ବୋଟ୍ ୟେମେନ ଉପକୂଳରେ ବୁଡ଼ିଯିବାରୁ ୪୯ ଜଣଙ୍କ ମୃତ୍ୟୁ ଘଟିବା ସହ ୧୪୦ ଜଣ ନିଖୋଜ ହୋଇଯାଇଛନ୍ତି। ଜାତିସଂଘର ଅନ୍ତର୍ଜାତୀୟ ଦେଶାନ୍ତର ଗମନ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୋମାଲିଆର ଉତ୍ତର…
ଟିଡିପି ନେତାଙ୍କୁ ଛୁରି ଭୂଷି ହତ୍ୟା, ଉତ୍ତେଜନା
କୁର୍ନୁଲ,୧୧ା୬: ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲାରେ ଟିଡିପି ନେତା ଗୌରୀନାଥ ଚୌଧରୀଙ୍କୁ ହତ୍ୟା କରାଯାଇଛି। ବୋମିରେଡ୍ଡିପାଲେ ଗ୍ରାମରେ ଓ୍ବାଇଏସ୍ଆର୍ସିପି କର୍ମୀ ପମୟା, ରାମକ୍ରିଷ୍ଣା ଓ ଅନ୍ୟମାନେ ଛୁରି ଓ ଟାଙ୍ଗିଆରେ ଟିଡିପିର ସ୍ଥାନୀୟ ନେତା ଗୌରୀନାଥଙ୍କୁ ଆକ୍ରମଣ କରିଥିଲେ। ହତ୍ୟାକାଣ୍ଡକୁ ନେଇ ଉକ୍ତ…
ପୁଣି ଆସୁଛନ୍ତି ମୋଦି, ରାଜଧାନୀରେ ମୁତୟନ ହେଲେ ୬୭ ପ୍ଲାଟୁନ୍ ଫୋର୍ସ
ଭୁବନେଶ୍ୱର,୧୧।୬: ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ। ଭୁବନେଶ୍ୱର ଜନତା ମଇଦାନରେ ବୁଧବାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ଭିଭିଆଇପି ଓ ଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।…
୨୫ ବର୍ଷ ପରେ ବଦଳିଲା ଚିତ୍ର; ଜାଣନ୍ତୁ କିଭଳି ଥିଲା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ-ପ୍ରଭାତୀଙ୍କ ରାଜନୈତିକ କ୍ୟାରିୟର
ଭୁବନେଶ୍ୱର,୧୧।୬: ଦୀର୍ଘ ୨୫ ବର୍ଷ ପରେ ଓଡ଼ିଶା ପାଇଛି ଉପମୁଖ୍ୟମନ୍ତ୍ରୀ। ଭାଜପା କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି। ଏଭଳି ଘୋଷଣା ପରେ ଭାଜପା ଶିବିରରେ ଉତ୍ସାହ ସହ କର୍ମୀମାନେ ବାଣ ଫୁଟାଇ ଏବଂ…
ମୁଖ୍ୟମନ୍ତ୍ରୀ ଘୋଷଣା ପରେ ହିଞ୍ଜିଳିରେ ଫୁଟିଲା ଆତସବାଜି
ହିଞ୍ଜିଳିକାଟୁ,୧୧।୬(ଦ୍ବିତୀକୃଷ୍ଣ ପଣ୍ଡା): ଭାଜପା ନେତୃତ୍ୱ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ହିଞ୍ଜିଳିକାଟୁ ଭାଜପା ପକ୍ଷରୁ ଖୁସି ପ୍ରକାଶ କରାଯିବା ସହ ଆତସବାଜି ପ୍ରଦର୍ଶିତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଭାଜପା ସମର୍ଥକ ବାଣ ଫୁଟାଇ,…
ମାଝୀଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର, କହିଲେ ଜଣେ ଓଡ଼ିଆ ପୁଅ…
ଭୁବନେଶ୍ୱର,୧୧।୬: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଥିବା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଜଣେ ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ଏଭଳି ପ୍ରତିକ୍ରିୟା ରଖିଲେ ପ୍ରତାପ, ସୂର୍ଯ୍ୟବଂଶୀ, ଆକାଶ
ଭୁବନେଶ୍ୱର,୧୧।୬: ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ବୁଧବାର ଶପଥ ଗ୍ରହଣ କରିବେ। ଏନେଇ ଜନତା ମଇଦାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି…
ଶପଥ ସମାରୋହରେ ଯୋଗଦେବାକୁ ଭାଜପା କର୍ମୀ ଦିଲୀପଙ୍କ ପରିବାରକୁ ନିମନ୍ତ୍ରଣ
ଖଲ୍ଲିକୋଟ,୧୧।୬(ପ୍ରଶାନ୍ତ କୁମାର ମିଶ୍ର): ବୁଧବାର ମୋହନ ଚରଣ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ମୃତ ଭାଜପା କର୍ମୀ ଦିଲୀପଙ୍କ ପରିବାରକୁ ନିମନ୍ତ୍ରଣ କରାଯାଇଛି। ୨୦୨୪ ନିର୍ବାଚନରେ ରାଜନୈତିକ ହିଂସାରେ ଖଲ୍ଲିକୋଟ…
ମୋହନ ମାଝୀଙ୍କ ପତ୍ନୀ କହିଲେ- ସେ ମନ୍ତ୍ରୀ ହେବେ ବୋଲି ଭାବିଥିଲି, କିନ୍ତୁ…
ଭୁବନେଶ୍ୱର,୧୧।୬: ଶିଶୁ ମନ୍ଦିରରେ ଗୁରୁଜୀ, ପରେ ଓ୍ବାର୍ଡମେମ୍ବର, ସରପଞ୍ଚ ହୋଇଥିଲେ। ଧିରେ ଧିରେ ରାଜନୀତିରେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ୨୦୦୦ରେ ବିଧାୟକ ହୋଇଥିଲେ ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ମଙ୍ଗଳବାର ଘୋଷଣା ହେବା ପରେ…
ବିମାନ ଦୁର୍ଘଟଣାରେ ମାଲାଓ୍ବିର ଉପରାଷ୍ଟ୍ରପତିଙ୍କ ସମେତ ୯ ଜଣଙ୍କ ମୃତ୍ୟୁ
ଲିଲୋଙ୍ଗଓ୍ବେ (ମାଲାଓ୍ବି),୧୧ା୬ : ବିମାନ ଦୁର୍ଘଟଣାରେ ମାଲାଓ୍ବି ଉପରାଷ୍ଟ୍ରପତି ସୌଲୋସ୍ ଚିଲିମାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ୍ଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ନିଖୋଜ ହୋଇଯାଇଥିଲା। ସୋମବାର ଏହା ଅବତରଣ କରିବାର ଥିଲା। ତେବେ…
ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ?ଜାଣନ୍ତୁ…
ଭୁବନେଶ୍ୱର,୧୧।୬:ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଚରଣ ମାଝୀ। ଏନେଇ ମଙ୍ଗଳବାର ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଖବରଦାତା ସମ୍ମିଳନୀରେ ଘୋଷଣା କରାଯାଇଛି। ଏହାପରଠାରୁ ମୋହନ ମାଝୀଙ୍କ ବିଷୟରେ ଜାଣିବା ଲାଗି ଲୋକଙ୍କ ମନରେ ଉତ୍କଣ୍ଠା ବଢ଼ିଛି। ୪ଥର…

